କେନାଲରେ ପାଣି ଛଡ଼ା ଯାଇଥିବାରୁ ତଳିଆ ଅଞ୍ଚଳରେ କୃତ୍ରିିମ ବନ୍ୟା
ମାଲକାନଗିରି,୧୫।୫(ଡି.ଏନ୍.ଏ.): ମାଲକାନଗିରି ଜିଲା ସତୀଗୁଡ଼ା ମଧ୍ୟମ ଜଳସେଚନ ବିଭାଗର ବାମପାର୍ଶ୍ୱ କେନାଲ ମାଲକାନଗିରି ପୌର ପରିଷଦ ମଧ୍ୟ ଦେଇ ଚାଷୀଙ୍କ ପାଇଁ ଜଳ ପ୍ରବାହିତ ହେଉଛି। ଝାଟିମାଟି କଲୋନୀଠାରୁ ରିକ୍ଲାମେଶନ କଲୋନୀ ଦେଇ ଏମ୍.ଭି-୨ ଗ୍ରାମକୁ ଯାଇଛିା। ବର୍ତ୍ତମାନ କେନାଲରେ ପାଣି…
କରୋନାରେ ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କର ମୃତ୍ୟୁ…
କୋଲକାତା,୧୫।୫: କରୋନାରେ ଆକ୍ରାନ୍ତ ହୋଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅସିମ ବନ୍ଦୋପାଧ୍ୟାୟଙ୍କ ମୃତ୍ୟୁ ଘଟିଛି। ଗତ ଏକମାସ ଧରି ସେ କରୋନାରେ ଆକ୍ରାନ୍ତ ହୋଇ ମେଡ଼ିକୋ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶନିବାର ସକାଳେ ତାଙ୍କର…
୧୭୫ କିଲୋମିଟର ବେଗରେ ମାଡ଼ି ଆସୁଛି ବାତ୍ୟା ‘ତଉକତେ’…
ମୁମ୍ବାଇ,୧୫।୫: ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଉପର ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୁତ ହୋଇ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇଛି। ଏହି ବାତ୍ୟାକୁ ଏକ ଛିଟିପିଟି ପ୍ରଜାତି ଅନୁସାରେ ‘ତଉକତେ’ ନାମ ଦିଆଯାଇଛି। ବାତ୍ୟା ଘଣ୍ଟାପ୍ରତି ୧୭୫ କିଲୋମିଟର ବେଗରେ ଉପକୂଳ…
ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୫(ବ୍ୟୁରୋ): ସାରା ରାଜ୍ୟରେ ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଉଛି। ଆଜି ଚଷା ପୁଅ ଅକ୍ଷିମୁଠି ଅନୁକୂଳ କରିଛି। ଜମିରେ ବିହନ ବୁଣି ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଛି। ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନକୁ ମୁଣ୍ଡରେ ଥୋଇ…
ଦୁଇ ପ୍ରକାର ଭାକ୍ସିନ୍ ଡୋଜ୍ ନେଲେ ସ୍ବାସ୍ଥ୍ୟ ଉପରେ କିପରି ପଡ଼ିବ ପ୍ରଭାବ, ଏଭଳି ମତ ଦେଲେ ବୈଜ୍ଞାନିକ…
ଲଣ୍ଡନ/ନୂଆଦିଲ୍ଲୀ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଟିକା କରଣ ଅଭିଯାନ ଜାରି ରହିଛି। ତେବେ ବି କରୋନା ଥମିବାର ନାଁ ଧରୁନି। ଭାରତ ଭଳି କେତେକ ଦେଶରେ ଦ୍ୱିତୀୟ ଲହର ଯୋଗୁ ଆତଙ୍କ…
ସାଢ଼େ ୪ଟାରେ ମୁଖ୍ୟ ସଚିବଙ୍କ ପ୍ରେସମିଟ
ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ମୁକାବିଲା ପାଇଁ ସରକାର ରାଜ୍ୟ୧୪ଦିନିଆ ଲକ୍ଡାଉନ ଘୋଷଣା କରିଛନ୍ତି। ହେଲେ ବି ପରିସ୍ଥିତିରେ ସଙ୍ଗୀନ ହେବାରେ ଲାଗିଛି। ଯାହାକୁ ନେଇ ଶନିବାର ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ଶାସନ ସଚିବ…
ସାହିତି୍ୟକ ନରେନ୍ଦ୍ର ବେହେରାଙ୍କ ପରଲୋକ
କଟକ ଅଫିସ, ୧୫ା୫: ସାହିତି୍ୟକ, ନାଟ୍ୟକାର, ଗୀତିକାର ତଥା ଅନୁବାଦକ ନରେନ୍ଦ୍ର ବେହେରାଙ୍କ ଗତ ୧୨ ତାରିଖରେ ଜାମସେଦପୁରଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଜାମସେଦପୁରସ୍ଥିତ ଏକ ଘରୋଇ…
ଭାକ୍ସିନ୍ କିଣା-ଅକ୍ସିଜେନ୍ ପ୍ଲାଣ୍ଟ୍ ସ୍ଥାପନରେ ଖର୍ଚ୍ଚ ହେଉ ପିଏମ୍ କେୟାର୍ସ ଫଣ୍ଡ୍: ସୁପ୍ରିମ୍କୋର୍ଟରେ ଆବେଦନ…
ନୂଆଦିଲ୍ଲୀ,୧୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଭାକ୍ସିନ୍ କିଣାଯାଇ ସମସ୍ତଙ୍କୁ ଟିକା ଦେବା ସହିତ ଦେଖାଦେଇଥିବା ଅକ୍ସିଜେନ ଅଭାବ ପୂରଣ ଲାଗି ପିଏମ୍ କେୟାର୍ସ ଫଣ୍ଡକୁ ଖର୍ଚ୍ଚ କରାଯାଉ ବୋଲି ସୁପ୍ରିମ୍କୋର୍ଟରେ ଏକ…
ହୋମ୍ କ୍ୱାରାଣ୍ଟାଇନ ଆକ୍ରାନ୍ତଙ୍କୁ କଂଗ୍ରେସ ଦେବ ଔଷଧ
ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ମହାମାରୀର ୨ୟ ଲହର ଭୁବନେଶ୍ୱର, କଟକରେ ସଂକ୍ରମଣ ହାର ବଢ଼ି ଏକ ଭୟାନକ ପରିସ୍ଥିତି ସୃଷ୍ଟି କଲାଣି। ଏହି ମୁହୂର୍ତ୍ତରେ କୋଭିଡ୍ ଆକ୍ରାନ୍ତଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଟକ ଜିଲା କଂଗ୍ରେସ ସଭାପତି ମାନସ ରଞ୍ଜନ ଚୌଧୁରୀ…
ଗଳାବାଟରେ ଚାଲିଛି ଚଳପ୍ରଚଳ
ଜଳେଶ୍ୱର, ୧୫ା୫(ଡି.ଏନ.ଏ.): କରୋନା ଭୂତାଣୁର ୨ୟ ଲହର ସମଗ୍ର ଦେଶରେ କାୟା ବିସ୍ତାର କରି ଚାଲିଥିବା ବେଳେ ପଶ୍ଚିମବଙ୍ଗ ମ୍ୟୁଟାଣ୍ଟକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଠୋର ନୀତି ଅବଲମ୍ବନ କରାଯାଇଛି। ଓଡିଶା-ପଶ୍ଚିମବଙ୍ଗ ସୀମା ସିଲ୍ କରାଯିବା ସହିତ ଯାନବାହନ ଯାଞ୍ଚ…
ଲିଙ୍କ୍ରେ କ୍ଲିକ୍ ନ କରିବାକୁ ଡିସିପିଙ୍କ ପରାମର୍ଶ
ଭୁବନେଶ୍ୱର,୧୫ା୫ (ବ୍ୟୁରୋ): ନିଜର କଓ୍ବୋଇସି ଅପ୍ଡେଟ୍ କରିବା କିମ୍ବା ମାଗଣା ମୋବାଇଲ୍ ଡାଟା ମିଳିବାର ପ୍ରତିଶ୍ରୁତି ଦେଉଥିବା ବିଭ୍ରାନ୍ତକାରୀ ମେସେଜଗୁଡିକ ପ୍ରତି ସାବଧାନ ରୁହନ୍ତୁ। ଏଭଳି ମେସେଜ୍ରେ ଦିଆଯାଇଥିବା କୌଣସି ନମ୍ବର୍ରେ କଲ୍ କରନ୍ତୁ ନାହିଁ କିମ୍ବା କୌଣସି ଲିଙ୍କ୍ରେ କ୍ଲିକ୍…
ଟ୍ରେନ୍ ଲୁଟେରା ଗ୍ୟାଙ୍ଗ୍ର ୬ ଗିରଫ
ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଟ୍ରେନ୍ରେ ଯାତ୍ରୀଙ୍କଠାରୁ ଲୁଟ୍ କରୁଥିବା ଏକ ଗ୍ୟାଙ୍ଗ୍କୁ ଜିଆର୍ପି ଓ ଆର୍ପିଏଫ୍ର ମିଳିତ ଟିମ୍ ଶୁକ୍ରବାର ବୁଦ୍ଧନଗର ମୋଚିସାହି ଅଞ୍ଚଳରୁ ଧରିଛି। ରେଲଓ୍ବେ ଟ୍ରାକ୍ ନିକଟ ପୋଲ ତଳେ ଲୁଟ୍ ଯୋଜନା ଚାଲିଥିବାବେଳେ ସେଠାରେ ଚଢ଼ାଉ କରି ପୋଲିସ ୬ଜଣଙ୍କୁ…
Archives


