କରୋନା, ବ୍ଲାକ୍ ଫଙ୍ଗସ୍ ପରେ ଏବେ ଚିନ୍ତା ବଢ଼ାଉଛି ‘ବୋନ୍ ଡେଥ୍’
ମୁମ୍ବାଇ,୫।୭: କରୋନା ଭାଇରସ୍ର ଦ୍ୱିତୀୟ ଲହର ଆତଙ୍କ ଖେଳାଇବା ପରେ ଦେଶରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। ବିଭିନ୍ନ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଛି।…
କଂଗ୍ରେସକୁ ଝଟ୍କା: ଟିଏମ୍ସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅ
କୋଲକାତା,୫।୭: ପଶ୍ଚିମ ବଙ୍ଗରେ ନିଜର ଅସ୍ତିତ୍ୱ ହରାଉଥିବା କଂଗ୍ରେସକୁ ଆଉ ଏକ ଝଟ୍କା ଲାଗିଛି। ପୂର୍ବତନ ରାଷ୍ଟ୍ରପତି ତଥା ସ୍ବର୍ଗତ ନେତା ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)ରେ ସାମିଲ ହୋଇଛନ୍ତି। ସୋମବାର କୋଲକାତାରେ…
ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ: ୧୨ ଭାଜପା ବିଧାୟକ ନିଲମ୍ବିତ
ମୁମ୍ବାଇ,୫।୭: ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ବିରୋଧୀ ଭାଜପାର ସଦସ୍ୟମାନେ ଓବିସି ସଂରକ୍ଷଣକୁ ନେଇ ଗୃହରେ ହଟ୍ଟଗୋଳ କରିଛନ୍ତି। ସଂରକ୍ଷଣ ଦାବିରେ ଗୃହ ଅଚଳ କରିବା ସହ ବାଚସ୍ପତି…
ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ବିବେଚନା କରେ ଭାରତୀୟ ସଭ୍ୟତା: ମୋଦି
କୋଓ୍ବିନ ଗ୍ଲୋବାଲ କନକ୍ଲେଭ୍ରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମତ ରଖିଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ସଭ୍ୟତା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରେ। କରୋନା ମହାମାରୀ ଅନେକ ଲୋକଙ୍କୁ ଭାରତୀୟ ଦର୍ଶନର ଏହି ମୌଳିକ…
କଇଁଚି ନ ମିଳିବାରୁ ହାତରେ ଫିତା ଛିଡାଇ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ,୫।୭: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜନ୍ନା ସିରସିଲା ଜିଲାରେ ପହଞ୍ଚି ହାଉସିଂ ୟୁନିଟ ଉଦ୍ଘାଟନ କରିଥିଲେ। ଏହି ସମୟରେ, ସେହି ସ୍ଥାନରେ ରିବନ କାଟିବା ପାଇଁ କଇଁଚି ଉପଲବ୍ଧ ନ ଥିଲା। ରାଓ କିଛି ସମୟ ଅପେକ୍ଷା କଲେ…
ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ବାବଦରେ ଦେଇଥିଲେ ଏତିକି ଟଙ୍କା ଦେଇଥିଲେ ଅମିର ଖାନ୍
ବଲିଉଡର ସୁପରଷ୍ଟାର ଅମିର ଖାନ ତାଙ୍କର ଦ୍ୱିତୀୟ ସ୍ତ୍ରୀ କିରଣ ରାଓଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ୧୫ ବର୍ଷ ପୂର୍ବେ ଅମିର ଏବଂ କିରଣ ବିବାହ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଅମିର ତାଙ୍କର ପ୍ରଥମ ସ୍ତ୍ରୀ ରୀନା…
ଅନ୍ଲକ୍-୪, ଖୋଲିବ ସ୍କୁଲ-କଲେଜ…
ପାଟନା,୫।୭: ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଅନ୍ଲକ୍-୪ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଏହି ପ୍ରର୍ଯ୍ୟାୟରେ ରାଜ୍ୟରେ ସ୍କୁଲ୍, କଲେଜ ଖୋଲାଯିବ ବୋଲି ସେ କହିଛନ୍ତି। ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ। ସେହିପରି କଲେଜ,…
ବିତର୍କ ବେଳେ ମହିଳା ସଦସ୍ୟଙ୍କୁ ମାଡ଼ ମାରିଲେ ଏମ୍ପି
ଟ୍ୟୁନିଶ୍,୫।୭: ଟ୍ୟୁନେଶିଆର ସଂସଦରେ ହିଂସାର ଏକ ମାମଲା ସାମ୍ନାକୁ ଆସିଛି। ବିତର୍କ ସମୟରେ ଜଣେ ମହିଳା ସଦସ୍ୟଙ୍କୁ ଅନ୍ୟ ଜଣେ ଏମ୍ପି ମାଡ଼ ମାରିଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ,…
ଆଧୁନିକ ଚିକିତ୍ସା ପ୍ରଣାଳୀ
ସାରା ପୃଥିବୀରେ ଯେତେ ଦେଶ ରହିଛି, ପ୍ରତ୍ୟେକ ଦେଶର ନିଜସ୍ବ ସ୍ବଦେଶୀ ଚିକିତ୍ସା ପଦ୍ଧତି ରହିଛି, ତାହା ସହ ଆଧୁନିକ ଚିକିତ୍ସା ପଦ୍ଧତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆମ ଭାରତରେ ପାରମ୍ପରିକ ତଥା ସର୍ବପୁରାତନ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ ଏକ ସ୍ବତନ୍ତ୍ର।…
ସ୍ତ୍ରୀଙ୍କଠାରୁ ପ୍ରବଳ ଗାଳି ଖାଇଲେ ଏହି ପ୍ରସିଦ୍ଧ କ୍ରିକେଟର୍: ପଛରେ ରହିଛି ଏହି କାରଣ
ଟିମ ଇଣ୍ଡିଆରୁ ବାଦ୍ ପଡିଥିବା ଉଇକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ‘ବ୍ୟାଟ୍କୁ ପଡ଼ୋଶୀଙ୍କ ସ୍ତ୍ରୀ’ଙ୍କ ସହ ତୁଳନା କରିବା ମହଙ୍ଗା ପଡିଛି। ଏବେ ଏହି ମନ୍ତବ୍ୟ ପାଇଁ ସେ କ୍ଷମା ମାଗିଛନ୍ତି। ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ…
ଶ୍ରୀଲଙ୍କାରେ ଡ୍ରାଗନ ସୈନ୍ୟ…
କଲମ୍ବୋ,୫।୭: ଭାରତ ପାଇଁ ସମସ୍ୟା ସୃଷ୍ଟି କରିବା ଲାଗି ଚାଇନା ଉଦ୍ୟମ ଅବ୍ୟାହତ ରଖିଛି। ପୂର୍ବରୁ ପାକିସ୍ତାନରେ ଡ୍ରାଗନ ସୈନ୍ୟ ନିଜର ସଂଖ୍ୟା ବୃଦ୍ଧି କରିସାରିଛି। ନିଜର ବିସ୍ତାରବାଦୀ ଯୋଜନା ଆଧାରରେ ଚାଇନା ଏଭଳଳି କାର୍ଯ୍ୟ ଜାରି ରଖଛି। ଏବେ ଶ୍ରୀଲଙ୍କାରେ…
ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଅଭିନେତ୍ରୀ ଲେଖିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମୌନୀ ରାୟ ତାଙ୍କର ହଟ୍ ଏବଂ ବୋଲ୍ଡ ଲୁକ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍। ରୁହନ୍ତି। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ପ୍ରତିଦିନ କିଛି ନା କିଛି…
Archives


