ଏହି କଂଗ୍ରେସ ନେତାଙ୍କ ବିବାହ: ଦାମୀ କାର୍ ଚଲାଇ ଶାଶୁଘର ଗଲେ କନ୍ୟା, ଭିଡିଓ ଦେଖିଲେ…
ସାଧାରଣତଃ ବିବାହ ପରେ ବାପଘରୁ ଶାଶୁଘରକୁ କନ୍ୟା କାନ୍ଦି କାନ୍ଦି ବିଦାୟ ନେଇ ଯାଇଥାନ୍ତି। ମାତ୍ର ଆଜି ଏମିତି ଜଣେ କନ୍ୟାଙ୍କ ବିଷୟରେ କହିବୁ ଯିଏକି ବିଦାବେଳେ ଟିକେ ବି କାନ୍ଦି ନ ଥିଲେ କି ମନରେ ଦୁଃଖ ନ ଥିଲା।…
ସ୍ମ୍ରିତି ମନ୍ଧାନାଙ୍କ ପ୍ରଥମ ପସନ୍ଦ ଟେଷ୍ଟ କ୍ରିକେଟ; ଆଣ୍ଡରସନଙ୍କ ସହ କୋହଲିଙ୍କ କଥା କଟାକଟିକୁ ନେଇ କହିଲେ ଏଭଳି
ନୂଆଦିଲ୍ଲୀ,୨୫।୮: ଭାରତୀୟ ମହିଳା କ୍ରିକେଟ ଟିମ୍ର ଓପନର ସ୍ମ୍ରିତି ମନ୍ଧାନା ନିଜ ଖେଳ ସହ ଲୁକ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏଥିପାଇଁ ତାଙ୍କୁ ‘ନ୍ୟାଶନାଲ କ୍ରସ୍’ ବି କୁହାଯାଏ। ଏବେ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ତାଙ୍କର ଏକ ସାକ୍ଷାତକାରର ଭିଡିଓ ଭାଇରାଲ…
ହସ୍ପିଟାଲରେ ନୁସରତ: ପ୍ରେମିକଙ୍କ ସାଥୀରେ ରହିବାକୁ ଡାକ୍ତରଙ୍କୁ କଲେ ବିଶେଷ ନିବେଦନ
ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ଏମ୍ପି ନୁସରତ ଜାହାଁ ଖୁବ୍ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଏବେ ତାଙ୍କୁ ପ୍ରସବ ପାଇଁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଗଷ୍ଟ ୨୬ରେ ସେ ଶିଶୁ ଜନ୍ମ ଦେଇପାରନ୍ତି। ତେବେ ଆଜିକାଲି ନୁସରତ୍ ୟଶ…
ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ: ଟସ୍ ଜିତିଲା ଭାରତ
ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ହେଡିଙ୍ଗଲେ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ଟେଷ୍ଟରେ ଭାରତୀୟ ଦଳ ଅପରିବର୍ତ୍ତିତ ରହିଛି। ଲର୍ଡସରେ…
୧୬ ଆଫଗାନିସ୍ତାନ ଫେରନ୍ତା କରୋନା ପଜିଟିଭ୍…
ନୂଆଦିଲ୍ଲୀ,୨୫।୮: ଆଫଗାନିସ୍ତାନରୁ ମଙ୍ଗଳବାର ଭାରତ ଫେରିଥିବା ୭୮ ଜଣଙ୍କ ମଧ୍ୟରୁ ୧୬ ଜଣଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସେମାନଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିଲା। ସେମାନଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। ପଜିଟିଭ୍ ଆସିଥିବା ଲୋକଙ୍କ ମଧ୍ୟରେ…
ଏହି ଅଭିନେତ୍ରୀଙ୍କୁ ଶକ୍ତ ଚାପୁଡା ମାରିଥିଲେ ହେମାମାଳିନୀଙ୍କ ଝିଅ
ବଲିଉଡରେ ଅଭିନେତା ଏବଂ ଅଭିନେତ୍ରୀମାନଙ୍କ ମଧ୍ୟରେ ଝଗଡା ହେବା ସାଧାରଣ କଥା। ଏପରି ଝଗଡା ହୋଇଥାଏ ଯେ ସେମାନେ ପରସ୍ପର ସହିତ ଚଳଚ୍ଚିତ୍ରରେ କାମ କରିବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ । ଫିଲ୍ମ ‘ପ୍ୟାରେ ମୋହନ’ର ସେଟରେ ହେମାମାଳିନୀଙ୍କ ଝିଅ…
ଡେଲିଭରୀ ପାଇଁ ନୁସରତ୍ ଜାହାଁ ହସ୍ପିଟାଲରେ ଭର୍ତ୍ତି, ମିଳିବ ଖୁସି ଖବର…
ମୁମ୍ବାଇ,୨୫।୮: ଅଭିନେତ୍ରୀ ନୁସରତ୍ ଜାହାଁ ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅଗଷ୍ଟ ୨୬(ଗୁରୁବାର) ତାଙ୍କର ଡେଲିଭରୀ କରାଯିବ ବୋଲି କୁହାଯାଉଛି। ଏବେ ନୁସରତ୍ ଖୁସି ଖବରକୁ ଅପେକ୍ଷା କରିଛନ୍ତି। ବିଗତ ଦିନରେ ସେ ଗର୍ଭବତୀ ହେବା ପରେ ବିବାଦୀୟ ହୋଇପଡ଼ିଥିଲେ।…
ବିଶ୍ୱର ସବୁଠୁ ସୁନ୍ଦରୀ ଯୁବତୀ, ୪ ବର୍ଷ ବୟସରୁ କରିଆସୁଛନ୍ତି ର଼୍ୟାମ୍ପଓ୍ବାକ୍
ବହୁତ କମ୍ ବୟସରୁ ନିଜର ଲୁକ୍କୁ ନେଇ ଚର୍ଚ୍ଚାକୁ ଆସିଥିବା ଫ୍ରାନ୍ସର ମଡେଲ ଥାୟଲେନ୍ ବ୍ଲୋଣ୍ଡେୟୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏବେ ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ମଜାମସ୍ତି କରୁଥିବା ନଜର ଆସିଛନ୍ତି। ଥାୟଲେନ୍ ୪ ବର୍ଷ ବୟସରୁ ମଡେଲିଂରେ…
ଏ ହେଉଛି ପ୍ରକୃତ ପ୍ରେମ: ବୃଦ୍ଧାବସ୍ଥାରେ ସ୍ତ୍ରୀଙ୍କ ଏପରି ସେବା କରୁଛନ୍ତି ଯେ ଭିଡିଓ ଦେଖିଲେ…
ଆଜିକାଲିର ସମୟରେ ଯେଉଁଠି ପ୍ରେମ, ବିବାହ ଉପରୁ ଲୋକଙ୍କ ବିଶ୍ୱାସ ଉଠିବାରେ ଲାଗିଛି, କିଛି ବ୍ୟକ୍ତି ଜୀବନସାଥୀଙ୍କୁ ଭଲ ପାଇବାକୁ ନେଇ ଅନ୍ୟ ପାଇଁ ଉଦାହରଣ ପାଲଟୁଛନ୍ତି। ସେଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଜଣେ…
ଆଲିଙ୍ଗନ ମୁଦ୍ରାରେ କଙ୍କାଳ, ବିତିଲାଣି ୧୫୦୦ ବର୍ଷ…
ବେଜିଂ,୨୫।୮: ଉତ୍ତର ଚାଇନାରେ ଏକ କବରରେ ଆଲିଙ୍ଗନ ମୁଦ୍ରାରେ ଦୁଇ କଙ୍କାଳ ରହିଛି। କଙ୍କାଳଗୁଡ଼ିକ ପ୍ରାୟ ୧୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍ମାନେ କହିଛନ୍ତି। ଏହି କଙ୍କାଳ ପ୍ରେମୀ ଯୋଡ଼ାଙ୍କର। ସେଥିମଧ୍ୟରୁ ମହିଳା କଙ୍କାଳର ବାମ ହାତ ଆଙ୍ଗୁଠିରେ ମୁଦି ରହିଛି।…
ଗଲା ମନ୍ତ୍ରୀ ପଦ, ଏବେ ଘର ଘର ବୁଲି ପିଜା କରୁଛନ୍ତି ଡେଲିଭରୀ…
କାବୁଲ,୨୫।୮: ଆଫଗାନିସ୍ତାନ ତାଲିବାନ ପୁଣି କ୍ଷମତାକୁ ଫେରିଛି। ଫଳରେ ବହୁଲୋକ ଜୀବନ ଭୟରେ ଭିଟାମାଟି ଛାଡ଼ିଛନ୍ତି। ପୂର୍ବରୁ ଆଫଗାନିସ୍ତାନରେ ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ସମୟରେ ସଂଚାର ଓ ଆଇଟି ମନ୍ତ୍ରୀ ଥିବା ସୈୟଦ ଅହମ୍ମଦ ଶାହା ସାଦତ ଏବେ ଜର୍ମାନୀରେ…
୩ ଇନିଂସ ଆଧାରରେ କୋହଲିଙ୍କୁ ବାଦ୍ ଦିଆଯାଇପାରିବ ନାହିଁ; ଅଧିନାୟକଙ୍କ ସମର୍ଥନରେ ବାହାରି କିଛି ଏପରି କହିଲେ…
ଲଣ୍ଡନ,୨୫।୮: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି। ପ୍ରଥମ ଟେଷ୍ଟ ଡ୍ର ହୋଇଥିବା ବେଳେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍କୁ ଭାରତ ୧୫୧ ରନ୍ରେ ଜିତିଥିଲା। ଏହି ସିରିଜରେ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ…
Archives


