ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅବିକଳ ଚେହେରା, ଚାଟ୍ ବିକି ପ୍ରସିଦ୍ଧ ହେଲେ ଏହି ବ୍ୟକ୍ତି
ଭୋପାଳ,୨୦ା୧୦: ମଧ୍ୟପ୍ରଦେଶର ଗ୍ବାଲିଅରରେ ଗୁପ୍ତା ଜୀ ଚାଟ୍ ବିକାଳି ବେଶ୍ ପ୍ରସିଦ୍ଧ। ତାଙ୍କ ଚେହେରା ଅବିକଳ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରି। ମୋତିମହଲ ବ୍ୟାଙ୍କ ସମ୍ମୁଖରେ ଗୁପ୍ତା ଜୀ ଏକ ଚାଟ୍ ଦୋକାନ…
ଆର୍ୟନଙ୍କୁ ଲାଗିଲା ବଡ଼ ଝଟ୍କା: ଜାମିନ ଖାରଜ
ମୁମ୍ବାଇ,୨୦।୧୦: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ପୁଣି ଝଟ୍କା ଲାଗିଛି। କ୍ରୁଜ୍ ଡ୍ରଗ୍ସ ମାମଲାରେ ତାଙ୍କ ଜାମିନ ଆବେଦନ ପୁଣି ଖାରଜ ହୋଇଛି। ଆର୍ୟନଙ୍କ ସହ ତାଙ୍କ ଦୁଇ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ…
ଏମିତି ଫଟୋ ଛାଡିଲେ କୋହଲି: ପ୍ରଶଂସକ ହେଲେ ଖୁସି
ଦୁବାଇ,୨୦।୧୦:ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିଜ ଇନ୍ଷ୍ଟାଗ୍ରାମରେ ସ୍ତ୍ରୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଯାହାକୁ ପ୍ରଶଂସକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ବିରାଟ ଶେୟାର କରିଥିବା ଫଟୋରେ…
ଲଖିମପୁରରେ ୨ ଡଙ୍ଗାବୁଡ଼ିି, ୨୫ ନିଖୋଜ…
ଚେନ୍ନାଇ,୨୦।୧୦: ଉତ୍ତରପ୍ରଦେଶ ଲଖିମପୁର ଜିଲାରେ ବୁଧବାର ୨ଟି ଡଙ୍ଗାବୁଡ଼ି ଘଟଣାରେ ୨୫ ଜଣ ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ସକାଳେ ସ୍ଥାନୀୟ ମିର୍ଜାପୁର ଗାଁର ୧୦ ଜଣ ଲୋକ ଚାଷ ଜମିରେ କଟାହୋଇ ପଡ଼ିଥିବା ଧାନ…
ସମୁଦ୍ର କୂଳରେ ନଗ୍ନ ଫଟୋ ଶୁଟ୍ କଲେ ୩୦୦ ଲୋକ, କାରଣ ଜାଣିଲେ…
ଇସ୍ରାଏଲର ୩୦୦ ପୁରୁଷ ଏବଂ ମହିଳା ସ୍ବେଚ୍ଛାସେବୀ ଏକ ନିଆରା ଉପାୟରେ ଫଟୋ ଶୁଟ୍ କରିଛନ୍ତି। ପରିବେଶ ବିପର୍ଯ୍ୟୟ ପ୍ରତି ଦୃଷ୍ଟି ଦେଇ ମହିଳା ଏବଂ ପୁରୁଷ ସ୍ବେଚ୍ଛାସେବୀମାନେ ଏପରି ନିଆରା ଉପାୟ ଅବଲମ୍ବନ କରିଛନ୍ତି। ବିନା ପୋଷାକରେ ଡେଡ୍ ସି’…
ଜମ୍ମୁ-କଶ୍ମୀରରେ ଶିଖ୍-କ୍ଷତ୍ରୀୟ-ମହାଜନ କିଣିପାରିବେ ଚାଷ ଜମି, ସୂଚନା ଦେଲେ ଉପରାଜ୍ୟପାଳ…
ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀରରେ ଚାଷ ଜମି କିଣବା ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ନୂଆ ସୂଚନା ଦେଇଛନ୍ତି। ଏବେ ଏଠାରେ ଶିଖ୍, କ୍ଷତ୍ରୀୟ ଏବଂ ମହାଜନଙ୍କୁ ଜମି କିଣିବାର ଅଧିକାର ମିଳିଛି। ଅନୁଷ୍ଠିତ ହୋଇଥିବା ରାଜ୍ୟ ପ୍ରଶାସନିକ ପରିଷଦ ବୈଠକରେ ଏସମ୍ପର୍କରେ ନିଷ୍ପତ୍ତି…
ମମିତା ମୃତ୍ୟୁ ମାମଲା: ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କୋର୍ଟ ଚାଲାଣ
ବଲାଙ୍ଗୀର ଅଫିସ,୨୦ା୧୦: ମମିତା ମେହେର ଅପହରଣ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବଲାଙ୍ଗୀର ଏସ୍ପି ଅଫିସରୁ ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସିଙ୍କ କୋର୍ଟକୁ ନିଆଯାଇଛି। ମଙ୍ଗଳବାର କଳାହାଣ୍ଡି…
ପ୍ରିୟଙ୍କାଙ୍କ ମିଶନ-୨୦୨୨ ସଙ୍କଟରେ, ହାତ ଛାଡ଼ି ସାଇକେଲ ଚଳାଇବାକୁ ବାଡ଼ଡିଆଁ ଯୋଜନା…
ଲକ୍ଷ୍ନୌ,୨୦।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରିସସ୍ଥଳେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ମିଶନ-୨୦୨୨ ସଙ୍କଟରେ ପଡ଼ିଛି। ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସର ବରିଷ୍ଠ ନେତା ଦଳ ଛାଡ଼ିବା ଆରମ୍ଭ କରିଛନ୍ତି।…
ଆର୍ୟନଙ୍କ ବଢ଼ିଲା ଅଡୁଆ
ମୁମ୍ବାଇ,୨୦।୧୦: କ୍ରୁଜ୍ ଡ୍ରଗ୍ସ ମାମଲାରେ ଜେଲ୍ରେ ଥିବା ବଲିଉଡ ଅଭିନେତା ଶାହରୁଖ ଖାନ୍ ପୁଅ ଆର୍ୟନଙ୍କ ଅଡୁଆ ବିଛି। ଡ୍ରଗ୍ସ ବିଷୟରେ ସେ ଜଣେ ବଲିଉଡ୍ ଅଭିନେତ୍ରୀଙ୍କ ସହ କଥା ହୋଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)କୁ ପ୍ରମାଣ ମିଳିଛି। ବୁଧବାର ତାଙ୍କର…
ଭୋଟ ବର୍ଜନ କରିବେ ନଦୀ କୂଳିଆ ଗ୍ରାମବାସୀ
ପାପଡ଼ାହାଣ୍ଡି,୨୦ା୧୦(ଡି.ଏନ୍.ଏ.): ପ୍ରତ୍ୟେକ ବର୍ଷ ନିର୍ବାଚନ ଆସିଲେ ନଦୀରେ ପୋଲଟିଏ ହେବା ଲାଗି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ମିଳେ। ନିର୍ବାଚନ ସରିଗଲେ ଗାଁରେ ଆଉ କାହାର ପାଦ ପଡ଼େନାହିଁ। ନଦୀରେ ଯାତାୟାତ ଲାଗି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନଦୀ ପାର୍ଶ୍ୱସ୍ଥ ଗ୍ରାମବାସୀ। ତେଣୁ ପୋଲ…
ଟିକ୍ଟକ୍ ବନ୍ଦ ପରେ ନିଜକୁ ବେରୋଜଗାରିଆ ଭାବୁଥିଲେ ଏହି ଲୋକପ୍ରିୟ ଅଭିନେତା
ବଲିଉଡ୍ ଅଭିନେତା ରିତେଶ ଦେଶମୁଖ ସୋସିଆଲ ମିଡିଆରେ ବେଶ୍ ସକ୍ରି। ସ୍ତ୍ରୀ ତଥା ଅଭିନେତ୍ରୀ ଜେନେଲିଆ ଡି’ ସୁଜାଙ୍କ ସହ ସେ କମେଡି ଭିଡିଓ କରି ଲୋକଙ୍କ ମନୋରଞ୍ଜନ କରନ୍ତି। ନିକଟରେ ରିତେଶ ଏକ ଖୁଲାସା କରିଥିଲେ। ୨୦୨୦ ରେ ଲକଡାଉନ…
କିନ୍ନରଙ୍କୁ ସ୍ତ୍ରୀ କରି ରଖିଥିଲେ, ପରେ ପଥରରେ ଛେଚି କଲେ ହତ୍ୟା
କେନ୍ଦୁଝର,୨୦ା୧୦(ସ୍ବ.ପ୍ର.): ଦୈତାରି ଥାନା ଅନ୍ତର୍ଗତ ପାଣ୍ଡି ହଟିଂରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ କିନ୍ନରଙ୍କୁ ପଥରରେ ଛେଚି ହତ୍ୟା ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ତାଙ୍କ ନାମ ସାରାଣୀ କିନ୍ନର (୩୦) ବୋଲି ଜଣାପଡ଼ିଛି । ତାଙ୍କ ସହିତ ରହୁଥିବା…

