Home

ଆଜି ବଲାଙ୍ଗୀର ବନ୍ଦ

ବଲାଙ୍ଗୀର ଅଫିସ,୨୧ା୧୦: ବଲାଙ୍ଗୀର ବନ୍ଦ ଡାକରା ପରେ ଗୁରୁବାର ସକାଳୁ ଭାଜପା ପକ୍ଷରୁ ବିଭିନ୍ନ ଅଫିସ ସମ୍ମୁଖରେ ପିକେଟିଂ କରାଯାଇଛି। ଜିଲାପାଳ କାର୍ଯ୍ୟାଳୟ, ସିଭିଲ କୋର୍ଟ, ପ୍ରଧାନ ଡାକଘର, ଡିଆରଡିଏ ଅଫିସ ସମ୍ମୁଖରେ ପିକେଟିଂ କରିଛନ୍ତି । ସକାଳୁ ବନ୍ଦର ପ୍ରଭାବ…

ପୁଣି ୧୮ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୨୧।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୮ ହଜାର ୪୫୪ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧୬୦…

ପ୍ରଥମଥର ପାଇଁ ପୁଅଙ୍କୁ ଭେଟିବାକୁ ଜେଲ୍‌ କଲେ ଶାହରୁଖ

ଅଭିନେତା ଶାହରୁଖ ଖାନ୍‌ ପୁଅ ଆର୍ୟନ କ୍ରୁଜ ଡ୍ରଗ୍ସ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଅଛନ୍ତି। ପ୍ରଥମଥର ପାଇଁ ପୁଅଙ୍କୁ ଭେଟିବାକୁ ଶାହାରୁଖ ମୁମ୍ବାଇର ଆର୍ଥର ରୋଡ ଜେଲ ନିକଟରେ ପହଞ୍ଚିଥିଲେ। ପୁଅକୁ ଭେଟିବା ପରେ ଶାହାରୁଖ ୧୫ ମିନିଟ…

ହାତୀ-କୁମ୍ଭୀର ଲଢ଼େଇରେ କିଏ ଜିତିଲା, କ୍ୟାମେରାରେ ହେଲା କଏଦ

ଆଫ୍ରିକାର ଜାମ୍ବିଆରେ ଏକ ମାଈ ହାତୀ ଏବଂ କୁମ୍ଭୀର ମଧ୍ୟରେ ଲଢ଼େଇ ହେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ହାତୀଟି କୁମ୍ଭୀରକୁ ପାଣି ଭିତରେ ଶୁଣ୍ଢରେ ମାରୁଛି। ମଝିରେ ମଝିରେ ତା’ ଉପରେ ପାଦ…

ଜମ୍ମୁ-କଶ୍ମୀରରେ ନିବେଶ ପାଇଁ ସୁମଲିମ୍‌ ରାଷ୍ଟ୍ରଙ୍କ ସହିତ ଭାରତର ଯୋଗାଯୋଗ ପ୍ରୟାସ…

ନୂଆଦିଲ୍ଲୀ,୨୧।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଭାରତ କୂଟନୈତିକ ସ୍ତରରେ ପାକିସ୍ତାନକୁ ଘେରିବାକୁ ପ୍ରସ୍ତୁତ ହେଉଛି। ଜମ୍ମୁ-କଶ୍ମୀରରେ ପର୍ଯ୍ୟାୟକ୍ରମେ ପୁଞ୍ଜି ନିବେଶ ପାଇଁ ଭାରତ ଏକ ସ୍ବତନ୍ତ୍ର ରଣନୀତି ଉପରେ କାର୍ଯ୍ୟ କରୁଛି। ଏହା ଅନ୍ତର୍ଗତ ମୁସଲିମ୍‌ ରାଷ୍ଟ୍ରମାନଙ୍କରୁ କାଶ୍ମୀରରେ ବ୍ୟାପକ ବିନିଯୋଗ ପାଇଁ…

ମହାମୁକାବିଲା ପୂର୍ବରୁ ପାକିସ୍ତାନକୁ ଝଟ୍‌କା

ଦୁବାଇ, ୨୧।୧୦: ଟି -୨୦ ବିଶ୍ୱକପ ୨୦୨୧ ପୂର୍ବରୁ ପାକିସ୍ତାନକୁ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ବୁଧବାର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ରେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି। ଏହାପୂର୍ବରୁ ପ୍ରଥମେ ଅଭ୍ୟାସ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ…

ଗୋଟିଏ ଓଭରରେ ଲଗାତର ୮ ଛକା ମାରିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୧।୧୦:ଗୋଟିଏ ଓଭରରେ ଜଣେ ବ୍ୟାଟ୍ସମ୍ୟାନ କେତେ ରନ ସ୍କୋର କରିପାରିବେ। ଅତିବେଶୀରେ ୩୬ ରନ୍‌। କାରଣ କ୍ରିକେଟର ଗୋଟିଏ ଓଭରରେ ୬ଟି ବଲ ଅଛି, ଯଦି ଜଣେ ବ୍ୟାଟ୍ସମ୍ୟାନ ସମସ୍ତ ବଲରେ ୬ଟି ଛକା ମାରିଛନ୍ତି ତେବେ ୩୬ ରନ ସ୍କୋର…

ଇତିହାସ ରଚିଲା ଭାରତ, ୧୦୦ କୋଟି ଟପିଲା ଟିକାକରଣ…

ନୂଆଦିଲ୍ଲୀ,୨୧।୧୦: ଭାରତ ଟିକାକରଣରେ ନୂଆ ଇତିହାସ ରଚିଛି। ଦେଶରେ ଇତିମଧ୍ୟରେ ୧୦୦ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ଗୁରୁବାର ଟୁଇଟ୍‌ କରି ସୂଚନା ଦେଇଛନ୍ତିି।ଟିକାକରଣ ଅଭିଯାନରେ ଭାରତ ଇତିହାସ ରଚିବା ସହିତ ୧୦୦ କୋଟି…

ପୁଣି ଥରେ ହେବ ଭାରତ-ଚାଇନା ସୀମା ବିବାଦ ଆଲୋଚନା…

ନୂଆଦିଲ୍ଲୀ,୨୧।୧୦: ସୀମା ବିବାଦକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଥିବା ବିବାଦର ସମାପ୍ତି ଏପର୍ଯ୍ୟନ୍ତ ହୋଉନାହିଁ। ତେବେ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ପୁଣି ଥରେ ଉଦ୍ୟମ କରିବାକୁ ଯାଉଛନ୍ତିି। ୧୩ତମ…

୧୧୩ ଦେଶରୁ ୭୧ରେ ଭାରତ

ନୂଆଦିଲ୍ଲୀ, ୨୧ା୧୦: ନିକଟରେ ପ୍ରକାଶିତ ବିଶ୍ୱ କ୍ଷୁଧା ସୂଚକାଙ୍କ ରିପୋର୍ଟରେ ଭାରତ ପଡ଼ୋଶୀ ପାକିସ୍ତାନଠାରୁ ଖରାପ ପ୍ରଦର୍ଶନ କରିଥିବାବେଳେ ବିଶ୍ୱ ଖାଦ୍ୟ ସୁରକ୍ଷା ସୂଚକାଙ୍କ(ଜିଏଫ୍‌ଏସ୍‌)-୨୦୨୧ରେ ମଧ୍ୟ ଭାରତ ଖରାପ ପ୍ରଦର୍ଶନ କରିଛି। ୧୧୩ଟି ଦେଶକୁ ନେଇ ପ୍ରକାଶ ପାଇଥିବା ଏହି ରିପୋର୍ଟରେ…

ତାଲିବାନ୍‌ ସହ ୧୦ ଦେଶର ବୈଠକ

ମସ୍କୋ, ୨୧ା୧୦: ଆଫଗାନିସ୍ତାନ ପ୍ରସଙ୍ଗରେ ତାଲିବାନ୍‌ ପ୍ରତିନିଧିଙ୍କ ଉପସ୍ଥିତିରେ ରୁଷିଆ ବୁଧବାର ଏକ ଅନ୍ତର୍ଜାତୀୟ ବୈଠକ ଆୟୋଜନ କରିଛି। ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ତାଲିବାନ୍‌ ଖୁବଶୀଘ୍ର ଏକ ପୂର୍ଣ୍ଣ ସରକାର ଗଢ଼ୁ ବୋଲି ରୁଷିଆ ପରାମର୍ଶ ଦେଇଛି।…

ଆଗ୍ରାରେ ହାଜତ ମୃତ୍ୟୁ

ଆଗ୍ରା,୨୧।୧୦: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ଜଗଦୀଶପୁରା ଥାନାରୁ ୨୫ ଲକ୍ଷ ଟଙ୍କା ଚୋରି କରିବା ଅଭିଯୋଗରେ ପୋଲିସ ଜେରା କରୁଥିବାବେଳେ ଜଣେ ବ୍ୟକ୍ତିଙ୍କ ହାଜତ ମୃତ୍ୟୁ ହୋଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ପରିବାରକୁ ଭେଟିବା ପାଇଁ ଯାଉଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?