ଅତି ଭୀଷଣ ବେଗରେ ମାଡିଆସୁଛି ‘ୟାସ୍’: ଆଉ ମାତ୍ର ଧାମରାଠାରୁ ୪୦ କି.ମି ଦୂରରେ
ପ୍ରବଳ ବେଗରେ ମାଡିଆସୁଛି ବାତ୍ୟା ୟାସ। ଏହା ଏବେ ଧାମରା ନିକଟକୁ ଆଉ ମାତ୍ର ୪୦ କିମି ଓ ବାଲେଶ୍ୱର ଠାରୁ ୯୦କିମି ଦୂରରେ ରହିଛି। ଏବେ ଏହା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡି ଚାଲିଛି। ବାତ୍ୟା ୟାସ…
ଆଜି ୟାସ୍ ତାଣ୍ଡବ
ଭୁବନେଶ୍ୱର,୨୬/୫(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ମଙ୍ଗଳବାର ଅତି ଭୟଙ୍କର ବାତ୍ୟା (ୟାସ୍)ରେ ପରିଣତ ହୋଇଛି। ବୁଧବାର ଏହା ୧୫୫ରୁ ୧୬୫ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡ଼ କରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ ଅନୁମାନ କରାଯାଇଛି।…
‘ମୋ କୁକୁର ବି ଆପଣଙ୍କ ଫିଲ୍ମ ଅଫର୍ ଗ୍ରହଣ କରୁନାହିଁ’
ହିନ୍ଦୀ ସିନେମାରେ ଅନେକ ଅଭିନେତା ଅଛନ୍ତି ଯିଏ ନିଜ ଅଭିନୟ ମାଧ୍ୟମରେ ଏକ ସ୍ବତନ୍ତ୍ର ଛାପ ଛଡିଛନ୍ତି। ସେମିତି ଜଣେ ଅଭିନେତା ଥିଲେ ରାଜ କୁମାର। ଫିଲ୍ମରେ ତାଙ୍କ ସଂଳାପ କହିବା ଶୈଳୀ ଆଜିବି ଲୋକଙ୍କ ମନରେ ଉଜ୍ଜିବୀତ ଅଛି। ବ୍ୟକ୍ତିଗତ…
ଧାମରା ନିକଟରେ ମାଡ଼ ହେବ ୟାସ୍
ଭୁବନେଶ୍ୱର,୨୫ା୫: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ମଙ୍ଗଳବାର ଅତି ଭୀଷଣ ବାତ୍ୟାର ରୂପ ନେଇଛି। ବୁଧବାର ମଧ୍ୟାହ୍ନରେ ‘ୟାସ’ ୧୫୫ରୁ ୧୬୫ କି.ମି. ବେଗରେ ସ୍ଥଳଭାଗକୁ ଛୁଇଁବ। ବାତ୍ୟା ଯେଉଁପଟ ଦେଇ ଯିବ ସେ ସବୁ ଅଞ୍ଚଳ ଛାରଖାର…
ବାତ୍ୟା ବେଳେ ସେଲ୍ଫି ନେବାକୁ ବାହାରକୁ ଯାଆନ୍ତୁ ନାହିଁ, ଆମ୍ବ-ନଡ଼ିଆ ନ ଗୋଟାଇ ଲୋଭ ସମ୍ବରଣ କରନ୍ତୁ: ଏସ୍ଆରସି
ଭୁବନେଶ୍ୱର,୨୫।୫(ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା ‘ୟାସ୍’। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱର ଜିଲାରେ ପଡ଼ିବ। ବାତ୍ୟା ସମୟରେ ସର୍ବାଧିକ ୧୮୫ କିମି ପବନ ବହିବାର ସମ୍ଭାବନା ରହିଛି। ଏହି ସମୟରେ ସେଲ୍ଫି ନେବାକୁ ବାହାରକୁ ଯାଆନ୍ତୁ ନାହିଁ ବୋଲି…
ରାଜଧାନୀରୁ ଆଉ ୧୦୬୨ କରୋନା ପଜିଟିଭ୍ ଚିହ୍ନଟ: ଚିନ୍ତା ବଢ଼ାଉଛି ପଟିଆ
ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜଧାନୀରେ ବେଲଗାମ କରୋନା। ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆଉ ୧୦୬୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୨ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୮୯୦ ଲୋକାଲ କେସ୍ ରହିଛି। ଏନେଇ ବିଏମ୍ସି ପକ୍ଷରୁ ଟୁଇଟ୍ କରି ସୂଚନା…
ଉପକୂଳମୁହାଁ ‘ୟାସ’: ପାରାଦୀପଠାରୁ ଏବେ ୨୦୦ କିମି ଦୂରରେ
ଭୁବନେଶ୍ୱର,୨୫।୫(ବ୍ୟୁରୋ): ଧିରେ ଧିରେ ଉପକୂଳମୁହାଁ ବାତ୍ୟା ‘ୟାସ’। ଏବେ ଏହା ୧୫ କିମି ବେଗରେ ଗତି କରୁଛି। ପାରାଦୀପଠାରୁ ୨୦୦ କିମି ଦୂରରେ ବାତ୍ୟା ରହିଥିବା ବେଳେ ବାଲେଶ୍ୱର-ଦୀଘାରୁ ୨୯୦ କିମି ଦୂରରେ ରହିଛି। ତେବେ ବାତ୍ୟା ଆସନ୍ତା ୬ ଘଣ୍ଟା…
‘ୟାସ୍’ ପାଇଁ କଟକଣା: ଚଣ୍ଡିଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ
ଯାଜପୁର ଅଫିସ,୨୫।୫: ସମ୍ଭାବ୍ୟ ବାତ୍ୟା ‘ୟାସ୍’ ଏବେ ଉପକୂଳମୁହାଁ। ଏହାର ବିଶେଷ ପ୍ରଭାବ ଭଦ୍ରକ ଓ ବାଲେଶ୍ୱରରେ ପଡ଼ିବ। ଏହି ସମୟରେ ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୧୫୫ରୁ ୧୬୫ କିମି ବେଗରେ ପବନ ବହିବାର ଆକଳନ କରିଛି…
ପ୍ରତିଟି ମାନବ ଜୀବନ ଆମ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍’ ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକରେ ପ୍ରସ୍ତୁତି ନେଇ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଏବଂ ଏସ୍ଆର୍ସି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହାପରେ ପ୍ରତିକ୍ରିୟା ରଖି ପ୍ରତିଟି…
ପାଖେଇ ଆସୁଛି ‘ୟାସ୍’: ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର ହେବେ ସାଢ଼େ ୭ ଲକ୍ଷ ଲୋକ
ଭୁବନେଶ୍ୱର,୨୫।୫(ବ୍ୟୁରୋ): ଆସୁଛି ବାତ୍ୟା ‘ୟାସ’। ଏହା ବୁଧବାର ସକାଳେ ଲ୍ୟାଣ୍ଡଫଲ୍ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଏହା ପୂର୍ବରୁ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ପ୍ରଭାବିତ ହେବାକୁ ଥିବା ୧୦ ଜିଲାରୁ…
ଘରର ଛାତ ଉପରେ ଉଠାଇଥିଲେ ଟପ୍ଲେସ୍ ଫଟୋ; ଅଭିନେତ୍ରୀ କହିଲେ ‘ମୁଁ ଲାଜକୁଳୀ ନୁହେଁ’
ବମ୍ବେ: ଘରର ଛାତ ଉପରେ ଟପ୍ଲେସ୍ ଫଟୋଶୁଟ୍। କିଛି ଏଭଳି କରି ଚର୍ଚ୍ଚାରେ ରିୟା ସେନଙ୍କ ବଡ଼ ଭଉଣୀ ତଥା ବଲିଉଡ୍ ଅଭିନେତ୍ରୀ ରାଇମା ସେନ୍। ସେ ନିଜର ଫଟୋଗୁଡ଼ିକୁ ଇନ୍ଷ୍ଟାଗ୍ରାମରେ ଶେୟାର କରିବା ପରେ ତାହା ବେଶ୍ ଭାଇରାଲ ହେଉଛି।…
ଏହି ରାଜ୍ୟର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି କରୀନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମୟରେ ସେ ଇନ୍ଷ୍ଟାଗ୍ରାମରେ ନିଜର କାର୍ଯ୍ୟକଳାପ ସହ କିଛି ନା କିଛି ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ନିକଟରେ ବେବୋ ନିଜ…
Archives


