Home

ଥରିଲା ମେକ୍ସିକୋ, ସୁନାମି ଆଶଙ୍କା ଯୋଗୁ ଲୋକେ ଆତଙ୍କିତ…

ମେକ୍ସିକୋ ସିଟି,୮।୯: ମେକ୍ସିକୋ ସିଟିରେ ମଙ୍ଗଳବାର-ବୁଧବାର ବିଳମ୍ବିତ ରାତ୍ରରେ ଭୂକମ୍ପ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ରହିଛି। ଗୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋଠାରେ ଭୂକମ୍ପର କେନ୍ଦ୍ର ରହିଛି।…

ସୁପ୍ରିମକୋର୍ଟଙ୍କ ରାୟକୁ ଗୁରୁତ୍ୱ ଦେଉନି ଆନ୍ଧ୍ର

ପଟ୍ଟାଙ୍ଗୀ,୮ା୯(ଡି.ଏନ୍‌.ଏ.):ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ କୋଟିଆ ପଞ୍ଚାୟତକୁ ନେଇ ଲାଗି ରହିଥିବା ବିବାଦ ରାଜନୈତିକ ସ୍ତରରେ ଆଲୋଚନାକରି ୬ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାରଙ୍କୁ ନିକଟରେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ କୋର୍ଟ ମାମଲାର ଶୁଣାଣି…

‘ଗୁରୁଜୀ’ଙ୍କ ଘରେ ପୋଲିସର ଚଢ଼ାଉ

ଖୋର୍ଦ୍ଧା ଅଫିସ,୮ା୯:ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ମାନବବାଦ ସଙ୍ଗଠନର ମୁଖ୍ୟ ତଥା ଆତ୍ମଘୋଷିତ ଗୁରୁଜୀ ମାନସ ଦାସଙ୍କୁ ଗିରଫ କରାଯାଇଛି। ମାନସଙ୍କ ବିରୋଧରେ ଅପହରଣ, ଆପରାଧିକ ଷଡ଼ଯନ୍ତ୍ର, ହତ୍ୟା, ହତ୍ୟା ଉଦ୍ୟମ, ପ୍ରମାଣ…

ଜୀବନ୍ତ ଜଳିଗଲେ ୪୧ କଏଦୀ…

ଜାକର୍ତ୍ତା,୮।୯: ଇଣ୍ଡୋନେସିଆର ବଣ୍ଟେନ ପ୍ରଦେଶର ଏକ ଜେଲରେ ଅଗ୍ନିକାଣ୍ଡ ଘଟି ୪୧ ଡ୍ରଗ୍ସ କଏଦୀଙ୍କର ମୃତ୍ୟୁ ଘଟିଛି ଏବଂ ୩୯ ଜଣ ଆହତ ହୋଇଛନ୍ତି। ଆହତ କଏଦୀଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜେଲ ବିଭାଗ, ଆଇନ…

ଭୁଲ୍‌ ବୁଝାମଣାକୁ ବହୁତ ଡରେ

କେବଳ ରିଲ୍‌ରେ ନୁହେଁ, ରିୟଲ ଲାଇଫ୍‌ରେ ଅନେକଙ୍କ ପାଇଁ ହିରୋ ସାଜିଛନ୍ତି ସବ୍ୟସାଚୀ ମିଶ୍ର। ପେସାରେ ଜଣେ ଇଞ୍ଜିନିୟର ହୋଇଥିଲେ ବି ଅଭିନୟ ପାଇଁ ଚାକିରି ଛାଡ଼ିଥିଲେ। ଆଲ୍‌ବମ୍‌ ‘ବେଣୀ ନୁହେଁ ତତେ ଖୋସା ମାନିବ’ ମାଧ୍ୟମରେ ସେ ପରଦାକୁ ଓହ୍ଲାଇଥିଲେ।…

ଟକ୍‌ଟକ୍‌ ହୋଇ ଫୁଟୁଛି ପାଣି; ହାତ ଯୋଡ଼ି ଆରାମରେ ବସିଲେ ଶିଶୁ; ଭିଡିଓ ଦେଖିଲେ…

ଟକ୍‌ ଟକ୍‌ ହୋଇ ଫୁଟୁଛି ପାଣି। ତା ଭିତରେ ସମାଧିସ୍ଥ ହୋଇ ବେଶ୍‌ ଆରାମରେ ବସିଛନ୍ତି ଜଣେ ଶିଶୁ। ପାଖରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ ହେଁ ତାଙ୍କୁ କେହି ବାହାରକୁ ଆଣିବା ଲାଗି ଚେଷ୍ଟା କରୁନାହାନ୍ତି। ଏଭଳି କିଛି…

୧୧ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୮।୯(ବ୍ୟୁରୋ):ବଙ୍ଗୋପସାଗରର ଉତ୍ତର ଦିଗରେ ଆଉ ଏକ ଲଘୁଚାପ ଏବେ ଦାନା ବାନ୍ଧୁଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ସ୍ପଷ୍ଟ ଚିହ୍ନିତ ହେବା ସହ ୧୧ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)…

ସ୍କୁଲ ବନ୍ଦ ହୋଇପାରେ

ଭୁବନେଶ୍ୱର, ୮।୯(ବ୍ୟୁରୋ):ରାଜ୍ୟରେ ଏବେ କରୋନା ସଂକ୍ରମଣ ପ୍ରାୟତଃ ସ୍ଥିର ରହିଛି। କିନ୍ତୁ ପିଲାଙ୍କ ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍‌ ବର୍ଗର ୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ମୋଟ ସଂକ୍ରମଣର ପ୍ରାୟ ୧୫%।…

ଅବହେଳା କଲେ ପୁଣି ଲକ୍‌ଡାଉନ

ଭୁବନେଶ୍ୱର, ୮।୯(ବ୍ୟୁରୋ):ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକ୍‌ଡାଉନ କୋହଳ କରାଯାଇଛି। କିନ୍ତୁ ତା’ର ଅର୍ଥ ନୁହେଁ ଯେ, ଆମେ ନିୟମ ପାଳନରେ ଢିଲା କରିବା। ତେଣୁ ଯଦି କେଉଁଠି ବି ଅବହେଳା ପରିଲକ୍ଷିତ ହୁଏ, ତେବେ ସାମୂହିକ ସ୍ବାର୍ଥ…

୬ ରନ୍‌ରେ ୪ ଉଇକେଟ ନେଇ ପ୍ରଥମ ମ୍ୟାଚ୍‌ରେ କମାଲ୍‌ କଲେ ଏହି ବୋଲର୍‌

ବାରବାଡୋସ୍‌,୮।୯: କାରିବିଆନ ପ୍ରିମିୟର ଲିଗ (ସିପିଏଲ୨୦୨୧)ର ୧୯ତମ ମ୍ୟାଚରେ ତ୍ରିନବାଗୋ ନାଇଟ ରାଇଡର୍ସ ଜାମାଇକା ଟାଲାୱାକୁ ୭୫ ରନ୍‌ରେ ପରାସ୍ତ କରିଛି। ପାକିସ୍ତାନରେ ଜନ୍ମିତ ଆମେରିକୀୟ ପେସର ଅଲି ଖାନ ନାଇଟ ରାଇଡର୍ସ ପକ୍ଷରୁ ଲିଗରେ ତାଙ୍କର ପ୍ରଥମ ମ୍ୟାଚ ଖେଳି…

ଆଜି କରୋନା ନେଲା ୮ ଜୀବନ

ଭୁବନେଶ୍ୱର,୮।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୮ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୦୭୦ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ପିଲାଙ୍କ ପାଇଁ ବିପଦ ବଢୁଛି: ଆଜି ୧୦୨ ପିଲା କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୦୨ ଜଣ ଅଛନ୍ତି। ଏହି ୭୬୨ ଜଣଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୧୯ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri