Home

ମହିଳାଙ୍କୁ ଏନ୍‌ଡିଏ-ନାଭାଲ ଏକାଡେମୀରେ ସ୍ଥାୟୀ କମିଶନ…

ନୂଆଦିଲ୍ଲୀ,୮।୯: ଏନ୍‌ଡିଏ ଏବଂ ନାଭାଲ ଏକାଡେମୀରେ ମହିଳାମାନଙ୍କୁ ଏବେ ସ୍ଥାୟୀ କମିଶନ ମିଳି ପାରିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ସୂଚନା ପ୍ରଦାନ କରାଯାଇଛି। ଏସମ୍ପର୍କରେ ବିସ୍ତୃତ ବିବରଣୀ ଦେବା ଲାଗି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ସରକାରଙ୍କୁ ୨ ସପ୍ତାହ ସମୟ…

ସୀମାରେ କମାଣ୍ଡର ପରିବର୍ତ୍ତନ କଲେ ଚାଇନା-ପାକିସ୍ତାନ…

ନୂଆଦିଲ୍ଲୀ/ବେଜିଂ/ଇସଲାମାଦାବ,୮।୯: ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ଘୋଷଣା କରିବାପରେ ପରେ ପରେ ଉଭୟ ଚାଇନା ଏବଂ ପାକିସ୍ତାନ ଭାରତ ସୀମାରେ ନିଜ ନିଜର କମାଣ୍ଡରଙ୍କୁ ପରିବର୍ତ୍ତନ କରିଛନ୍ତି। ଚାଇନାର ପିଏଲଏ ସେନା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (ଡବ୍ଲୁଟିସି)ରେ ଜଣେ ନୂତନ କମାଣ୍ଡର…

ଅସହ୍ୟ ହେଲା ଯନ୍ତ୍ରଣା, ବିଧାନସଭା ସମ୍ମୁଖରେ ହାତ କାଟିବା ସହ ବିଷ ପିଇଦେଲେ ଯୁବକ

ଭୁବନେଶ୍ୱର,୮ା୯(ବ୍ୟୁରୋ): ଯନ୍ତ୍ରଣାରେ ଅସହ୍ୟ ହୋଇ ବୁଧବାର ବିଧାନସଭା ସମ୍ମୁଖରେ ଜଣେ ଯୁବକ ହାତ କାଟିବା ସହ ବିଷ ପିଇ ଦେଇଛନ୍ତି। ଡାକ୍ତରଙ୍କ ଭୁଲ ଯୋଗୁ ତାଙ୍କ ଗୋଡ଼ ଅଚଳ ହୋଇପଡ଼ିଛି। ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥାଭାବ। ଗୁହାରି କଲେ ବି ଶୁଣିବାକୁ…

ଭୁଲ୍‌ରେ ବି ଘରେ ଲଗାନ୍ତୁ ନାହିଁ ଏହି ୭ ଗଛ; ହୋଇଯିବେ କାଙ୍ଗାଳ..

ଘରର ଅଗଣା ଅଥବା ବଗିଚାର ସୌନ୍ଦର୍ଯ୍ୟ ବଢ଼ାଉଥିବା ଗଛ ଆପଣଙ୍କୁ କାଙ୍ଗାଳ କରିପାରେ। ବାତାବରଣକୁ ଶୁଦ୍ଧ ରଖୁଥିଲେ ହେଁ ବାସ୍ତୁଶାସ୍ତ୍ର ଅନୁଯାୟୀ ସେଗୁଡ଼ିକର ସମ୍ବନ୍ଧ ଭାଗ୍ୟ-ଦୁର୍ଭାଗ୍ୟ ସହ ଜଡ଼ିତ। ଆଜିର ଆଲୋଚନାରେ ସେହିଭଳି ସାତୋଟି ଗଛ ବିଷୟରେ କଥା ହେବା ଯାହା…

ଛୋଟ ସାପ ଭାବି ଲାଞ୍ଜକୁ ଧରି ଟାଣୁଥିଲେ; ଫଣା ଟେକି ଗର୍ଜନ କରି ଉଠିଲା ଅହିରାଜ; ଆଉ ତା’ ପରେ…

ଆଜିକାଲି ସୋସିଆଲ ମିଡିଆରେ ସାଧାରଣଜନତାଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସକ୍ରିୟ ରହୁଛନ୍ତି। ଅନେକ ଭାରତୀୟ ବନସେବା ଅଧିକାରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ସେମାନେ ପ୍ରାୟତଃ ଜଙ୍ଗଲ ଦୁନିଆ ବିଷୟରେ ଅବଗତ କରାଇଥାନ୍ତି। ଏହି କ୍ରମରେ ଜଣେ ଆଇଏଫଏସ୍‌…

ବ୍ୟସ୍ତ ରହିଲେ ବି ମା’ଙ୍କ ସହ ସମୟ ବିତାଇବାକୁ ଭୁଲନ୍ତିନି ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ବୁଧବାର ନିଧନ ହୋଇଛି। ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଖିଲାଡି ବୟ। ଅକ୍ଷୟ ତାଙ୍କ ମାଙ୍କୁ ବହୁତ ଭଲ ପାଆନ୍ତି। ଅକ୍ଷୟ ଜଣେ ଆଦର୍ଶ ପୁଅ। ଯେତେ ବ୍ୟସ୍ତ ଥାଆନ୍ତୁ…

ରାଜ୍ୟପାଳ ଦେଲେ ଇସ୍ତଫା, ଲଢ଼ିବେ ବିଧାନସଭା ନିର୍ବାଚନ…

ଡେରାଡୁନ୍‌,୮।୯: ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣି ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ଅନୁମୋଦନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ପଠାଇଛନ୍ତି। ସେ ରାଜନୀତିରେ ସକ୍ରିୟ ଭୂମିକା ଗହଣ କରିବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ହେଉଛି।…

ଟି-୨୦ ବିଶ୍ୱକପ୍‌ ପାଇଁ ନିଜ ଦଳ ବାଛିଲେ ଗାଭାସ୍କର: ବଡ଼ ବଡ଼ ଖେଳାଳିଙ୍କୁ ଦେଲେ ବାଦ୍‌

ନୂଆଦିଲ୍ଲୀ,୮।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯିବ। ଦଳ ଘୋଷଣା ପୂର୍ବରୁ ଏହା କୁହାଯାଉଛି ଯେ, ଏଥିରେ ୧୩-୧୫ ଭାରତୀୟ ଖେଳାଳିଙ୍କ ସ୍ଥାନ ନିଶ୍ଚିତ ହୋଇଥିବାବେଳେ କେବଳ କିଛି ନାମ ଉପରେ…

ଫ୍ଲାଇଟ୍‌ରେ ଡ୍ୟାନ୍ସ କଲେ ଏୟାର ହୋଷ୍ଟେସ୍‌, ଭାଇରାଲ ହେଉଛି ଭିଡିଓ

ଜଣେ ଏୟାର ହୋଷ୍ଟେସଙ୍କ ଡ୍ୟାନ୍ସ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ‘ମାନିକେ ମାଗେ ହିତେ’ ଗୀତରେ ସେ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓଟି ଭାଇରାଲ ହେବାର ୩ ମାସ ମଧ୍ୟରେ ୯୧ ମିଲିୟନ ଭିୟ୍ୟୁ ପାଇସାରିଲାଣି। ‘ମାନିକେ…

‘ଡୋର୍‌ ଟୁ ଡୋର୍‌’ ଟିକାକରଣ ସମ୍ଭବ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୮।୯: କୋଭିଡ ଟିକାକରଣର ‘ଡୋର୍‌ ଟୁ ଡୋର୍‌’ ମାମଲା ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଦେଶରେ ଟିକାକରଣ ସୁରୁଖୁରୁରେ ଚାଲିଛି। ୬୦ ପ୍ରତିଶତ ଲୋକ ଅତି କମରେ ଗୋଟିଏ ଟିକା ପାଇଛନ୍ତି। ତେଣୁ…

ଫାଇନାଲ ପୂର୍ବରୁ ସେମି ଫାଇନାଲ ପ୍ରସ୍ତୁତି,ମିଶନ ୟୁପିକୁ ଭାଜପାର ଗୁରୁତ୍ୱାରୋପ…

ନୂଆଦିଲ୍ଲୀ,୮।୯: ଦେଶରେ ସାଧାରଣ ନିର୍ବାଚନ ୨୦୨୪ରେ ଅନୁଷ୍ଠିତ ହେବ। ଏହାର ୨ ବର୍ଷ ପୂର୍ବରୁ ଉତ୍ତରପ୍ରଦେଶ (ୟୁପି)ରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଫାଇନାଲ ପୂର୍ବରୁ ଭାଜପା ସେମି ଫାଇନାଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳ ପକ୍ଷରୁ…

ମୋ ସହ ଡେଟ୍‌ରେ ଯିବା ପାଇଁ ପସନ୍ଦ କରନ୍ତି ପ୍ରତ୍ୟେକ ପୁରୁଷ, ଭିତିରି କାରଣ କହିଲେ ଏହି ମଡେଲ

ଜଣେ ମଡେଲ ତଥା ସୋସିଆଲ ମିଡିଆ ଷ୍ଟାର ନିଜର ଏକଲାପଣର ଭିନ୍ନ ଏକ କାରଣ କହିଛନ୍ତି। ତାଙ୍କର କହିବା କଥା ମୋର କୌଣସି ମହିଳା ସାଙ୍ଗ ନାହାନ୍ତି। ତାଙ୍କୁ ଅନ୍ୟ ମହିଳାମାନଙ୍କ ସହିତ ମିତ୍ରତା କରିବା ପାଇଁ ସଂଘର୍ଷ କରିବାକୁ ପଡ଼ିଥାଏ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri