Home

ଅଣ୍ଟିରେ ସାପ ରଖିବାଠାରୁ ବି ଭୟଙ୍କର ଏଭଳି ବନ୍ଧୁ, ମଉକା ମିଳିଲେ ହାତ ଛାଡ଼ିଦେବେ…

ମହାପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜିବି ବେଶ ପ୍ରାସଙ୍ଗିକ। ଏଥିରେ ୧୭ଟି ଅଧ୍ୟାୟ ରହିଛି। ସେଥିରେ ଭିନ୍ନ ଭିନ୍ନ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ସମାଜର ମାର୍ଗଦର୍ଶନ କରିବା ସହ ଲୋକଙ୍କୁ ସୁଖୀ ଜୀବନ ପାଇଁ ପ୍ରେରଣା ଦେଇ ଆସୁଛି। ଚାଣକ୍ୟ…

ଦୈନିକ ମୃତ୍ୟୁ ସଂଖ୍ୟା ୬୬୬ ଛୁଇଁଲା…

ନୂଆଦିଲ୍ଲୀ,୨୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଦୈନିକ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇ ୧୬ ହଜାର ୩୨୬ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ…

ବିୟର ଗ୍ରିଲଙ୍କ ସହ ଷ୍ଟଣ୍ଟ କରିବେ ଅଜୟ ଦେବଗନ

ବମ୍ବେ: ଚର୍ଚ୍ଚାରେ ‘ସୂର୍ଯ୍ୟବଂଶୀ’ ଷ୍ଟାର ଅଜୟ ଦେବଗନ। ଭାବୁଥିବେ କାହିଁକି। ଏବେ ‘ଇନ୍‌ଟୁ ଦ ଓ୍ବାଇଲ୍ଡ ଉଇଥ୍‌ ବିୟର ଗ୍ରିଲ୍‌’ଙ୍କ ଶୋ’ରେ ଏହି ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିବ। ଗ୍ରିଲଙ୍କ ସହ ସମୁଦ୍ରରେ ସାର୍କର ସାମ୍ନା କରୁଥିବା ନଜର ଆସିବେ ସେ। କିଛି…

ଚାଇନାରେ ଉଇଗରଙ୍କ ନରସଂହାର…

ସିଡ୍‌ନୀ/ବେଜିଂ,୨୩।୧୦: ଉଇଗର ମୁସଲମାନଙ୍କ ଦମନ ଜିନଜିଆନ ପ୍ରଦେଶରେ ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ ରାଷ୍ଟ୍ରପତି ଶି ଜିନ୍‌ ପିଙ୍ଗଙ୍କ ସରକାରଙ୍କ ପକ୍ଷରୁ ଜାରି ରହିଛି। ଚାଇନାରେ ଉଇଗର ମୁସଲମାନଙ୍କ ନରସଂହାର ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଥିଲାବେଳେ ପାକିସ୍ତାନ ପକ୍ଷରୁ ସମ୍ପୂର୍ଣ୍ଣ ନୀରବତା…

ଅନ୍‌ଲାଇନ୍‌ରେ ମଗାଇଥିଲେ ଆଇଫୋନ୍‌-୧୨; ପ୍ୟାକେଟ୍‌ ଖୋଲିବା ପରେ ବ୍ୟକ୍ତିଙ୍କ ଉଡିଗଲା ହୋସ୍‌…

ଆଜିକାଲି ସମୟରେ ଅନଲାଇନ ମାର୍କେଟିଂର ଚାହିଦା ବହୁତ ବୃଦ୍ଧି ପାଇଛି। ଏହାଦ୍ୱାରା ଲୋକମାନେ ଘରେ ବସି ସମସ୍ତ ସାମଗ୍ରୀ ଅର୍ଡର କରିପାରୁଛନ୍ତି। ହେଲେ ବେଳେବେଳେ ଲୋକମାନେ କିଛି ସାମଗ୍ରୀ ଅର୍ଡର କରି ଠକାମୀର ଶିକାର ହୋଇଥାନ୍ତି। ସେମାନେ ମଗାଇଥାନ୍ତି ଗୋଟିଏ ସାମଗ୍ରୀ,…

ଆତଙ୍କବାଦୀଙ୍କ ଉପରେ ଚାଲିବ ଯୋଗୀଙ୍କ ଆଇନ, ଉତ୍ତରପ୍ରଦେଶ ଜେଲ୍‌ରେ ୨୬ ଆତଙ୍କବାଦୀ…

ଲକ୍ଷ୍ନୌ,୨୩।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣାର ବୃଦ୍ଧିକୁ ରୋକିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଜମ୍ମୁ-କଶ୍ମୀରର ଜେଲରେ ବନ୍ଦୀ ଥିବା ‘ଏ’ ଏବଂ ‘ବି’ ବର୍ଗର ହାର୍ଡକୋର ଆତଙ୍କବାଦୀଙ୍କୁ ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର କରାଯାଉଛି। କଶ୍ମୀର ଉପତ୍ୟକାର ବିଭିନ୍ନ…

କୁକୁର ସହ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କଲେ ମହିଳା, କାରଣ ଜାଣିଲେ…

ବିବାହ ପୂର୍ବରୁ ବରକନ୍ୟା ଏବେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରୁଛନ୍ତି। କିନ୍ତୁ ଜଣେ ଯୁବତୀ ଏକ କୁକୁର ସହ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରିଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

୧୧ ଟ୍ରାକରଙ୍କ ମୃତ ଦେହ ଉଦ୍ଧାର, ବାୟୁସେନାର ଅପରେଶନ୍‌ ଜାରି…

ନୂଆଦିଲ୍ଲୀ,୨୩।୧୦: ବାୟୁସେନା ଉତ୍ତରାଖଣ୍ଡର ଲାମଖାଗା ଗିରିପଥ ନିକଟରୁ ସମୁଦ୍ର ପତ୍ତନଠାରୁ ୧୭,୦୦୦ ଫୁଟ ଉଚ୍ଚରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ପ୍ରବଳ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ ଅକ୍ଟୋବର୧୮ରେ ପର୍ଯ୍ୟଟକ, ପୋର୍ଟର ଏବଂ ଗାଇଡ ସମେତ ୧୭ଜଣ ଟ୍ରାକର…

ସୁସ୍ମିତା ଦେବଙ୍କୁ ଆକ୍ରମଣ

ନୂଆଦିଲ୍ଲୀ,୨୩।୧୦: ୨୦୨୩ରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାର ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ସୁସ୍ମିତା ଦେବଙ୍କ କାର୍‌କୁ ଆକ୍ରମଣ କରାଯାଇଛି। ଭାଜପା କର୍ମୀମାନେ ତାଙ୍କ କାର୍‌କୁ ଟାର୍ଗେଟ କରିଥିବା ସୁସ୍ମିତା ଟୁଇଟରରେ ଅଭିଯୋଗ ଆଣିଛନ୍ତି।…

ହାଇପରସୋନିକ୍‌ କ୍ଷେପଣାସ୍ତ୍ର ବିକଶିତ କରୁଛି ଭାରତ

ଓ୍ବାଶିଂଟନ, ୨୩।୧୦: ଚାଇନା ନିକଟରେ ଦୁଇଟି ଆଣବିକ ଶକ୍ତିସମ୍ପନ୍ନ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିବା ନେଇ ଖବର ପ୍ରକାଶ ପାଇଥିବାବେଳେ ଭାରତ ସମେତ କେତେକ ଦେଶ ଏଭଳି କ୍ଷେପଣାସ୍ତ୍ର ପ୍ରସ୍ତୁତି ଚଳାଇଥିବା ଆମେରିକା କଂଗ୍ରେସର ଏକ ସ୍ବାଧୀନ ସଂସ୍ଥା ରିପୋର୍ଟରେ କୁହାଯାଇଛି।…

ଟିକାକରଣ: ଭାରତ ବନାମ ଅବଶିଷ୍ଟ ବିଶ୍ୱ

ନୂଆଦିଲ୍ଲୀ,୨୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତର କରୋନା ନିରୋଧୀ ଟିକାକରଣ ସଫଳତା ବଖାଣିବାକୁ ଯାଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ସରକାରଙ୍କ ସାମର୍ଥ୍ୟକୁ ନେଇ ପ୍ରଶ୍ନ କରୁଥିବା ଲୋକଙ୍କୁ ଉପଯୁକ୍ତ ଜବାବ ମିଳିଥିବା ସେ କହିଛନ୍ତି। କଂଗ୍ରେସ ମତରେ ମୋଦି ଓ…

‘ଏହା ଅନ୍ୟାୟ, ଏନ୍‌ସିବି ଫସାଇବାକୁ ଚେଷ୍ଟା କରୁଛି’

ମୁମ୍ବାଇ,୨୩।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଏଥିରେ ତାଙ୍କ ଓକିଲ ଦର୍ଶାଇଛନ୍ତି ଯେ, ଆର୍ଯ୍ୟନଙ୍କ ହ୍ବାଟ୍ସଆପ୍‌ ଚାଟ୍‌କୁ ଏନ୍‌ସିବି ଭୁଲ ବାଖ୍ୟା କରୁଛି। କ୍ରୁଜ ଯାହାଜରୁ ଜବତ ହୋଇଥିବା ଡ୍ରଗ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?