ପ୍ରେମିକା କରୋନା ଟିକା ନେଲେ ଏମିତି ପଦକ୍ଷେପ ନେବା ପାଇଁ ଧମକାଇଲେ ପ୍ରେମିକ,ଜାଣିଲେ ହେବେ ଆଶ୍ଚର୍ଯ୍ୟ
କରୋନା ମହାମାରୀରୁ ବଞ୍ଚିବା ପାଇଁ ଟିକା ନେବା ଜରୁରୀ। ମାତ୍ର ବ୍ରିଟେନର ଜଣେ ଯୁବକ ନିଜ ପ୍ରେମିକାଙ୍କୁ ଟିକା ନେବାକୁ ମନା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଖାଲି ଏତିକି ନୁହେଁ, ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ଧମକାଇଛନ୍ତି କରୋନା ଟିକା…
ଶ୍ରୀଲଙ୍କାକୁ ଲାଗିପାରେ ବଡ଼ ଝଟକା: ଟି-୨୦ ବିଶ୍ୱକପ୍ ପୂର୍ବରୁ ବାଦ୍ ପଡ଼ିପାରେ ଏହି ପ୍ରମୁଖ କ୍ରିକେଟର୍
ନୂଆଦିଲ୍ଲୀ, ୧୬।୯: ଆଗାମୀ ଟି-୨୦ ବିଶ୍ୱକପ୍ ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ଟିମ୍କୁ ବଡ଼ ଝଟ୍କା ଲାଗିପାରେ। କାରଣ ଦଳର ପ୍ରମୁଖ ଖେଳାଳି କୁଶଲ ପେରେରା ଆହତ ହୋଇଛନ୍ତି। ଏହାକୁ ନେଇ ସେ ବିଶ୍ୱକପ୍ରୁ ବାଦ୍ ପଡ଼ିପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର…
ସରକାରୀ ଜମି ହଡ଼ପ ଅଭିଯୋଗ: ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକପ୍ରତିନିଧିଙ୍କ ଅନଶନ
ଦାରିଙ୍ଗିବାଡ଼ି,୧୬ା୯(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ ଅଭିଯୋଗରେ ଉକ୍ତ ବ୍ଲକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ…
ଆଇଟିଆର୍ ଗୁପ୍ତ ତଥ୍ୟ ଲିକ୍ ଘଟଣା: ବାଲେଶ୍ୱରରେ ୪ ଜଣିଆ ଟିମ୍ର ତଦନ୍ତ ଆରମ୍ଭ
ବାଲେଶ୍ୱର ଅଫିସ,୧୬ା୯: ବାଲେଶ୍ବର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ଆଇଟିଆର ତଥ୍ୟ ବିଦେଶୀ ତଥା ଶତ୍ରୁ ପାକିସ୍ତାନକୁ ଲିକ୍ ଅଭିଯୋଗ ପ୍ରସଙ୍ଗରେ ତଦନ୍ତ ଜୋରଦାର ଜାରି ରହିଛି । ବୁଧବାର ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ…
ଏହି ୪ଟି ଜିନିଷରେ ଖର୍ଚ୍ଚ କଲେ ଧନ ବଢ଼ିବ; ଜାଣନ୍ତୁ କାହାକୁ ଏଭଳି କହିଛନ୍ତି ଚାଣକ୍ୟ…
ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ ବିଷୟର ଜ୍ଞାନ ଚାଣକ୍ୟଙ୍କ ନିକଟରେ ଥିଲା। ଏଥିପାଇଁ ଜୀବନକାଳ ମଧ୍ୟରେ ସେ ଯାହା ସହିତ ଥିଲେ,…
ପ୍ରକୃତ କରୋନା ମୃତ୍ୟୁ ସରକାରୀ ରିପୋର୍ଟଠାରୁ ୪ରୁ ୧୧ ଗୁଣା ଅଧିକ ଆଶଙ୍କା !…
ନୂଆଦିଲ୍ଲୀ,୧୬।୯: ଦେଶରେ କରୋନା ମହାମାରୀ ଯୋଗୁ କେତେ ଜଣଙ୍କ ମୃତ୍ୟୁ ଘଟିଛି ସେ ନେଇ ଏକ ନୂଆ ରିପୋର୍ଟ ପ୍ରକାଶିତ ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ପ୍ରକୃତ କରୋନା ମୃତ୍ୟୁ ସରକାରୀ ରିପୋର୍ଟଠାରୁ ୪ରୁ ୧୧ ଗୁଣା ଅଧିକ ହୋଇଥିବାର ଆଶଙ୍କା…
ବନ୍ୟା ଘେରରେ ହିରୀମୂଳ ଗ୍ରାମବାସୀ
ଖୋର୍ଦ୍ଧା ଅଫିସ,୧୬।୯: ମହାନଦୀ ବନ୍ୟା ଜଳ ମଳାଗୁଣି ଓ ରାଜୁଆ ନଦୀରେ ପ୍ରବେଶ କରିଛି। ଏହାର ପ୍ରଭାବରେ ଖୋର୍ଦ୍ଧା ବ୍ଳକ ଓରବରସିଙ୍ଗ ପଞ୍ଚାୟତର ହିରୀମୂଳ, ନରଣଗଡ ପଞ୍ଚାୟତର ମାନପୁର ଓ ଧବଳପୁର ଗ୍ରାମରେ ବନ୍ୟାଜଳ ପଶିଛି। ଗ୍ରାମରେ ଆଣ୍ଠୁଏ ଉଚ୍ଚର ପାଣି…
ଚାଇନା ବିରୋଧରେ ଆମେରିକା-ବ୍ରିଟେନ୍-ଅଷ୍ଟ୍ରେଲିଆର ସାମରିକ ମେଣ୍ଟ, ନିର୍ମାଣ ହେଉଛି ପରମାଣୁ ସବ୍ମେରାଇନ୍…
ଓ୍ବାଶିଂଟନ,୧୬।୯: ଚାଇନାକୁ ଘେରିବା ପାଇଁ ଆମେରିକା, ବିଟ୍ରେନ୍ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସାମରିକ ମେଣ୍ଟ ଗଠନ ହୋଇଛି। ଏହା ଅନ୍ତର୍ଗତ ଆମେରିକା ଓ ବ୍ରିଟେନ୍ର ସହାୟତାରେ ଅଷ୍ଟ୍ରେଲିଆ ପରମାଣୁ ସବ୍ ମେରାଇନ୍ ନିର୍ମାଣ କରିବାକୁ ଯୋଜନା କରିଛି। ଫ୍ରାନ୍ସ ମଧ୍ୟ ଏଥିରେ…
ଭଉଣୀଙ୍କ ସୁନା ଚୋରି କରି ଜେଲ ଗଲେ ଭାଇ, ବନ୍ଧା ରଖି ଆଣିଥିଲେ ଟଙ୍କା
ଗଞ୍ଜାମ,୧୬।୯(ଡି.ଏନ୍.ଏ.): ଭାଇ ସାଜିଲା ଭଉଣୀର ଭଗାରୀ । ନିଜ ଭଉଣୀର ସୁନା ନାନୁ ଓ ଚେନ ଚୋରି କରି ଧରା ପଡିବା ପରେ ଭାଇକୁ ଜେଲ୍ ଯିବାକୁ ପଡିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଥାନା କରଣ…
ଆଉ ୪ ମୁଣ୍ଡ ନେଲା କରୋନା; କଟକରୁ ସର୍ବାଧିକ
ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୪ ଜଣ ଆକ୍ରାନ୍ତ। ଏ ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁବାର ତଥ୍ୟ ପ୍ରଦାନ କରାଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୧୮କୁ ବୃଦ୍ଧି ପାଇଛି। ତେବେ…
୨୪ ଘଣ୍ଟାରେ ୫୮୦ ଆକ୍ରାନ୍ତ ଚିହ୍ନଟ; ଅଛନ୍ତି ୭୭ ଛୁଆ
ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ୧୮ ବର୍ଷରୁ କମ ବର୍ଗରଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୬ କ୍ୱାରେଣ୍ଟାଇନ୍ର ଥିବା ବେଳେ ୨୪୪ଟି ଲୋକାଲ କେସ୍ ରହଥିବା ଗୁରୁବାର…
ନୂଆ ପ୍ରତିରକ୍ଷା କମ୍ପ୍ଲେକ୍ସ ଲୋକାର୍ପିତ, ସେନାର କାର୍ଯ୍ୟ ହେବ ସହଜ କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୬।୯: ନୂଆ ପ୍ରତିରକ୍ଷା କମ୍ପ୍ଲେକ୍ସ ଗୁରୁବାର ଲୋକାର୍ପିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଯୋଗଦେଇ କହିଛନ୍ତି ଯେ, ଏହି ନୂତନ କାର୍ଯ୍ୟାଳୟ ସେନା ବାହିନୀର କାର୍ଯ୍ୟକୁ ଅଧିକ ସହଜ କରିବାକୁ ସକ୍ଷମ ହେବ। ସ୍ବାଧୀନତାର ୭୫ ତମ ବର୍ଷରେ…
Archives


