ଏକ୍ସବୟଫ୍ରେଣ୍ଡଙ୍କୁ ଏବେ ବି ଭୁଲିନାହାନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍ଙ୍କ ସ୍ତ୍ରୀ
ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତ ବର୍ଷ ସର୍ବିଆ ମଡେଲ ତଥା ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଥିଲେ। ଯଦିଓ ବହୁତ କମ ଲୋକ ଜାଣନ୍ତି ଯେ ହାର୍ଦ୍ଦିକଙ୍କ ପୂର୍ବରୁ ନତାଶା ଜଣେ ଟିଭି ଅଭିନେତାଙ୍କ…
କୁଳପତିଙ୍କୁ ବରଖାସ୍ତ କଲା ତାଲିବାନ୍, ପ୍ରତିବାଦରେ ୭୦ ଅଧ୍ୟାପକଙ୍କ ଇସ୍ତଫା..
କାବୁଲ,୨୩।୯: ଆଫଗାନିସ୍ତାନରେ ବନ୍ଧୁକ ମୁନରେ କ୍ଷମତା ଦଖଲ କରିଥିବା ତାଲିବାନ୍ ପାଇଁ ଏବେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। କାବୁଲ ବିଶ୍ୱବିଦ୍ୟାଳୟର କୁଳପତି ମହମ୍ମଦ ଓସମାନ ବାବୁରିଙ୍କୁ ତାଲିବାନ ବୁଧବାର ବରଖାସ୍ତ କରିଛି। ତାଙ୍କ ସ୍ଥାନରେ…
ବର୍ଷା ପ୍ରେମରେ ଏହି ଅଭିନେତ୍ରୀ, ଖୋଲା ଆକାଶ ତଳେ କଲେ ଡ୍ୟାନ୍ସ, ଭିଡିଓ ଭାଇରାଲ
ମୁମ୍ବାଇ: ବର୍ଷା ଋତୁ କାହାକୁ ପସନ୍ଦ ନୁହେଁ କହିଲେ। ମୟୂର ମଧ୍ୟ ଆକାଶରେ କଳାହାଣ୍ଡିଆ ମେଘ ଦେଖି ଖୁସିରେ ନାଚି ଉଠେ। ଏଥିରୁ ଅଭିନେତ୍ରୀ ବା ବାଦ୍ ଯିବେ କିପରି। ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ୍ ବର୍ଷାର ମଜା ନେଇଛନ୍ତି। ସୋସିଆଲ…
ଶୋପିଆନ୍ରେ ଏନ୍କାଉଣ୍ଟର, ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
ଶ୍ରୀନଗର,୨୩।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ଶୋପିଆନ୍ର କାଶଓ୍ବା ଚିତ୍ରାଭାମ୍ ଅଞ୍ଚଳରେ ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କିଛି ଆତଙ୍କବାଦୀ ଲୁଚିଥିବା ଗୋଇନ୍ଦା ସୂଚନା ଆଧାରରେ ସ୍ଥାନୀୟ ଅଞ୍ଚଳରେ ମିଳିତ ସୁରକ୍ଷାକର୍ମୀଙ୍କ…
ଉପରମୁହାଁ ଦୈନିକ ସଂକ୍ରମଣ ପାଇଁ କେରଳ ଦାୟୀ…
ନୂଆଦିଲ୍ଲୀ,୨୩।୯: କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୩୦ ହଜାର ତଳେ ରହିବା ପରେ ପୁଣି ଏହା ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ…
କୋହଲିଙ୍କୁ ନେଇ ଫିଟିଲା ଗୁମର: ଅଧିନାୟକ ପଦ ଛାଡିବାକୁ କହିଥିଲେ ଏହି ବ୍ୟକ୍ତି
ନୂଆଦିଲ୍ଲୀ,୨୩।୯: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ବିଷୟରେ ଏକ ବଡ଼ ଖୁଲାସା ହୋଇଛି। ନିକଟରେ ବିରାଟ କୋହଲି ଭାରତର ଟି-୨୦ ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ। ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିରାଟ କୋହଲିଙ୍କୁ…
ରାଜୀବ ବଂଶଲ ବେସାମରିକ ବିମାନ ଚଳାଚଳ ସଚିବ
ନୂଆଦିଲ୍ଲୀ,୨୩।୯: ଏୟାର ଇଣ୍ଡିଆ ଅଧ୍ୟକ୍ଷ ରାଜୀବ ବଂଶଲଙ୍କୁ କେନ୍ଦ୍ର ସରକାର ବେସାମରିକ ବିମାନ ଚଳାଚଳ ସଚିବ ଭାବେ ନିଯୁକ୍ତ କରିଛନ୍ତି। ବେସାମରିକ ବିମାନ ଚଳାଚଳ ସଚିବ ଭାବେ କାର୍ଯ୍ୟରତ ପ୍ରଦୀପ ସିଂ ଖରୋଲାଙ୍କ କାର୍ଯ୍ୟକାଳ ଚଳିତ ମାସ ଶେଷରେ ସମାପ୍ତ ହେଉଛି।…
‘ଭାରତକୁ ତାଲିବାନ୍ ହେବାକୁ ଦିଆଯିବନି’
ନୂଆଦିଲ୍ଲୀ, ୨୩ା୯ : ଭାଜପା ଏକ ଜୁମ୍ଲା ପାର୍ଟି। କେନ୍ଦ୍ର ସରକାର ଭାରତକୁ ତାଲିବାନ୍ରେ ପରିଣତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହାକୁ ସଫଳ ହେବାକୁ ଦିଆଯିବନାହିଁ ବୋଲି ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଭବାନୀପୁର ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ…
ହିଟ୍ମ୍ୟାନ୍ଙ୍କୁ ଦେଖି କାନ୍ଦି ପକାଇଲେ ଏହି ଯୁବକ,କହିଲେ ଭଗବାନ…
ନୂଆଦିଲ୍ଲୀ,୨୩।୯: ଭାରତୀୟ ଓପନର୍ ରୋହିତ ଶର୍ମା ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଅଛନ୍ତି। କ୍ରିକେଟ ପଡ଼ିଆରେ ତାଙ୍କର ରେକର୍ଡ ମଧ୍ୟ ଜବରଦସ୍ତ ରହିଛି ଏବଂ ସେଥିପାଇଁ ତାଙ୍କୁ ‘ହିଟମ୍ୟାନ’ କୁହାଯାଏ ।…
ଏଲ୍ଆଇସିରେ ନିବେଶ ସୁଯୋଗ ପାଇ ନ ପାରେ ଚାଇନା
ନୂଆଦିଲ୍ଲୀ,୨୩।୯: ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ଶୀଘ୍ର ଇନିସିଆଲ ପବ୍ଲିକ ଅଫରିଂ ଜାରି କରିବାକୁ ଯାଉଛି। ଏଥିରେ ଚାଇନା ନିବେଶକଙ୍କୁ ଶେୟାର କ୍ରୟ ସୁଯୋଗ ମିଳି ନ ପାରେ। ଏହି ପ୍ରକ୍ରିୟା ଲାଗି ନୂଆଦିଲ୍ଲୀ ଚାଇନା ନିବେଶକଙ୍କୁ ବ୍ଲକ କରିବାକୁ…
ମଣିଷଖିଆ ବାଘର ପତ୍ତା ମିଳୁନି
ମୁମ୍ବାଇ, ୨୩ା୯: ମହାରାଷ୍ଟ୍ରର ଗଡଚିରୌଲି ଜିଲାରେ ମଣିଷ ଖିଆ ବାଘ ଆତଙ୍କ ଜାରି ରହିଛି। ଏ ପର୍ଯ୍ୟନ୍ତ ୧୫ ଲୋକଙ୍କ ଜୀବନ ନେଇ ସାରିଥିବା ବାଘକୁ ଖୋଜିବା ପାଇଁ ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ ଜଙ୍ଗଲ ମଧ୍ୟରେ ଖୋଜାଖୋଜି ଚଳାଇଛନ୍ତି। ଫୋର୍ସର…
ଟିକା ସାର୍ଟିଫିକେଟକୁ ସ୍ବୀକୃତି ଦେବାକୁ ଆହ୍ବାନ
ଓ୍ବାଶିଂଟନ, ୨୩।୯: ଅନ୍ତର୍ଜାତୀୟ ଗମନାଗମନକୁ ସୁଗମ କରିବା ଲାଗି ଟିକା ପ୍ରମାଣପତ୍ରକୁ ଆପୋଷ ସ୍ବୀକୃତି ମିଳିବା ଆବଶ୍ୟକ ବୋଲି ୫ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପକ୍ଷରୁ ଆୟୋଜିତ ବିଶ୍ୱ…
Archives


