ଆବେଦନର ୩୦ ଦିନ ମଧ୍ୟରେ କୋଭିଡ୍ ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ
ନୂଆଦିଲ୍ଲୀ,୨୨।୯: କୋଭିଡ୍ ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ବାବଦରେ ରାଜ୍ୟ ସରକାର ୫୦ ହଜାର ଟଙ୍କା ପ୍ରଦାନ କରିବେ। ଏ ନେଇ ସୁପ୍ରିମକୋର୍ଟକୁ ବୁଧବାର ସୂଚନା ଦେଇଛନ୍ତି କେନ୍ଦ୍ର ସରକାର। ତେବେ କୋଭିଡ୍ କାରଣରୁ ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରକୁ କେବଳ…
ବଲାଙ୍ଗୀରରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ; ୨୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ
ଭୁବନେଶ୍ୱର(ବ୍ୟୁରୋ)/ବଲାଙ୍ଗୀର ଅଫିସ,୨୨।୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବଲାଙ୍ଗିର ଜିଲା ଗସ୍ତ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି। ସେ ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ…
ପାକିସ୍ତାନ ଏୟାରସ୍ପେସ୍ ଦେଇ ଉଡିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ
ନୂଆଦିଲ୍ଲୀ,୨୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆମେରିକା ଗସ୍ତରେ ଯାଇଛନ୍ତି। ଓ୍ବାଶିଂଟନ୍ରେ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ସହ ଏକ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ନନ୍ଷ୍ଟପ୍ ବିମାନ ଉଡାଣ ନୂଆଦିଲ୍ଲୀରୁ ଉଡାଣ ଭରିବା ପରେ ପାକିସ୍ତାନ ଏୟାର୍…
ଫିଲ୍ମ ଶୁଟିଂକୁ କେବେ ଫେରିବେ ଶେହନାଜ୍? ପ୍ରଯୋଜକ କହିଲେ…
ବମ୍ବେ: କଥିତ ପ୍ରେମିକ ସିର୍ଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ଗାୟିକା ତଥା ଅଭିନେତ୍ରୀ ଶେହନାଜ ଗିଲ। ଦିଲଜିତ ଦୋସାଞ୍ଝଙ୍କ ସହ ଫିଲ୍ମ ‘ହୋସଲା ରଖ୍’ ଶୁଟିଂ କରୁଥିବା ବେଳେ ସେ ଦୁଃଖଦ ଖବର ଶୁଣିଥିଲେ। ସେବେଠାରୁ ଶୁଟିଂ ବନ୍ଦ…
ଭାଜପା କହିଲା ଡରିଗଲେ ଦିଦି
କୋଲକତା,୨୨।୯: ପଶ୍ଚିମବଙ୍ଗରେ ପୁଣି ଥରେ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ରାଜନୈତିକ କଳହ ଜାରି ରହିଛି। ଭବାନୀପୁର ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ପ୍ରିୟଙ୍କା ଟିବ୍ରେୱାଲ ମୈଦାଙ୍କୁ ଓହ୍ଲାଇଛି ଭାଜପା। ବୁଧବାର ଭାଜପା ଅଭିଯୋଗ କରିଛି ଯେ, ମୁଖ୍ୟମନ୍ତ୍ରୀ…
ଚାଇନା ହାତମୁଠାରେ ଇମ୍ରାନ ସରକାର
ଇସଲାମାବାଦ,୨୨।୯: ପାକିସ୍ତାନରେ ଚାଇନା ନିଜର ଆଧିପତ୍ୟ ବୃଦ୍ଧି କରିବାରେ ଳାଗିଛି। ପ୍ରଥମେ ଚାଇନା-ପାକିସ୍ତାନ ମଧ୍ୟରେ ଅର୍ଥନୈତିକ କରିଡର (ସିପିଇସି) ନିର୍ମାଣ କରାଯାଇଥିବାବେଳେ ଏବେ ପାକିସ୍ତାନରେ ସ୍ବାସ୍ଥ୍ୟ ସେବାକୁ ମଜବୁତ କରିବାରେ ଲାଗିଛି ଚାଇନା। ଏହି ବାହାନାରେ ଚାଇନା ପାକିସ୍ତାନରେ କ୍ରମାଗତ ଭାବରେ…
ଅର୍ଜୁନ ଜିତିଲେ ‘ଖତ୍ରୋ କେ ଖିଲାଡି-୧୧’
ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ‘ଖତ୍ରୋ କେ ଖିଲାଡି ୧୧’ର ବିଜେତା ହୋଇଛନ୍ତି ଅର୍ଜୁନ ବିଜଲାନୀ। ଅଭିନେତାଙ୍କ ସ୍ତ୍ରୀ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ପୋଷ୍ଟ କରିବା ପରେ ତାହା ସ୍ପଷ୍ଟ ହୋଇଛି। ଆଗାମୀ ଏପିସୋଡରେ ଦର୍ଶକେ ବିଜୟର ମୂହୁର୍ତ୍ତକୁ ଦେଖିପାରିବେ। ସ୍ବାମୀଙ୍କ…
ଶାଢ଼ି ପିନ୍ଧି ରେଷ୍ଟୁରାଣ୍ଟ ଗଲେ ମହିଳା, ପ୍ରବେଶ ଅନୁମତି ଦେଲେ ନାହିଁ କର୍ମଚାରୀ, କାରଣ ଜାଣିଲେ…
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ଶାଢ଼ି ପିନ୍ଧିଥିବାରୁ ରେଷ୍ଟୁରାଣ୍ଟ ଭିତରକୁ ପ୍ରବେଶ କରିବାକୁ ଦେଇ ନ ଥିଲେ କର୍ମଚାରୀ ସେ ସମ୍ପର୍କରେ ଜଣାପଡ଼ିଛି। ଭିଡିଓଟି ସାମ୍ନାକୁ ଆସିବା ପରେ ଲୋକେ ରେଷ୍ଟୁରାଣ୍ଟକୁ ଟ୍ରୋଲ କରୁଛନ୍ତି।…
ଟେରର ଲିଙ୍କ୍: ୨ ପୋଲିସ ସମେତ ୬ କର୍ମଚାରୀ ନିଲମ୍ବିତ…
ଶ୍ରୀନଗର,୨୨।୯: ଟେରର୍ ଲିଙ୍କ୍ ଅଭିଯୋଗରେ ଜମ୍ମୁ-କଶ୍ମୀରର ୨ ପୋଲିସଙ୍କ ସମେତ ୬ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଆତଙ୍କବାଦୀଙ୍କୁ ସହାୟତା କରିବା ସହିତ ସେମାନଙ୍କ ପାଇଁ ଓଭର ଗ୍ରାଉଣ୍ଡ ଓ୍ବାର୍କର ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ସେସବୁ କର୍ମଚାରୀ ବିରୋଧରେ ଅଣାଯାଇଛି।…
ଜଳଖିଆ ଦୋକାନରେ ଚଢ଼ାଉ, ଜରିମାନା ଆଦାୟ
ନିଶ୍ଚିନ୍ତକୋଇଲି,୨୨ା୯(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଫୁଡ୍, ଡ୍ରଗ୍ସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ଜଳଖିଆ,ପାନ ଦୋକାନ ଉପରେ ଚଢ଼ାଉ ସହ ଜରିମାନା ଆଦାୟ କରାଯାଇଛି। କଟକ ଫୁଡ୍ ଇନ୍ସପେକ୍ଟର ରାକେଶ ସାହୁ,ଡ୍ରଗ୍ସ ଇନ୍ସପେକ୍ଟର ସୁଶୀଲ ସାହୁ, ମଙ୍ଗଳ…
ଗୋଟିଏ ପରିବାରର ମା’-ଝିଅଙ୍କ ସମେତ ୩ ଜଣଙ୍କୁ ହତ୍ୟା, ବେକରେ ରହିଛି ନଖ ଚିହ୍ନ
ଝାରସୁଗୁଡ଼ା ଅଫିସ,୨୨ା୯: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡ଼ା ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ମା-ଝିଅଙ୍କ ସମେତ ୩ ଜଣଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ମଧ୍ୟରେ ନାରାୟଣ ପୋଦାରଙ୍କ ସ୍ତ୍ରୀ ସୋନି ପୋଦାର(୩୦),ବଡ ଝିଅ ରାଧିକା(୫)…
ଗାଁର ବିକାଶ ପାଇଁ ନିଜ ରୋଜଗାରରୁ ଏତିକି କୋଟି ଖର୍ଚ୍ଚ କଲେ ଏହି ବ୍ୟକ୍ତି, ଜାଣିଲେ…
ନିଜ ଅପେକ୍ଷା କେବେ ପୂରା ଗାଁର କଥା ଚିନ୍ତା କରିଛନ୍ତି? ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି କିନ୍ତୁ ଏପରି କରି ଦେଖାଇଛନ୍ତି। ନିଜ ରୋଜଗାରର ସମସ୍ତ ଦରମା ଗାଁର ବିକାଶ କାମରେ ଖର୍ଚ୍ଚ କରିଦେଇଛନ୍ତି। ଖାଲି ଏତିକି ନୁହେଁ, ବ୍ୟାଙ୍କରୁ ଲୋନ୍ ନେଇ…
Archives


