ନୀତିଶ କୁମାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସମସ୍ତ ଦକ୍ଷତା ରହିଛି: କୁଶଓ୍ବାହା
ପାଟନା,୧।୮: ନୀତିଶ କୁମାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ଦକ୍ଷତା ରହିଛି ବୋଲି ଜେଡିୟୁ ସଂସଦୀୟ ଦଳର ନେତା ଉପେନ୍ଦ୍ର କୁଶଓ୍ବାହା ରବିବାର କହିଛନ୍ତି। ନୀତୀଶ କୁମାର ପ୍ରକୃତରେ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସମସ୍ତ ସାମର୍ଥ୍ୟ…
କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଭାଜପା ନେତା
କେନ୍ଦୁଝର,୧ା୮(ସ୍ବ.ପ୍ର.) କେନ୍ଦୁଝର ଜିଲା ଭାଜପାର ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଆନନ୍ଦପୁର ବିଧାନସଭାର ଭାଜପା ନେତା ଆଲୋକ ସେଠୀ ଜିଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର ଜିଲା କୋଷାଧ୍ୟକ୍ଷ ହରିହର ମହାନ୍ତ କେନ୍ଦ୍ର ଶିକ୍ଷା ତଥା ବିକାଶ…
ଯିଏ ଯେତେ ଅନ୍ତରଙ୍ଗ ହେଲେ ବି କୁହନ୍ତୁ ନାହିଁ ନିଜ ବିଷୟରେ ଏହି ୪ କଥା; ଖୁସିରେ ରହିବେ…
ଚାଣକ୍ୟ ନୀତିରେ ଜୀବନର ମୂଲ୍ୟବୋଧ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରାଯାଇଛି। ଆଚାର୍ଯ୍ୟ ଚାଣକ୍ୟ ଏକ ଶ୍ଳୋକରେ ଚାରିଟି ବିଷୟରେ କହିଛନ୍ତି, ଯାହାକୁ ଜଣେ ବ୍ୟକ୍ତି କାହାକୁ ବି କହିବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା ସେ ବିଷୟରେ … -ଆଚାର୍ଯ୍ୟ…
ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି କୋଇଲା ଖଣିରେ ଫିଙ୍ଗିଦେଲେ ସ୍ତ୍ରୀ
ମୁମ୍ବାଇ,୧ା୮: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସ୍ବାମୀଙ୍କ ଚାକିରି ହଡ଼ପ କରିବା ପାଇଁ ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ମାରି ଦେଇଛନ୍ତି। ଏହି ଘଟଣାରେ ତାଙ୍କ ମା’ ବି ସାମିଲ ଥିଲେ। ସ୍ବାମୀଙ୍କୁ ହତ୍ୟା କରିବା…
ବିଏସପି-କଂଗ୍ରେସକୁ ଅଖିଳେଶଙ୍କ ପ୍ରଶ୍ନ: ‘ଲଢେଇ ଆମ ସହ ନା ଭାଜପା ସହ’
ଲକ୍ଷ୍ନୌ,୧।୮: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ରବିବାର ୨୦୨୨ ବିଧାନସଭା ନିର୍ବାଚନ ପାଇଁ ନିଜ ମତ ସ୍ପଷ୍ଟ କରିଛନ୍ତି। ଏଥର ନିର୍ବାଚନରେ ଏସପି କୌଣସି ପ୍ରମୁଖ ଦଳ ସହ ଜଡିତ ହେବ ନାହିଁ ବୋଳି ସେ କହିଛନ୍ତି। ଏହାସହ…
ଶରୀରରେ ୭ ଷ୍ଟିଚ୍ ପଡିବା ସତ୍ତ୍ୱେ ରିଙ୍ଗ୍ରେ ସିଂହ ପରି ଲଢିଲେ ଏହି ଖେଳାଳି
ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସର ବକ୍ସିଂରେ ଭାରତକୁ ଏକ ବଡ଼ ଝଟ୍କା ଲାଗିଛି। ୯୧ କିଲୋଗ୍ରାମ ବର୍ଗରେ ବକ୍ସର ସତୀଶ କୁମାର ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କଠାରୁ ପରାସ୍ତ ହୋଇଛନ୍ତି। ଜାଲୋଲୋଭ ସେମାନଙ୍କୁ ୫-୦ରେ ପରାସ୍ତ କରିଥିଲେ। ଏହି ପରାଜୟ ସହିତ ଟୋକିଓ ଅଲିମ୍ପିକ୍ସରେ…
କେବେ ଖାଇବାକୁ ପାଖରେ ନ ଥିଲା ଟଙ୍କା, ଏବେ ମୁମ୍ବାଇରେ ୩୦ କୋଟି ଟଙ୍କାର ଘର କିଣିଲେ ଏହି କ୍ରିକେଟର୍
ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁନାଲ ପାଣ୍ଡ୍ୟା ସେମାନଙ୍କ ଜୀବନରେ ଅନେକ ଆର୍ଥିକ ସଙ୍କଟ ଦେଖିଛନ୍ତି। ଉଭୟ ଖେଳାଳି ରୁଷ କରି ବ୍ୟାଟ୍ କିଣି କ୍ରିକେଟ ଖେଳିଥିଲେ। ଆହୁରି ମଧ୍ୟ, ଉଭୟ ଭାଇ ପେଟ ଭରିବା ପାଇଁ ମ୍ୟାଗି…
ବଲିଉଡ୍ର ଏହି ଅଭିନେତ୍ରୀଙ୍କ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ
ମୁମ୍ବାଇ: ପ୍ରତ୍ୟେକ ମଣିଷ ପାଇଁ ଭଲ ବନ୍ଧୁଟିଏ ନିଶ୍ଚିତ ଲୋଡ଼ା। ସମସ୍ତଙ୍କ ଜୀବନରେ ଶହେ ବନ୍ଧୁଙ୍କ ମଧ୍ୟରେ ଜଣେ ବନ୍ଧୁ ନିଶ୍ଚିତ ଭଲ ଥିବେ। ସେମିତି ବଲିଉଡ୍ର କିଛି ସେଲିବ୍ରିଟିଙ୍କ ମଧ୍ୟରେ ବି ଏପରି ନିବିଡ଼ ସମ୍ପର୍କ ରହିଛି। ଆଜିଏହି ଅନ୍ତର୍ଜାତୀୟ…
ପୁଣି ବଢିଲା ଗ୍ୟାସ୍ ଦର
ନୂଆଦିଲ୍ଲୀ,୧।୮: ପୁଣି ରୋଷେଇ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ସିଲିଣ୍ଡର ପିଛା ମୂଲ୍ୟ ୭୩.୫ ଟଙ୍କା ବୃଦ୍ଧି କରିଛନ୍ତି। ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜି୍ୟକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୦୦ ରୁ ୧୬୨୩ ଟଙ୍କାକୁ ବୃଦ୍ଧି ପାଇଛି।…
ଭାରତୀୟ କ୍ରିକେଟ୍ ଦଳର ଅସଲ ‘ବାଦଶାହ’ କିଏ ଜାଣନ୍ତି କି, ରୋହିତ ଶର୍ମା କଲେ ଖୁଲାସା
ଲଣ୍ଡନ,୧।୮: ଭାରତୀୟ କ୍ରିକେଟ୍ ଦଳ ଏବେ ଇଂଲଣ୍ଡ ଗସ୍ତରେ ଅଛି। ଆସନ୍ତା ଅଗଷ୍ଟ ୫ରୁ ଦଳ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ ଖେଳିବ। ଏଥିପାଇଁ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରିଛି। ଭାରତୀୟ କ୍ରିକେଟ୍ ଦଳର ଓପନର୍ ରୋହିତ ଶର୍ମା ନିଜ…
କଏନ୍-କାଗଜ ଟଙ୍କାରୁ ବ୍ୟାପେ କି କରୋନା ମହାମାରୀ, ଗବେଷକ ଦେଲେ ଏଭଳି ଉତ୍ତର…
ବର୍ଲିନ୍,୧।୮: ପୃଥିବୀରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। କେତେକ ଦେଶରେ ଦ୍ପିତୀୟ ଲହର ଥମୁଥିବାବେଳେ କିଛି ଦେଶରେ ତୃତୀୟ ଲହର ଆରମ୍ଭ ହୋଇଛି। ସେହିପରି ମଧ୍ୟ-ପୂର୍ବର ଦେଶଗୁଡ଼ିକରେ ଚତୁର୍ଥ ଲହର ମଧ୍ୟ ଆରମ୍ଭ ହୋଇଥିତ୍ବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ…
ଏରିଆ କମାଣ୍ଡର ମାଓବାଦୀଙ୍କ ଆତ୍ମସମର୍ପଣ
ବଲାଙ୍ଗୀର ଅଫିସ,୧ା୮: କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ) ଡିଭିଜନ ସିପିଆଇ (ମାଓବାଦୀ) ଦଳର ଜଣେ ସକ୍ରିୟ ସଦସ୍ୟ ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ୍ (୨୩) ବଲାଙ୍ଗୀର ଏସ୍ପି ଅଫିସରେ ରବିବାର ଆତ୍ମସମର୍ପଣ କରିଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଡା. ଦୀପକ କୁମାର ପୁଷ୍ପଗୁଚ୍ଛ…
Archives


