ସମୁଦ୍ରରେ ମିଶିଲା ଲା ପାମା ଲାଭା
ଲା ପାମା, ୩୦ା୯: ସ୍ପେନର ଲା ପାଲମା ଦ୍ୱୀପରେ ଆଗ୍ନେୟଗିରି ଉଦ୍ଗୀରଣ ଯୋଗୁ ବାହାରିଥିବା ଲାଭା ମଙ୍ଗଳବାର ଆଟ୍ଲାଣ୍ଟିକ୍ ମହାସାଗରରେ ମିଶିଛି। ଏଥିଯୋଗୁ ସେଠାରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବା ଆଶଙ୍କା ଥିବାରୁ ଆଖପାଖ ଲୋକେ ଘର ଭିତରେ ନିଜକୁ ବନ୍ଦ…
ଘାତକ ହେବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ
ନୂଆଦିଲ୍ଲୀ, ୩୦ା୯: ପରିବେଶ ପ୍ରଦୂଷଣ ସମସ୍ୟାକୁ ବହୁଗୁଣିତ କରି ଅକାଳ ମୃତ୍ୟୁକୁ ଡାକି ଆଣିବ କୋଇଲା ପ୍ଲାଣ୍ଟ ସମ୍ପ୍ରସାରଣ। ଭାରତୀୟ ମେଟ୍ରୋଗୁଡ଼ିକ ଏହା ଦ୍ୱାରା ସର୍ବାଧିକ ପ୍ରଭାବିତ ହେବା ଯୋଗୁ ସମୟ ପୂର୍ବରୁ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ବୃଦ୍ଧି ପାଇବ।…
ଟ୍ୟୁନିସିଆର ପ୍ରଥମ ମହିଳା ମୁଖିଆ
ଟୁନିସ୍: ଟ୍ୟୁନିସିଆରେ ପ୍ରଥମ କରି ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରାଷ୍ଟ୍ରପତି କାଏସ୍ ସଇଦ୍ ଆଶ୍ଚର୍ଯ୍ୟଜନକ ଭାବେ ୬୩ ବର୍ଷୀୟା ରାଓଧା ବୁଡେଣ୍ଟ ରାମାଧାନେଙ୍କ ନାଁ ଏହି ପଦ ପାଇଁ ଘୋଷଣା କରିଛନ୍ତି। ରାଓଧା ଏକ ସୁନାମଧନ୍ୟ ଇଞ୍ଜିନିୟରିଂ କଲେଜରେ ପ୍ରଫେସର…
ନୂଆ ପ୍ରଜାତିର ‘ବ୍ଲାଇଣ୍ଡ୍ ଇଲ୍’ ଆବିଷ୍କୃତ
ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଆଶ୍ଚର୍ଯ୍ୟ ହେଲେ ବି ସତ। ଏକ ବ୍ଲାଇଣ୍ଡ୍ ସ୍କୁଲ ବା ଦୃଷ୍ଟିହୀନ ବିଦ୍ୟାଳୟ ପରିସର କୂଅ ଭିତରୁ ମିଳିଥିବା ବ୍ଲାଇଣ୍ଡ୍ ଇଲ୍ (ଯେଉଁ ଇଲ୍ର ଆଖି ନାହିଁ)କୁ ଏକ ନୂଆ ପ୍ରଜାତିର ମାଛ ଭାବେ ମାନ୍ୟତା ମିଳିଛି। ଏହା…
ଦୁଃଖ ସମୟରେ ମୋ ସ୍ତ୍ରୀ ଏକ ‘ସ୍ତମ୍ଭ’ ଭାବରେ ଠିଆ ହୋଇଛନ୍ତି: କପିଲ
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା ‘ଦ କପିଲ ଶର୍ମା ଶୋ’ରେ ଲୋକଙ୍କୁ ହସାଇ ହସାଇ ବେଦମ କରିଦିଅନ୍ତି। ଏହି ଶୋ’କୁ ବଲିଉଡ୍ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନୀତି ଏବଂ କ୍ରୀଡ଼ା ଜଗତର ବଡ଼ବଡ଼ ଷ୍ଟାର ଆସିଥାନ୍ତି। ଏହି ସମୟରେ ଅନେକ…
୪୯,୨୭୯ ଛାତ୍ରୀଛାତ୍ରଙ୍କୁ ର଼୍ୟାଙ୍କ୍
ଭୁବନେଶ୍ୱର, ୨୯।୯(ବ୍ୟୁରୋ) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୦୨୧) ଫଳ ବୁଧବାର ପ୍ରକାଶ ପାଇଛି। ମୋଟ ୪୯,୨୭୯ଜଣ ଛାତ୍ରୀଛାତ୍ରଙ୍କୁ ର଼୍ୟାଙ୍କ୍ ମିଳିଛି। ବି.ଟେକ୍ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବାବେଳେ ଏଲ୍ଇ.ଟେକ୍ (ଡିପ୍ଲୋମା)ରେ ପିଙ୍କିରାଣୀ ସାହୁ, ଏଲ୍ଇ.ଟେକ୍ (ବିଏସ୍ସି)ରେ ଦୀପକ ସା,…
ବିଜୁ ଗଁ। ଗାଡ଼ି ଅଗଡ଼
ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗ୍ରାମାଞ୍ଚଳକୁ ଉତ୍ତମ ଯୋଗାଯୋଗ ଲକ୍ଷ୍ୟ ନେଇ ୨୦୧୪ ଫେବୃୟାରୀ ୨୨ରେ ରାଜ୍ୟରେ ଗଡ଼ିଥିଲା ‘ବିଜୁ ଗଁ। ଗାଡ଼ି’। ହେଲେ ରାଜ୍ୟ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାରେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନେ ବାଧକ ସାଜିଛନ୍ତି। ସେମାନଙ୍କ ଘରୋଇ ବସ୍ ପ୍ରୀତି…
ବଦଳାଇ ଦେଲେ ମଧ୍ୟାହ୍ନଭୋଜନର ନାଁ
ନୂଆଦିଲ୍ଲୀ,୨୯।୯: କେନ୍ଦ୍ର ସରକାର ଜାତୀୟ ମଧ୍ୟାହ୍ନଭୋଜନ ଯୋଜନାର ନାମକୁ ବଦଳାଇ ପିଏମ୍ ପୋଷଣ ଯୋଜନା କରିଛନ୍ତି। ଏହି ଯୋଜନାରେ ଏଣିକି ସ୍କୁଲଗୁଡ଼ିକରେ ବାଳ ବିକାଶ ଓ ପ୍ରି-ପ୍ରାାଇମେରି ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ଦିଆଯିବ। ଏହି ପ୍ରସ୍ତାବକୁ ବୁଧବାର କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ…
ଫେରିବେ କି ସିଦ୍ଧୁ! ଅର୍ଚ୍ଚନା କହିଲେ…
ବମ୍ବେ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ। ଏହାପରେ କମେଡିଆନ୍ କପିଲ ଶର୍ମାଙ୍କ ଶୋ’ ସହ ଜଡ଼ିତ ମେମେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। କିଛି କିଛି ଲୋକ ଶୋ’ରେ ଅର୍ଚ୍ଚନା ପୁରନ୍ ସିଂହଙ୍କ ଚୌକି…
ବିଗ୍ ବସ୍ ବିଜେତାଙ୍କ ଏଭଳି ଟ୍ରାନ୍ସଫର୍ମେଶନ୍ ଦେଖି ପ୍ରଶଂସକ ଚକିତ; ଚିହ୍ନିଲେ ଦେଖି ଏ କିଏ…
ବମ୍ବେ: ପ୍ରଥମ ଥର ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିଲା ବିବାଦୀୟ ରିଆଲିଟି ଶୋ’ ବିଗ୍ ବସ୍। ଏହାର ବିଜେତା ହୋଇଥିଲେ ଦିବ୍ୟା ଅଗ୍ରଓ୍ବାଲ। ଶୋ’ରେ ବଲିଉଡ୍ ଅଭିନେତ୍ରୀ ସମିତା ସେଟ୍ଟୀ, ରାକେଶ ବାପତ, ନିଶାନ୍ତ, ପ୍ରତିକ ଶେଜପାଲ ପ୍ରମୁଖ ଥିଲେ…
ମୋଦିଙ୍କ ପାଇଁ ଅକ୍ଟୋବର ୭ ଏକ ଐତିହାସିକ ଦିନ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୯।୯:ଚଳିତ ବର୍ଷ ଅକ୍ଟୋବର ୭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ଐତିହାସିକ ଦିନ ହେବାକୁ ଯାଉଛି। କାରଣ ଅକ୍ଟୋବର ୭ରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସାମ୍ବିଧାନିକ ପଦବୀର ୨୦ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଏହି ଦିନ ପ୍ରଧାନମନ୍ତ୍ରୀ ଦେବଭୂମୀ ଉତ୍ତରାଖଣ୍ଡ…
ବିଜୁଳି ପାଇଁ ଚାଇନାରେ ହାହାକାର, ଫ୍ଲାସ ଲାଇଟ୍ରେ ଭୋଜନ କଲେ ଲୋକେ
ବେଜିଂ,୨୯ା୯: ଚାଇନାରେ ବିଦ୍ୟୁତ୍ କାଟ୍ ଯୋଗୁ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏପରିକି ସ୍ମାର୍ଟଫୋନ ଫ୍ଲାସ୍ ଲାଇଟ୍ ବ୍ୟବହାର କରି ତାହାର ଆଲୋକରେ ଲୋକଙ୍କୁ ଖାଇବାକୁ ପଡିଛି। ଦୋକାନୀମାନଙ୍କୁ ଜେନେରେଟର ଚଳାଇବାକୁ ପଡ଼ିଛି। ସରକାରୀ ସଂରକ୍ଷଣ ଲକ୍ଷ୍ୟ ପୂରଣ…
Archives


