ଝିଅର ପୋଲ୍ ଖୋଲିଲେ ଅମିତାଭ ବଚ୍ଚନ
ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡପତି ୧୩’ର ହୋଷ୍ଟିଂ କରୁଛନ୍ତି। ପ୍ରତ୍ୟେକ ସିଜିନ୍ ପରି ଚଳିତ ସିଜିନ୍ ମଧ୍ୟ ଚର୍ଚ୍ଚାରେ ରହୁଛି। ଏହି ପୁରା ସପ୍ତାହରେ ‘କେବିସି ୧୩’ ଟିମ କରୋନା ମହାମାରୀ ସମୟରେ ନିଃସ୍ବାର୍ଥପର କାର୍ଯ୍ୟ ପାଇଁ…
ଛେଳି ପିଠିରେ ବସି ଜଙ୍ଗଲରେ ବୁଲୁଛି ମାଙ୍କଡ଼, ଭିଡିଓ ଦେଖିଲେ…
ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ମଣିଷମାନଙ୍କର ହୃଦୟ ଜିତିଥାଏ ଆଉ ଏମିତି ଭିଡିଓ ଦେଖିବାକୁ ବାରମ୍ବାର ମନ ହୁଏ। ଆପଣ ନିଶ୍ଚିତ ଭାବରେ ଇଣ୍ଟରନେଟ୍ରେ ପଶୁପକ୍ଷୀ ମଜା କରିବାର ଅନେକ ଭିଡିଓ ଦେଖିଥିବେ। କିନ୍ତୁ…
କଡ଼ା ସୁରକ୍ଷା ମଧ୍ୟରେ ଭବାନୀପୁରରେ ମତଦାନ ଆରମ୍ଭ…
କୋଲକାତା,୩୦।୯: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଗୁରୁବାର ମତଦାନ ଆରମ୍ଭ ହୋଇଛି। ନିର୍ବାଚନର ଫଳାଫଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିବିଷ୍ୟତ ନିର୍ଦ୍ଧାରଣ କରିବ। ଭବାନୀପୁରରେ ମୁଖ୍ୟତଃ ତୃଣମୂଳ କଂଗ୍ରେସ(ଟିଏମ୍ସି) ଏବଂ ଭାଜପା ମଧ୍ୟରେ ମୁକାବିଲା ହେଉଛି।…
ପିପିଲି ଉପନିର୍ବାଚନ: ଭୋଟଗ୍ରହଣ ଆରମ୍ଭ, ଇଭିଏମ୍ ତ୍ରୁଟି ଅଭିଯୋଗ
ଭୁବନେଶ୍ୱର/ପୁରୀ ଅଫିସ୍,୩୦।୯: ବହୁଚର୍ଚ୍ଚିତ ପିପିଲି ଉପନିର୍ବାଚନ ପାଇଁ ଗୁରୁବାର ସକାଳୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। କୋଭିଡ ଗାଇଡ୍ଇନ ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସା ୬ଟାରେ ଶେଷ ହେବ। ଭୋଟରମାନେ ବିଭିନ୍ନ ବୁଥ୍ରେ ସେମାନଙ୍କ ମତ ସାବ୍ୟସ୍ତ…
କଂଗ୍ରେସର ମାଷ୍ଟର ଷ୍ଟ୍ରୋକ୍, ଅମରିନ୍ଦରଙ୍କ ସ୍ତ୍ରୀ ପରନୀତ୍ ଅଧ୍ୟକ୍ଷ ଡୋର ଧରିବା ନେଇ ଚର୍ଚ୍ଚା…
ଚଣ୍ଡିଗଡ଼,୩୦।୯: ପଞ୍ଜାବ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। ଅଧ୍ୟକ୍ଷ ପଦରୁ ନଭଜୋତ ସିଂ ସିଦ୍ଧୁଙ୍କ ଇସ୍ତଫା ପରେ ହାଇକମାଣ୍ଡ ମନାଇବା ସ୍ଥିତିରେ ନାହାନ୍ତିି। ଏବେ ପ୍ଲାନ୍-ବି ଉପରେ ଚିନ୍ତା କରାଯାଉଛି। ତେବେ କଂଗ୍ରେସ ହାଇକମାଣ୍ଡ ଗୋଟିଏ ତୀରରେ ଦୁଇଟି ଶିକାର କରିବାକୁ…
ଆଜି ରାଜ୍ୟରେ ୬୦୨ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୩୦।୯(ବ୍ୟୁରୋ):: ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୯୬ ଜଣ ଅଛନ୍ତି। ଏହି ୬୦୨ ଜଣଙ୍କ ମଧ୍ୟରୁ ୩୫୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୪୯ଟି…
ଚେତାବନୀ ଦେଲେ ରୋହିତ ଶର୍ମା
ୟୁଏଇ,୩୦।୯: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ୟୁଏଇ ଏବଂ ଓମାନରେ ଟି -୨୦ ବିଶ୍ୱକପ ଖେଳାଯିବ। ଏହି ଟୁର୍ନାମେଣ୍ଟ ଜିତିବା ପାଇଁ ଟିମ ଇଣ୍ଡିଆ ହେଉଛି ସବୁଠାରୁ ବଡ ଦାବିଦାର। ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସମୟରେ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ,୩୦।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୨…
ଅର୍ଥନୈତିକ ବିକାଶରେ ଜଳପଥ
ଶିକାରୀ ଜୀବନ ଛାଡ଼ି ମଣିଷ ଚାଷବାସ କରିବାପରେ ନିଜ ଆଖପାଖରେ ଥିବା ଜନବସତି ମଧ୍ୟରେ ଦେଣନେଣ କାରବାର ଆରମ୍ଭ କରିଥିଲା। ସେତେବେଳେ ଗୋଟିଏ ଜିନିଷ ବଦଳରେ ଅନ୍ୟ ଦ୍ରବ୍ୟର ଦେଣନେଣ କରାଯାଉଥିଲା। ଏଭଳି କାର୍ଯ୍ୟରେ ସ୍ଥଳପଥ ତୁଳନାରେ ଜଳପଥ ବିଶେଷ ଉପଯୋଗୀ…
ବନ୍ଧୁତା ବଢ଼ାଏ ଭାଷା
ଜଣଙ୍କର ଭାଷା ଅନ୍ୟ ଜଣେ ନ ବୁଝିପାରିଲେ ଭାବର ଆଦାନ ପ୍ରଦାନ ସମ୍ଭବ ହୋଇ ପାରେ ନାହିଁ। ଫଳରେ ଜଣଙ୍କର ଭାବାବେଗ ଠିକ ଭାବେ ଅନ୍ୟ ଜଣେ ଜାଣି ପାରେନା। ଏହା ଦ୍ୱାରା ସମସ୍ୟା ସୃଷ୍ଟି ହୋଇଥାଏ। ଏଭଳି ସ୍ଥିତି ଗୋଟିଏ…
ଆଖି ପିଛୁଳାକେ ଏମିତି କାମ କଲେ କୋହଲି, ସମସ୍ତେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ
ୟୁଏଇ,୩୦।୯: ଆଇପିଏଲ୍ ୨୦୨୧ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ ରାଜସ୍ଥାନ ରୟାଲ୍ସ (ଆରଆର) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍ରେ ଆରସିବି ୭ ଉଇକେଟ୍ରେ ଆରଆରକୁ ପରାସ୍ତ କରିଥିଲା। ମ୍ୟାଚ୍ରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଆରସବି ଅଧିନାୟକ…
ତେଲ ଟ୍ୟାଙ୍କର ଚଲାଇବ ବ୍ରିଟିଶ୍ ସେନା
ଲଣ୍ଡନ, ୩୦ା୯: ଟ୍ରକ୍ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍କଟ ଦୂର କରିବା ପାଇଁ ସେନା ନିୟୋଜିତ ହେବେ। ଅଧିକାଂଶ ସହରରେ ପେଟ୍ରୋଲ ଟାଙ୍କିଗୁଡ଼ିକ ଖାଲି ହୋଇଯାଇଥିବାରୁ ସେଠାକୁ ବ୍ରିଟିଶ…
Archives


