ମୋଦିଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ
ନୂଆଦିଲ୍ଲୀ,୧ ।୧୦:ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି । ପ୍ରାୟ ୧ ଘଣ୍ଟା ଧରି ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଚନ୍ନୀ ଆଲୋଚନା କରିଥିଲେ । ଏହି…
ହାତକୁ ଦୁଇ ହାତ ହେବେ ଏହି ସୁନ୍ଦରୀ ନାଗିନ୍; ଦୁବାଇର ବ୍ୟବସାୟୀଙ୍କ…
ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଟେଲି ପରଦାର ସୁନ୍ଦରୀ ନାଗିନ୍ ମୌନି ରୟ। କଥିତ ପ୍ରେମିକ ତଥା ଦୁବାଇର ବ୍ୟବସାୟୀ ସୁରଜ ନାମ୍ବିଆର୍ଙ୍କ ହାତ ଧରିବେ ସେ। ୨୦୨୨ରେ ଏହି ବିବାହ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମୌନିଙ୍କ ଭାଇ…
କୃଷକମାନେ ସହରର ଶ୍ୱାସରୁଦ୍ଧ କରୁଛନ୍ତି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧ ।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକଙ୍କୁ ଆଜି କିଛି କଟୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ଏକ କୃଷକ ସଙ୍ଗଠନର ଓକିଲଙ୍କୁ କହିଛନ୍ତି, ‘ସମସ୍ତ ନାଗରିକଙ୍କର ରାସ୍ତା ଉପରେ…
ଏଥର ଦଶହରାରେ ବିକ୍କି-ତାପସୀ-ବିଦ୍ୟୁତଙ୍କ ଟକ୍କର
ବମ୍ବେ: ଦଶହରା ଉପଲକ୍ଷେ ରିଲିଜ ହେବାକୁ ଯାଉଛି ତିନୋଟି ବଲିଉଡ୍ ଫିଲ୍ମ। ସିନେମାହଲ ଖୋଲିବାକୁ ମହାରାଷ୍ଟ୍ର ସରକାର ଅନୁମତି ଦେଇଥିଲେ ହେଁ ଫିଲ୍ମଗୁଡ଼ିକ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ। ଅକ୍ଟୋବର ୧୫ରେ ବିଦ୍ୟୁତ ଜାମବାଲଙ୍କ ଫିଲ୍ମ ‘ସନକ’ ଡିଜନି+ହଟ୍ଷ୍ଟାରରେ ରିଲିଜ ହେବାକୁ…
ଗୋଟିଏ ନାଗୁଣୀ ପାଇଁ ଲଢ଼ିଲେ ୩ ସାପ, ଭିଡିଓ ଦେଖିଲେ…
ଅଷ୍ଟ୍ରେଲିଆରେ ଏକ ନାଗୁଣୀ ପାଇଁ ୩ ନାଗ ସାପ ଲଢ଼ିଥିଲେ। ଏହି ସାପର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏକ ରିପୋର୍ଟରୁ ଜଣାପଡ଼ିଛି, ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଦୁଇ ସ୍ନେକ୍ ହେଲ୍ପ ଲାଇନରଙ୍କୁ ସାପ ଥିବା…
ପଶ୍ଚିମବଙ୍ଗରେ ଭାଜପାକୁ ପୁଣି ଏକ ଝଟ୍କା
କୋଲକତା,୧।୧୦: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିକୁ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି। ଏବେ ରାଇଗଞ୍ଜ ଭାଜପା ବିଧାୟକ କୃଷ୍ଣ କଲ୍ୟାଣୀ ଦଳରୁ ଇସ୍ତଫା ଦେଇଛନ୍ତି। କୃଷ୍ଣ କଲ୍ୟାଣୀଙ୍କ ଇସ୍ତଫା ନେଇ ପୂର୍ବରୁ କଳ୍ପନାଜଳ୍ପନା ଚାଲିଥିଲା। ସେ ଭାଜପା ଜିଲା ସଭାପତି…
ରାଜକିଶୋର ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଓଡ଼ିଶା ରିଭ୍ୟୁର ପୂର୍ବତନ ସମ୍ପାଦକ ପ୍ରଫେସର ରାଜକିଶୋର ମିଶ୍ରଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜକିଶୋର ମିଶ୍ରଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଓଡ଼ିଆ ସାହିତ୍ୟ ବିଶେଷକରି ଅନୁବାଦ ସାହିତ୍ୟ…
ଗୋଟିଏ ଛକା, ଅନେକ ଭିଡିଓ; ଦେଖନ୍ତୁ ଧୋନୀ ବିଜୟୀ ଛକା ମାରିବା ପରେ…
ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଏପରି ଜଣେ ଖେଳାଳି, ପଡ଼ିଆରେ ଯାହାର ଉପସ୍ଥିତି ହିଁ ପ୍ରଶଂସକଙ୍କୁ ଉତ୍ସାହିତ କରିଥାଏ। ଜିତିବା ଏବଂ ହାରିବା ଲାଗି ରହିଥିଲେ ହେଁ ଧୋନୀଙ୍କ ପ୍ରତି ଥିବା ଭଲପାଇବା କମ୍ ହୋଇନାହିଁ। ଗୁରୁବାର ଚେନ୍ନାଇ…
ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୨୦୨କୁ ବୃଦ୍ଧି
ଭୁବନେଶ୍ୱର,୧ା୧୦(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ଆଉ ୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୨୦୨କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…
ବିନା ଟିକେଟ୍ରେ ଟ୍ରେନ୍ରେ ଯାତ୍ରା କରୁଥିଲେ ଅମିତାଭ ବଚ୍ଚନ,ଆଉ ତା’ପରେ
ଟିଭିର ସବୁଠାରୁ ଲୋକପ୍ରିୟ ରିଅଲିଟି କୁଇଜ ଶୋ ‘କୌନ ବନେଗା କରୋଡପତି’ର ହୋଷ୍ଟିଂ କରୁଛନ୍ତି ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ଶୋ’ ସେ ପ୍ରତିଯୋଗୀଙ୍କ ସହ ନିଜ ଜୀବନର ପୁରୁଣା ସ୍ମୃତି ଶେୟାର କରନ୍ତି। ନିକଟରେ ଏକ ଏପିସୋଡରେ ଅମିତାଭ ତାଙ୍କ…
ଆଜି ରାଷ୍ଟ୍ରପତିଙ୍କ ଜନ୍ମଦିନ: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ
ନୂଆଦିଲ୍ଲୀ,୧ା୧୦: ଆଜି ୭୬ ବର୍ଷରେ ପାଦ ଥାପିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି…
ପରପାରିରେ ବିଶିଷ୍ଟ ସାହିତି୍ୟକ ରାଜକିଶୋର ମିଶ୍ର
ଭୁବନେଶ୍ୱର,୧ା୧୦(ବ୍ୟୁରୋ): ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଚିବ, ‘ଉତ୍କଳ ପ୍ରସଙ୍ଗ’ ଓ ’ଓଡ଼ିଶା ରିଭ୍ୟୁ’ର ପୂର୍ବତନ ସମ୍ପାଦକ, ପ୍ରଫେସର ରାଜକିଶୋର ମିଶ୍ରଙ୍କର ଶୁକ୍ରବାର ଦେହାନ୍ତ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୧ବର୍ଷ ବୟସ ହୋଇଥିଲା। ଭୁବନେଶ୍ବରସ୍ଥିତ ବାସଭବନରେ ସେ ଶେଷ ନିଃଶ୍ବାସ ତ୍ୟାଗ…
Archives


