ମୃତ୍ୟୁ ପରେ ବି ଜୀବିତ
ଏମାନେ ଥିଲେ ମୃତ୍ୟୁର ଖୁବ୍ ନିକଟତର। ବନ୍ଧୁ ପରିଜନ ହରାଇବସିଥିଲେ ତାଙ୍କ ଜିଇଁବାର ଆଶା। ଦୁଃଖରେ ଭାଙ୍ଗିପଡୁଥିଲେ। ତଥାପି ନିଜର ଦୁଃଖକୁ ଚାପି ଅନ୍ୟର ମୁହଁରେ ଖୁସି ଫୁଟାଇବା ପାଇଁ ଜୀବନଦୀପ ଲିଭିଯିବା ପୂର୍ବରୁ ଆପଣାର ସେଇ ମଣିଷର କରାଇଥିଲେ ଅଙ୍ଗଦାନ।…
ଜଙ୍ଗଲଜନ୍ତୁଙ୍କ ସୁରକ୍ଷା ଲାଗି ଅଣ୍ଟା ଭିଡିଛନ୍ତି ଏସବୁ ଗ୍ରାମବାସୀ: ଅନ୍ୟମାନଙ୍କ ପାଇଁ ଉଦାହରଣ
ମହାବୀର ପକ୍ଷୀ ସୁରକ୍ଷା କମିଟି-ପ୍ରାକୃତିକ ପରିବେଶରେ ଭରା ଓଡ଼ିଶା।ଏହାର ଜଙ୍ଗଲ, ପାହାଡ଼, ନଦୀ, ଝରଣା, ହ୍ରଦ ଓ ସମୁଦ୍ରର ବେଳାଭୂମି ଖୁବ୍ ମନୋରମ।ଏପରି ସ୍ଥାନରେ ବିଭିନ୍ନ ପଶୁପକ୍ଷୀ ଆଦି ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ କେତେକ ଗ୍ରାମବାସୀ ଓ ଜଙ୍ଗଲବିଭାଗର କର୍ମଚାରୀମାନେ ପଦକ୍ଷେପ…
ଆକାଶରୁ ବୋମା ବର୍ଷା, ୫୭୨ ତାଲିବାନ୍ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା..
କାବୁଲ,୮।୮: ଆଫଗାନିସ୍ତାନର କାନ୍ଧାହାର ଏବେ ଯୁଦ୍ଧକ୍ଷେତ୍ର ପାଲଟିଛି। ତାଲିବାନ ଆତଙ୍କବାଦୀ ଏବଂ ସରକାରୀ ସୈନ୍ୟ ବାହିନୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ଆଫଗାନିସ୍ତାନ ସୈନ୍ୟ ବାହିନୀର ସହାୟତା କରିଛି ଆମେରିକାର ବାୟୁସେନା। ସ୍ଥାନୀୟ ଶେବର୍ନ ସହରରେ ଆମେରିକା…
କ୍ରିକେଟ ପାଇଁ ଲାଗୁଛି ବାଜି
ଗଞ୍ଜାମ,୮ା୮(ଡି.ଏନ୍.ଏ.): ଗଞ୍ଜାମ ସହରରେ କ୍ରିକେଟ ପାଇଁ ବାଜି ଲଗାଉଛନ୍ତି ଯୁବଗୋଷ୍ଠୀ। ଏଥିପାଇଁ ଏହି ବାଜିର ମାଷ୍ଟରମାଇଣ୍ଡ ଲକ୍ଷାଧିକ ଟଙ୍କା ପାଉଥିବା ବେଳେ ବାଜି ଲଗାଇ ହାରୁଥିବା ଯୁବକମାନେ ଆତ୍ମହତ୍ୟା ପରି ପନ୍ଥା ଆପଣାଉଛନ୍ତି। ପୋଲିସ ଏହାର ସାମାନ୍ୟ ସୁରାକ ପାଇ ପାରୁନି।…
୧୩ ଲକ୍ଷ ଟଙ୍କାର ନକଲି ନୋଟ୍ ସହ ଛପା ମେଶିନ ଜବତ
ସମ୍ବଲପୁର ଅଫିସ,୮ା୮: ସମ୍ବଲପୁର ପୋଲିସ ପକ୍ଷରୁ ନକଲି ନୋଟ୍ କାରବାର ର଼୍ୟାକେଟ୍ର ପର୍ଦ୍ଦାଫାଶ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ନକିଲ ଟଙ୍କା ଜବତ କରିବା ସହ ୬ ଜଣଙ୍କୁ ଗରିଫ କରିଛି ପୋଲିସ। ସୂଚନାନୁଯାୟୀ, ଦୀର୍ଘଦିନ ସମ୍ବଲପୁର ଅଞ୍ଚଳରେ ନକଲି ନୋଟ୍…
ଖୁସି ଖବର, କୋଭାକ୍ସିନ୍-କୋଭିଶିଲ୍ଡ ମିଶ୍ରିତ ଡୋଜ୍ ପ୍ରଭାବଶାଳୀ..
ନୂଆଦିଲ୍ଲୀ,୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାରକଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଦିଲ୍ଲୀରୁ ଖୁସି ଖବର ମିଳିଛି। ଭାରତ ବାୟୋଟେକ୍ର କୋଭାକ୍ସିନ୍ ଏବଂ ସେରମ୍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଶିଲ୍ଡର ମିଶ୍ରିତ ଡୋଜ୍…
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ପୁଣି ଆରମ୍ଭ
ପୁରୀ ଅଫିସ,୮।୮: କରୋନା କଟକଣା ଯୋଗୁ ବନ୍ଦ ରହିଥିବା ଶ୍ରୀମନ୍ଦିର ଐତିହ କରିଡ଼ର କାର୍ଯ୍ୟ ଶନିବାର ପୁଣି ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟାରେ ପଶ୍ଚିମଦ୍ୱାର ସମ୍ମୁଖ ବାସେଳି ସାହି ମୌଜାର ୩ଟି ବେସରକାରୀ ଘରକୁ ଭଙ୍ଗା…
ପ୍ରି-ଓ୍ବେଡିଂ ଫଟୋ ଶୁଟ୍ କରୁଥିଲେ କପଲ, ହଠାତ୍ ଲାଗିଗଲା କରେଣ୍ଟ୍; ଆଉ ତା’ ପରେ…
ବ୍ରାସିଲିଆ,୮ା୮: ଜଣେ ଯୁବ ଡାକ୍ତର ବିବାହ ପୂର୍ବରୁ ଭାବି ସ୍ତ୍ରୀଙ୍କ ସହ ଫଟୋ ଶୁଟ୍ କରୁଥିବାବେଳେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଫଳରେ ଦୁଇଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ବ୍ରାଜିଲର ୩୧ ବର୍ଷୀୟ ଯୁବ ଡାକ୍ତର ଡେନିଶ ରିକାଡୋ ଫାରିଆ ଗୁର୍ଗେଲଙ୍କ…
ବିମାନ ବନ୍ଦରକୁ ବୋମାରେ ଉଡ଼ାଇବାକୁ ଧମକ ଭରା ଇ-ମେଲ୍…
ନୂଆଦିଲ୍ଲୀ, ୮।୮: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବୋମାରେ ଉଡ଼ାଉଦେବାକୁ ଏକ ଧମକ ଭରା ଇ-ମେଲ୍ ମିଳିଛି। ଦିଲ୍ଲୀ ପୋଲିସ ପାଖକୁ ଆସିଥିବା ଏହି ଇ-ମେଲ୍ ଆତଙ୍କବାଦୀ ସଂଗଠନ ଅଲ୍ କାଇଦା ନାମରେ ପଠାଯାଇଛି। ଧମକ ଭରା ଇ-ମେଳ…
ଭିଜିଲାନ୍ସ ଜାଲରେ ନୂଆପଡ଼ା ସିଡିଭିଓ: ଗାଡ଼ିରୁ ମିଳିଲା…
ନୂଆପଡ଼ା,୮ା୮(ଡି.ଏନ୍.ଏ.): ନୂଆପଡ଼ା ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ତାଙ୍କ ସରକାରୀ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ମିଳିବା ପରେ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍। କାରଣ ଜବତ ଟଙ୍କାର…
ସୀମାରେ ଶତ୍ରୁ ଉପରେ କଡ଼ା ନଜର ରଖିବ ଜିସାଟ୍-୧…
ନୂଆଦିଲ୍ଲୀ,୮।୮: ସ୍ବାଧୀନତା ଦିବସର ତିନି ଦିନ ପୂର୍ବରୁ ଭାରତ ଅତ୍ୟାଧୁନିକ ଉପଗ୍ରହ ଜିସାଟ୍-୧ର ଉତକ୍ଷେପଣ କରିବ। ଏହି ଉପଗ୍ରହ ଦେଶର ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହା ମାଧ୍ୟମରେ ସୀମାରେ ଆକାଶରୁ କଡ଼ା ନଜର ରଖାଯାଇ ପାରିବ। ଏହା ସୀମାର…
ଶଟ୍ଡାଉନ୍ରେ ଚାଲିଥିଲା ବେପାର: ସିଲ୍ ହେଲା ୪ ନମ୍ବର ମାଛ ମାର୍କେଟ
ଭୁବନେଶ୍ୱର,୮ା୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୪ ନମ୍ବର ମାଛ ମାର୍କେଟକୁ ରବିବାର ସିଲ୍ କରାଯାଇଛି । ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାଛ ମାର୍କେଟକୁ ସିଲ୍ କରିଛି ବିଏମ୍ସି। ଏହା ସହ ମୋଟା ଅଙ୍କର ଜରିମାନା ମଧ୍ୟ ଆଦାୟ…
Archives


