ଅଭିନୟ ଛାଡ଼ି ପ୍ରଯୋଜିକା ହେବେ ବେବୋ! କ୍ୟାରିୟରର ନୂଆ ମୋଡକୁ ନେଇ କହିଲେ…
ବମ୍ବେ: ଅଭିନୟ ଛାଡ଼ି ନିର୍ମାତା ହେବାକୁ ମନ ବଳାଇଛନ୍ତି କରିନା କପୁର ଖାନ୍। ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମ ସହଯୋଗରେ ନିର୍ମାଣ ହେବାକୁ ଯାଉଛି ଏକ ଥ୍ରିଲର ଫିଲ୍ମ। ଏହାର ପ୍ରଯୋଜକ ହେବେ କରିନା। ଫିଲ୍ମର ନାମ କ’ଣ ରହିବ ଜଣାପଡ଼ି…
ମିସ୍ କଲ୍ରେ ମିଳିବ ଗ୍ୟାସ୍ ସଂଯୋଗ, ଆଇଓସି କଲା ଘୋଷଣା…
ନୂଆଦିଲ୍ଲୀ,୧୦।୮: ବର୍ତ୍ତମାନ ନୂଆ ଏଲ୍ପିଜି ବ୍ୟାସ୍ ସଂଯୋଗ ପାଇବାକୁ କୌଣସି କମ୍ପାନୀର ବିତରକଙ୍କ କାର୍ଯ୍ୟାଳୟକୁ ଯିବାକୁ ପଡିବ ନାହିଁ। ଏଲ୍ପିଜି ବ୍ୟାସ୍ ସଂଯୋଗ ଚାହୁଁଥିଲେ କେବଳ ଗୋଟିଏ ମିସ କଲ କରିବାକୁ ପଡିବ। ବର୍ତ୍ତମାନ ଏହି ସୁବିଧା କେବଳ ଭାରତୀୟ ତୈଳ…
ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍
କାନବେରା,୧୦।୮: ପୂର୍ବତନ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କ୍ରିସ କେର୍ନସଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଅଷ୍ଟ୍ରେଲିଆର ଏକ ଡାକ୍ତରଖାନାରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି। ୫୧ ବର୍ଷିୟ କେର୍ନସଙ୍କ ମୁଖ୍ୟ ଧମନୀର ଭିତର ପରସ୍ତ କଟିଯାଇଥିଲା। ଏହା ପରେ ତାଙ୍କୁ ଗତ ସପ୍ତାହରେ…
ବିନା ମାସ୍କରେ ନଜର ଆସିଲେ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୧୦।୮: ଦୀର୍ଘ ସମୟରୁ ମହାରାଷ୍ଟ୍ର ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ଭାବେ ରହିଥିବା ବେଳେ ଏଠାରେ କୋଭିଡ-୧୯ର କଡ଼ା ନିୟମ ମଧ୍ୟ ପାଳନ କରାଯାଉଥିଲା। ବର୍ତ୍ତମାନ ମହାରାଷ୍ଟ୍ରରେ ଦୈନିକ କରୋନା ସଂକ୍ରମଣ ମାମଲା ପ୍ରାୟ ୬ରୁ ୭ହଜାର ତଳକୁ ଖସି ଆସିଛି।…
ଗ୍ୟାସ୍ ସଂଯୋଗ ପାଇଁ ଏବେ ସେଲ୍ଫ ଡିକ୍ଲେରେଶନ୍ ପର୍ଯ୍ୟାପ୍ତ, ସୂଚନା ଦେଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ୱଳା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ-୨.୦ ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶର ମହୋବା ଜିଲ୍ଲାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଏଲପିଜି ସଂଯୋଗ ହସ୍ତାନ୍ତର କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ…
୩୭୦ ଅନୁଚ୍ଛେଦ ହଟିବା ପରେ ୨ ବର୍ଷରେ କେତେ ଜଣ ଜମ୍ମୁ-କଶ୍ମୀରରେ କିଣିଛନ୍ତି ଜମି, ସରକାର ଦେଲେ ଉତ୍ତର…
ନୂଆଦିଲ୍ଲୀ,୧୦।୮: ଜମ୍ମୁ-କାଶ୍ମୀରରୁ ଅନୁଚ୍ଛେଦ ୩୭୦କୁ ହଟାଯିବା ଇତିମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ହୋଇଗଲାଣି। ନିୟମ ପରିବର୍ତ୍ତନ ପରେ ବର୍ତ୍ତମାନ ରାଜ୍ୟ ବାହାରର ଯେ କୌଣସି ବ୍ୟକ୍ତି ଜମ୍ମୁ-କଶ୍ମୀରରେ ଜମି କିଣି ପାରିବେ। ମଙ୍ଗଳବାର ଦିନ ସରକାରଙ୍କୁ ସଂସଦରେ ପଚରାଯାଇଥିବା ଏକ…
ରେଷ୍ଟୁରାଣ୍ଟ-ବସ୍-ଟ୍ରେନ୍ରେ ଯିବାକୁ ହେଲେ ଭାକ୍ସିନ ପାସ୍ ବାଧ୍ୟତାମୂଳକ
ପ୍ୟାରିସ୍,୧୦।୮: କରୋନା ମହାମାରୀ ବିରୋଧରେ ଟିକା ସବୁଠାରୁ ବଡ ଅସ୍ତ୍ର ଭାବେ ଉଭା ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଦେଶ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରାଇବା ଉପରେ ଜୋର ଦେଉଛନ୍ତି। ଇତିମଧ୍ୟରେ ଫ୍ରାନ୍ସରୁ ସୋମବାର ଏକ ବଡ଼…
ଗୋଟିଏ ଟି-୨୦ ମ୍ୟାଚ୍ରେ ସର୍ବାଧିକ ମେଡେନ୍ ଓଭର୍ ପକାଇଥିବା ବୋଲର୍ ହେଲେ ଏହି ଦଳର କୋଚ
ସିଡନୀ,୧୦।୮: ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶନ ଟେଟ୍ ଆଫଗାନିସ୍ତାନ କ୍ରିକେଟ ଦଳର ବୋଲିଂ କୋଚ ନିଯୁ୍କ୍ତ ହୋଇଛନ୍ତି। ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ଏହି ସୂଚନା ଦେଇଛି। ସେ ଆସନ୍ତା ମାସରେ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ଦାୟିତ୍ୱ ଗ୍ରହଣ…
୨୦୨୮ ଅଲିମ୍ପିକ୍ସ୍ରେ ହେବ ଚୌକା-ଛକା ମାଡ଼, କ୍ରିକେଟ ହେବ ସାମିଲ୍…
ନୂଆଦିଲ୍ଲୀ,୧୦।୮: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତର ବୃହତ ସଫଳତା ପରେ, ବର୍ତ୍ତମାନ ସମସ୍ତଙ୍କ ଆଖି ଆଗାମୀ ଅଲିମ୍ପିକ୍ସ ଉପରେ କେନ୍ଦ୍ରୀତ ହୋଇଛି। ଏହି ସମୟରେ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ବଡ ଖୁସି ଖବର ଆସିଛି। ୨୦୨୮ ମସିହାରେ ଅନୁଷ୍ଠିତ ହେବାକୁ…
କରୋନା ମଧ୍ୟରେ ଜିକା ସଂକ୍ରମଣ ବଢ଼ାଇଲା ବିପଦ
ମୁମ୍ବାଇ,୧୦।୮: କରୋନା ଭାଇରସ୍ ସଂକ୍ରମଣ ନସରୁଣୁ ଏବେ ଜିକା ଭାଇରସ୍ ସଂକ୍ରମଣ ବିପଦ ଦେଖାଦେଲାଣି। ବର୍ତ୍ତମାନ ମହାରାଷ୍ଟ୍ରରେ ଡେଙ୍ଗୁ ଚିନ୍ତାର କାରଣ ପାଲଟିଛି। ତେବେ ଜିକା ଭାଇରସ୍ର ପ୍ରଥମ ମାମଲା ପୁନେରେ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ୭୯ଗାଁରେ ଏହି ଭାଇରସ୍ ବ୍ୟାପିବା…
୪୨ ବର୍ଷରେ ଚମତ୍କାର ରେକର୍ଡ କଲେ ଏହି କ୍ରିକେଟର୍
ଲଣ୍ଡନ,୧୦।୮: ଏମଏସ ଧୋନୀଙ୍କ ଦଳର ଚେନ୍ନାଇ ସୁପର କିଙ୍ଗ୍ସର ସବୁଠାରୁ ଅଭିଜ୍ଞ ବୋଲର ଇମ୍ରାନ ତାହିର ଦି ହଣ୍ଡ୍ରେଣ୍ଡ ଲିଗରେ ଏକ ଚମତ୍କାର ବୋଲିଂ କରିଥିଲେ। ଏହି ଲିଗ୍ର ସବୁଠୁ ବୟସ୍କ ତାହିର ମଧ୍ୟ ୪୨ ବର୍ଷ ବୟସରେ ଲିଗ୍ର ପ୍ରଥମ…
ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ…
ନୂଆଦିଲ୍ଲୀ,୧୦।୮: ଜନପ୍ରତିନିଧିଙ୍କ ବିରୋଧରେ ମାମଲା ହାଇକୋର୍ଟଙ୍କ ଅନୁମତି ବିନା ପ୍ରତ୍ୟାହାର ହେବ ନାହିଁ ବୋଲି ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି ହୋଇଛି। ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ହାଇକୋର୍ଟଙ୍କ ଅନୁମତି ବିନା ଅନୁମତିରେ ଏମ୍ପି ଏବଂ…
Archives


