Home

ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ କମ୍‌ ନମ୍ବର ଅବା ଫେଲ୍‌ ହେଲେ ପୂର୍ବ ମାର୍କ ବଜାୟ ରଖୁ ସିବିଏସ୍‌ଇ, ଡିସେମ୍ବରରେ ଶୁଣାଣି …

ନୂଆଦିଲ୍ଲୀ,୨୨।୧୧: ସିବିଏସ୍‌ଇ ଦ୍ୱାଦଶ ବୋର୍ଡରେ ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ଦେଇ କମ୍‌ ନମ୍ବର ଅବା ଫେଲ୍‌ ହୋଇଥିବା ଶିକ୍ଷାର୍ଥୀଙ୍କର ପୂର୍ବ ମାର୍କ ବଜାୟ ରହିବା ଲାଗି ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣିକୁ ଡିସେମ୍ବର ୬ କୁ ଘୁଞ୍ଚାଇ ଦିଆଯାଇଛି। ସିବିଏସ୍‌ଇକୁ ଏନେଇ…

ମୁଖ୍ୟମନ୍ତ୍ରୀଙ୍କୁ କିଛି ଜଣାନାହିଁ, କରୋନା ମୃତ୍ୟୁ କ୍ଷତିପୂରଣ ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ସନା…

ନୂଆଦିଲ୍ଲୀ,୨୨।୧୧: କରୋନା ମୃତ୍ୟୁ କ୍ଷତିପୂରଣ ପ୍ରଦାନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଗୁଜରାଟ ରାଜ୍ୟ ସରକାରଙ୍କୁ ଭର୍ସନା କରାଯାଇଛି। ବିଚାରପତି ଏମ୍‌.ଆର୍‌.ଶାହା ଏବଂ ବି.ଭି. ନାଗରଥ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଏଭଳି କହିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଥିବା…

‘ଓୱାଇସି-ଭାଜପା ସମ୍ପର୍କ ମାମୁ-ଭଣଜା ଭଳି’

ଲକ୍ଷ୍ନୌ,୨୨।୧୧: କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାଏଟ କୃଷକ ମହାପଞ୍ଚାୟତରେ ଯୋଗଦେବା ପାଇଁ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ସୋମବାର କୃଷକ ମହାପଞ୍ଚାୟତ ପୂର୍ବରୁ ସିଏଏ ବିଷୟରେ ପଚରାଯାଇଥିବା ଏକ ପ୍ରଶ୍ନରେ ରାକେଶ ଟିକାଏତ କହିଛନ୍ତି ଯେ, ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି…

ହଟ୍‌ ଲୁକ୍‌ରେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ବେଶ୍‌ ଜଣାଶୁଣା। ବଲିଉଡ୍‌ରେ ମଧ୍ୟ ତାଙ୍କର ନାମ ଚର୍ଚ୍ଚା ହେଉଛି। ତାଙ୍କର ଅନେକ ଫ୍ୟାନ ଫଲୋଅର୍ସ ଅଛନ୍ତି। ସାମନ୍ଥାଙ୍କ ପ୍ରତ୍ୟେକ ଫଟୋ ଅପେକ୍ଷାରେ ରହିଥାନ୍ତି ପ୍ରଶଂସକ। ଏବେ ସାମନ୍ଥାଙ୍କ କିଛି ଫଟୋ ସୋସିଆଲ…

ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ିଲେ ମହିଳା

ମୁମ୍ବାଇ,୨୨ା୧୧: ସ୍ଥାନୀୟ ବାଇକୁଲା ରେଳ ଷ୍ଟେଶନରେ ଚଳନ୍ତା ଟ୍ରେନ ଧରିବାବେଳେ ଜଣେ ମହିଳା ହଠାତ୍‌ ଖସିପଡ଼ିଥିଲେ। ସୌଭାଗ୍ୟ ବଶତଃ ଜଣେ ଆରପିଏଫ ମହିଳା କର୍ମଚାରୀ ତାଙ୍କ ଜୀବନ ରକ୍ଷା କରିଛନ୍ତି। ରେଳବାଇ ପକ୍ଷରୁ ଏହି ଘଟଣାର ଭିଡିଓ ଟୁଇଟର ପେଜ୍‌ରେ ଶେୟାର…

‘ପ୍ରତି ମହିଳାଙ୍କୁ ମାସକୁ ମିଳିବ ହଜାର ଟଙ୍କା’

ମୋଗା,୨୨।୧୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ପଞ୍ଜାବର ମୋଗାରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ, ଯଦି ପଞ୍ଜାବରେ ଆମ ଆଦମୀ ପାର୍ଟି ସରକାର ଗଠନ ହୁଏ ତେବେ ୧୮ ବର୍ଷରୁ…

ଭରଣପୋଷଣରେ ଖିଲାପ ଅଭିଯୋଗରେ ଏକକାଳୀନ ମାସେରୁ ଅଧିକ କାରାଦଣ୍ଡାଦେଶ କରି ହେବ ନାହିଁ…

ଚଣ୍ଡିଗଡ଼,୨୨।୧୧: ଭରଣପୋଷଣ ଆଦେଶର ଖିଲାପ ଅଭିଯୋଗରେ ଅଭିଯୁକ୍ତଙ୍କୁ ଏକକାଳୀନ ମାସେରୁ ଅଧିକ କାରାଦଣ୍ଡାଦେଶ କରି ହେବ ନାହିଁ ବୋଲି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଏକ ମାମଲାର ଶୁଣାଣି ସମୟରେ କୁହାଯାଇଛି। ବିଚାରପତି ମଞ୍ଜୁରୀ ନେହେରୁ କୌଲଙ୍କ ନେତୃତ୍ୱରେ ଗଠିତ…

ସ୍ତ୍ରୀଙ୍କୁ ଏମିତି ଉପହାର ଦେଲେ ସ୍ବାମୀ, ଦେଖିଲେ କହିବେ…

ମଧ୍ୟପ୍ରଦେଶରେ ରହୁଥିବା ଶିକ୍ଷାବିତ୍‌ ଆନନ୍ଦ ପ୍ରକାଶ ଚକ୍ସି ତାଙ୍କ ସ୍ତ୍ରୀଙ୍କୁ ଏକ ଘର ଉପହାର ଦେଇଛନ୍ତି। ଏହି ଘରଟି ଦେଖିବାକୁ ତାଜମହଲ ପରି। ମଧ୍ୟପ୍ରଦେଶର ଐତିହାସିକ ସହର ବୁରହାନପୁରର ବାସିନ୍ଦା ଆନନ୍ଦ ପ୍ରକାଶଙ୍କ କହିବାନୁସାରେ, ସେ ଦୀର୍ଘ ସମୟ ଧରି ଏପରି…

ସାବରିମାଲା ପ୍ରସାଦରେ ହଲାଲ ଗୁଡ଼ ବିବାଦ, ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଲେ ହାଇକୋର୍ଟ…

ଥିରୁଭାନନ୍ତପୁରମ୍‌,୨୨।୧୧: ସାବରିମାଲା ମନ୍ଦିରରେ ପ୍ରସାଦ ଏବଂ ନୈବେଦ୍ୟ ପାଇଁ ବ୍ୟବହୃତ ହେଉଥିବା ଅଶୁଦ୍ଧ ହଲାଲ ଗୁଡ଼ ବିବାଦରେ କେରଳ ହାଇକୋର୍ଟ ଖାଦ୍ୟ ସୁରକ୍ଷା ବିଭାଗର ସ୍ପଷ୍ଟୀକରଣ ଲୋଡିଛନ୍ତି। ବିଚାରପତି ଅନୀଲ କେ. ନରେନ୍ଦ୍ରମ୍‌ ଏବଂ ପି.ଜି. ଅଜିତ୍‌ କୁମାରଙ୍କ ନେତୃତ୍ୱରେ ଗଠିତ…

ଦେଶର ଅର୍ଥନୀତିକୁ ହାତୀ ସହ ତୁଳନା କଲେ ଆନନ୍ଦ ମହିନ୍ଦ୍ରା: ଦେଖନ୍ତୁ ମଜାଦାର ଭିଡିଓ

ନୂଆଦିଲ୍ଲୀ,୨୨।୧୧: ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରତିଦିନ କିଛି ନୂଆ ନୂଆ ମଜାଦାର ଶିକ୍ଷଣୀୟ ଭିଡିଓ ଶେୟାର କରନ୍ତି। ବିଶେଷ କଥା ହେଉଛି ତାଙ୍କ ପୋଷ୍ଟ ଦେଖିବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ଥାଏ।…

ନିଜ ପସନ୍ଦରେ ବିବାହ କରିଥିବା ଦମ୍ପତିଙ୍କୁ ଧମକ ଦେଲେ କାର୍ଯାନୁଷ୍ଠାନ, ଡିଜିପିଙ୍କୁ ନିର୍ଦ୍ଦେଶ…

ଡେରାଡୁନ୍‌,୨୨।୧୧: ନିଜ ପସନ୍ଦରରେ ବିବାହ କରୁଥିବା ଦମ୍ପତିଙ୍କୁ ସେମାନଙ୍କ ପରିବାର ସଦସ୍ୟ ଅବା ବାହାରର କୌଣସି ବ୍ୟକ୍ତିଙ୍କ ଠାରୁ ଧମକ ମିଳିବାର ଅଭିଯୋଗ ଆସିଲେ, ଏନେଇ ତତ୍‌କାଳ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ତରାଖଣ୍ଡ ହାଇକୋର୍ଟ ପୋଲିସ ବିଭାଗ ଉଚ୍ଚ ଅଧିକାରୀଙ୍କୁ ନିର୍ଦ୍ଦେଶ…

ସଂଶୋଧିତ କୃଷି ଆଇନକୁ ଫେରାଇ ନିଆଯିବାର ସାମ୍ବିଧାନିକ ଉପାୟ…

ନୂଆଦିଲ୍ଲୀ,୨୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଏକ ବର୍ଷ ଧରି ବିବାଦ ଲାଗି ରହିଥିବା ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି। ଆନ୍ଦୋଳନ ଶେଷ କରିବାକୁ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ସଂସଦରେ ଆଇନ ନ ଫେରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?