Home

‘ସ୍କାଏ ବୁରିଆଲ୍‌’ ପାର୍ସୀ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ନୋଟିସ୍‌ ଜାରି…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପାର୍ସୀ ସମ୍ପ୍ରଦାୟ ପକ୍ଷରୁ ‘ସ୍କାଏ ବୁରିଆଲ୍‌’ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ଅନୁମତି ଲୋଡ଼ା ଯାଇଥିଲା। ଏନେଇ ସୁପ୍ରିମ୍‌କୋର୍ଟ ନୋଟିସ୍‌…

ପଡ଼ିଆରେ ନାଚିଲେ କୋହଲି

ମୁମ୍ବାଇ,୭।୧୨: ମୁମ୍ବାଇରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ କିୱି ଦଳକୁ ୩୭୨ ରନରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି। ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜକୁ ୧-୦ରେ ଜିତିବାରେ…

ମଡେଲିଂ ଜଗତରେ ପାଦ ଥାପିଲେ ସଚିନଙ୍କ ଝିଅ

କ୍ରିକେଟର୍‌ ଭଗବାନ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ନିଜ ଫ୍ୟାଶନ ସେନ୍ସ ଯୋଗୁ ପ୍ରାୟତଃ ଚର୍ଚ୍ଚାରେ ଥା’ନ୍ତି। ସେ ନିଜ ଷ୍ଟାଇଲିସ ଲୁକ ପାଇଁ ଜଣାଣୁଣା। ଏବେ ସେ ମଡେଲିଂରେ ପାଦ ଥାପିଛନ୍ତି। ନିକଟରେ ସାର ଏକ ଲୋକପ୍ରିୟ ପୋଷାକ ବ୍ରାଣ୍ଡ…

କମ ଫିଲ୍ମ କରି ମଧ୍ୟ କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମନି ଲଣ୍ଡରିଂ ମାମଲାରେ ଏବେ ରହିଛନ୍ତି। ଡିସେମ୍ବର ୮ରେ ପଚରାଉଚରା ପାଇଁ ଜ୍ୟାକଲିନଙ୍କୁ ଇଡି ଡାକିଛି। ସୁକେଶ ଚନ୍ଦ୍ରଶେଖର ଏବଂ ଅନ୍ୟମାନଙ୍କ ବିରୋଧରେ ପ୍ରାୟ ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ପଚରାଉଚରା କରାଯିବ।…

ଏମ୍‌ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦାଗିଦ୍‌, ନିଜକୁ ପରିବର୍ତ୍ତନ କର…

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାଜପା ଏମ୍‌ପିଙ୍କୁ ତାଗିଦ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି, ନିଜକୁ ପରିବର୍ତ୍ତନ କରନ୍ତୁ, ନଚେତ୍‌ ପରିବର୍ତ୍ତନ ଆସିବ। ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରସ୍ତୁତି ଜାରି…

ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌ ଦେଲେ ଅର୍ଜୁନ

ନିକଟରେ ଅଭିନେତ୍ରୀ ମଲାଇକା ଆରୋରା ପ୍ରେମିକ ଅର୍ଜୁନ କପୁର ସହ ମାଳଦ୍ୱୀପ ଛୁଟିରୁ ଫେରିଛନ୍ତି। ଏଠାରେ ଦୁହେଁ ଖୋଲାଖୋଲି ଉପଭୋଗ କରିଥିଲେ। ସେଠାକୁ ଫେରିବା ପରେ ମଧ୍ୟ ଏହି ଛୁଟିଦିନର ଆନନ୍ଦ ଉଭୟ ଭୁଲି ପାରୁ ନାହାନ୍ତି। ବିଶେଷକରି ଅର୍ଜୁନ ଏହି…

ଦ୍ରାଭିଡ୍‌ଙ୍କୁ ଦେଖି ମହତ୍‌ କାର୍ଯ୍ୟ କଲେ କୋହଲି

ମୁମ୍ବାଇ,୭।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳ ୩୭୨ ରନ ବିଜୟ ହାସଲ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତି ଟେଷ୍ଟ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ଅଧିକାର କରିଛି।…

ଓମିକ୍ରନ୍‌ ମୁକାବିଲା, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅଧିକ ଟିକା ମାଗିଲା ଆଇଏମ୍‌ଏ…

ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍‌ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଓମିକ୍ରନ୍‌ ମୁକାବିଲା ପାଇଁ ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ (ଆଇଏମ୍‌ଏ) ପକ୍ଷରୁ ଯୋଜନା ପ୍ରସ୍ତୁତି ଆରମ୍ଭ…

କ୍ୟାମେରାକୁ କାଟ୍ରିନା ଭାବି ରୋମାନ୍ସ କରୁଥିଲେ ଏହି ଅଭିନେତା

ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫ୍‌ଙ୍କ ବିବାହ ଉତ୍ସବ ଆଜିଠୁ ଆରମ୍ଭ ହୋଇଛି। ଆଜି ସଙ୍ଗୀତ, କାଲି ମେହେନ୍ଦୀ ଏବଂ ପରଦିନ ସାତ ଫେରା ଦେବା ଏହି ଯୋଡି। ଦୁହିଁଙ୍କ ଗୁସ୍ତ ପ୍ରେମ ଏବେ ବିବାହରେ ପରିଣତ ହେବାକୁ ଯାଉଛି।…

ସ୍କୁଲରେ ଧର୍ମ ପରିବର୍ତ୍ତନ ଅଭିଯୋଗ, ଭଙ୍ଗାରୁଜା କଲେ ଭିଡ଼…

ଭୋପାଳ,୭।୧୨: ଧର୍ମ ପରିବର୍ତ୍ତନ ଅଭିଯୋଗ ନେଇ ମଧ୍ୟପ୍ରଦେଶର ଏକ ସ୍କୁଲରେ ଭିଡ଼ ଜମା ହେବା ସହିତ ଲୋକେ ଭଙ୍ଗାରୁଜା କରିଛନ୍ତି। ମାଓବାଦୀ ଆକ୍ରମଣର ଏକ ମାମଲା ସାମ୍ନାକୁ ଆସିଛି। ହିନ୍ଦୁବାଦୀ ସଂଗଠନର କିଛି ଲୋକ ଏଭଳି କରିଥିବା କୁହାଯାଉଛି। ସ୍କୁଲରେ ସିବିଏସ୍‌ଇ…

ଏହି ଦିନ କ୍ୟାରିୟର୍‌ର ଶେଷ ମ୍ୟାଚ୍‌ ଖେଳିବେ ୟୁନିଭର୍ସ ବସ୍‌!

ଜାମାଇକା,୭।୧୨: କ୍ରିକେଟ ପ୍ରଶଂସକଙ୍କ ପାଇଁ କ୍ରିସ ଗେଲଙ୍କ ନାମ ଯଥେଷ୍ଟ। କ୍ରିକେଟର ସମସ୍ତ ଫର୍ମାଟରେ ତାଙ୍କର ରେକର୍ଡ ଶକ୍ତିଶାଳୀ। କିନ୍ତୁ ଟି-୨୦ କ୍ରିକେଟରେ ସେ ଯେଉଁ ସ୍ଥାନ ହାସଲ କରିଛନ୍ତି, ସେଠାରେ କୌଣସି ବ୍ୟକ୍ତି ପହଞ୍ଚି ନାହାଁନ୍ତି। ସେ ଦୁନିଆର ଏକମାତ୍ର…

ବେଜିଂ ଅଲିମ୍ପିକ୍ସର କୂଟନୈତିକ ବହିଷ୍କାର କଲା ଆମେରିକା…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଏକ ବଡ ଘୋଷଣା କରିଛନ୍ତି। ଚାଇନାରେ ୨୦୨୨ରେ ହେବାକୁୂଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ବହିଷ୍କାର କରିବ। ହ୍ବାଇଟ ହାଉସର ପ୍ରେସ ସଚିବ ଜେନ୍‌ ସାକି କହିଛନ୍ତି ଯେ ବେଜିଂରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?