ଜେଲ୍ରେ ଥାଇ ଭଉଣୀଙ୍କୁ ରକ୍ଷା କରିବେ କଏଦୀ ଭାଇ, ଉପହାର ଦେବେ ହାତ ତିଆରି ମାସ୍କ
ଲକ୍ଷ୍ନୌ,୨୧ା୮: ରକ୍ଷାବନ୍ଧନ ହେଉଛି ଭଉଣୀ-ଭାଇଙ୍କ ପବିତ୍ର ଉତ୍ସବ। ଏହିଦିନ ଭଉଣୀ ନିଜ ଭାଇମାନଙ୍କ ଦୀର୍ଘଜୀବନ କାମନା କରି ରାଖୀ ବାନ୍ଧିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କର ରକ୍ଷା କରିବା ପାଇଁ ବଜ୍ର ଶପଥ ନେଇଥାନ୍ତି। ଏହା ସହିତ ଉପହାର ମଧ୍ୟ ଦେଇଥାନ୍ତି। ଉତ୍ତରପ୍ରଦେଶର…
ଘର ଉଚ୍ଛେଦ ସମୟରେ ଉତ୍ତେଜନା: ଅଧିକାରୀଙ୍କ ଗୋଡ଼ ଧରିଲେ ମହିଳା
ନିରାକାରପୁର,୨୧ା୮(ଡି.ଏନ୍.ଏ.): ତହସିଲଦାର କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଗଡ଼ଖାରଦ ପଞ୍ଚାୟତ ଘଣ୍ଟପୁର ଅଞ୍ଚଳରେ ହୋଇଥିବା ବେଆଇନ ଘର, ଗୁହାଳ ଏବଂ ଦୋକାନକୁ ପ୍ରଶାସନ ପକ୍ଷରୁ ଶନିବାର ଉଚ୍ଛେଦ କରାଯାଇଛି ା ପ୍ରକାଶ ଯେ, ପୁରୀ-ଖୋର୍ଦ୍ଧା ସୀମାନ୍ତ ନିରାକାରପୁର…
ବଜାରରେ ବିିକ୍ରି ହେଉଛି ‘ବଚପନ କା ପ୍ୟାର’ ମିଠା, ଦାମ୍ ଜାଣିଲେ…
ମିଠାର ନାଁ ‘ବଚପନ କା ପ୍ୟାର’ । ଶୁଣିଲେ ହସ ଲାଗିବ। ମାତ୍ର ଏହା ସତ। ଗୁଜରାଟର ସୁରଟରେ ‘ବଚପନ କା ପ୍ୟାର’ ନାମକ ମିଠା ବିକ୍ରି ହେଉଛି। ଏହାର ଦାମ୍ ରହିଛି ୫୮୦ ଟଙ୍କା। ଏହାକୁ ଦେଖିବାକୁ ଏବଂ କିଣିବା…
ପ୍ରେମିକାଙ୍କ ସହମତିରେ ତାଙ୍କ ଉପରେ ଏସିଡ୍ ଆକ୍ରମଣ କଲେ ପ୍ରେମିକ; କାରଣ ଜାଣିଲେ ହୋଇଯିବେ…
ପାଟଣା,୨୧।୮: ବିହାରର ନାଳନ୍ଦା ଜିଲାରୁ ଏସିଡ୍ ଆକ୍ରମଣର ଏକ ଚକିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଏଥିରେ ପ୍ରେମିକା ନିଜ ଦେହରେ ଏସିଡ୍ ପକାଇବାକୁ ପ୍ରେମିକଙ୍କୁ କହିଥିବା ଜଣାପଡ଼ିଛି। ଏପରି କରିବା ଦ୍ୱାରା ସେ ତାଙ୍କ ପ୍ରେମିକଙ୍କୁ ସହଜରେ ବିବାହ କରିବେ…
ଭାରତ ପାଇଁ ଖୁବ୍ଶୀଘ୍ର ଶତକ ମାରିବେ ଏହି କ୍ରିକେଟର: ଗାଭାସ୍କର
ନୂଆଦିଲ୍ଲୀ,୨୧।୮: ଇଂଲଣ୍ଡ ବିପକ୍ଷରେ ଲର୍ଡସ ଟେଷ୍ଟରେ ଟିମ ଇଣ୍ଡିଆର ଓପନର୍ ରୋହିତ ଶର୍ମା ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଏଥିଯୋଗୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଇଂଲଣ୍ଡଙ୍କୁ ୧୫୧ ରନ୍ରେ ପରାସ୍ତ କରି ସିରିଜରେ ୧-୦ ଅଗ୍ରଣୀ ହାସଲ କରିଥିଲା। ଲଣ୍ଡନରେ…
ଦୋକାନ ବାହାରେ ଶୋଇଥିଲେ ବୋଲି ବୃଦ୍ଧାଙ୍କ ଉପରେ ପାଣି ଢ଼ାଳିଲେ ମାଲିକ; ସେତିକିବେଳେ ଯବାନ ପହଞ୍ଚି…
କଥାରେ ଅଛି ମାନବିକତାଠାରୁ ବଡ଼ ଧର୍ମ ବିଶ୍ୱରେ ନାହିଁ। ଯେତେବେଳେ, ଯେଉଁଠି ସୁଯୋଗ ମିଳିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଚିତ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକମାନେ ବେଶ ଭାବପ୍ରବଣ ହେଉଛନ୍ତି। କାରଣଟି…
ହୃଦ୍ଘାତରେ ଚାଲିଗଲେ ଏହି ଅଭିନେତ୍ରୀ
ମୁମ୍ବାଇ: ତାମିଲ ଫିଲ୍ମରେ ଅଭିନୟ କରିଥିବା ମାଲାୟାଲମ ଅଭିନେତ୍ରୀ ଚିତ୍ରାଙ୍କର ଶନିବାର ସକାଳେ ହୃଦ୍ଘାତରେ ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା। ବହୁମୁଖୀ ପ୍ରତିଭା ଥିବା ଅଭିନେତ୍ରୀଙ୍କ ହଠାତ୍ ଦେହାନ୍ତ ହେବା ଫିଲ୍ମ ଇଣ୍ଡଷ୍ଟ୍ରିକୁ୍…
ନୋ ପାର୍କିଂରେ ଥିଲା ବୋଲି ବାଇକ୍ ସହ ବ୍ୟକ୍ତିଙ୍କୁ କ୍ରେନ୍ ଯୋଗେ ଉଠାଇନେଲା ପୋଲିସ; ଭିଡିଓ ଦେଖିଲେ…
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ମନୋରଞ୍ଜନଧର୍ମୀ ହୋଇଥିବା ବେଳେ କିଛି ଦେଖିଲେ ରାଗ ଲାଗିଥାଏ। ଏଭଳି ଏକ କ୍ରମରେ ମହରାଷ୍ଟ୍ରର ପୁଣେର ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଭିଡିଓରେ…
ସୁଶାନ୍ତ ସିଂ ରାଜପୁତଙ୍କ ଫେସ୍ବୁକ ଆକାଉଣ୍ଟ ଆକ୍ଟିଭ୍: ଚକିତ ହେଲେ ପ୍ରଶଂସକ, କହିଲେ…
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସେ ଏବେ ବି ପ୍ରଶଂସକଙ୍କ ହୃଦୟରେ ଜୀବିତ ଅଛନ୍ତି। ସୁଶାନ୍ତଙ୍କ ଫେସ୍ବୁକ୍ ଆକାଉଣ୍ଟ ହଠାତ୍ ଆକ୍ଟିଭ୍ ହୋଇଯିବାରୁ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି। ଦୁଇଦିନ ତଳେ ସୁଶାନ୍ତଙ୍କ…
ଏହି ଖେଳାଳିଙ୍କ ଯୋଗୁ ତୃତୀୟ ଥର ତ୍ରିଶତକ ମାରିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ: ମାତ୍ର ୭ ରନ୍ ଯୋଗୁ…
ନୂଆଦିଲ୍ଲୀ,୨୧।୮: ଭାରତର ପୂର୍ବତନ ଓପନର୍ ବିରେନ୍ଦ୍ର ସେହ୍ବାଗ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଦୁନିଆର କିମ୍ବଦନ୍ତୀ ବୋଲରମାନେ ତାଙ୍କୁ ବୋଲିଂ କରିବାକୁ ଡରୁଥିଲେ। ସେ ଯେକୌଣସି ବଲ୍କୁ ନିଜସ୍ବ ଶୈଳୀରେ ଖେଳିପାରୁଥିଲେ। ପରିସ୍ଥିତି କ’ଣ ଏବଂ କେଉଁ ବୋଲର୍ ଅଛନ୍ତି…
ହଟିଲା ତାଲିବାନର ଅଫିସିଆଲ ଓ୍ବେବ୍ସାଇଟ୍
ନୂଆଦିଲ୍ଲୀ,୨୧ା୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରିବା ପରେ ତା’ର ଅଫିସିଆଲ ଓ୍ବେବ୍ସାଇଟ୍ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଟରନେଟ୍ରୁ କେଉଁଆଡ଼େ ଗାଏବ ହୋଇଯାଇଛି। ଏହା କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅନ୍ୟ କୌଣସି କାରଣରୁ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ…
ସୁରକ୍ଷିତ ହାତରେ ରହିଛି ଏନ୍ସିଏର ଦାୟିତ୍ୱ: ଇରଫାନ୍
ବାଙ୍ଗାଲୋର,୨୧।୮: ୨୦ ବର୍ଷ ପୂର୍ବେ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ୍ଙ୍କ ସମୟରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିବା ଖେଳାଳିମାନେ ଏବେ କୋଚିଂ କ୍ଷେତ୍ରକୁ ଆସିବାକୁ ଚେଷ୍ଟା କରୁଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ ରଣଜୀ ଟ୍ରଫିରେ ଜମ୍ମୁ-କଶ୍ମୀର ଦଳର ଅଧିନାୟକ, ପ୍ରଶିକ୍ଷକ…
Archives


