ଫେବୃଆରୀରେ ପଞ୍ଚାୟତ ନିର୍ବାଚନ: ସଂରକ୍ଷଣ ନେଇ ବିଧାନସଭାରେ ଆସିବ ପ୍ରସ୍ତାବ
ଭୁବନେଶ୍ୱର,୨୬ା୮(ବ୍ୟୁରୋ): ଫେବୃଆରୀରେ ପଞ୍ଚାୟତ ନିର୍ବାଚନ ହେବା ନିଶ୍ଚିତ ହୋଇଯାଇଛି। ଏନେଇ ରାଜ୍ୟ ସରକାର ଆବଶ୍ୟକୀୟ ପଦକ୍ଷେପ ଆରମ୍ଭ କରିଦେଇଛନ୍ତି । ବିଧାନସଭାରେ ସଂରକ୍ଷଣ ସଂକ୍ରାନ୍ତୀୟ ସଂଶୋଧନ ଆସିବାକୁ ଯାଉଛି । ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ। ତେବେ ପଞ୍ଚାୟତ…
ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ, ପ୍ରସ୍ତୁତ ହେବ ଖାମଖିଆଲି ଅଧିକାରୀଙ୍କ ତାଲିକା…
ନୂଆଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୭ ତମ ପ୍ରଗତି(ପ୍ରୋଟେକ୍ଟିଭ୍ ଗଭର୍ନାସ୍ ଆଣ୍ଡ୍ ଟାଇମ୍ଲି ଇମ୍ପ୍ଲିମେଣ୍ଟେଶନ) ବୈଠକରେ ଯୋଗଦେଇ ସରକାରୀ ବାବୁଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ରାଗ ଦେଖି ସରକାରୀ ବାବୁ ଛାନିଆ ହୋଇଯାଇଛନ୍ତି। ସେମାନଙ୍କ ମନରେ ଏବେ ଛନକା ପଶିଛି। ବୈଠକରେ…
ବର୍ଷା-ଅନୁଭବ ପାରିବାରିକ ବିବାଦର ଅନ୍ତ
କଟକ ଅଫିସ,୨୬ା୮: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଏମ୍ପି ତଥା ଅଭିନେତା ସ୍ବାମୀ ଅନୁଭବଙ୍କ ପାରିବାରିକ ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ତ୍ୱରିତ ଶୁଣାଣି ପାଇଁ ଅନୁଭବ ଆବେଦନ କରିଥିବାରୁ ଏହି ମାମଲାର ଆଜି ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ, ବିବାହ…
ଗୁରୁଙ୍କ ଶରଣରେ ତେଜ ପ୍ରତାପ
ପାଟନା,୨୬।୮: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଆରଜେଡି ନେତା ତେଜ ପ୍ରତାପ ନିଜ ଗୁରୁଙ୍କ ଶରଣରେ ପଶିଛନ୍ତି। ପାରିବାରିକ କଳହଠାରୁ ଦୂରରେ ରହିବାକୁ ସେ ନିଜ ଆଧ୍ୟାତ୍ମିକ ଗୁରୁ ବଲ୍ଲଭାଚାର୍ଯ୍ୟଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି।…
ଆସୁଛି ତୃତୀୟ ଲହର: ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର,୨୬ା୮(ବ୍ୟୁରୋ): ତୃତୀୟ ଲହରକୁ ଦୃଷ୍ଟିରେ ରଖି ସବୁ ଜିଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି। ପ୍ରତ୍ୟେକ ଜିଲା ହସ୍ପିଟାଲରେ ଆରଟିପିସିଆର୍ ଟେଷ୍ଟ କିଟ୍, ଆଣ୍ଟିଜେନ କିଟ୍, ଆରଟିପିସିଆର୍ ଟେଷ୍ଟ ଲ୍ୟାବ ସହ ୮ ପ୍ରକାର ଜରୁରୀ ଔଷଧ ମହଜୁଦ ରଖିବା ପାଇଁ…
ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶ ଏକଜୁଟ, କଂଗ୍ରେସ କହିଲା ଆମେ ସରକାରଙ୍କ ସାଥିରେ ରହିଛୁ…
ନୂଆଦିଲ୍ଲୀ,୨୬।୮: ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପଡ଼ୋଶୀ ଦେଶରେ ଦେଖାଦେଇଥିବା ମାନବୀୟ ସଙ୍କଟ ସମୟରେ ଭାରତ ଏକଜୁଟ ହୋଇଛି। ସର୍ବଦଳୀୟ ବୈଠକରେ ବିରୋଧୀ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଆମେ…
ଭୁଲ୍ କରିଦେଲେ କି କୋହଲି, ପନ୍ତ କହିଲେ ଏମିତି
ଲିଡ୍ସ,୨୬।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ହେଡିଙ୍ଗଲେରେ ଖେଳାଯାଉଛି। ଭାରତ ପ୍ରଥମ ଦିନ ମାତ୍ର ୭୮ ରନ୍ରେ ଅଲଆଉଟ୍ ହୋଇଯାଇଛି। ଟସ ଜିତିବା ପରେ ବିରାଟ କୋହଲି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳ ଏକ ସମୟରେ ୭୮…
ସିରାଜଙ୍କ ଉପରେ ବୋତଲ ଫିଙ୍ଗି ଇଂଲଣ୍ଡ ଦର୍ଶକ ପଚାରିଲେ ‘ସ୍କୋର କେତେ’: ହାତରେ ୧-୦ ବୋଲି ଠାରରେ କହି…
ଲିଡ୍ସ,୨୬।୮: ଇଂଲଣ୍ଡ ବିପକ୍ଷରେ ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ବୁଧବାରଠାରୁ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ। ପ୍ରଥମ ଦିନ ଭାରତ ମାତ୍ର ୭୮ରନ୍ କରି ଅଲଆଉଟ୍ ହେବା ପରେ ଇଂଲଣ୍ଡ ପଡ଼ିଆକୁ ଓହ୍ଲାଇଥିଲା। ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ବିନା ଉଇକେଟରେ…
ଶରଣାର୍ଥୀ ସଙ୍କଟ, ୧୨ ଦେଶ ପାଇଁ ସତର୍କ ଘଣ୍ଟି…
କାବୁଲ,୨୬।୮: ଆଫଗାନିସ୍ତାନ ଶରଣାର୍ଥୀ ସଙ୍କଟ ଧିରେ ଧିରେ ବଢ଼ିବାରେ ଲାଗିଛି। ଏତେ ସଂଖ୍ୟକ ଲୋକଙ୍କୁ ଥଇଥାନ କରାଯିବା ବିଶ୍ୱସ୍ତରରେ ଏକ ଆହ୍ବାନ ସୃଷ୍ଟି କରିଛି। ଜୀବନ ବିକଳରେ ଭିଟାମାଟି ଛାଡିଥିବା ଲୋକଙ୍କ ଦୟନୀୟ ଫଟୋ ଏବଂ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ…
କୋହଲିଙ୍କ ଠାରୁ ଏମିତି ‘ଅର୍ଦ୍ଧଶତକ’ ଆଶା କରି ନ ଥିଲେ ଦର୍ଶକ
ଲିଡ୍ସ,୨୬।୮: ଭାରତୀୟ ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଓହ୍ଲାଇବା ମାତ୍ରେ ତାଙ୍କଠାରୁ ବଡ ଇନିଂସ ଆଶା କରାଯାଏ, କିନ୍ତୁ କିଛି ଦିନ ହେବ କୋହଲିଙ୍କ ଉପରେ ଯେମିତି କାହା ନଜର ପଡିଯାଇଛି। ଗୋଟିଏ ପରେ ଗୋଟିଏ ଇନିଂସରେ ସେ ବିଫଳ ହେବା…
ଜୀବନ ଦେବୁ ପଛେ ଜମି ଦେବୁନି
କୁତ୍ରା,୨୬ା୮(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କଣ୍ଡେଇମୁଣ୍ଡା ପଞ୍ଚାୟତରେ ଏକ ସିମେଣ୍ଟ ଅଧିକୃତ ଜେଏସ୍ଡବ୍ଲ୍ୟୁ କାରଖାନା ବାର୍ଷିକ ୦.୧୬୫ ନିୟୁତ ମେଟ୍ରିକ ଟନରୁ ୩.୦୦ନିୟୁତ ମେଟ୍ରିକ ଟନ୍କୁ ବୃଦ୍ଧି କରି ସିମେଣ୍ଟ ଉତ୍ପାଦନ କରିବ। ତେବେ ବାର୍ଷିକ ୦.୨୫୨ ନିୟୁତ…
ଘରେ ଏହି ୪ ଗଛ ଲଗାଇବା ବହୁତ ଶୁଭ: ରୋଗ- ଧାରଉଧାରରୁ ମିଳେ ମୁକ୍ତି; ବଢ଼ିଥାଏ ସୁଖ ସମୃଦ୍ଧି
ଆଜିକାଲି ଅଧିକାଂଶ ଲୋକ ଘରେ ଗଛଲତା ରଖିବାକୁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ଘରର ବାତାବରଣ ସ୍ବଚ୍ଛ ହେବା ସହ ସକରାତ୍ମକ ଉର୍ଜା ଆସିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଗଛ ଏପରି ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ସମସ୍ତ ଚିନ୍ତା…
Archives


