Home

ଅମିତାଭଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର; ବି ଗ୍ରେଡ୍‌ ଫିଲ୍ମରେ କାମ କରିଛନ୍ତି ଏହି ସୁପରଷ୍ଟାର

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ ହୁଅନ୍ତୁ ଅବା ସୁପରଷ୍ଟାର ଅକ୍ଷୟ କୁମାର, ଆଜିକାଲି ସେମାନେ ବଲିଉଡ୍‌ର ଆଗଧାଡ଼ିର ନାୟକ। ହେଲେ ଏକ ସମୟରେ ସେମାନେ ବି-ଗ୍ରେଡ୍‌ ଫିଲ୍ମରେ କାମ କରୁଥିଲେ। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ସତ। ମହାନାୟକ ଅମିତାଭ…

ଗୁଳି ବେଗରେ ଜାଲ ବୁଣିଲା ବୁଢ଼ିଆଣୀ; ଭିଡିଓ ଦେଖି ଲୋକେ କାବା

ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କୁ ନେଇ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ମଜାଦାର ହୋଇଥିବା ବେଳେ କିଛି ଦେଖି ଲୋମ ଟାଙ୍କୁରି ଉଠେ। ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ…

‘ରିସ୍ତେ ମେଁ ହମ୍‌ ଉନ୍‌କେ ବାପ୍‌ ଲଗ୍‌ତେ ହୈ’; ଜାଣନ୍ତୁ କେବିସିରେ ଏପରି କାହାକୁ କହିଲେ ସେହ୍ବାଗ

ବମ୍ବେ: କୌନ ବନେଗା କରୋଡପତିର(କେବିସି) ହଟ୍‌ସିଟ୍‌ରେ ନଜର ଆସିବେ ଦୁଇ କିମ୍ବଦନ୍ତୀ ଖେଳାଳି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଏବଂ ବିସ୍ଫୋରକ ଓପନର୍‌ ଭାବେ ପରିଚିତ ବିରେନ୍ଦ୍ର ସେହ୍ବାଗ ବିଗ୍‌ ବି ଅମିତାଭଙ୍କ ସହ ଏହି ଖେଳ ଖେଳିବେ। ଏହି ସ୍ପେଶାଲ…

୩୩୬ ଛକା ମାରିଥିବା ବ୍ୟାଟ୍ସମ୍ୟାନ୍‌ ଏବେ ରାଜସ୍ଥାନ ପକ୍ଷରୁ ଖେଳିବେ ଆଇପିଏଲ୍‌

ନୂଆଦିଲ୍ଲୀ,୧।୯: ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ରାଜସ୍ଥାନ ରୟାଲ୍ସ ନିଜ ଦଳରରେ ୨ ନୂତନ ଖେଳାଳିଙ୍କୁ ସ୍ଥାନ ଦେଇଛି। ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ଓଶାନେ ଥୋମାସ ଏବଂ ଓପନର୍‌ ଇଭିନ ଲିଓ୍ବିସ୍‌ ରାଜସ୍ଥାନ ରୟାଲ୍ସ ଦଳରେ ସାମିଲ ହୋଇଛନ୍ତି। ବ୍ୟକ୍ତିଗତ କାରଣରୁ…

ପରକୀୟା ପ୍ରୀତି ପାଇଁ ଯୁବକଙ୍କୁ ପିଟିପିଟି ହତ୍ୟା

ରାୟଗଡ଼ା ଅଫିସ,୧ା୯: ରାୟଗଡ଼ା କପିଳାସ ରୋଡ୍‌ରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ବୁଧବାର ସକାଳେ ଯୁବକଙ୍କ ମୃତଦେହ କପିଳାସ ରୋଡସ୍ଥିତ ଏକ ଘରୁ ଜବତ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ୨୫ ବର୍ଷୀୟ ବି.…

ନିଷ୍ପତ୍ତି ଥିଲା ଠିକ, ପ୍ରତ୍ୟାବର୍ତ୍ତନ ବ୍ୟତୀତ ନ ଥିଲା ଅନ୍ୟ ବିକଳ୍ପ…

ଓ୍ବାଶିଂଟନ,୧।୯: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିବା ନିଷ୍ପତ୍ତି ଠିକ ଥିଲା। ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏହି ଯୁଦ୍ଧକୁ ଆଉ ବଢ଼ାଯିବାର ଆବଶ୍ୟକତା ନ ଥିଲା। ଆମେରିକାର…

ଦେଶ ଛାଡିବେ ଇଂଲଣ୍ଡ କ୍ରିକେଟର୍‌: ଏବେ ଭାରତୀୟ ଖେଳାଳିଙ୍କ ସହ ଆରମ୍ଭ କରିବେ କ୍ୟାରିୟର୍‌

ଲଣ୍ଡନ,୧।୯: ଇଂଲଣ୍ଡ ଅଲରାଉଣ୍ଡର ଲିଆମ ପ୍ଲଙ୍କେଟ ନିଜ ଦେଶ ଛାଡିଛନ୍ତି ଏବଂ ଏବେ ସେ ଭାରତୀୟ ଖେଳାଳିଙ୍କ ସହ ଏକ ନୂତନ ଦଳ ସହିତ ନିଜର କ୍ୟାରିଅର୍‌ ଆରମ୍ଭ କରିବେ। ଚଳିତ ସିଜିନ ଶେଷରେ, ପ୍ଲଙ୍କେଟ ସରେରୁ ବିଦାୟ ନେବେ। ଏହା…

ତୃତୀୟ ଲହର ମୁକାବିଲା ନେଇ ଚର୍ଚ୍ଚା, ହସ୍ପିଟାଲର କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ…

ନୂଆଦିଲ୍ଲୀ,୧।୯: ଦେଶରେ କରୋନା ମହାମାରୀ ପୁଣି ସଙ୍କଟ ସୃଷ୍ଟି କରିବାକୁ ଯାଉଛି। କେରଳ ଏବଂ ଦେଶର ଅନ୍ୟ କେତେକ ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏହାକୁ କେତେକ ବିଶେଷଜ୍ଞ କରୋନାର ତୃତୀୟ ଲହର ଭାବେ ଦେଖୁଛନ୍ତି। ଏଭଳି ପରିସ୍ଥିତିରେ ସ୍ବାସ୍ଥ୍ୟ…

ଏନ୍‌ଆଇଏ ରାଡାରରେ ୨୫ ଭାରତୀୟ, ଆଇଏସ୍‌ ସହ ସମ୍ପର୍କ ସନ୍ଦେହ…

ନୂଆଦିଲ୍ଲୀ,୧।୯: ଆଫଗାନିସ୍ତାନରେ ରହୁଥିବା ୨୫ ଜଣ ଭାରତୀୟ ନାଗରିକ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ରାଡାରରେ ଅଛନ୍ତି। ଏଜେନ୍ସି ସନ୍ଦେହ କରୁଛି ଯେ ସମସ୍ତେ ଆଇଏସ ଆତଙ୍କବାଦୀ ସଂଗଠନ ସହିତ ଯୋଗାଯୋଗରେ ରହିଥାଇ ପାରନ୍ତି। ସୂଚନାନୁସାରେ, ଏହି ଆତଙ୍କବାଦୀମାନେ ଆଫଗାନିସ୍ତାନ ଏବଂ…

୩ରୁ ପ୍ରବଳ ବର୍ଷା

ଭୁବନେଶ୍ୱର, ୧।୯(ବ୍ୟୁରୋ): ରାଜ୍ୟରେ ଆସନ୍ତା ୩ତାରିଖରୁ ପ୍ରବଳ ବର୍ଷା ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୩ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କେନ୍ଦୁଝର, ମୟୂରଭଞ୍ଜରେ…

ଦ୍ୱିତୀୟ ଲହରରେ ୩୭ ପିଲାଙ୍କ ମୃତ୍ୟୁ

ଭୁବନେଶ୍ୱର, ୧।୯(ବ୍ୟୁରୋ):ରାଜ୍ୟରେ କରୋନା ପୁଣି ଜଣେ ଶିଶୁର ଜୀବନ ନେଇଛି। ଏଥିସହ ୬୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏମାନଙ୍କ ମଧ୍ୟରେ କଟକରୁ ସର୍ବାଧିକ ୨୨ଜଣ ଥିବାବେଳେ ଅନୁଗୋଳରୁ ୧୧, ଜଗତସିଂହପୁର ୮, କେନ୍ଦ୍ରାପଡ଼ା ୬,…

ପିଲାଙ୍କୁ ହୃଦ୍‌ରୋଗ: ଠିକ୍‌ ସମୟରେ ଚିକିତ୍ସା ଜରୁରୀ

ଆଜିକାଲି ହୃଦ୍‌ରୋଗ ସାଧାରଣ ରୋଗ ହୋଇଗଲାଣି। ଟେକ୍ନୋଲୋଜି ଯେତେ ଉନ୍ନତି ହେଉଛି ରୋଗୀଙ୍କ ସଂଖ୍ୟା ମଧ୍ୟ ସେଭଳି ବଢ଼ିଚାଲିଛି। ପୂର୍ବାପେକ୍ଷା ଏବେ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଭୟଙ୍କର ରୋଗ ଛୋଟ ପିଲାଙ୍କୁ ବି ଛାଡ଼ୁନି। ତେବେ ଉଚିତ ସମୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri