ସର୍ବବୃହତ୍ କ୍ରୁଜ୍ ଶିପ୍ରେ ୪୮ କରୋନା ଆକ୍ରାନ୍ତ, ଆତଙ୍କରେ ୬୦୦୦ ଯାତ୍ରୀ…
ମିୟାମୀ, ୨୧।୧୨: ପୃଥିବୀର ସର୍ବବୃହତ୍ କ୍ରୁଜ୍ ଶିପ୍ ରୟାଲ କାରିବିୟାନ୍ର ୪୮ ଯାତ୍ରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହି ଶିପ୍ରେ ଥିବା ୬,୦୦୦ ଯାତ୍ରୀ ଏବେ ଆତଙ୍କରେ ରହିଛନ୍ତି। କଡ଼ା କଟକଣା ଏବଂ ମାର୍ଗଦର୍ଶିକା ତଥା ସୁରକ୍ଷା ବ୍ୟବସ୍ଥା…
ସୀମାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ…
ଗୁରଦାସପୁର, ୨୧।୧୨: ପୂର୍ବରୁ ଜମ୍ମୁ-କଶ୍ମୀରର ଏଲଓସିରେ ପାକିସ୍ତାନ ପଟୁ ଅନୁପ୍ରବେଶ ହେଉଥିଲା। ତେବେ ଏବେ ପାକିସ୍ତାନୀ ଆତଙ୍କବାଦୀମାନେ ପଞ୍ଜାବରେ ସୀମାବାଟେ ଭାରତରେ ଅନୁପ୍ରବେଶ କରିବା ଉଦ୍ୟମ କରୁଛନ୍ତିି। ମଙ୍ଗଳବାର ଗୁରୁଦାସପୁର ସେକ୍ଟରରେ ବିଏସଏଫ ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି…
ପୁଣି ପ୍ରେମରେ ପଡିଲେ ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ
ବଲିଉଡ ଅଭିନେତା ହ୍ରିତିକ ରୋଶନ ସୁଜାନେ ଖାନଙ୍କଠାରୁ ଛାଡପତ୍ର ନେଇଛନ୍ତି। ସୁଜାନେ ଏବେ ପୁଣିଥରେ ପ୍ରେମରେ ପଡିଛନ୍ତି। ହ୍ରିତିକ୍ଙ୍କ ଠାରୁ ଅଲଗା ହେବାପରେ ସୁଜାନେ ଆଜିକାଲି ଟିଭି ଅଭିନେତା ଅଲି ଗୋନିଙ୍କ ଭାଇ ଆର୍ସଲାନ ଗୋନିଙ୍କୁ ଡେଟ୍ କରୁଛନ୍ତି। ଉଭୟଙ୍କୁ ଅନେକ…
ଟିକା ନେଇଥିବା ଲୋକ ସହଜରେ ହେଉଛନ୍ତି ଓମିକ୍ରନ୍ରେ ଆକ୍ରାନ୍ତ…
ଜେନେଭା/ନୂଆଦିଲ୍ଲୀ, ୨୧।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ପୃଥିବୀରେ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ ଟିକା ନେଇଥିବା ଲୋକ ସହଜରେ ଓମିକ୍ରନ୍ରେ ଆକ୍ରାନ୍ତ ହେଉଛନ୍ତି। ଏହା ସହିତ ଓମିକ୍ରନ୍ ପୂର୍ବର ସମସ୍ତ ଭାରିଆଣ୍ଟ୍…
ଆମେରିକାରେ ପ୍ରଥମ ଜୀବନ ନେଲା ଓମିକ୍ରନ: ବଢୁଛି ସଂକ୍ରମଣ
ଓ୍ବାଶିଂଟନ୍,୨୧।୧୨: କରୋନାର ନୂତନ ଭାରିଆଣ୍ଟ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପୁଛି। ଆମେରିକାରେ ଏହା ଏକ ଆତଙ୍କ ସୃଷ୍ଟି କରିବା ଆରମ୍ଭ କରିଛି। ଏହି ନୂତନ ଭାରିଏଣ୍ଟ ଦେଶରେ ପ୍ରଥମ ଜୀବନ ନେଇଛି। ୭୩% କରୋନା ରୋଗୀ ମଧ୍ୟ ଓମିକ୍ରନ ଦ୍ୱାରା…
ପିଇବା ପାଣି ପାଲଟିଲା ବରଫ, ମରୁଭୂମିରେ ତୁଷାରପାତ…
ନୂଆଦିଲ୍ଲୀ, ୨୧।୧୨: ସମଗ୍ର ଉତ୍ତର ଭାରତ ପ୍ରବଳ ଥଣ୍ଡାରେ ଥରୁଛି। ପାହାଡ଼ିଆ ଅଞ୍ଚଳରେ ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ରାଜସ୍ଥାନର ବହୁ ସ୍ଥାନରେ ତାପମାତ୍ରା ମାଇନସକୁ ଖସି ଆସିଛି। ଫତେହପୁର ଶେଖାୱାଟିରେ ପ୍ରଥମ ଥର ପାଇଁ ତାପମାତ୍ରା ମାଇନସ ୫.୨…
୨୧ ବର୍ଷ ପୂର୍ବରୁ ବିବାହ ନ କରି ଲିଭ୍ଇନ୍ରେ ରହିପାରିବେ ବୟସ୍କ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…
ଚଣ୍ଡିଗଡ଼, ୨୧।୧୨: କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ସୀମା ୨୧ ବର୍ଷ ବୃଦ୍ଧି କରିବା ନେଇ ଆଇନ ଆଣିବାକୁ ଯାଉଛନ୍ତି। ପୂର୍ବରୁ ବିବାହ ବୟସସୀମା ଝିଅଙ୍କ ପାଇଁ ୧୮ ଥିବାବେଳେ ପୁଅଙ୍କ ପାଇଁ ୨୧ ବର୍ଷ ଥିଲା। ମାତ୍ର ଏବେ…
ଏକାଥରକେ ୫୦ ଫିଲ୍ମ ସାଇନ୍ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା
ହିରୋ ନମ୍ବର ଗୋବିନ୍ଦା ଆଜି ୫୮ ବର୍ଷରେ ପଦାର୍ପଣ କରିଛନ୍ତି। ୯୦ ଦଶକରେ ସେ ଅନେକ କମେଡି ଫିଲରେ ଅଭିନୟ କରି ରାତାରାତି ଷ୍ଟାର ପାଲଟିଥିଲେ। ଫିଲ୍ମ ‘କୁଲି ନଂ ୧’ ହେଉ କିମ୍ବା ‘ହଦ କର ଦି ଆପ୍ନେ’ ଭଳି…
ଓଡିଶାରେ ପଶିଲା ଓମିକ୍ରନ: ୨ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ପଡୋଶୀ ରାଜ୍ୟଗୁଡିକ ପରେ ଏବେ ଓଡିଶାରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ରାଜ୍ୟରେ ମଙ୍ଗଳବାର ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ଜଣଙ୍କ ମଧ୍ୟରୁ ଜଣେ ଜଗତ୍ସିଂହପୁରର ହୋଇଥିବା ବେଳେ ଆଉ ଜଣେ ଆକ୍ରାନ୍ତ ଖୋର୍ଦ୍ଧା…
ଫିଲ୍ମ ‘୮୩’ ଦେଖି କାନ୍ଦିଲେ ଏହି ଅଭିନେତା
ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଆଗାମୀ ଫିଲ୍ମ ‘୮୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ୧୯୮୩ ମସିହାରେ ଭାରତର କ୍ରିକେଟ ବିଶ୍ୱକପ ବିଜୟ ଉପରେ ଆଧାରିତ ଏହି ଫିଲ୍ମରେ ରଣଭୀର କ୍ରିକେଟର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ।…
ଲା ନିନା ପ୍ରଭାବରୁ ଶୀତ ଲହରୀ, ବହୁ ଅଞ୍ଚଳରେ ତୁଷାରପାତ…
ନୂଆଦିଲ୍ଲୀ, ୨୧।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତରଭାରତ ସମେତ ଦେଶର ବହୁ ଅଞ୍ଚଳରେ ତାପମାତ୍ରା ହଠାତ୍ କମିବା ସହିତ ଶୀତ ଲହରୀ ଆରମ୍ଭ ହୋଇଛି। ଜାତୀୟ ରାଜଧାନୀ ଦିଲ୍ଲୀର ସଫଦରଜଙ୍ଗରେ ମଙ୍ଗଳବାର…
‘୮ ମିନିଟ୍ରେ ୨ କିଲୋମିଟର୍ ଦୌଡି ନ ପାରିଲେ କଟିବ ଦରମା’
କଲମ୍ବୋ,୨୧।୧୧: ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଖେଳାଳିଙ୍କ ଫିଟନେସ ଉପରେ ଜୋର ଦେଇଛି। ଏଥିପାଇଁ ଆସନ୍ତା ବର୍ଷ ଠାରୁ ଦଳର ଖେଳାଳିଙ୍କ ପାଇଁ ଚୟନ ମାନଦଣ୍ଡ ଅଧିକ କଠୋର ହେବ। ଶ୍ରୀଲଙ୍କା ବୋର୍ଡ ଏହାର ନିର୍ଦ୍ଦେଶାବଳୀ ଜାରି କରିଛି। ନୂତନ ଗାଇଡଲାଇନ ଅନୁଯାୟୀ,…

