କୋହଲିଙ୍କ ହାତରୁ ଯାଇପାରେ ଦିନିକିଆ ଦଳର ନେତୃତ୍ୱ
ନୂଆଦିଲ୍ଲୀ,୨।୧୧: ଚଳିତ ଟି୨୦ ବିଶ୍ୱକପ୍ ପରେ ନ୍ୟୁଜିଲାଣ୍ଡ ସହ ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳିବ ଭାରତୀୟ ଦଳ। ଏହି ସିରିଜ୍ରେ ବରିଷ୍ଠ ଓପନର ରୋହିତ ଶର୍ମା ଦଳର ନେତୃତ୍ୱ ନେଇପାରନ୍ତି। କେବଳ ଘୋଷଣା ବାକି ଅଛି। କିନ୍ତୁ ଆଗାମୀ…
ସବୁ ଆସନରେ ହାରିଲା ଭାଜପା
କୋଲକତା,୨।୧୧: ପଶ୍ଚିମବଙ୍ଗର ୪ଟି ବିଧାନସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଏକପାଖିଆ ବିଜୟ ହାସଲ କରିଛି। ସଦ୍ୟତମ ତଥ୍ୟ ଅନୁଯାୟୀ ଟିଏମସି ଚାରିଟି ଆସନ ଜିତିଛି। ଟିଏମସି ଗୋସାବା, ଦିନହଟା, ଖାରଦାହ ଏବଂ ଶାନ୍ତିପୁର ବିଧାନସଭା…
୭,୯୬୫ କୋଟିର ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରୀ, ବୃଦ୍ଧି ପାଇବ ସେନାର ଶକ୍ତି…
ନୂଆଦିଲ୍ଲୀ,୨।୧୧: ପୂର୍ବ ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ଏପରିସ୍ଥଳେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୭,୯୬୫ କୋଟି ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରାଯାଇଛି। ଏଥିରେ ୧୨ଟି ହାଲକା ୟୁଟିଲିଟି ହେଲିକପ୍ଟର, ଶର୍ଟ ରେଞ୍ଜ୍…
କୋହଲି-ଅନୁଷ୍କାଙ୍କ ଝିଅଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ
ନୂଆଦିଲ୍ଲୀ,୨।୧୧: ଟି -୨୦ ବିଶ୍ୱକପ୍ରେ ଭାରତୀୟ ଦଳର ଖରାପ ପ୍ରଦର୍ଶନ ପରେ ଦଳର ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କୁ ସୋସିଆଲ ମିଡିଆରେ ବଳାତ୍କାର ଧମକ ଦିଆଯାଉଛି। ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆୟୋଗ…
ଲୋକଙ୍କୁ ଜରୁରୀ ସାମଗ୍ରୀ ମହଜୁଦ୍ ରଖିବା ଲାଗି କହୁଛନ୍ତି ଚାଇନା ସରକାର, ସୋସିଆଲ ମିଡ଼ିଆରେ ଭାଇରାଲ…
ବେଜିଂ,୨।୧୧: ଚାଇନାର ଲୋକଙ୍କୁ ଜରୁରୀ ସାମଗ୍ରୀ ମହଜୁଦ୍ ରଖିବା ଲାଗି ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। ଏହି ଖବର ଏବେ ସୋସିଆଲ ମିଡ଼ିଆରେ ପ୍ରଚାରିତ ହେବାରେ ଲାଗିଛି। ଚାଇନାରେ କରୋନା ମହାମାରୀ ସଂକ୍ରମଣ ବଢୁଥିବାରୁ ସରକାର ଏଭଳି…
ବିନା ପ୍ରମାଣରେ ଜୀବନ ପ୍ରତି ବିପଦ ଦର୍ଶାଇ ବିଚାରାଧୀନ ମାମଲାର ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ…
ନୂଆଦିଲ୍ଲୀ,୨।୧୧: କୌଣସି ପ୍ରର୍ଯ୍ୟାପ୍ତ ପ୍ରମାଣ ବିନା ବିଚାରାଧୀନ ମାମଲାକୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅନ୍ୟ କୋର୍ଟକୁ ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି। କେବଳ ସିଆରପିସି ଧାରା ୪୦୬ ଅନ୍ତର୍ଗତ ଏଭଳି କରାଯାଇ ପାରିବ ନାହିଁ…
ଶାନ୍ତିରେ ଶୋଇବା ପାଇଁ ଏହି ବସ୍ରେ ଯାତ୍ରା କରନ୍ତି ଲୋକେ
ଯେଉଁ ଲୋକମାନେ ଚାପ ଯୋଗୁ ରାତିରେ ସଠିକ ଭାବେ ଶୋଇପାରୁ ନାହାଁନ୍ତି କିମ୍ବା ଯେଉଁମାନଙ୍କୁ ନିଦ ହେଉ ନାହିଁ, ସେମାନଙ୍କ ପାଇଁ ଏକ ଖୁସି ଖବର ଅଛି। ହଂକଂରେ ଏଭଳି ଲୋକଙ୍କ ପାଇଁ ଏକ ସ୍ବତନ୍ତ୍ର ବସ ଯାତ୍ରା ଆରମ୍ଭ ହୋଇଛି।…
ଏହି ରାଶିର ଯୁବତୀ ହୁକୁମ ଚଳାଇବାରେ ଓସ୍ତାଦ; ନିଜ ହିସାବରେ ଜୀବନ ଜିଅଁନ୍ତି ଏମାନେ…
ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ। ନବଗ୍ରହମାନଙ୍କ ମଧ୍ୟରେ ରାଜା ହେଉଛନ୍ତି ସେ। ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ଏହି ରାଶିର ବ୍ୟକ୍ତିବିଶେଷ ରାଜାଙ୍କ ଭଳି ଜୀବନ ଜିଇଁବାକୁ ପସନ୍ଦ କରିଥାନ୍ତି। ଏହି ରାଶିର ଯୁବତୀଙ୍କ ବିଷୟରେ କଥା…
ଭାଗ୍ୟ ଭଲ ଆର୍ୟନଙ୍କୁ ମିଳିଛି ଜାମିନ୍, ଦେଶରେ ପଡ଼ିରହିଛି ଏଭଳି ୨ ଲକ୍ଷ ମାମଲା, କହିଲେ ବିଚାରପତି ଲୋକୁର…
ନୂଆଦିଲ୍ଲୀ,୨।୧୧: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ୍ ପାର୍ଟି ମାମଲାରେ ବଲିଉଡ ଅଭିନେତା ଶାହାରୁଖ୍ ଖାଁଙ୍କ ପୁଅ ଆର୍ୟନ ଖାଁଙ୍କୁ ଜାମିନ୍ ମିଳିବା ଘଟଣାରେ ସୁପ୍ରିମ୍କୋର୍ଟ ବିଚାରପତି ମଦନ ବି. ଲୋକୁର କହିଛନ୍ତି ଯେ, ଭାଗ୍ୟ ତାଙ୍କୁ ବେଲ୍ ମିଳିଛି। ଦେଶରେ ଏଭଳି ୨…
ଅମିତାଭ ବଚ୍ଚନଙ୍କୁ ଇମ୍ପ୍ରେସ କଲେ କାଟ୍ରିନା
ଲୋକପ୍ରିୟ ଟିଭି ଶୋ’ କୌନ ବନେଗା କରୋଡପତି ସିଜନ ୧୩କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଶୋ’କୁ ବିଗ୍ ବି ଅମିତାଭ ବଚ୍ଚନ ହୋଷ୍ଟ କରୁଛନ୍ତି। ସେ ପ୍ରତିଯୋଗୀଙ୍କ ନିଜ ପୁରୁଣା ସ୍ମୃତି ଶେୟାର କରନ୍ତି। ସେଲିବ୍ରିଟି ଶୁକ୍ରବାର ଏପିସୋଡରେ…
ରୋହିଙ୍ଗ୍ୟାଙ୍କୁ ତତ୍କାଳ ନିର୍ବାସିତ କରିବା ଯୋଜନା ନାହିଁ, ସାନି ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର…
ନୂଆଦିଲ୍ଲୀ,୨।୧୧: କର୍ନାଟକରେ ଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଏବେ ନିର୍ବାସିତ କରିବାର କୌଣସି ଯୋଜନା ନାହିଁ। ପରବର୍ତ୍ତୀ ସମୟରେ ଏନେଇ ପଦକ୍ଷେପ ଗ୍ରହଣ କରାଯିବ। ତେବେ ତତ୍କାଳ କୌଣସି ପଦକ୍ଷେପ ଗ୍ରହଣ କରାଯିବାର ଯୋଜନା ରାଜ୍ୟ ସରକାର କରି ନାହାନ୍ତି ବୋଲି କର୍ନାଟକ…
ପରିସ୍ଥିତି ପାଇଁ କିଏ ଦାୟୀ ? ବିସିସିଆଇ ନା ଟିମ ଇଣ୍ଡିଆ, ଖେଳାଳିଙ୍କ ଶରୀର-ମନ କ୍ଳାନ୍ତ…
ନୂଆଦିଲ୍ଲୀ,୨।୧୧: ଟିମ ଇଣ୍ଡିଆ ଏପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ରେ କେବଳ ପରାଜୟ ପାଇଛି। ଉଭୟ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ବଡ଼ ପରାଜୟ ସ୍ବୀକାର କରିଛି ଟିମ୍ ଇଣ୍ଡିଆ। ବର୍ତ୍ତମାନ ସେମିଫାଇନାଲରେ ପହଞ୍ଚିବା ଟିମତ ଇଣ୍ଡିଆ ପାଇଁ କଷ୍ଟକର ହୋଇପଡିଛି। ଏହି ଅବସ୍ଥା…
Archives


