ଲୋକଙ୍କୁ ପ୍ରଥମ ଡୋଜ୍ ମିଳି ନଥିବା ବେଳେ ବୁଷ୍ଟର ଡୋଜ୍ ସମ୍ପର୍କରେ କହିବା ଯୁକ୍ତିହୀନ: ଡବ୍ଲ୍ୟୁଏଚ୍ଓ ମୁଖ୍ୟ…
ଜେନେଭା,୧୪।୧୧: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କେତେକ ଦେଶରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଦୁଇ ଡୋଜ୍ ଟିକାପରେ ବୁଷ୍ଟର…
ମଦ ବୋତଲରେ ଭବ୍ୟ ମନ୍ଦିର
ପୃଥିବୀରେ ଥିବା ବିଭିନ୍ନ ଧର୍ମ ମଧ୍ୟରେ ବୌଦ୍ଧଧର୍ମ ଅନ୍ୟତମ। ଏହି ଧର୍ମ ପ୍ରତି ସାରା ପୃଥିବୀରେ ଗୁରୁତ୍ୱ ଓ ସମ୍ମାନ ରହିଛି। ବୌଦ୍ଧ ମନ୍ଦିରରେ ପୂଜା କରୁଥିବା ବ୍ୟକ୍ତିଙ୍କୁ ସାଧାରଣତଃ ଭିକ୍ଷୁକ କୁହାଯାଏ। ସେମାନେ ବହୁତ ନିଷ୍ଠାର ସହ ଜୀବନଯାପନ କରନ୍ତି।…
ଏହି ମନ୍ଦିରକୁ ଥରେ ଦର୍ଶନ ପାଇଁ ଗଲେ ଭକ୍ତ ହୁଅନ୍ତି ଧନୀ
ଭାରତର ପ୍ରତ୍ୟେକ ଗାଁ ଗଣ୍ଡାରେ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକ ମନ୍ଦିର ରହସ୍ୟରେ ପରିପୂର୍ଣ୍ଣ। କିଛି ମନ୍ଦିରର ନିଜର ସ୍ବତନ୍ତ୍ର ପରିଚୟ ରହିଛି। ଏପରି ଏକ ରହସ୍ୟମୟ ମନ୍ଦିର ମଧ୍ୟପ୍ରଦେଶରେ ଅବସ୍ଥିତ। ରତଲାମ ଜିଲାର ମାନକରେ ଅବସ୍ଥିତ ଏହି…
ଅନେକରେ ଏକ ମଞ୍ଜୁବାଳା
ଜଣେ ସୁ-ଚିକିତ୍ସିକା ଭାବରେ ଯେମିତି ସେ ସମସ୍ତଙ୍କର ଆଦରଣୀୟା, ଜଣେ ପ୍ରତିଷ୍ଠିତ ଲେଖିବା ଭାବରେ ସେମିତି ସମସ୍ତଙ୍କର ପ୍ରିୟ। ହେଲେ ଏବେ ବି ସେ ଝୁରି ହୁଅନ୍ତି ତାଙ୍କ ପ୍ରଥମ ପ୍ରେମ ଅଭିନୟକୁ। ଇଏ ହେଲେ ଡା. ମଞ୍ଜୁବାଳା ପଣ୍ଡା; ଯାହାଙ୍କ…
ଏଲ୍ଏସିରେ ଭାରତୀୟ ଯବାନଙ୍କ ସଂଖ୍ୟା ବଢ଼ିଲା…
ଲଦାଖ,୧୪।୧୧: ଲଦାଖରେ ଚାଇନା ଏବଂ ପାକିସ୍ଥାନକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପ୍ରବଳ ଶୀତରେ, ଶତ୍ରୁ ପକ୍ଷର ଯେ କୌଣସି କାର୍ଯ୍ୟର କଡ଼ା ମୁକାବିଲା ଲାଗି ଭାରତୀୟ ସେନା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ…
ଶିଶୁଙ୍କ ଦରଦୀ ବନ୍ଧୁ
ଶିଶୁ ହସିଲେ ଦେଶ ହସିବ। ଶିଶୁମାନେ ଦେଶର ଭବିଷ୍ୟତ। କିନ୍ତୁ ବେଳେବେଳେ ସମୟ କାହାରିକୁ କେମିତି ପରିସ୍ଥିତିର ସମ୍ମୁଖୀନ କରାଇଥାଏ। ଏଥିଯୋଗୁ କେତେକ ଶିଶୁଙ୍କ ଭବିଷ୍ୟତ ଗଠନ ସରସସୁନ୍ଦର ହେଉଥିବା ବେଳେ ଓ ଆଉ କାହାର ଶିକ୍ଷା, ସ୍ବାସ୍ଥ୍ୟ ଓ ବ୍ୟକ୍ତିତ୍ୱ…
ସାଇକେଲରେ ଉପମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣ ନେଇ ସଚେତନତା ସୃଷ୍ଟି କରିବା ଲାଗି ଉପମୁଖ୍ୟମନ୍ତ୍ରୀ ମନିଶ ସିସୋଦିଆ ରବିବାର ସାଇକେଲ ରାଲିରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରାହାଗିରି ସଂସ୍ଥା ପକ୍ଷରୁ ଆୟୋଜନ କରାଯାଇଥିଲା। ଏକ ବିଦ୍ୟୁତ୍ ଚାଳିତ…
ରିକ୍ସାଚାଳକଙ୍କ ନାମରେ ଲେଖିଦେଲେ କୋଟିଏ ଟଙ୍କାର ସମ୍ପତ୍ତି
କଟକ ଅଫିସ,୧୪ା୧୧: ରକ୍ତ ସମ୍ପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ସବୁ ସମ୍ପତ୍ତିର ଉତ୍ତରାଧିକାରୀ କରିବା ପାଇଁ ମନସ୍ଥ କରି କଟକ ସୂତାହାଟ ଅଞ୍ଚଳର ମିନତି ପଟ୍ଟନାୟକ(୬୩) ମହାନତା ଦେଖାଇଛନ୍ତି। ମିନତିଙ୍କ ଅକୁଣ୍ଠ ସ୍ନେହ, ମମତା, ଭଲ ପାଇବା…
ଏହାକୁ ଖାଇଲେ ନିୟନ୍ତ୍ରଣ ହୋଇଥାଏ ଓଜନ
ସାଧାରଣତଃ ଆମ ରୋଷେଇ ଘରେ ଏମିତି କିଛି ଜିନିଷ ଥାଏ, ଯେଉଁଥିରେ ଔଷଧୀୟ ଗୁଣ ଭରି ରହିଥାଏ। ମାତ୍ର ଆମେ ତାହା ଜାଣିପାରି ନ ଥାଉ। ଏମିତି ଏକ ଔଷଧୀୟ ଗୁଣ ଥିବା ଜିନିଷ ହେଉଛି ମେଥି। ମେଥି ଆମକୁ ଅନେକ…
ପୁଣି ହରଡ଼ଘଣାରେ ଶିଳ୍ପା-କୁନ୍ଦ୍ରା…
ନୂଆଦିଲ୍ଲୀ,୧୪।୧୧: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବିବାଦରେ ପଡ଼ିଛନ୍ତି। ସତେ ଯେପରି ସଙ୍କଟ ସେମାନଙ୍କର ପଛ ଛାଡୁନି। ଏବେ ଜଣେ ଯୁବକ ସେମାନଙ୍କ ବିରୋଧରେ ୧ କୋଟି ୫୧ ଲକ୍ଷ ଟଙ୍କାର…
ମାଓବାଦୀଙ୍କ ତାଣ୍ଡବ, ୪ ଜଣଙ୍କୁ ଫାଶୀରେ ଲଟକାଇଲେ…
ଗୟା,୧୪।୧୧: ବିହାରରେ ମାଓବାଦୀମାନେ ତାଣ୍ଡବ ରଚିଛନ୍ତି। ଗୟା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମୌନୱାର ଗାଁରେ ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଗୋଟି, ପରିବାରର ଚାରି ଜଣଙ୍କୁ ଫାଶୀରେ ଲଟକାଇ ହତ୍ୟା କରିଛନ୍ତି। ଚାରିଜଣଙ୍କୁ ଘର ବାହାରେ…
ଘାତକ ହେଉଛି ସହରାଞ୍ଚଳ ପ୍ରଦୂଷଣ
ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ବଡ଼ ବଡ ସହରରେ ନିଃଶ୍ୱାସପ୍ରଶ୍ୱାସ ନେବା ପ୍ରାଣଘାତକ ହେଲାଣି। ସହରାଞ୍ଚଳରେ ବିଶୁଦ୍ଧ ବାୟୁ ଟିକେ ପାଇବା କଷ୍ଟକର ହୋଇ ପଡ଼ିଲାଣି। ହୁ ହୁ ହୋଇ ମାଡ଼ି ଚାଲିଥିବା ମୋଟରଯାନ ସଂଖ୍ୟା ବୃଦ୍ଧି ସାଙ୍ଗକୁ ସବୁଜ ବଳୟ ନଷ୍ଟ ହେବାରେ ଲାଗିଥିବାରୁ…
Archives


