Home

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୭୭କୁ ବୃଦ୍ଧି

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୩୭୭କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

ଆଜି ରାଜ୍ୟରୁ ୨୬୨ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୪ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ୨୬୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୫,୪୭୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୫୩ ଜଣ ଚିହ୍ନଟ ହୋଇଥିବା…

ହାଇଦ୍ରାବାଦ ଚାଲାଣ ବେଳେ ଧରାପଡ଼ିଲା ଗୋ-ମାଂସ ଭର୍ତ୍ତି ଟ୍ରକ୍‌; ୩ ଜଣ ଅଟକ

ନିରାକାରପୁର,୧୪।୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ଉପରୁ ରବିବାର ସ୍ଥାନୀୟ ପୋଲିସ ଏକ ଟ୍ରକ ବୋଝଇ ଗୋ-ମାଂସ ଜବତ କରିଛି। ଏହି ମାମଲାରେ ଗାଡ଼ିରେ ଥିବା ତିନି ଜଣଙ୍କୁ ଥାନାରେ ଅଟକ ରଖାଯାଇଛି l…

ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ, ସୀମାରେ ସମରସଜ୍ଜା…

ମସ୍କୋ,୧୪।୧୧: ରୁଷିଆ ଏବଂ ୟୁକ୍ରେନ୍‌ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ମୁହାଁମୁହିଁ ପରିସ୍ଥିତି ଯୋଗୁ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ଦୁଇ ଦେଶ ପକ୍ଷରୁ ସୀମାରେ ତୋପ ଏବଂ ଟ୍ୟାଙ୍କ ସହିତ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ଠୁଳ କରିବାରେ…

୬ ଦିନ ଯାଏ ମୁହଁ ନ ଧୋଇ ଶୁଟିଂସେଟ୍‌ ଯାଇଥିଲେ ଏହି ସୁପରଷ୍ଟାର, କାରଣ ଜାଣିଲେ…

ବମ୍ବେ: ଏତେ ସହଜରେ ସଫଳତା ମିଳେନା। କର୍ତ୍ତବ୍ୟକୁ ନେଇ ନିଜ ଭିତରେ ନିଷ୍ଠା ରହିବାର ଆବଶ୍ୟକତା ରହିଛି। ସେଭଳି କିଛି ଦେଖିବାକୁ ମିଳେ ମହାନାୟକ ଅମିତାଭ ବଚ୍ଚନଙ୍କ କ୍ଷେତ୍ରରେ। ସେ ସର୍ବଦା ନିଜ କାମ ପ୍ରତି ସମର୍ପିତ ଥାନ୍ତି। କ୍ୟାରିୟର ଆରମ୍ଭରୁ…

୨୦୨୧ରେ ଡାଇବେଟିସ୍‌ ନେଇଛି ୬୭ ଲକ୍ଷ ଜୀବନ…

ବ୍ରସେଲ୍ସ୍‌,୧୪।୧୧: ପୃଥିବୀର ବିଭିନ୍ନ ଦେଶ କରୋନା ମହାମାରୀ ସହ ଲଢୁୁଥିବାବେଳେ ଏକବିଂଶ ଶତାବ୍ଦୀରେ ଡାଇବେଟିସ୍‌ ସବୁଠାରୁ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏହାର ମୁକାବିଲା ପୃଥିବୀ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଡାଇବେଟିସ ଫେଡେରେସନ (ଆଇଡିଏଫ)…

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ,୧୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୧ ହଜାର ୨୭୧ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ…

ଜିନ୍ନା ମହାନ୍‌ ସ୍ବାଧୀନତା ସଂଗ୍ରାମୀ

ପାଟନା, ୧୪।୧୧: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କିଛିଦିନ ପୂର୍ବରୁ ଦେଶ ବିଭାଜନକାରୀ ମହମ୍ମଦ ଅଲି ଜିନ୍ନାଙ୍କୁ ମହାତ୍ମା ଗାନ୍ଧୀ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଜବାହରଲାଲ୍‌ ନେହେରୁଙ୍କ ଭଳି ନେତାଙ୍କ ସହ ତୁଳନା କରି ସମାଲୋଚିତ ହୋଇଥିଲେ। ଏବେ…

ବେଲ୍ଟ ଆଣ୍ଡ ରୋଡ୍‌ର ରିବ୍ରାଣ୍ଡିଂ କରୁଛି ଚାଇନା

ବେଜିଂ, ୧୪ା୧୧: ଆମେରିକାର ‘ବିଲ୍ଡ ବ୍ୟାକ୍‌ ବେଟର ଓ୍ବାଲର୍‌ଡ’ (ବି୩ଡବ୍ଲ୍ୟୁ) ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଚାଇନା ଏହାର ମଲ୍ଟି-ବିଲିୟନ-ଡଲାର ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌(ବିଆର୍‌ଆଇ)କୁ ନୂଆ ରୂପ ଦେବାକୁ ଉଦ୍ୟମ କରୁଛି। ଗତ ଜୁନରେ ଜି-୭ ଶିଖର ସମ୍ମିଳନୀରେ…

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଦେଶ

ନୂଆଦିଲ୍ଲୀ,୧୪ ।୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ୧୩୨ତମ ଜନ୍ମଦିନ ଅବସରରେ ଦେଶ ଶ୍ରଦ୍ଧାଞ୍ଜଳି ଜଣାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶାନ୍ତିବନ ଯାଇ ନେହେରୁଙ୍କ…

ଏହି ସହରରେ ମାଗଣା ମିଳୁଛି ଇଣ୍ଟରନେଟ୍‌ ସେବା

ଆଜିର ସମୟରେ ଇଣ୍ଟର୍‌ନେଟ୍‌ ସତେ ଯେପରି ଜୀବନର ଏକ ବଡ଼ ଅଂଶ ପାଲଟିଯାଇଛି। ସେ ଘର ହେଉ କି ଅଫିସ କିମ୍ବା ସର୍ବସାଧାରଣ ସ୍ଥାନ। ସବୁଠି ଇଣ୍ଟରନେଟ୍‌ ସମସ୍ତ କାର୍ଯ୍ୟକୁ ସହଜ କରିଥାଏ। ଏଭଳି ପରିସ୍ଥିତିରେ ଯଦି ଲୋକମାନେ ମାଗଣା ଓ୍ବାଇ-ଫାଇ…

ମଣିପୁର ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏମ୍‌ଏନ୍‌ପିଏଫ୍‌

ସୁରଜଚାନ୍ଦପୁର,୧୪ ।୧୧: ମଣିପୁରରେ ଶନିବାର ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ଶହୀଦ ହୋଇଛନ୍ତି । କର୍ଣ୍ଣେଲଙ୍କ ପରିବାରର ୨ ସଦସ୍ୟଙ୍କର ବି ଏହି ଆକ୍ରମଣରେ ମୃତ୍ୟୁ ହୋଇଛି ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri