ଡିସେମ୍ବର ୧ରୁ ବିଧାନସଭା ଶୀତ ଅଧିବେଶନ
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଅଧିବେଶନର ପ୍ରଥମ ଦିନରେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ ହେବ। ରବିବାର ଏନେଇ ବିଧାନସଭା ସଚିବାଳୟ…
ପରିବାର ସହ ମାଳଦ୍ୱୀପରେ ଛୁଟି ମନାଉଛନ୍ତି ନୀଳନୟନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ପରିବାର ସହିତ ମାଳଦ୍ୱୀପରେ ଛୁଟି ମନାଉଥିବା ଖବର ଚର୍ଚ୍ଚାରେ ରହିଛି। ସ୍ବାମୀ ଅଭିଷେକ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ ସହ ମାଳଦ୍ୱୀପ ବୁଲିବାକୁ ଯାଇଛନ୍ତି ଐଶ୍ୱର୍ଯ୍ୟା। ଏ ବିଷୟରେ…
ରବି ଶାସ୍ତ୍ରୀଙ୍କ ଦୁଃଖ
ନୂଆଦିଲ୍ଲୀ,୧୫।୧୧: ସମସ୍ତ ଫର୍ମାଟରେ ପ୍ରାଧାନ୍ୟ ବିସ୍ତାର କରିବା ଏବଂ ନିର୍ଭୟରେ କ୍ରିକେଟ ଖେଳିବା ସତ୍ତ୍ୱେ ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସମ୍ମାନଜନକ କାର୍ଯ୍ୟକାଳ ମଧ୍ୟରେ ଆଇସିସି ଇଭେଣ୍ଟରେ ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ ଭାରତ। କୋଚିଂ କାର୍ଯ୍ୟକାଳ ଶେଷ ହେବାର…
କ୍ଷୀର ଦେଲା ନାହିଁ ମଇଁଷି, ଥାନାକୁ ଗଲେ ମାଲିକ:ଆଉ ତା’ପରେ…
ଭୋପାଳ,୧୫।୧୧: ମଧ୍ୟ ପ୍ରଦେଶର ଭିଣ୍ଡ୍ ଜିଲାରେ ଏକ ରୋଚକ ଘଟଣା ଘଟିଛି। ମଇଁଷି କ୍ଷୀର ନ ଦେବାରୁ ମାଲିକ ଥାନାରେ ପହଞ୍ଚିଛନ୍ତି। ଯାଦୁକର ପ୍ରଭାବରେ ମଇଁଷି କ୍ଷୀର ଦେଉ ନ ଥିବା ଅଭିଯୋଗ କରି ନ୍ୟାୟ ଦେବାକୁ ମାଲି ପୋଲିସ ନିକଟରେ…
ପଞ୍ଚକ ବ୍ରତ ପାଳନ କରିବାର ତାତ୍ପର୍ଯ୍ୟ
ଧର୍ମମାସ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପଞ୍ଚକ ବ୍ରତ ପାଳନ କରାଯାଇଥାଏ। ଏହି ବ୍ରତକୁ ଭୀଷ୍ମ ପଞ୍ଚକ ବ୍ରତ ମଧ୍ୟ କୁହାଯାଇଥାଏ। ମହାଭାରତରେ ଉଲ୍ଲେଖ ରହିଛି, ପିତାମହ ଭୀଷ୍ମ ଶରଶଯ୍ୟାରେ ଥିବା ବେଳେ ପଞ୍ଚୁ ପାଣ୍ଡବଙ୍କୁ ନୀତିଶିକ୍ଷା ଦେଇଥିଲେ। ଏହା…
୧୫ ବର୍ଷର ସ୍ବପ୍ନ ପୂରା କଲେ ଓ୍ବାର୍ନର-ମାର୍ଶ
ଦୁବାଇ,୧୪।୧୧: ପୁଣି ଥରେ ଆଇସିସି ବିଶ୍ୱକପ୍ ଫାଇନାଲରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ହାତରେ ଲାଗିଛି ପରାଜୟ। ଏଥର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଦେଇ ଅଷ୍ଟ୍ରେଲିଆ ହାସଲ କରିଛି ଟି୨୦ ବିଶ୍ୱକପ୍। ଏଥିସହ ପୂରଣ ହୋଇଛି ଅଷ୍ଟ୍ରେଲିଆର ୧୫…
ଅନ୍ତିମ ୧୦ ଓଭରରେ ନିର୍ଦ୍ଧୁମ ଛେଚିଲେ ଓ୍ବିଲିୟମସନ
ଦୁବାଇ,୧୪।୧୧: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ୧୦ ଓଭରରେ ୫୭/୧ ଥିଲା। ପରବର୍ତ୍ତୀ ୧୦ ଓଭରରେ ସବୁ କିଛି ବଦଳି ରଖି ଦେଇଥିଲେ ଅଧିନାୟକ କେନ ଓ୍ବିଲିୟମସନ। ମାତ୍ର ୪୮ ବଲରେ ସେ ଖେଳିଥିଲେ ୮୫ ରନ୍ର…
ଭିଣୋଇଙ୍କ କାର୍ ଚୋରି କରୁଥିଲେ ଶଳା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଗାଜିଆବାଦ,୧୪।୧୧: ଗାଜିଆବାଦର ବସୁନ୍ଧରା ସେକ୍ଟର ୩ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଜଣେ ଯୁବକ ନିଜ ଭିଣୋଇଙ୍କ ଦୁଇଟି କାର ଚୋରି କରନେଇଛନ୍ତି। ଚୋରି କରିବାର କାରଣ ଜାଣି ଯୋ କେହି ନିଜ ମୁଣ୍ଡରେ ହାତ ଦେବେ। ସମ୍ପୃକ୍ତ ଯୁବକ…
ନେହେରୁଙ୍କ ଜନ୍ମଦିନ ପାଳନ ପାଇଁ ସଂସଦକୁ ଆସିଲେ ନାହିଁ ବାଚସ୍ପତି, ଉପରାଷ୍ଟ୍ରପତି: ଆପତ୍ତି ଉଠାଇଲା କଂଗ୍ରେସ
ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ ରବିବାର ପାଳନ କରାଯାଇଥିଲା। ଏହି ଅବସରରେ ସଂସଦରେ ଆୟୋଜିତ ପାରମ୍ପରିକ କାର୍ଯ୍ୟକ୍ରମରେ ରାଜ୍ୟ ସଭା ବାଚସ୍ପତି ଭେଙ୍କେୟା ନାଇଡୁ, ଲୋକ ସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ…
ଏକାକୀ ଲଢିବ କଂଗ୍ରେସ
ଲକ୍ଷ୍ନୌ,୧୪।୧୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକଙ୍କ ମନ ଜିଣିବା ପାଇଁ ବିଭିନ୍ନ ଦଳ ପକ୍ଷରୁ ଚେଷ୍ଟା କରାଯାଉଛି। କଂଗ୍ରେସ ପକ୍ଷରୁ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏଥର ୟୁପି ନିର୍ବାଚନ ମଙ୍ଗ…
୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ
ଇସଲାମାବାଦ୍,୧୪।୧୧: ପାକିସ୍ତାନୀ ଜଳରାଶିରେ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନର ଲ୍ୟାଣ୍ଡି ଜିଲା ଜେଲରୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା ମତ୍ସ୍ୟଜୀବୀଙ୍କୁ ସୋମବାର ୱାଘା ସୀମାକୁ ଅଣାଯିବ ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ।…
ଆଉ ଫେରିବେନି
ବମ୍ବେ: ବିଗ୍ବସ୍-୧୫ ଘରକୁ ଆଉ ଫେରିବେନି ଅଭିନେତା ରାକେଶ ବାପଟ୍। ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ଶୋ’ ଛାଡ଼ି ଦେଇଛନ୍ତି। କିଛିଦିନ ତଳେ ସେ ଓ୍ବାଇଲ୍ଡ କାର୍ଡ ଭାବେ ଏଣ୍ଟ୍ରି ନେଇଥିଲେ। ଅନ୍ୟତମ ପ୍ରତିଯୋଗୀ ସମିତା ସେଟ୍ଟୀଙ୍କୁ ସେ ପ୍ରେମ କରୁଥିବାରୁ…
Archives


