Home

ଏମିତି ଭାଷା, ଯାହା ଦୁନିଆର ଆଉ କେଉଁଠି ବ୍ୟବହୃତ ହୁଏ ନାହିଁ

ଆମ ଦେଶରେ ଅନେକ ରହସ୍ୟମୟ କଥା ଲୁଚି ରହିଛି। ଯାହା ସମ୍ପର୍କରେ ଖୁବ କମ ଲୋକ ଜାଣିଥାନ୍ତି। ଭାରତରେ ଏମିତି ଏକ ସ୍ଥାନ ଅଛି, ଯାହା ସମ୍ପର୍କରେ ଜାଣିଲେ ସାରା ବିଶ୍ୱବାସୀ ଆଶ୍ଚର୍ଯ୍ୟ ହୋଇଯିବେ। ଏପରି ଅଜବ ସ୍ଥାନ ରହିଛି ହିମାଚଳ…

ବିପଦ ପଡ଼ିଲେ ସବୁବେଳେ କାମରେ ଆସେ ଏହି ୫ ଜିନିଷ, ବାକି ସବୁ ବୃଥା; ଜାଣନ୍ତୁ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ଲୋକମାନଙ୍କ ମଧ୍ୟରେ ପ୍ରଚଳିତ। କୁହାଯାଏ ଏହି ନୀତିକୁ ଗ୍ରହଣ କରୁଥିବା ଲୋକ ଜୀବନରେ ସବୁ ସୋପାନକୁ ସହଜରେ ପାର୍‌ କରିଥାଏ। ସେଥିରୁ ଗୋଟିଏ ନୀତିରେ ଚାଣକ୍ୟ ଏଭଳି ପାଞ୍ଚଟି ବିଷୟରେ ବର୍ଣ୍ଣନା କରିଛନ୍ତି ଯାହା…

ଚିଲିକା ତଟବର୍ତ୍ତୀ ଅଞ୍ଚଳରେ କଡ଼ା ସୁରକ୍ଷା

କୃଷ୍ଣପ୍ରସାଦ,୨୧ା୧୧(ଡି.ଏନ୍‌.ଏ): ଶୀତ ପଡ଼ିଲେ ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକାର ପରିବେଶ ମୁଖରିତ ହୋଇଉଠେ। ଲକ୍ଷଲକ୍ଷ ପର୍ଯ୍ୟଟକଙ୍କୁ ଏହା ଆକର୍ଷିତ କରିଥାଏ। ଏବେ ଶୀତର ପ୍ରଭାବ ଧିରେ ଧିରେ ବଢୁଥିବାରୁ ପକ୍ଷୀଙ୍କ ସମାଗମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପକ୍ଷୀ ଅଭୟାରଣ୍ୟରେ ଖାଦ୍ୟ…

ଦିନେ କମିଲେ ପୁଣି ବଢୁଛି…

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୪୮୮ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୯୩କୁ ବୃଦ୍ଧି

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୩୯୩କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

ପୁରୁଣା ସରିନି, ନୂଆ ପ୍ରକଳ୍ପ ପାଇଁ ଚିନ୍ତା

ଖୋର୍ଦ୍ଧା ଅଫିସ,୨୧ା୧୧: ଖୋର୍ଦ୍ଧା ପୌରାଞ୍ଚଳ ଅନ୍ତର୍ଗତ ବରୁଣେଇ ସ୍ମାର୍ଟ ପାର୍କ ଏବଂ ଟିଏଲ୍‌ସି ରୋଡ୍‌ଠାରେ ଆଦର୍ଶ ଶ୍ମଶାନ ନିର୍ମାଣ ପାଇଁ ୨୦୨୦ ଡିସେମ୍ବର ୧୬ରେ ପୌର ପ୍ରଶାସନ ପକ୍ଷରୁ ଶିଳାନ୍ୟାସ କରାଯାଇଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବ…

ବୃହସ୍ପତିଙ୍କ ରାଶି ପରିବର୍ତ୍ତନ, ଏସବୁ ଲୋକଙ୍କର ସୌଭାଗ୍ୟ ପ୍ରାପ୍ତି…

ନୂଆଦିଲ୍ଲୀ,୨୧।୧୧: ନଭେମ୍ବର ୨୦ ତାରିଖ ରାତି ୧୧:୧୯ ରେ ଗୁରୁଦେବ ବୃହସ୍ପତି କୁମ୍ଭରେ ପ୍ରବେଶ କରିଛନ୍ତି। ଏଠାରେ ବୃହସ୍ପତି ୨୦୨୨ ଏପ୍ରିଲ ୧୩ ଅପରାହ୍ନ ୩:୪୯ ପର୍ଯ୍ୟନ୍ତ ରହିବେ। ଏହା ପରେ ମୀନ ରାଶିରେ ଗୁରୁଦେବ ପ୍ରବେଶ କରିବେ। ଭାରତୀୟ ଜ୍ୟୋତିଷ…

ଆଜି ରାଜ୍ୟରୁ ୨୦୫ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୪୫ ପିଲା

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ରବିବାର ରାଜ୍ୟରୁ ୨୦୫ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୭,୦୦୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୧୯ ଜଣ ଚିହ୍ନଟ…

ବିବାଦରେ କାଇଲ୍‌ଙ୍କୁ ଦୋଷମୁକ୍ତ ରାୟ

ଓ୍ବାଶିଂଟନ୍‌, ୨୧ା୧୧: ଆମେରିକାର ଜଣେ କିଶୋର କାଇଲ୍‌ ରିଟେନ୍‌ହାଉସ୍‌ଙ୍କୁ ଏକ ହତ୍ୟା ମାମଲାରେ ଦୋଷମୁକ୍ତ କରାଯିବା ରାୟକୁ ନେଇ ବିବାଦ ଦେଖାଦେଇଛି। ଗତ ବର୍ଷ ଅଗଷ୍ଟରେ ଓ୍ବିସ୍‌କନ୍‌ସିନ୍‌ରେ ବର୍ଣ୍ଣବୈଷମ୍ୟ ହିଂସାବେଳେ ୧୮ ବର୍ଷୀୟ କାଇଲ୍‌ ୨ ଜଣଙ୍କୁ ଗୁଳି କରି ହତ୍ୟା…

ମୋଦିଙ୍କ ବିବାଦୀୟ ନୀତି

ନୂଆଦିଲ୍ଲୀ, ୨୧।୧୧: ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବିପୁଳ ଜନାଦେଶ ପାଇ କ୍ଷମତାକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିମଧ୍ୟରେ ଅନେକ ବିବାଦୀୟ ନୀତି କାର୍ଯ୍ୟକାରୀ କରିବା ସହ କେତେକକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି। ୩ କୃଷି ଆଇନ…

କଣ୍ଟା ସାଜିଥିଲା ଶନିବାର, ଆଜି ପାଳୁଛନ୍ତି ଛାଡ଼ଖାଇ

ଭୁବନେଶ୍ୱର,୨୦ା୧୧(ବ୍ୟୁରୋ): ପରମ୍ପରା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଛାଡ଼ଖାଇ ପାଳନ କରାଯାଇଥାଏ। ମାତ୍ର କାଲି ଶନିବାର ଥିବାରୁ ଅଧିକାଂଶ ଲୋକ ଆମିଷ ଖାଇ ନ ଥାନ୍ତି। ତେଣୁ ଆଜି ପାଳନ କରୁଛନ୍ତି ଛାଡ଼ଖାଇ। ଏନେଇ ଆମିଷ ଦୋକାନରେ ନାହିଁ ନ ଥିବା…

ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ମିଳୁନି

ଜଗତ୍‌ସିଂହପୁର ଅଫିସ, ୨୧ା୧୧: କେନ୍ଦ୍ର ହେଉ କି ରାଜ୍ୟ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। କିନ୍ତୁ ଏସବୁ ଯୋଜନା ବାଟବଣା ହେଉଛି। ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ଜଗତ୍‌ସିଂହପୁର ବ୍ଲକ ସାଳଜଙ୍ଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri