ଚୌକାଠାରୁ ବି ଛକା ଅଧିକ ମାରିଛନ୍ତି ଏହି ବିସ୍ଫୋରକ କ୍ରିକେଟର୍: ହାସଲ କଲେ ‘ମହାଶତକ’
ଆବୁଧାବି,୨୯।୯: ଟି -୨୦ କ୍ରିକେଟ୍ର କିମ୍ବଦନ୍ତୀଙ୍କ ମଧ୍ୟରୁ କିରନ ପୋଲାର୍ଡ ଅନ୍ୟତମ। ଟି -୨୦ରେ ୧୧ ହଜାରରୁ ଅଧିକ ରନ ସ୍କୋର କରିବା ବ୍ୟତୀତ ସେ ୭୫୦ରୁ ଅଧିକ ଛକା ମାରିଛନ୍ତି। ସେ ଆଇପିଏଲ ୨୦୨୧ର ଏକ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ…
ସିଦ୍ଧୁଙ୍କ ସହ କଥାବାର୍ତ୍ତା ବନ୍ଦ କଲେ ହାଇକମାଣ୍ଡ, ନୂଆ ଅଧ୍ୟକ୍ଷ ଖୋଜା…
ଚଣ୍ଡିଗଡ଼,୨୯।୯: ପଞ୍ଜାବ କଂଗ୍ରେସରେ ସଙ୍କଟ ଜାରି ରହିଛି। ରାଜ୍ୟ ଅଧ୍ୟକ୍ଷ ପଦରୁ ନଭଜୋତ୍ ସିଂ ସିଦ୍ଧୁ ଇସ୍ତଫାଦେବା ପରେ ଏବେ ହାଇକମାଣ୍ଡ ତାଙ୍କ ସହିତ କଥାବାର୍ତ୍ତା ବନ୍ଦ କରି ଦେଇଛନ୍ତି। ହାଇକମାଣ୍ଡ ସିଦ୍ଧୁଙ୍କ ଆଚରଣ ନେଇ ଅସନ୍ତୁଷ୍ଟ ହୋଇଛନ୍ତି। ସିଦ୍ଧୁଙ୍କୁ ମନାଇବା…
ଆଜି କରୋନା ନେଲା ୫ ଜୀବନ
ଭୁବନେଶ୍ୱର,୨୯।୯(ବ୍ୟୁରୋ):ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୫ ଜଣଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଖ୍ୟା ୮,୧୯୨ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଏମିତି କାମ କରି ହୃଦୟ ଜିତିଲେ ରୋହିତ ଶର୍ମା: ଦେଖନ୍ତୁ ଭିଡିଓ
ୟୁଏଇ,୨୯।୯: ଆଇପିଏଲ ୨୦୨୧ର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଖେଳାଯାଇଥିବା ୪୨ତମ ମ୍ୟାଚ ସମୟରେ କ୍ରୀଡ଼ା ଭାବନାର ଏକ ବଡ଼ ଉଦାହରଣ ଦେଖିବାକୁ ମିଳିଥିଲା। ମୁମ୍ବାଇ କେ.ଏଲ ରାହୁଲଙ୍କ ବିରୋଧରେ ରନ ଆଉଟ କରିବାକୁ ଅମ୍ପାୟାରଙ୍କ ନିକଟରେ ଅମିଲ…
ବୋର୍ଡିଂ ସ୍କୁଲରେ କରୋନା ଆତଙ୍କ, ୬୦ ଛାତ୍ର ପଜିଟିଭ୍…
ବେଙ୍ଗାଲୁରୁ,୨୯।୯: କର୍ନାଟକର ବେଙ୍ଗାଲୁରୁର ଏକ ବୋର୍ଡିଂ ସ୍କୁଲରେ କରୋନା ଆତଙ୍କ ସୃଷ୍ଟି ହୋଇଛି। ସ୍କୁଲର ୬୦ ଛାତ୍ରଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଛାତ୍ରମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ପଜିଟିଭ୍ ଛାତ୍ରଙ୍କ ମଧ୍ୟରୁ ୨ ଜଣଙ୍କଠାରେ…
ପାର୍ବଣକୁ ଭୟ, କେରଳରେ ସଙ୍କଟ ଜାରି…
ନୂଆଦିଲ୍ଲୀ,୨୯।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଆଗକୁ ଆସୁଥିବା ପାର୍ବଣରେ ଭିଡ଼ ଯୋଗୁ ପୁଣି ସ୍ଥିତି ସଙ୍କଟ ଜନକ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଲଗାତାର ୨…
ପନ୍ତଙ୍କ ପିଲାଳିଆମୀ କାର୍ତ୍ତିକଙ୍କ ଉପରେ ପଡିଥାନ୍ତି ଭାରି,ପଡିଆରେ ବଡ ଦୁର୍ଘଟଣା ଟଳିଲା: ଦେଖନ୍ତୁ ଭିଡିଓ
ୟୁଏଇ,୨୯।୯: ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ ୨୦୨୧ର ୪୧ତମ ମ୍ୟାଚ ସମୟରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ରିଷଭ ପନ୍ତଙ୍କ ପିଲାଳିଆମୀ ଯୋଗୁ କେକେଆରର ଉଇକେଟ କିପର-ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ବିପଦରେ ପଡିଥାନ୍ତେ।…
ଆଜି ରାଜ୍ୟରେ ୫୬୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୬୩ ଜଣ ଅଛନ୍ତି। ଏହି ୫୬୫ ଜଣଙ୍କ ମଧ୍ୟରୁ ୩୨୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୨୩୭…
ମାସେ ବଢ଼ିଲା କୋଭିଡ୍ କଟକଣା
ନୂଆଦିଲ୍ଲୀ, ୨୯।୯: କେତେକ ରାଜ୍ୟର ନିର୍ଦ୍ଦିଷ୍ଟ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁତ୍ଥିବାରୁ ଜନସ୍ବାସ୍ଥ୍ୟ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କୋଭିଡ୍ କଟକଣାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅକ୍ଟୋବର ପାର୍ବଣ…
ରିଅଲ ଇଷ୍ଟେଟ୍ ଅପରାଧ ଓପିଆଇଡି ଆଇନ ଅଧୀନରେ ଆସୁନାହିଁ: ହାଇକୋର୍ଟ
ନୂଆଦିଲ୍ଲୀ, ୨୯।୯: ରିଅଲ ଇଷ୍ଟେଟ୍ ଅପରାଧ ଓଡ଼ିଶା ଜମାକାରୀ ସ୍ବାର୍ଥ ସୁରକ୍ଷା (ଓପିଆଇଡି) ଆଇନ, ୨୦୧୧ ଅଧୀନରେ ଆସୁ ନ ଥିବା ଓଡ଼ିଶା ହାଇକୋର୍ଟ କହିଛନ୍ତି। ଅନୈତିକ ଫାଇନାନ୍ସ ସଂସ୍ଥାଗୁଡ଼ିକର ଲୋଭନୀୟ ସ୍କିମ୍ରେ ପ୍ରଭାବିତ ହୋଇ ଠକାମିର ଶିକାର ହେଉଥିବା ନିରୀହ…
ହାଇ ପ୍ରୋଫାଇଲ ଆନ୍ତଃରାଜ୍ୟ ଠକ ଗିରଫ
ଭୁବନେଶ୍ୱର,୨୯।୯(ବ୍ୟୁରୋ):ଦାମୀ ପୋଷାକ ପିନ୍ଧିବା ସହ ଦାମୀ ଗାଡ଼ି ଚଢୁଥିଲେ। ନିଜକୁ ସମ୍ଭ୍ରାନ୍ତ ଶ୍ରେଣୀର ପରିଚୟ ଦେଇ ଠକେଇର ନୂଆ କୌଶଳ ଆପଣାଇଥିଲେ। ଦୋକାନୀଙ୍କୁ ଟଙ୍କା ଟ୍ରାନ୍ସଫର୍ର ଫେକ୍ ସ୍କ୍ରିନଶଟ୍ ଦେଖାଇ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଯାଉଥିଲେ। ରାଜ୍ୟରୁ ରାଜ୍ୟ ବୁଲି ଏଭଳି…
ଓଡ଼ିଶା ନାମଫଳକକୁ ଲିଭାଇ ଦେଲା ଆନ୍ଧ୍ର
ପଟ୍ଟାଙ୍ଗୀ,୨୯ା୯(ଡି.ଏନ.ଏ.):କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଦ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ତେବେ ଏହି ବିବାଦକୁ ବେଶି ବଢ଼ାଉଛି ଆନ୍ଧ୍ର। ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ ନ କରି…
Archives


