ଏବେ ବିବାହ କରିବେ ନାହିଁ ଆଲିଆ!
ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ବିବାହକୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଚାଲିଛି । ହେଲେ ବିବାହ ତାରିଖ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ଶୁଣିବାକୁ ମିଳିଥିଲା କି ଚଳିତ ବର୍ଷ ଡିସେମ୍ବରରେ…
ଓମିକ୍ରନ୍ ମୁକାବିଲା, ରାଜ୍ୟକୁ କେନ୍ଦ୍ରର ୬ ପରାମର୍ଶ…
ନୂଆଦିଲ୍ଲୀ,୩୦।୧୧: କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ନେଇ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଓମିକ୍ରନ୍ର ମୁକାବିଲା ଲାଗି ୬ ପରାମର୍ଶ ଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ…
ଭାରତରେ ଓମିକ୍ରନ୍ ଆତଙ୍କ, ୧୫ ଦିନରେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସିଛନ୍ତି ୧,୦୦୦ ଯାତ୍ରୀ…
ନୂଆଦିଲ୍ଲୀ,୩୦।୧୧: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ଶ୍ୱାନେ ଇନଷ୍ଟିଚ୍ୟୁଟ୍ କରୋନାର ଦ୍ୱିତୀୟ ଏନ୍ତୁଡ଼ିଶାଳ ପାଲଟିଛି। ଏପରିସ୍ଥଳେ ଭାରତରେ ଓମିକ୍ରନ୍କୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ ଦକ୍ଷିଣ…
ରାହୁଲଙ୍କ ଉପରେ ଟଙ୍କା ବର୍ଷା
ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍ ପାଇଁ ନୂତନ ଦଳ ସହିତ ମେଗା ନିଲାମ ପାଇଁ ପ୍ରସ୍ତୁତି ଚାଲିଛି। ଟୁର୍ନାମେଣ୍ଟର ଏକ ଅଂଶ ଭାବରେ ୮ଟି ଦଳକୁ ସେମାନଙ୍କ ଚାରି ଖେଳାଳିଙ୍କୁ ରଖିବା ପାଇଁ ବିକଳ୍ପ ଦିଆଯାଇଛି। ଏହା ବ୍ୟତୀତ…
ସ୍ବାଧିନତା ଲାଭ କଲା ବାରବାଡୋସ୍, ୪୦୦ ବର୍ଷର ବ୍ରିଟିଶ ଶାସନ ଶେଷ…
ବ୍ରିଜ୍ଟାଉନ୍,୩୦।୧୧: ପ୍ରାୟ ୪୦୦ ବର୍ଷ ଧରି ବ୍ରିଟିଶ ଶାସନରେ ରହିବା ପରେ କାରିବିଆନ ଦେଶ ବାରବାଡୋସ୍ ସ୍ବାଧୀନତା ଲାଭ କରିଛି। ବାରବାଡୋସ ନିଜକୁ ଏକ ଗଣତନ୍ତ୍ର ଭାବେ ଘୋଷଣା କରି ବ୍ରିଟେନର ରାଜତନ୍ତ୍ରକୁ ଦେଶରେ ରଦ୍ଦ କରିଛି। ସ୍ବାଧିନତା ହାସଲ କରିବା…
କଙ୍ଗନାଙ୍କୁ ହତ୍ୟା ଧମକ
ମୁମ୍ବାଇ,୩୦।୧୧:ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ନିଜ ବିବାଦୀୟ ମନ୍ତବ୍ୟ ଯୋଗୁ ଚର୍ଚ୍ଚାରେ ଥାନ୍ତି। ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଭ୍ୟନ୍ତରୀଣ ବ୍ୟାପାର ଠାରୁ ଆରମ୍ଭ କରି ଦେଶର ପ୍ରାୟ ସମସ୍ତ ପ୍ରସଙ୍ଗ ପର୍ଯ୍ୟନ୍ତ କଙ୍ଗନା ମନ୍ତବ୍ୟ ଦିଅନ୍ତି। ଅନେକ ଥର କଙ୍ଗନାଙ୍କୁ ତାଙ୍କ ମନ୍ତବ୍ୟ…
୧୨ ଏମ୍ପିଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେବ ନାହିଁ: ରାଜ୍ୟ ସଭା ଅଧ୍ୟକ୍ଷ
ନୂଆଦିଲ୍ଲୀ,୩୦।୧୧: ରାଜ୍ୟ ସଭାରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ଏହାକୁ ବିରୋଧ କରି ମଙ୍ଗଳବାର ବିରୋଧୀମାନେ ପାର୍ଲାମେଣ୍ଟରେ ହଟ୍ଟଗୋଳ କରିଛନ୍ତି। ରାଜ୍ୟ ସଭା ଆଗରେ ଥିବା ଗାନ୍ଧୀ ପ୍ରତିମା ନିକଟରେ ବିରୋଧୀ ଏମ୍ପିମାନେ ଧାରଣା ଦେଇଛନ୍ତି।…
କୃଷକ ଆନ୍ଦୋଳନ ଯୋଗୁ ବର୍ଷକରେ ୬୦ ହଜାର କୋଟି କ୍ଷତି…
ନୂଆଦିଲ୍ଲୀ,୩୦।୧୧: ଦିଲ୍ଲୀ ଏବଂ ଏହାର ଆଖପାଖ ରାଜ୍ୟରେ କୃଷକଙ୍କ ଆନ୍ଦୋଳନ ଯୋଗୁ ଏକ ବର୍ଷ ମଧ୍ୟରେ ପ୍ରାୟ ୬୦ ହଜାର କୋଟି ମୂଲ୍ୟର କାରବାର କ୍ଷତି ହୋଇଛି। ଏହି ବ୍ୟବସାୟିକ କ୍ଷତି ମୁଖ୍ୟତଃ ୨୦୨୦ ନଭେମ୍ବର, ଡିସେମ୍ବର ଏବଂ ୨୦୨୧ ଜାନୁୟାରୀରେ…
ଭାରତୀୟଙ୍କ ହାତରେ ବିଶ୍ୱ ଡିଜିଟାଲ ଜଗତର ଦାୟିତ୍ୱ
ନୂଆଦିଲ୍ଲୀ,୩୦।୧୧: ଟୁଇଟ୍ର ସିଇଓ ପଦରୁ ଜ୍ୟାକ୍ ଡୋର୍ସି ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ଫଳରେ ଏହି ସମୟରେ ବିଶ୍ୱର ଡିଜିଟାଲ ଜଗତର ଭାର ଭାରତୀୟଙ୍କ ହାତରେ ଅଛି । ମାଇକ୍ରୋସଫ୍ଟ ହେଉ…
ଏପରି ଲୋକଙ୍କୁ ଅମୃତଭଣ୍ଡା ଖାଇବା ମନା
ଅମୃତଭଣ୍ଡା ଖାଇଲେ ଶରୀର ପାଇଁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ଏବଂ ଶକ୍ତି ମିଳିଥାଏ। ତେଣୁ ବିଭିନ୍ନ ରୋଗର ଚିକିତ୍ସା ଭାବରେ ଅମୃତଭଣ୍ଡା ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଅମୃତଭଣ୍ଡାରେ ଫାଇବର, ଭିଟାମିନ ଏବଂ ମିନେରାଲରେ ଭରପୂର ମାତ୍ରାରେ ଥାଏ, ଯାହା…
ଦେବସ୍ଥାନମ୍ ବୋର୍ଡ ଭଙ୍ଗ କଲେ ଧାମି ସରକାର…
ଡେରାଡୁନ୍,୩୦।୧୧: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସରକାର ଦେବସ୍ଥାନମ୍ ବୋର୍ଡ ଭଙ୍ଗ ସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ଚାର ଧାମ୍ ଦେବସ୍ଥାନମ୍ ପ୍ରବନ୍ଧନ ବୋର୍ଡ ବିଧେୟକକୁ ଫେରାଇ ନେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ୨୦୧୯ରେ…
ଏଲ୍ଓସିରେ ଅନୁପ୍ରବେଶ ପାଇଁ ଆଇଏସ୍ଆଇର ଷଡ଼ଯନ୍ତ୍ର…
ଶ୍ରୀନଗର,୩୦।୧୧: ଜମ୍ମୁ-କଶ୍ମୀରରେ ଭାରତ ପାକିସ୍ତାନ ମଧ୍ୟରେ ଥିବା ଏଲ୍ଓସି ଦେଇ ଅନୁପ୍ରବେଶ ପାଇଁ ଷଡ଼ଯନ୍ତ୍ର ହୋଇଛି। ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସ୍ଆଇ ପକ୍ଷରୁ ଏନେଇ ଯୋଜନା କରାଯାଇଛି। ଆଇଏସ୍ଆଇ ପକ୍ଷରୁ ଏହାର କାର୍ଯ୍ୟାଳୟଗୁଡ଼ିକୁ ଲଞ୍ଚପ୍ୟାଡ୍ ଭାବେ ବ୍ୟବହାର କରାଯାଉଛି। ଜମ୍ମୁର ରାଜୌରୀ…
Archives


