ପ୍ରେମ ମାନେ ନା ବାଧା ବନ୍ଧନ, ରାଜସ୍ଥାନ ସୀମାରେ ଧରାପଡ଼ିଲା ପାକିସ୍ତାନୀ ପ୍ରେମିକ…
ଜୟପୁର,୬।୧୨: କଥାରେ ଅଛି ପ୍ରେମ ବାଧା ବନ୍ଧନ ମାନେ ନା। ଏହାର ସଦ୍ୟତମ ଉଦାହରଣ ରାଜସ୍ଥାନ ସୀମାରେ ଦେଖିବାକୁ ମିଳିଛି। ଜଣେ ପାକିସ୍ତାନୀ ଯୁବକ ସୀମାର ଶ୍ରୀ ଗଙ୍ଗା ନଗରଠାରେ ଭାରତରେ ଅନୁପ୍ରବେଶ କରୁଥିବାବେଳେ ବିଏସ୍ଏଫ୍ ହାତରେ ଧରା ପଡ଼ିଛନ୍ତି। ସୂତ୍ରରୁ…
ବର୍ଷାପାଣିରେ ଭାସୁଛି ବର୍ଷକର ଦାନା
ଗଞ୍ଜାମ,୬ା୧୨(ଡି.ଏନ୍.ଏ.): ବାତ୍ୟା ପ୍ରଭାବରେ ତିନିଦିନ ଲଗାଣ ବର୍ଷାରେ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଯାଇଛି। ପାଚିଲା ଧାନ ଏବେ ବର୍ଷା ପାଣିରେ ଭାସୁଥିବା ଦେଖିବାକୁ ମିଳିଛି। ବିଶେଷ କରି କାଇଁଚପୁର ପଞ୍ଚାୟତ ମଳିଜଗନ୍ନାଥପୁର ଗ୍ରାମର ଚାଷଜମି ଏହି ବାତ୍ୟାରେ…
ଭାରତ ଚତୁର୍ଥ ଶକ୍ତିଶାଳୀ ଦେଶ, ଶୀର୍ଷରେ ଆମେରିକା…
ସିଡ୍ନୀ,୬।୧୨: ଭାରତ ଏସିଆର ଚତୁର୍ଥ ଶକ୍ତିଶାଳୀ ଦେଶ। ଲୋଓ୍ବ ଇନଷ୍ଟିଚ୍ୟୁଟ ପକ୍ଷରୁ ଏସିଆ ପାୱାର୍ ଇଣ୍ଡେକ୍ସ-୨୦୨୧ରେ ଏସିଆର ସବୁଠାରୁ ଶକ୍ତିଶାଳୀ ଦେଶର ତାଲିକା ପ୍ରକାଶ କରାଯାଇଛିି। ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଏହି ରିପୋର୍ଟରେ ଭାରତକୁ ଏସିଆର ମଧ୍ୟମ ଶକ୍ତି…
ଜାଣନ୍ତୁ କାହିଁକି ଓମିକ୍ରନ ମାରାତ୍ମକ
କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଭୂତାଣୁର ସଂକ୍ରମଣକୁ ନେଇ ଲଗାତର ଭୟଙ୍କର କଥା ସବୁ ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ମେଡାନ୍ତାର ଚେୟାରମ୍ୟାନ୍ ଡ. ନରେଶ ତ୍ରେହାନ ଏହି ଭାଇରସ୍କୁ…
ଚନ୍ଦ୍ରରେ ରହସ୍ୟମୟ କୁଡ଼ିଆ, ଫଟୋ ପଠାଇଲା ରୋଭର…
ବେଜିଂ,୬।୧୨: ଚନ୍ଦ୍ରର ଦୂର ପାର୍ଶ୍ୱରେ ଏକ ରହସ୍ୟମୟ କୁଡ଼ିଆ ରହିଛି। ଚାଇନାର ରୋଭର ପଠାଇଥିବା ଫଟୋରୁ ଏହା ଜଣାପଡ଼ିଛି। ଚାଇନାର ଚାଙ୍ଗ-୪ ପ୍ରୋବ୍ ଦ୍ୱାରା ଚନ୍ଦ୍ରକୁ ପଠାଯାଇଥିବା ୟୁଟୁ-୨ ରୋଭର ଦ୍ୱାରା ଚନ୍ଦ୍ରର ଦୂର ପାର୍ଶ୍ୱକୁ ନିଆଯାଇଥିବା ଫଟୋରେ ଏଭଳି ଦେଖିବାକୁ…
ୟେଲୋ ଡ୍ରେସ୍ରେ ପ୍ରଶଂସକଙ୍କ ହୃଦୟ ଜିଣୁଛନ୍ତି ଏହି ଅଭିନେତ୍ରୀ
ଭୋଜପୁରୀ ଇଣ୍ଡଷ୍ଟ୍ରିରେ ଖ୍ୟାତନାମା ଅଭିନେତ୍ରୀ ହେଉଛନ୍ତି ମୋନାଲିସା। ସେ ସବୁବେଳେ ତାଙ୍କର ଗ୍ଲାମରସ୍ ଲୁକ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ମୋନାଲିସା ଯେତେବେଳେ ବି ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଥାନ୍ତି ତାହା ତୀବ୍ର ବେଗରେ ଭାଇରାଲ ହୋଇଥାଏ। ଏବେ ଇନ୍ଷ୍ଟାଗ୍ରାମରେ…
ଗୋଟିଏ ମ୍ୟାଚ୍ରେ ଏକାଧିକ ରେକର୍ଡ ଭାଙ୍ଗିଲେ ଅଶ୍ୱିନ୍
ମୁମ୍ବାଇ,୬।୧୨: ଟିମ ଇଣ୍ଡିଆର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ପ୍ରଦର୍ଶନ ସହିତ ପ୍ରମାଣ କରିଛନ୍ତି ଯେ, ସିଂହ କେବେ ପୁରୁଣା ହୁଏ ନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ସେ ନିଜ ପ୍ରଦର୍ଶନ ସହିତ ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ହୃଦୟ…
ଅସାଲ୍ଟ ରାଇଫଲ ଚୁକ୍ତି ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବ…
ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ବ୍ଳାଡ଼ିମୀର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ପ୍ରତିପକ୍ଷ ଜେନେରାଲ ସେର୍ଜେଇ ଶୋଇଗୁଙ୍କୁ ଭେଟିଛନ୍ତି। ଶୋଇଗୁଙ୍କ ସହ କଥାବାର୍ତ୍ତା ବେଳେ ରାଜନାଥ ସିଂ କହିଛନ୍ତି ଯେ ବହୁପକ୍ଷବାଦ, ବିଶ୍ୱ ଶାନ୍ତି,…
ଭିଜା ରାଜଧାନୀରେ ଚଳଚଞ୍ଚଳ ମଣିଷ
ମନରେ ଥିଲା ବାତ୍ୟାର ଭୟ। କୋହଲା ପାଗକୁ ବର୍ଷା ବି ଲାଗି ରହିଥିଲା। ରାତି ପାହିଥିଲେ ମଧ୍ୟ ଅନ୍ଧାର ଡରାଉଥିଲା। ରବିବାର ହୋଇଥିବାରୁ ଚାକିରିଆଙ୍କ ଅଫିସ୍ ଚିନ୍ତା ନ ଥିଲା। କିନ୍ତୁ ରାଜଧାନୀର ସେମାନଙ୍କ ଆଖରୁ ରାତିରୁ ନିଦ ଉଭେଇ ଯାଇଥିଲା।…
କୋହଲିଙ୍କ ଏମିତି ଅନ୍ଦାଜ ଦେଖି ହସି ହସି ଗଡିଲେ ଦ୍ରାଭିଡ
ମୁମ୍ବାଇ,୬।୧୨: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ଶୈଳୀ ପାଇଁ ପ୍ରସିଦ୍ଧ, କିନ୍ତୁ ବେଳେବେଳେ ତାଙ୍କର ମଜାଳିଆ ଶୈଳୀକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି। ମୁମ୍ବାଇ ଟେଷ୍ଟ ସମୟରେ କୋହଲିଙ୍କ ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା। ମୁମ୍ବାଇ…
ବାର୍ହା ଆକ୍ରମଣରେ ୨ ଚାଷୀ ଗୁରୁତର
ମହାକାଳପଡ଼ା,୬ା୧୨(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବରକନ୍ଧା ପଞ୍ଚାୟତର ଷାଠିଏବାଟି ଗ୍ରାମର ପ୍ରମୋଦ ସାମଲ (୫୮), କୌଳାସ ବେହେରା(୫୫) ଆଖଡ଼ାଶାଳୀ ଯୋର ନିକଟ ଖେଣ୍ଟା ଜମିରୁ ପାଣି କାଟିବା ପାଇଁ ଯାଇଥିବା ବେଳେ ବାର୍ହା ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ…
ପାଚନ ସମସ୍ୟା ଦୂର କରେ ଡାଳିମ୍ବ ଚୋପା
ଡାଳିମ୍ବ ଶରୀର ପାଇଁ ବେଶ୍ ହିତକର। ତେବେ ଏହାର ଚୋପାରେ ମଧ୍ୟ ଭରପୂର ମାତ୍ରାରେ ଔଷଧୀୟ ଗୁଣ ଭରି ରହିଛି। ପାଚନ ସମ୍ବନ୍ଧୀୟ ସମସ୍ୟା ଥିଲେ ଖାଇବାର ଏକ ଘଣ୍ଟା ପୂର୍ବରୁ ଉଷୁମ ପାଣିରେ ଡାଳିମ୍ବ ଚୋପା ଗୁଣ୍ଡ ମିଶାଇ ସେବନ…
Archives


