Home

ଗଞ୍ଜାମ ଏନ୍‌ଏସିରୁ ମୂଳପୋଛ ହୋଇଯିବ ବିଜେଡି! ପଦ୍ମ ଆଡେ ଢଳୁଛନ୍ତି ଆଗଧାଡ଼ି ନେତା…

ଗଞ୍ଜାମ,୩୦।୫(ବିଦ୍ୟାଧର ସାହୁ): ଗତ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ତଥା ଭାଜପା ସରକାରକୁ ଆସିବା ପରେ ଏନ୍‌ଏସି ବିଜେଡିରେ ରାଜନୈତିକ ସଙ୍କଟ ଦେଖା ଦେଇଛି l ଏହି ପରିପ୍ରେକ୍ଷୀରେ ବିଜେଡିର ଆଗଧାଡିର ନେତା ପଦ୍ମ ଆଡେ ଢଳୁଥିବା ଆଲୋଚନା ହେଉଛି। କିଛି…

କେବଳ ଭାରତ ବିରୋଧରେ ନୁହେଁ, ଏହି କାମ ପାଇଁ ପାକିସ୍ତାନକୁ ହାତରେ ରଖିଛି ଚାଇନା!

ନୂଆଦିଲ୍ଲୀ, ୩୦।୫: ପୂର୍ବତନ ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ଚାଇନାର ପାକିସ୍ତାନ ସହ ଦୀର୍ଘକାଳୀନ ରଣନୀତି ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଯେ ଚୀନର ଏହି ସଂପର୍କ କେବଳ ଭାରତକୁ ମୁକାବିଲା କରିବା ପାଇଁ ନୁହେଁ, ବରଂ ଏହା…

ଦାଉ ସାଧୁଛି ଅଦିନିଆ ବର୍ଷା: ବିଲରେ ଗଜା ହେଉଛି ପାଚିଲା ଧାନ, ଭଡ଼ା ତାରପୋଲିନ ଭରସାରେ ଚାଷୀ

ରିଷିଡା,୩୦।୫ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳରେ ଗତ ୨୫ ତାରିଖ ଠାରୁ ରବି (ଡାଲୁଅ) ଧାନ ପାଇଁ ମଣ୍ତି ଖୋଲିଛି। ଏହାର କିଛି ଦିନ ପରେ ଜିଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏଥିଯୋଗୁ ଲୋକେ…

ସ୍ତ୍ରୀଙ୍କ ସହ ଝଗଡ଼ା ହେଲା ବୋଲି…ବିଷ ପିଇ ଆତ୍ମହତ୍ୟା କରିଦେଲେ ମୃତ୍ୟୁଞ୍ଜୟ

ଖଜୁରୀପଡ଼ା,୩୦।୫( ବିଦୁର ବେହେରା): ପାରିବାରିକ କଳହର କୂପରିଣତି। ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ବିଷ ପିଇ ଆତ୍ମହତ୍ୟା କରିଦେଲେ ସ୍ବାମୀ। ଏଭଳି ଏକ ଘଟଣା କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦଳପଡ଼ା ପଞ୍ଚାୟତର ଲମ୍ବାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି।…

ନିଜ ଜନ୍ମକଲା ଝିଅଙ୍କୁ ଡରାଇ, ଧମକାଇ ଘରେ କରିଥିଲେ ବଳାତ୍କାର; ସଇତାନ ବାପାଙ୍କୁ ଏଭଳି ଦଣ୍ଡ ଦେଲେ…

ବ୍ରହ୍ମପୁର, ୩୦।୫(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ପୋକ୍‌ସ ବିଚାରପତି ପ୍ରଣତି ପଟ୍ଟନାୟକ ଶୁକ୍ରବାର ଏକ ବଳାତ୍କାର ମାମଲାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ତଥା ପିଡ଼ିତାଙ୍କ ବାପାକୁ ଉପଯୁକ୍ତ ପ୍ରମାଣ ଆଧାରରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି ୧୦ ହଜାର…

ଭାରତ ଆଗରେ କାନ୍ଦିଲେ ଶେହବାଜ! କହିଲେ ଗୋଟିଏ ଆଘାତ ଯଥେଷ୍ଟ ନ ଥିଲା ଯେ…

ଇସଲାମବାଦ,୩୦।୫: ପାକିସ୍ତାନ ବିରୋଧରେ ଭାରତ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ କ୍ରୋଧିତ ଅଛନ୍ତି। ତାଜିକିସ୍ତାନରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେବା ସମୟରେ ଶେହବାଜ ସରିଫ ସିନ୍ଧୁ ଜଳ ଚୁକ୍ତିକୁ ଗାଜା ସଙ୍କଟ ସହିତ ତୁଳନା କରିଥିଲେ। ସେ…

‘RCB ଚାମ୍ପିଅନ ନ ହେଲେ ଛାଡ଼ପତ୍ର ଦେଇଦେବି’… ଫାଇନାଲ ପୂର୍ବରୁ ବଡ଼ ବୟାନ ଦେଇ ଚର୍ଚ୍ଚାରେ ମହିଳା

ନୂଆଦିଲ୍ଲୀ,୩୦।୫: ଆଇପିଏଲ୍‌ ଇତିହାସରେ RCB ଏଯାବତ କୌଣସି ଟାଇଟଲ ହାସଲ କରି ନାହିଁ ସତ, ହେଲେ ଏହାର ପ୍ରଶଂସକଙ୍କ ଭଲପାଇବା ପୂର୍ବବତ ରହିଛି। କହିବାକୁ ଗଲେ ଆର୍‌ସିବିର ପ୍ରଶଂସକମାନେ ବେଶ ବିଶ୍ୱସ୍ତ। ଚଳିତ ବର୍ଷ IPL ୨୦୨୫ର ଫାଇନାଲ ଲାଗି ଆର୍‌ସିବି…

ଭାରତ ସହ ମିଶି ଏତେବଡ଼ ଡିଲ୍‌ କଲା ଚାଇନା, ପାକିସ୍ତାନକୁ ଜୋରଦାର ଝଟ୍‌କା

ନୂଆଦିଲ୍ଲୀ,୩୦।୫: ଭାରତ-ଆଫଗାନିସ୍ତାନ ସହ ନିକଟତର ସମ୍ପର୍କ ଗଢ଼ିବା ପାଇଁ ନୂଆ ରଣନୀତି ଗ୍ରହଣ କରିଛି ଚାଇନା। ଯାହା ପାକିସ୍ତାନ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି। ଭାରତ ସରକାର ଆଫଗାନ ନାଗରିକମାନଙ୍କ ପାଇଁ ଏକ ନୂଆ ଭିସା ମଡ୍ୟୁଲ…

ମୁଁ ମୁହଁ ଖୋଲିଲେ ସବୁକିଛି ପଦାରେ ପଡ଼ିଯିବ…ଆଇପିଏଲ୍‌ ଫାଇନାଲ୍‌କୁ ନେଇ ମୋଦିଙ୍କୁ ଟାର୍ଗେଟ୍‌ କଲେ ମମତା

କୋଲକାତା, ୩୦।୫: IPL 2025 ର ଫାଇନାଲ ମ୍ୟାଚ ଜୁନ ୩ରେ ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ କ୍ୱାଲିଫାୟର-୩ ଜିତି RCB ଦଳ ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। କ୍ୱାଲିଫାୟର-୨ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହିଁ ଖେଳାଯିବ…

ମୋଦିଙ୍କ ପାଦ ଛୁଇଁଲେ ବୈଭବ: ଖୁସିରେ ପ୍ରଧାନମନ୍ତ୍ରୀ କହିଲେ…

ପାଟନା,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନା ବିମାନବନ୍ଦରରେ ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଛନ୍ତି। ବୈଭବ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁ ତାଙ୍କ ଆଶୀର୍ବାଦ ନେଇଥିଲେ। ବୈଭବଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏ ବିଷୟରେ ସୂଚନା…

‘ଭାରତକୁ କେହି ଅଟକାଇ ପାରିବେ ନାହିଁ’, ପାକିସ୍ତାନକୁ ଏମିତି ବାର୍ତ୍ତା ଦେଲେ ରାଜନାଥ

ନୂଆଦିଲ୍ଲୀ,୩୦।୫: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର (୩୦ ମେ’ ୨୦୨୫) ପାକିସ୍ତାନକୁ ଟାର୍ଗେଟ କରି କହିଥିଲେ ଯେ ଏଥର ଯଦି ପାକିସ୍ତାନ କିଛି ଭୁଲ କରେ, ତେବେ ଆମେ ଆତଙ୍କବାଦ ବିରୁଦ୍ଧରେ ଏପରି ପଦ୍ଧତି ବ୍ୟବହାର କରିବୁ ଯାହା ଶତ୍ରୁ…

୨ ଦିନ ବନ୍ଦ ରହିବ ପାଣି, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେବେ ରହିବ ବନ୍ଦ

ନୂଆଦିଲ୍ଲୀ,୩୦।୫: ଆଗାମୀ ଦିନରେ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ପ୍ରଭାବିତ ହେବ। ଦିଲ୍ଲୀ ଜଳ ବୋର୍ଡ ୩୧ ମେ’ ସନ୍ଧ୍ୟା ଏବଂ ୧ ଜୁନ ସକାଳ ପାଇଁ ଏକ ପରାମର୍ଶ ଜାରି କରିଛି, ଯାହା ଅନୁଯାୟୀ ବୈଷୟିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri