Home

୭ କୋଟିର ସାଇବର ଠକେଇ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): ବର୍ଷକ ମଧ୍ୟରେ ସାଇବର ଲୁଟେରା ପ୍ରାୟ ୭ କୋଟି ଟଙ୍କା ଲୁଟିଛନ୍ତି। ୬ କୋଟି ୭୯ ଲକ୍ଷ ୮୫ ହଜାର ୩୪୪ ଟଙ୍କା ମଧ୍ୟରୁ ଗୋଲଡେନ୍‌ ପିରିୟଡ଼ ବ୍ଲକ ହୋଇ ଫେରି ପାରିଛି ୧ କୋଟି ୪୮ ଲକ୍ଷ ୧୧…

କୋହଲିଙ୍କୁ ନେଇ ଗାଭାସ୍କରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୧୧: ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ଟେଷ୍ଟ ଏବଂ ସମାନ ସଂଖ୍ୟକ ଦିନିକିଆ ଖେଳିବ ଭାରତ। ଏହି ଗସ୍ତରେ ଟେଷ୍ଟ ଦଳର ନେତୃତ୍ୱ ନେବେ ବିରାଟ କୋହଲି। ଏଥିସହ ଟି-୨୦ ଫର୍ମାଟର ପରିଚାଳନା କରିବେ ରୋହିତ ଶର୍ମା। ଏହି ଗସ୍ତ ପୂର୍ବରୁ…

ଓଡ଼ିଶାରେ ଓମିକ୍ରନ ସନ୍ଦିଗ୍ଧ

କଟକ ଅଫିସ,୧୮ା୧୨: କଟକରେ ସନ୍ଦିଗ୍ଧ ଓମିକ୍ରନ ରୋଗୀ ସାମ୍ନାକୁ ଆସିବା ନେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି। ଜଣେ ନାଇଜେରିଆ ଫେରନ୍ତାଙ୍କ ପିଜିଟିଭ୍‌ ନେଇ ଖବର ଆସିଛି। ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବ୍ୟକ୍ତି…

ଟିଭି ଦେଖୁଥିଲା ବିଲେଇ, ସାମ୍ନାରେ ଚଢ଼େଇ ଦେଖି କଲା ଏମିତି; ଭିଡିଓ ଦେଖିଲେ…

ଅନେକ ସମୟରେ ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି ହୁଏନାହିଁ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି, ବିଲେଇଟି…

ଟୁଇଟ୍‌ କରି ଜାଡେଜା କହିଦେଲେ ଏଭଳି କଥା, କୋହଲିଙ୍କୁ ନେଇ ବିବାଦ ମଧ୍ୟରେ…

ନୂଆଦିଲ୍ଲୀ,୧୮।୧୧: ଆଜିକାଲି ଭାରତୀୟ କ୍ରିକେଟ ଅନେକ କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି। ସବୁ ଆଲୋଚନାର କେନ୍ଦ୍ରରେ ରହିଛନ୍ତି ବିରାଟ କୋହଲି, ସୌରଭ ଗାଙ୍ଗୁଲି ଏବଂ ରୋହିତ ଶର୍ମା। ପ୍ରଥମେ ବିସିସିଆଇ କୋହଲିଙ୍କ ହାତରୁ ଦିନିକିଆ ଅଧିନାୟକତ୍ୱ ଛଡ଼ାଇ ନେଇ ରୋହିତଙ୍କୁ…

ପିଲାଙ୍କୁ ମନେ ପକାଇ ଭାବପ୍ରବଣ ପୋଷ୍ଟ ଶେୟାର କଲେ କରୀନା

ମୁମ୍ବାଇ: ୧୨ ଡିସେମ୍ବରରେ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ସେ ପରିବାର ସଦସ୍ୟଙ୍କଠାରୁ ଅଲଗା ରହୁଛନ୍ତି। ବର୍ତ୍ତମାନ କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ସେ…

ଆମେ କେବେ ବାହା ହେବା?

ମୁମ୍ବାଇ: ଯେବେ ବି-ଟାଉନ୍‌ର ଅବିବାହିତ ଯୋଡ଼ିଙ୍କ ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ଅଭିନେତା ରଣବୀର କପୁର ଏବଂ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କଥା ପ୍ରଥମେ ଆସିଥାଏ। ଗତ ବର୍ଷ ଏକ ସାକ୍ଷାତକାରରେ ରଣବୀର ଆଲିଆଙ୍କ ସହ ତାଙ୍କ ସମ୍ପର୍କକୁ ସ୍ବୀକାର…

ମନ୍ଦିର ଶପିଂ କମ୍ପ୍ଲେକ୍ସ୍‌ ନିଲାମୀ ପ୍ରକ୍ରିୟାରେ ସବୁଧର୍ମର ଲୋକଙ୍କୁ ସାମିଲ କରାଯାଉ, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

କୁରନୁଲ୍‌, ୧୮।୧୨: ଆନ୍ଧ୍ରପ୍ରଦେଶର କୁରନୁଲ୍‌ରେ ଥିବା ଶ୍ରୀ ବ୍ରମରମମ୍ବା ମଲ୍ଲକାର୍ଜୁନ ସ୍ବାମୀ ମନ୍ଦିରର ଶପିଂ କମ୍ପ୍ଲେକ୍ସ୍‌ ଲିଜ୍‌ ନିଲାମୀ ପ୍ରକ୍ରିୟାରେ ସବୁଧର୍ମର ଲୋକଙ୍କୁ ସାମିଲ୍‌ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି। ଶୀର୍ଷ କୋର୍ଟ କହିଛନ୍ତି ଯେ, କେବଳ ଧର୍ମର ଆଧାରରେ…

ସାକ୍ଷୀ ପୁଣି ଗର୍ଭବତୀ ଖବର ପରେ, ଏମ୍‌ଏସ୍‌ଙ୍କ ଫ୍ୟାମିଲି ଫଟୋ ଭାଇରାଲ…

ନୂଆଦିଲ୍ଲୀ, ୧୮।୧୨: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ (ଏମ୍‌ଏସ୍‌ ଧୋନୀ)ଙ୍କ ସ୍ତ୍ରୀ ସାକ୍ଷୀ ପୁଣି ଗର୍ଭବତୀ ହୋଇଥିବା ଖବର ପ୍ରଚାରିତ ହେଉଥିବାବେଳେ ଏବେ ତାଙ୍କର ଫ୍ୟାମିଲି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଚେନ୍ନାଇ ସୁପର…

‘ଅଗ୍ନି ପ୍ରାଇମ୍‌’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୧୮ା୧୨: ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ର ଅନ୍ତର୍ଗତ ଭଦ୍ରକସ୍ଥିତ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଶନିବାର ପୂର୍ବାହ୍ନ ୧୧ଟା ୬ମିନିଟ୍‌ରେ ଅଗ୍ନି ପ୍ରାଇମ (ଅଗ୍ନି-ପି) କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି। ବିଭିନ୍ନ ଟେଲିମେଟ୍ରି, ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଷ୍ଟେଶନ ପୂର୍ବ ଉପକୂଳରେ…

ବଢୁଛି ଓମିକ୍ରନ ଚିନ୍ତା, ହୋଇପାରେ ଲକ୍‌ଡାଉନ୍‌

ଆମଷ୍ଟରଡାମ୍‌,୧୮ା୧୨: କେତେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ନେଦରଲ୍ୟାଣ୍ଡରେ ଲକ୍‌ଡାଉନ୍‌ ଲାଗୁ କରାଯାଇପାରେ। ନୂଆ ରଣନୀତି ଉପରେ ନେଦରଲ୍ୟାଣ୍ଡ ସରକାରଙ୍କୁ ପରାମର୍ଶ ଦେଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏଠାରେ କଡ଼ା ଲକ୍‌ଡାଉନ୍‌…

ଭାବୁକ ହେଲେ ସଚିନ, କହିଲେ ଏଭଳି ଲୋକଙ୍କ ପାଇଁ ଦୁନିଆ…

ନୂଆଦିଲ୍ଲୀ,୧୮।୧୧: ଭାବୁକ ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର। ଦୁର୍ଘଟଣାରେ ଗୁରୁତର ହୋଇଥିବା ଘନିଷ୍ଠ ବନ୍ଧୁଙ୍କ ଜୀବନ ରକ୍ଷା କରିଥିବାରୁ ସେ ଜଣେ ଟ୍ରାଫିକ ପୋଲିସଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ମାନବିକ ଦିଗକୁ ଆଗରେ ରଖି ଡ୍ୟୁଟି ବାହାରେ ଯାଇ ସହାୟତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri