Home

‘ମହିଳା ଏକାଠି ହେଲେ, ବଦଳିଯିବ ଦେଶର ରାଜନୀତି’

ରାଇବରେଲି,୧୯।୧୨: ଉତ୍ତର ପ୍ରଦେଶ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇପଡିଛି। ବିଭିନ୍ନ ଦଳ ପକ୍ଷରୁ ଏବେ ପ୍ରଚାର ଆରମ୍ଭ ହୋଇଯାଇଛି। ରବିବାର ରାଇ ବରେଲିରେ ସଂସ୍କାର କ୍ଲବରେ ଆୟୋଜିତ ମହିଳା ସଂଳାପ କାର୍ଯ୍ୟକ୍ରମକୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା…

ମା’ଙ୍କ ଦ୍ୱିତୀୟ ବିବାହ କରାଇଲେ ଝିଅ: ଲେଖିରେ ଭାବପ୍ରବଣ ପୋଷ୍ଟ

ବିବାହକୁ ନେଇ ଅନେକ ନିଆରା ଘଟଣା ଦେଖିବାକୁ ମିଳେ। ନିକଟରେ ଜଣେ ଝିଅ ସୋସିଆଲ ମିଡିଆରେ ତାଙ୍କ ମା’ଙ୍କ ଦ୍ୱିତୀୟ ବିବାହ କରାଇ ଚର୍ଚ୍ଚାକୁ ଆସିଛନ୍ତି। ମା’ଙ୍କ ମେହେନ୍ଦୀ ସମୟର ଏକ ଫଟୋ ଟୁଇଟର୍‌ରେ ଶେୟାର କରି ଭାବପ୍ରବଣ ହୋଇପଡିଛନ୍ତି। ଟୁଇଟରରେ…

ନେତାଙ୍କ ପୁଅ ବାହାଘରରେ ଧୂମ୍‌ ନାଚିଲେ ଅଭିନେତା

ମୁମ୍ବାଇ: ଏନ୍‌ସିପି ନେତା ତଥା ରାଜ୍ୟସଭା ଏମ୍‌ପି ପ୍ରଫୁଲ୍ଲ ପଟେଲଙ୍କ ପୁଅ ଜୟପୁରରେ ବିବାହ କରୁଛନ୍ତି। ଏହି ବିବାହ ଉତ୍ସବରେ ଯୋଗଦେବାକୁ ଆସିଥିବା ‘ଜୁମ୍ମେ କି ରାତ୍‌’ ଗୀତରେ ସଲମାନ ଖାନ୍‌ଙ୍କ ଧୂମ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…

ନାବାଳକଙ୍କ ମୃତ୍ୟୁ: ଗୁଣି ଗାରେଡ଼ି ଅଭିଯୋଗ ଆଣିଲେ ପରିବାର ଲୋକେ

ଟିଟିଲାଗଡ଼,୧୯ା୧୨(ଡି.ଏନ୍‌.ଏ.): ରବିବାର ବଲାଙ୍ଗୀର ଜିଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଲୁଥୁରବନ୍ଧ ଗ୍ରାମରେ ନିଲାମ ବାଗ (୧୫) ନାମକ ଜଣେ ନାବାଳକଙ୍କ ମୃତ୍ୟୁ ଗୁଣିଗାରେଡ଼ିରେ ହୋଇଥିବା ନେଇ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗୁଣିଆ ଟଙ୍କ ବାଗଙ୍କ ଘରକୁ ଗ୍ରାମବାସୀ ଆକ୍ରମଣ…

ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ

ଜି.ଉଦୟଗିରି,୧୯ା୧୨(ଡି.ଏନ୍‌.ଏ.): ତିନିଦିନ ଧରି ପାରଦ ତଳମୁହାଁ ହେବାରେ ଲାଗିଛି। ଜି. ଉଦୟଗିରି ସହରରେ ଶନିବାର ଓ ରବିବାର ଦୁଇଦିନ ଧରି ପାରଦ ୬.୮ ଡିଗ୍ରୀ ସେଲ୍‌ସିୟସ ରହୁଛି ବୋଲି ଜି.ଉଦୟଗିରି କୃଷି ଗବେଷଣା ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି। ଜି. ଉଦୟଗିରି ସହର…

ଭୋଟ ବ୍ୟାଙ୍କ ପାଇଁ ୭୦ ବର୍ଷ ଧରି ଲୋକଙ୍କୁ ଜାଣିଶୁଣି ଗରିବ ରଖାଯାଇଥିଲା: କେଜ୍ରିଓ୍ବାଲ…

ନୂଆଦିଲ୍ଲୀ, ୧୯।୧୨: ଦେଶର ଲୋକଙ୍କୁ ଜାଣିଶୁଣି ୭୦ ବର୍ଷ ପର୍ଯ୍ୟନ୍ତ ଗରିବ ରଖାଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନୈତିକ ଦଳଗୁଡ଼ିକୁ ଟାର୍ଗେଟ କରି ରବିବାର ଏଭଳି କହିଛନ୍ତି। ଦେଶରୁ ଦାରିଦ୍ର୍ୟ ଦୂର ହୋଇପାରିଥାନ୍ତା। କିନ୍ତୁ ଜାଣିଶୁଣି…

ପୁଣି ୩ ବିଦେଶ ଫେରନ୍ତା ଓମିକ୍ରନ୍‌ ସଂକ୍ରମିତ, ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୪୮…

ଅହମଦାବାଦ, ୧୯।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଗୁଜୁରାଟରେ ୩ ଜଣ ବିଦେଶ ଫେରନ୍ତାଙ୍କଠାରେ ଓମିକ୍ରନ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଏବଂ ୧୫ ବର୍ଷର ବାଳକ…

ଉତ୍ତରପ୍ରଦେଶ ନିର୍ବାଚନ ସେମିଫାଇନାଲ ନୁହେଁ, ୨୦୨୪ ଲୋକ ସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ ନାହିଁ…

ନୂଆଦିଲ୍ଲୀ, ୧୯।୧୨: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏକ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ଉତ୍ତରପ୍ରଦେଶ ନିର୍ବାଚନ ବିଷୟରେ ମନ୍ତବ୍ୟ ଦେଇଛନ୍ତି। ପିକେ…

କୁକୁରର କୌଶଳ ଦେଖି ପ୍ରଶଂସକ କହିଲେ…

ଅଧିକାଂଶ ସମୟରେ କୁକୁରମାନଙ୍କର ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ। ଯାହା ଦେଖିଲେ ହସ ଅଟକାଇ ହୁଏ ନାହିଁ। ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ କୁକୁର ନିଜ ମାଲିକଙ୍କୁ କାମରେ ସାହାଯ୍ୟ କରୁଛି। ଏହି ସମୟରେ, ସେ ନିଜ କାର୍ଯ୍ୟକୁ…

ମନର ଯନ୍ତ୍ରଣା ବଖାଣିଲେ ଅଭିଷେକ

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ରିଫ୍ୟୁଜି’ ସହିତ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ଅଭିଷେକଙ୍କ ସହ କରୀନା କପୁରଙ୍କୁ ଦେଖିବାକୁ ମିଳିଥିଲା। ଏହା ମଧ୍ୟ କରୀନାଙ୍କ ମଧ୍ୟ ଡେବ୍ୟୁ ଫିଲ୍ମ…

ବୋଲ୍ଡ ଲୁକ୍‌ରେ ଦୀପିକା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଡିମ୍ପଲ ଗର୍ଲ ଦୀପିକା ପାଦୁକୋନ କେବଳ ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଷ୍ଟାଇଲ ପାଇଁ ମଧ୍ୟ ଜଣାଶୁଣା। ସେ ଯାହା ବି ପିନ୍ଧନ୍ତି ତାହା ଏକ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ହୋଇଯାଏ। ସୋସିଆଲ ମିଡିଆରେ ଦୀପିକା…

ଧର୍ମାନ୍ତରଣ ମାମଲାରେ ୫ ଲକ୍ଷ ଜରିମାନା-୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଆଇନ ଆଣିବେ ରାଜ୍ୟ ସରକାର…

ବେଙ୍ଗାଲୁରୁ, ୧୯।୧୨: କର୍ନାଟକରେ ଭାଜପା ସରକାର ବିଧାନସଭା ଅଧିବେଶନରେ ଧର୍ମାନ୍ତରଣ ବିରୋଧୀ ଆଇନ ଆଣିବାକୁ ଯାଉଛନ୍ତି। ରାଜ୍ୟର ବାସବରାଜ ବୋମ୍ମାଇ ସରକାର ଧର୍ମ ପରିବର୍ତ୍ତନ ବିରୋଧୀ ଆଇନକୁ ଅଧିକ କଠୋର କରିବାକୁ ଯାଉଛନ୍ତି। ବିଲର ନୂତନ ଡ୍ରାଫ୍ଟରେ ଦଣ୍ଡର ଅବଧି ତିନି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri