Home

ପ୍ରଶଂସିକାରୁ ଜୀବନସାଥୀ: ଶ୍ରୀତମ ଦାସ

ପ୍ରଶଂସିକାରୁ ଜୀବନସାଥୀ – ଶ୍ରୀତମ ଦାସ (ଅଭିନେତା) ପ୍ରଶଂସିକାରୁ ପ୍ରେମିକା ଏବଂ ପରେ ଜୀବନସାଥୀ। ବିବାହର ୬/୭ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ମୋ ସହ ପୁନମ୍‌ଙ୍କର ଦେଖା ହୋଇଥିଲା। ପରେ ହଠାତ୍‌ ଦିନେ ପୁନମ୍‌ ମୋତେ ଫୋନ୍‌ କରିଥିଲେ। ଧୀରେ ଧୀରେ…

ଜେଲେନସ୍କିଙ୍କୁ ବାଇଡେନ୍‌ଙ୍କ ପ୍ରତିଶ୍ରୁତି ପୁଟିନ୍‌ଙ୍କୁ ଦିଆଯିବ କଡ଼ା ଜବାବ…

ଓ୍ବାଶିଂଟନ୍‌/କାଇଭ୍‌,୧୪ା୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ ପ୍ରତିପକ୍ଷ ଭୋଲୋଡିମିର ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ କଲେ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କୁ କଡ଼ା ଜବାବ ଦିଆଯିବ। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ଭାବ୍ୟ ଯୁଦ୍ଧ ଆଶଙ୍କା ନେଇ…

ଭାଲେଣ୍ଟାଇନ୍‌ @ ୭୪

ପ୍ରେମୀଯୁଗଳଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କଟକର ବାଳକୃଷ୍ଣ ମାଝୀ ଓ ଆଲୋଚନା ଦେବୀ। ବିବାହର ୭୪ ବର୍ଷ ପରେ ମଧ୍ୟ ଉଭୟଙ୍କ ପରସ୍ପର ପ୍ରତି ଭଲପାଇବା କମିନାହିଁ। ବାରଙ୍ଗ ବ୍ଲକ ଅଧୀନ କେନ୍ଦୁପାଟଣା ଗ୍ରାମରେ ଉଭୟ ଜନ୍ମଗ୍ରହଣ କରିଥିଲେ। ଆଲୋଚନାଙ୍କ ବାପା…

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୬୫ ବିଧାନସଭା ଆସନ ପାଇଁ ମତଦାନ ଜାରି…

ଲକ୍ଷ୍ନୌ/ପଣଜୀ/ଡେରାଡୁନ୍‌,୧୪ା୨: ସୋମବାର ୩ ରାଜ୍ୟର ୧୬୫ ଆସନରେ ମତଦାନ ଆରମ୍ଭ ହୋଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୯ ଟି ଜିଲାର ୫୫ ଆସନରେ ଭୋଟିଂ ଜାରି ରହିଛି। ଅପରପକ୍ଷରେ ଗୋଆ ଓ ଉତ୍ତରାଖଣ୍ଡରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ…

ପ୍ରେମ ପାଇଁ…

ପ୍ରେମର ପରିଭାଷାକୁ ପରିପ୍ରକାଶ ପାଇଁ ପାଳନ ହେଉଛି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ସ ଡେ’। ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ରାଜଧାନୀ ସମେତ ସବୁଠି ସ୍ବତନ୍ତ୍ର ପ୍ରସ୍ତୁତି । କେହି କେହି ନିଜ ପାର୍ଟନର ସହ ଲଙ୍ଗ୍‌ଡ୍ରାଇଭ୍‌ରେ ଯିବାକୁ ପ୍ଲାନ୍‌…

ନାଗପୁରରୁ ମୁମ୍ବାଇ ବୁଲେଟ୍‌ ଟ୍ରେନ୍‌ ୩.୫ ଘଣ୍ଟା ଲାଗିବ

ନାଗପୁର,୧୪।୨: ନାଗପୁରରୁ ମୁମ୍ବାଇ ମଧ୍ୟରେ ବୁଲେଟ ଟ୍ରେନ୍‌ ଚଳାଚଳ ପାଇଁ ଭାରତୀୟ ରେଲଓ୍ବେ ପ୍ରସ୍ତାବ ରଖିଛି। ସମୃଦ୍ଧି ଏକ୍ସପ୍ରେସ୍‌ ପ୍ରସ୍ତୁତ ହୋଇଗଲେ ଏହି ଦୁଇ ସହର ମଧ୍ୟରେ ୭୬୬ କିଲୋମିଟର ଦୂରତା ଅତିକ୍ରମ କରିବାକୁ ମାତ୍ର ୩.୫ ଘଣ୍ଟା ସମୟ ଲାଗିବ।…

୪୪% କୋଭିଡ୍‌ ମୃତ୍ୟୁରେ ପ୍ରଭାବିତ ହୋଇଥିଲା ଫୁସ୍‌ଫୁସ୍‌

ମୁମ୍ବାଇ,୧୪।୨: କରୋନା ମହାମାରୀର ତୃତୀୟ ଲହର ବେଳେ ଜାନୁୟାରୀରେ ପ୍ରାଣ ହରାଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୪ ପ୍ରତିଶତଙ୍କ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହୋଇଥିଲା। ସେମାନଙ୍କଠାରେ ଗୁରୁତର ଶ୍ୱାସକ୍ରିୟା ସମସ୍ୟା ଓ ଅନ୍ୟାନ୍ୟ ଜଟିଳତା ଦେଖାଦେଇଥିଲା ବୋଲି ମହାରାଷ୍ଟ୍ର ସରକାରଙ୍କ କୋଭିଡ୍‌ ମୃତ୍ୟୁ…

ୟୁପିର ୫୫, ଗୋଆର ୪୦ ବିଧାନସଭା ଆସନ ପାଇଁ ଭୋଟିଂ ଆରମ୍ଭ, ଉତ୍ତରାଖଣ୍ଡରେ ସକାଳ ୮ଟାରେ ହେବ ମତଦାନ

ନୂଆଦିଲ୍ଲୀ,୧୪ ।୨: ଉତ୍ତର ପ୍ରଦେଶ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ଶାହଜହାଂପୁରରେ ରାଜ୍ୟର ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ମନ୍ଦିରରେ ଦର୍ଶନ କରି ପରେ ମତଦାନ କରିଛନ୍ତି । ସେ କହିଛନ୍ତି ଆମେ ୩୦୦ରୁ ଅଧିକ ଆସନରେ ବିଜୟୀ…

ଗୀତା ବାଣ୍ଟି ନିଆରା ଭୋଟ ଭିକ୍ଷା

ଆଳି,୧୪ା୨(ଡି.ଏନ.ଏ.): ଚଳିତ ପଞ୍ଚାୟତ ନିର୍ବାଚନରେ ଏବେ ନିଆରା ପ୍ରଚାର ଦେଖିବାକୁ ମିଳୁଛି। ପ୍ରାର୍ଥୀ, ପ୍ରାର୍ଥିନୀମାନେ ଭିନ୍ନ ତରିକାରେ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଜଣେ ପ୍ରାର୍ଥିନୀଙ୍କର ବହି ଚିହ୍ନ ଥିବାରୁ ସେ ଭୋଟରମାନଙ୍କୁ ଓଡ଼ିଆ ଜନଜୀବନର ମୁଖ୍ୟ ଧର୍ମଗ୍ରନ୍ଥ…

‘ମୋଦି ସରକାରରେ ୫.୩୫ ଲକ୍ଷ କୋଟିର ବ୍ୟାଙ୍କ ଜାଲିଆତି’

ନୂଆଦିଲ୍ଲୀ,୧୪।୨: କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାଜପା ସରକାରରେ ଦେଶରେ ୫.୩୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଅଭିଯୋଗ କରିଛନ୍ତି। ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ଲୋକଙ୍କ ଟଙ୍କା ସହ…

ବିଜେଡି, ଭାଜପା ମଧ୍ୟରେ ଟକ୍କର

ଡେରାବିଶ,୧୪ା୨(ସ୍ବ.ପ୍ର.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଡେରାବିଶ ବ୍ଲ୍ଳକରେ ଆସନ୍ତା ୧୬ରେ ମତଦାନ ହେବ। ୧୩ ନଂ. ଜୋନ୍‌ ଜିଲା ପରିଷଦ ଆସନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏହି ଜୋନ୍‌ରେ ସମୁଦାୟ ଭୋଟରଙ୍କ ସଂଖ୍ୟା ୪୧ହଜାର ୭୪୮। ସେଥିମଧ୍ୟରୁ…

ଉଦ୍ଧବ, ମମତାଙ୍କୁ ଭେଟିବେ କେସିଆର୍‌

ହାଇଦ୍ରାବାଦ,୧୪ା୨: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌) କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିରୋଧରେ ମେଳି କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ସେ ଖୁବ୍‌ଶୀଘ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ପଶ୍ଚିମବଙ୍ଗ ପ୍ରତିପକ୍ଷ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?