୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ ଘରେ ଦେବେ ଭୋଟ…
ନୂଆଦିଲ୍ଲୀ, ୮।୧: ଫେବୃୟାରୀ ୧୦ରୁ ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ମତଦାନ ୨୮ ଦିନ ଧରି ୭ଟି ପର୍ଯ୍ୟାୟରେ କରାଯିବ। ୮୦ ବର୍ଷରୁ ଅଧିକ ବୟସ୍କ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ,…
ଦୁଇ ଦୁଇଥର ବିବାହ କରିବାକୁ ନିଷ୍ପତ୍ତି ନେଇ ଫେରିଆସିଛନ୍ତି ଏହି ଅଭିନେତ୍ରୀ
ବମ୍ବେ: ଜୀବନରେ ପ୍ରେମର ବସନ୍ତ ବେହୁଛି, ହେଲେ କଥା ବିବାହ ଯାଏ ଯାଉନାହିଁ। ଆମେ କଥା ହେଉଛୁ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ କଥା। କିଛି ଦିନ ପୂର୍ବେ ସେ ପ୍ରେମିକ ରୋହମନ ସଲ୍ଙ୍କଠାରୁ ଅଲଗା ହୋଇଯାଇଥିବା ନେଇ ଘୋଷଣା…
ପ୍ରବଳ ତୁଷାରପାତ: କାର୍ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ
ଇସଲାମାବାଦ,୮ା୧: ଉତ୍ତର ପାକିସ୍ଥାନରେ ପ୍ରବଳ ତୁଷାରପାତ ହେତୁ କାର୍ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପାଖାପାଖି ୧୦୦୦ ଗାଡ଼ି ଏବେ ବି ଅଟକି ରହିଛି। ରାଜଧାନୀ ଇସଲାମାବାଦଠାରୁ ୬୪ କିଲୋମିଟର ଉତ୍ତର-ପୂର୍ବରେ ଅବସ୍ଥିତ ମୁରିକୁ ସରକାର ଏକ ବିପର୍ଯ୍ୟୟ…
ଧୋନୀ ମୋ ହିରୋ: ରଶ୍ମିକା
ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀ ତଥା ନ୍ୟାଶନାଲ କ୍ରସ ରଶ୍ମିକା ମନ୍ଦନା ନିଜର ଚୁଲବୁଲୀ ସ୍ବଭାବକୁ ନେଇ ଜଣାଶୁଣା। ‘ଡିଅର୍ କ୍ରୋମ୍ରେଡ୍’ ଚଳଚ୍ଚିତ୍ରରେ ହାତରେ ବ୍ୟାଟ୍ ଧରି ବୋଲର୍ଙ୍କ ଝାଳ ବୁହାଇଦେଇଥିଲେ ସେ। ବାସ୍ତବ ଜୀବନରେ ସେ ମଧ୍ୟ…
ବୋଲ୍ଡ ଫଟୋ ଶେୟାର କଲେ କାଜଲଙ୍କ ଝିଅ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଜଲ ଏବଂ ଅଭିନେତା ଅଜୟ ଦେବଗନଙ୍କ ଝିଅ ନିସା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି। କହିବାକୁ ଗଲେ ସୋସିଆଲ ମିଡିଆରେ ଜଣେ ଲୋକପ୍ରିୟ ଚେହେରା। ଯିଏ କି ପ୍ରଶଂସକଙ୍କ ପାଇଁ ସବୁବେଳେ କିଛି ନା କିଛି…
୨୭ ରାଜ୍ୟରେ ଓମିକ୍ରନ୍…
ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩,୦୭୧ ଛୁଇଁଛି।…
୨୮ ବର୍ଷର ଏହି ଯୁବକ ଝିଅ ଜନ୍ମ କରି ଚର୍ଚ୍ଚାରେ! ପଚାରିବାରେ ଫିଟିଲା ଚମକାଇବା ଭଳି ଗୁମର
ଦୁନିଆ ଅଜବ ରହସ୍ୟରେ ପରିପୂର୍ଣ୍ଣ। ବେଳେବେଳେ ଏପରି ସତ ପଦାକୁ ଆସେ, ଯାହା ବିଷୟରେ ଜାଣି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ବିଶେଷକରି ପ୍ରକୃତି ବିପରିତ କିଛି ହେଲେ ତାହା ଉପରେ ବିଶ୍ୱାସ କରିବା କଷ୍ଟକର ହୁଏ। ଆମେରିକାରୁ ସେଭଳି ଏକ ଆଶ୍ଚର୍ଯ୍ୟଜନକ…
ମୁମ୍ବାଇ ଛାଡ଼ିଲେ କ୍ୟାଟ୍ରିନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଶୁକ୍ରବାର ସନ୍ଧ୍ୟାରେ ମୁମ୍ବାଇ ବିମାନବନ୍ଦର ସ୍ପଟ୍ କରାଯାଇଥିଲା। ବିମାନବନ୍ଦର ଫାଟକ ଭିତରେ ପ୍ରବେଶ କରିବା ପୂର୍ବରୁ ସେ ଫଟୋଗ୍ରାଫରମାନଙ୍କୁ ଦେଖି ହାତ ହଲାଇଥିଲେ। ଏହି ଫଟୋକୁ କ୍ୟାଟ୍ ତାଙ୍କ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ…
ଦେଶରେ ଖୋଲିବ ୧୦୦ ନୂଆ ସୈନିକ ସ୍କୁଲ…
ନୂଆଦିଲ୍ଲୀ, ୮।୧ : ଦେଶରେ ୧୦୦ ନୂଆ ସୈନିକ ସ୍କୁଲ ଖୋଲିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସୂଚନା ଦେଇଛନ୍ତି। ଏହା ଦ୍ୱାରା ଅଧିକରୁ ଅଧିକ ବାଳିକାଙ୍କୁ ଭବିଷ୍ୟତରେ ସେନା ବାହିନୀରେ ଯୋଗଦେବାର ସୁଯୋଗ ମିଳିବ ବୋଲି ସେ…
ଗାଁରେ ବ୍ୟାପିଗଲା ନିଆଁ, ଜଳିଗଲା ୨୦ ବଖରା
ସୋରଡ଼ା,୮ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଗବାନପୁର ପଞ୍ଚାୟତ ରୁମାପାଲି ଗ୍ରାମରେ ଶନିବାର ସକାଳେ ଅଚାନକ ନିଆଁ ଲାଗି ଗ୍ରାମର ୧୦ ପରିବାରର ୨ ବଖରା ଲେଖାଏ ୨୦ ବଖରା ପୋଡ଼ିଯାଇଛି। ଖବର ପାଇ ପୋଲିସ ଏସ୍ଆଇ ଆର୍ତ୍ତତ୍ରାଣ ଦାନି ଓ କର୍ମଚାରୀ ସହ…
୫ ରାଜ୍ୟରେ ବିଧାନସଭା ନିର୍ବାଚନ…
ନୂଆଦିଲ୍ଲୀ, ୮।୧: ଦେଶର ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ, ମଣିପୁର ଆଦି ୫ ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ଶନିବାର ଘୋଷଣା କରାଯାଇଛି। ଫେବୃୟାରୀ ୧୦ରେ ନିର୍ବାଚନ ଆରମ୍ଭ ହୋଇ ମାର୍ଚ୍ଚ ୭ରେ ଶେଷ ହେବ।…
୭୦ ଲକ୍ଷର ଗାଡ଼ି, କୋଟିଏ ମୂଲ୍ୟ ଘରର ମାଲିକାଣୀ ନୁସରତ; ମୋଟ ସମ୍ପତ୍ତି ଜାଣିଲେ…
ବମ୍ବେ: ବଙ୍ଗାଳୀ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସର ଏମ୍ପି ନୁସରତ ଜହାଁ ଯେଉଁଆଡେ, ବିବାଦ ସେଇଆଡେ। କାରଣ ବ୍ୟକ୍ତିଗତ ଜୀବନକୁ ନେଇ ସେ ଚର୍ଚ୍ଚାରେ ରହିଆସୁଛନ୍ତି। ପ୍ରଥମେ ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ ସେ। ହେଲେ କିଛି ଦିନ ପରେ…
Archives


