ସରକାରଙ୍କ ବଡ଼ ଉପହାର; ଅଧା ହେଲା ବିଜୁଳି ଦର
ଲକ୍ଷ୍ନୌ,୭।୧: ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଖୁସି କଲାଭଳି ଘୋଷଣା ଉତ୍ତରପ୍ରଦେଶ ସରକାର କରିଛନ୍ତି। ବିଦ୍ୟୁତ୍ ଦର ୫୦% ପର୍ଯ୍ୟନ୍ତ ହ୍ରାସ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କେବଳ ସାଧାରଣ ଗ୍ରାହକ ନୁହନ୍ତି, ବରଂ ରାଜ୍ୟର କୃଷକମାନେ ମଧ୍ୟ ଏହାର ଲାଭ…
୮୦୦୦ ଫୁଟ ଉଚ୍ଚରେ ଗାଇଲେ ‘ମା ତୁଝେ ସଲାମ’
ଅନେକ ଦେଶପ୍ରେମୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିବ, ଜଣେ ବ୍ୟକ୍ତି ଆକାଶରେ ୮୦୦୦ ଫୁଟ ଉପରେ ରହିଛନ୍ତି। ତାଙ୍କ ସହିତ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ…
ଏଣିକି ୭ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍ରେ ରହିବେ ବିଦେଶ ଫେରନ୍ତା
ନୂଆଦିଲ୍ଲୀ,୭।୧: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବାରୁ ଭାରତ ସରକାରଙ୍କ ପକ୍ଷରୁ ବିଦେଶ ଫେରନ୍ତାଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ପୂର୍ବରୁ କେବଳ ଆଟ୍ ରିସ୍କ ଦେଶରୁ ଆସୁଥିବା ବିଦେଶ ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ବ୍ୟବସ୍ଥା ଥିଲା। ହେଲେ…
କ୍ଲିନ୍ ବୋଲ୍ଡ ହେବା ପରେ ବି ନଟ୍ଆଉଟ୍ ରହିଲେ ବ୍ୟାଟ୍ସମ୍ୟାନ୍: ସଚିନ ଆଶ୍ଚର୍ଯ୍ୟ,ଦେଖନ୍ତୁ ଭିଡିଓ
ସିଡନୀ,୭।୧: ସିଡନୀରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସର ଚତୁର୍ଥ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍ର ତୃତୀୟ ଦିନରେ ଏକ ନିଆରା ଘଟଣା ଦେଖିବାକୁ ମିଳିଥିଲା। କ୍ଲିନ୍ ବୋଲ୍ଡ ହେବା ପରେ ବି ବ୍ୟାଟ୍ସମ୍ୟାନ୍ ନଟ୍ଆଉଟ୍ ରହିଥିଲେ। ସମସ୍ତେ ଏହା ଦେଖି ଆଶ୍ଚର୍ଯ୍ୟ…
ଆଜିଠାରୁ ନାଇଟ୍ କର୍ଫ୍ୟୁ: ଟ୍ବିନ୍ସିଟିକୁ ଜଗିବେ ୨୫ ପ୍ଲାଟୁନ୍ ପୋଲିସ
ଭୁବନେଶ୍ବର,୭।୧(ବ୍ୟୁରୋ): ଆଜିଠାରୁ ଟ୍ବିନସିଟିରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଏହି କଟକଣା ରାତି ୯ ଟାରୁ ସକାଳ ୫ ଯାଏ ଲାଗିବାକୁ ଥିବା ବେଳେ ଫେବୃୟାରୀ ୧ ଯାଏ ବଳବତ୍ତର ରହିବ। ଏହି ସମୟରେ କୋଭିଡ୍ ନିୟମ ଭାଙ୍ଗିଲେ ଦୃଢ଼…
ଭାରତ ପାଇଁ ଆଜି ଐତିହାସିକ ଦିନ: ମୋଦି
କୋଲକତା,୭।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଦି ଶୁକ୍ରବାର କୋଲକତାର ଚିତ୍ତରଂଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଦେଶରେ ଚାଲିଥିବା ରେକର୍ଡ ଟିକାକରଣକୁ ଏକ ଐତିହାସିକ ସଫଳତା ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମାତ୍ର ପାଞ୍ଚ ଦିନ…
ଟି-୨୦ କ୍ରିକେଟର ନିୟମ ବଦଳାଇଲା ଆଇସିସି; ଏଥର ସ୍ଲୋ ଓଭର ରେଟ୍ ପାଇଁ ମିଳିବ…
ଦୁବାଇ, ୭।୧: ଟି-୨୦ କ୍ରିକେଟର ନିୟମ ବଦଳିଲା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଶୁକ୍ରବାର ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ନିୟମ ପରିବର୍ତ୍ତନ କରିଛି। ଜାନୁୟାରୀ ୧୬ରେ ୱେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚରୁ ଏହି ନୂଆ ନିୟମ…
ଆଲିଆଙ୍କ ଫଟୋଗ୍ରାଫର ସାଜିଲେ ରଣବୀର
ମୁମ୍ବାଇ: ରଣବୀର କପୁର-ଆଲିଆ ଭଟ୍ଟ ନିକଟରେ ନୂଆବର୍ଷ ପାଳନ କରିବା ପାଇଁ ଆଫ୍ରିକା ଗସ୍ତରେ ଯାଇଥିଲେ। ଏହି ଅବସରରେ ଉଭୟ ରଣବୀର-ଆଲିଆ ବନ୍ୟଜନ୍ତୁ ସଫାରୀ ବୁଲି ଦେଖିତତ୍ଳେ। ଆଲିଆ ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହାସହିତ…
ଆସନ୍ତା ୧୦ରୁ କଲେଜ-ବିଶ୍ୱବିଦ୍ୟାଳୟ ବନ୍ଦ
ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଶୁକ୍ରବାର ବନ୍ଦ ଘୋଷଣା କରାଯାଇଛି। ଜାନୁୟାରୀ ୧୦ରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କେବଳ ମେଡିକାଲ ଏବଂ ନର୍ସିଂ କଲେଜଗୁଡ଼ିକୁ ଏଥିରୁ ବାଦ ଦିଆଯାଇଛି। ଅନ୍ୟ ସମସ୍ତ କଲେଜ ଓ…
ପ୍ରଥମ ଦେଖାରେ ଏହି ମହିଳାଙ୍କ ପ୍ରେମରେ ପଡ଼ିଯାଆନ୍ତି ଲୋକେ ! ହେଲେ ଗୋଟିଏ ସତ ଜାଣିବା ପରେ…
କଥାରେ ଅଛି ‘ଫାଷ୍ଟ ଇମ୍ପ୍ରେସନ୍ ଇଜ୍ ଲାଷ୍ଟ ଇମ୍ପ୍ରେସନ୍’। ଅର୍ଥାତ ପ୍ରଥମ ଦେଖାରେ ଯେଉଁ ଭାବନା ମନକୁ ଆସେ ତାହା ସବୁଦିନ ଲାଗି ସମାନ ରହିଥାଏ। ଅନେକ ଥର ଲୋକେ ପ୍ରଥମ ଦେଖାରେ ପ୍ରେମରେ ପଡ଼ିଯାଆନ୍ତି। ଜଣେ ମହିଳାଙ୍କ ସହ ସମାନ…
ଗାଇଡ୍ଲାଇନ୍ ସାମାନ୍ୟ ସଂଶୋଧନ କଲା ବିଏମ୍ସି
ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଡେଲ୍ଟା ଓ ଓମିକ୍ରନ ଭୟାବହତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ପାଇଁ ଜାରି କରିଥିବା ଗାଇଡ୍ଲାଇନ୍ରେ ସାମାନ୍ୟ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ୭୨ ଘଣ୍ଟା…
ନ୍ୟୁଟନଙ୍କ ଚତୁର୍ଥ ନିୟମ କହିଲେ କୁନି ଛାତ୍ର
ସମଗ୍ର ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି। ଅଫିସ ଏବଂ ଶିକ୍ଷାନୁଷ୍ଠାନ ଅନ୍ଲାଇନ୍ ମୋଡକୁ ଫେରି ଆସୁଛନ୍ତି। ଏହି ସମୟରେ ଜଣେ ଶିଶୁ ନ୍ୟୁଟନଙ୍କ ଚତୁର୍ଥ ନିୟମ ବିଷୟରେ କହିଛି। ଖାଲି ସେତିକି ନୁହେଁ, ଏହି ନିୟମ ବୁଝାଇବା ପାଇଁ ପିଲାଟି…
Archives


