Home

ପ୍ରଦୂଷଣ ଲକଡାଉନ୍‌ ପାଇଁ ସରକାର ପ୍ରସ୍ତୁତ, ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ…

ନୂଆଦିଲ୍ଲୀ,୧୫।୧୧: ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ ପାଇଁ ସରକାର ଲକଡାଉନ୍‌ ଲାଗି ପ୍ରସ୍ତୁତ ହେଉଛନ୍ତି। ଏସମ୍ପର୍କିତ ଏକ ସତ୍ୟପାଠ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲଙ୍କ ସରକାର ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି। ସରକାର ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ୍‌ ଲାଗୁ କରିବାକୁ…

ପ୍ରାକୃତିକ ଜୀବସାର

ପ୍ରକୃତି ତାହାର କୋଳରେ ଥିବା ଜୀବଜଗତ ନୀରୋଗ ଜୀବନଯାପନ କରିବା ନିମନ୍ତେ ପୋଷକତତ୍ତ୍ୱ ପରିପୂର୍ଣ୍ଣ ଜୀବସାର, ଖଣିଜସାର ଓ ପ୍ରୋଟିନ୍‌ଯୁକ୍ତ ଆହାର ଓ ଔଷଧ ମହଜୁଦ କରି ରଖିଅଛି। ଯଦ୍ଦ୍ବାରା ପ୍ରାଣିଜଗତ ଦୀର୍ଘାୟୁ ଲାଭ କରିବା ସହ ସୃଷ୍ଟି ସର୍ଜନାର ପରିପୂର୍ଣ୍ଣତା…

ଜଳଉତ୍ସରେ ପ୍ରଦୂଷଣ ବଢ଼ୁଛି

କେନ୍ଦ୍ରାପଡ଼ା ଅଫିସ,୧୫ା୧୧: ରାଜ୍ୟର ୨୩ ଜିଲାରେ ୫୫ଟି ଜଳ ଉତ୍ସ ପ୍ରଦୂଷିତ। ତାହା ସାଧାରଣ ଲୋକଙ୍କ ପାଇଁ ବ୍ୟବହାର ଉପଯୋଗୀ ନୁହେଁ। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ପକ୍ଷରୁ ଜଳଉତ୍ସ ବିଶୋଧନ ପାଇଁ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ଚେତିଛନ୍ତି।…

ଉଜୁଡ଼ିବାକୁ ବସିଛି ପାଚିଲା ଧାନ

ପଟ୍ଟାମୁଣ୍ଡାଇ/ଆଳି,୧୫ା୧୧(ସ୍ବ.ପ୍ର./ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷା ପାଚିଲା ଧାନ କ୍ଷେତକୁ ଉଜାଡି ଦେବା ଆଶଙ୍କା ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଶତାଧିକ ହେକ୍ଟର ଜମିରେ ଚାଷ ହୋଇଥିବା ଧାନ ଫସଲ ହୋଇଥିଲା। ଚଳିତବର୍ଷ ଖରିଫ ଋତୁ ଆରମ୍ଭରେ ଅନାବୃଷ୍ଟି କାରଣରୁ ଗଜା…

ପ୍ରକୃତିକୁ ନଷ୍ଟ କରିବା ସମାଜ କଲ୍ୟାଣର ପଥକୁ ସୁଗମ କରେ ନାହିଁ…

ନୂଆଦିଲ୍ଲୀ,୧୫।୧୧: ପ୍ରକୃତି ହି ସବୁଠାରୁ ଶକ୍ତିଶାଳୀ। ଏପରିସ୍ତଳେ ପ୍ରକୃତିକୁ ନଷ୍ଟ କରିବା ଅବା ଏହାର ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଦ୍ୱାରା ନକାରାତ୍ମକ ପ୍ରଭାବ ସୃଷ୍ଟି ହୋଇଥାଏ। ପ୍ରକୃତିକୁ ନଷ୍ଟ କରିବା ସମାଜ କଲ୍ୟାଣର ପଥ ସୁଗମ କରେ ନାହ ବୋଲି ପ୍ରଧାନମନ୍ତ୍ରୀ…

ଜୋତାରେ ବିୟର ଢାଳି ପିଇଲେ ଅଷ୍ଟ୍ରେଲୀୟ ଖେଳାଳି

ଦୁବାଇ,୧୫।୧୧: ଅଷ୍ଟ୍ରେଲିଆ ରବିବାର ଇତିହାସ ସୃଷ୍ଟି କରିଛି। ଦୁବାଇରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ପରାସ୍ତ କରି ପ୍ରଥମ ଥର ପାଇଁ ଏହି ଫର୍ମାଟରେ ବିଶ୍ୱ ଟାଇଟଲ ଜିତିଛି। ଏହା ପରେ ଦଳର ଜୋରଦାର ବିଜୟ…

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୭୯

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ): ସୋମବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୩୭୯କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

ଅଭିଯୁକ୍ତଙ୍କ ଘରୁ ପୁଣି ମିଳିଲା ମାରଣାସ୍ତ୍ର

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଥିବା କେବିଏନ୍‌ ଗ୍ୟାଙ୍ଗ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି କମିଶନରେଟ ପୋଲିସ। ଶନିବାରଠାରୁ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ୨ ଦିନିଆ ରିମାଣ୍ଡରେ ଆଣି ପୋଲିସ ମାରଥନ୍‌ ଜେରା କରିଥିଲା। ଅଭିଯୁକ୍ତ ରାହୁଲ…

ଶାସନରେ ସୁଧାର ଲକ୍ଷ୍ୟ, ୭୭ ମନ୍ତ୍ରୀଙ୍କୁ ୮ ଦଳରେ ବାଣ୍ଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୧୧: ଦେଶର ଶାସନବ୍ୟବସ୍ଥାରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ ପରିଷଦ ସହିତ ପାଞ୍ଚଟି ’ଚିନ୍ତନ ଶିବିର’ରେ ଯୋଗଦେଥିଲେ। ଏହି ଶିବିର ଚାରି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏଥିରେ ମନ୍ତ୍ରୀମାନେ ଉପସ୍ଥାପନା କରିଥିବା ବିଭିନ୍ନ ପ୍ରସଙ୍ଗରେ…

ରାଜନଗର ଡିଏଫ୍‌ଓ-ଜେଡ୍‌ଏସ୍‌ଆଇ ମୁହାଁମୁହିଁ

ଭୁବନେଶ୍ୱର, ୧୫।୧୧(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ରାଜନଗର ବନଖଣ୍ଡ ପକ୍ଷରୁ ଗତ ଗୁରୁବାର ସ୍ଥାନୀୟ ଏକ ମାଛ ଗଦିରେ ଚଢ଼ାଉ କରାଯାଇ ଦୁଇଟି ଶାଙ୍କୁଚ ମାଛ ଜବତ କରାଯାଇଥିଲା। ଏଥିସହିତ ସମ୍ପୃକ୍ତ ମାଛଗଦି ମାଲିକ ଶଙ୍ଖାଳି ଚରଣ ମାଝୀ ଓ ପୁଅ ସୁଶାନ୍ତଙ୍କୁ…

ଆଜିଠୁ ଖୋଲିବ ଆଦର୍ଶ ବିଦ୍ୟାଳୟ, ଯିବାକୁ ରାସ୍ତା ନାହିଁ

ବିଞ୍ଝାରପୁର,୧୫ା୧୧(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ ଉତ୍ତରକୁଳ ପଞ୍ଚାୟତ ଆଦର୍ଶ ବିଦ୍ୟାଳୟକୁ ରାସ୍ତା ନିର୍ମାଣ ହୋଇନି। ଫଳରେ ରବିବାର ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଅଭିଭାବକ କ୍ଷୋଭ ପ୍ରକାଶ କରିଛନ୍ତି। ପୂର୍ବରୁ ବିଦ୍ୟାଳୟ ଦାୟିତ୍ୱରେ ଥିବା ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଅଭିଭାବକଙ୍କୁ ବୁଝାଶୁଝା…

କଚ୍ଛପ ଗତିରେ ଚାଲିଛି ରାଜପଥ ନିର୍ମାଣ

ଧର୍ମଶାଳା,୧୫ା୧୧(ଡି.ଏନ.ଏ.): ଚଣ୍ଡିଖୋଲଠାରୁ ଭଦ୍ରକ ପର୍ଯ୍ୟନ୍ତ ୧୬ ନଂ. ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ତେବେ ଏହି କାର୍ଯ୍ୟ କରୁଥିବା ଠିକାସଂସ୍ଥା ମନ୍ଥର ଗତିରେ କାମ କରୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାଜପଥର ଧର୍ମଶାଳା ବ୍ଲକ ଜାରକାଠାରେ ଏକ ଫ୍ଲାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri