Home

ହାଇବ୍ରିଡ୍‌ ଶିକ୍ଷା ମଡେଲ୍‌ର ଲାଭ ଉଠାନ୍ତୁ ଛାତ୍ରୀଛାତ୍ର

ଅନ୍‌ଲାଇନ୍‌ ଶିକ୍ଷା ଦ୍ୱାରା ପିଲାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମାତ୍ର ଅନ୍‌ଲାଇନ୍‌ ଶିକ୍ଷା ପ୍ରଚଳିତ ହେବା ପରଠାରୁ ଛାତ୍ରୀଛାତ୍ର ହାଇବ୍ରିଡ୍‌ ଶିକ୍ଷା ମଡେଲ୍‌ (ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ମୋଡ୍‌ର ମିଶ୍ରିତ ଶିକ୍ଷଣ ବ୍ୟବସ୍ଥା)କୁ ଅଧିକ ପସନ୍ଦ କରୁଛନ୍ତି। ଆଗ୍ରହୀ ପିଲାମାନେ…

କେନ୍ଦ୍ର ନେଉନି: ବାହାରକୁ ଚାଉଳ ରପ୍ତାନି ଯୋଜନା

ଭୁବନେଶ୍ୱର,୮ା୩(ବ୍ୟୁରୋ):ରାଜ୍ୟରେ ଅଧିକ ଧାନ ଉତ୍ପାଦନ ହେଉଛି। ବଳକା ଚାଉଳ କେନ୍ଦ୍ର ସରକାର ନେଉନାହାନ୍ତି। ଯୋଗାଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବଳକା ଚାଉଳ କିଣିବାକୁ କେନ୍ଦ୍ର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବହୁବାର ଅନୁରୋଧ କରିବା ପରେ ମଧ୍ୟ ରାଜ୍ୟରୁ ବଳକା…

ଯୁଦ୍ଧ ଶେଷ କରିବାକୁ ୟୁକ୍ରେନ୍ ସାମ୍ନାରେ ୪ଟି ସର୍ତ୍ତ ରଖିଲା ରୁଷିଆ

ମସ୍କୋ,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇ ସାରିଛି । ଏହାରି ଭିତରେ ଯୁଦ୍ଧ ଶେଷ କରିବାକୁ ଦୁଇ ଦେଶ ମଧ୍ୟରେ କଥାବାର୍ତ୍ତା ହୋଇଥିଲେ ବି ଏହାର କୌଣସି ସମାଧାନ ବାହାରି ପାରି ନାହିଁ । ତେବେ ଯୁଦ୍ଧ…

ଏକ୍‌ଜିଟ୍‌ ପୋଲ୍‌ରେ ଭାଜପା, ଏଏପି

ନୂଆଦିଲ୍ଲୀ,୮।୩(ପି.ଟି):ଉତ୍ତରପ୍ରଦେଶରେ ସୋମବାର ସପ୍ତମ ପର୍ଯ୍ୟାୟ ମତଦାନ ସରିବା ସହ ୫ ରାଜ୍ୟ ବିଧାନସଭା ନିର୍ବାଚନ ଶେଷ ହୋଇଛି। ଏଥିସହିତ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଏକ୍‌ଜିଟ ପୋଲ୍‌ ବା ବୁଥ୍‌ଫେରନ୍ତା ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ଭାଜପା…

ଅଶୋଧିତ ତୈଳ ମହଙ୍ଗା, ଟଙ୍କା ଦୁର୍ବଳ

ନ୍ୟୁୟର୍କ,୮ା୩:ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ନିଅଁା ଲାଗିଛି। ୟୁକ୍ରେନ ଉପରେ ରୁଷିଆ ଚଳାଇଥିବା ଯୁଦ୍ଧର ପ୍ରତ୍ୟକ୍ଷ ପ୍ରଭାବ ଏହା ଉପରେ ଦେଖାଯାଉଛି। ସୋମବାର ଅଶୋଧିତ ତୈଳ ମୂଲ୍ୟ ୨୦୦୮ ମସିହା ପରଠାରୁ ସର୍ବୋଚ୍ଚ ସ୍ତରରେ…

ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତ କହିଲା ଶତ୍ରୁତା ଛାଡି କଥାବାର୍ତ୍ତା ଜରିଆରେ ଶେଷ କରାଯାଉ ଯୁଦ୍ଧ

ନୂଆଦିଲ୍ଲୀ,୮ ।୩: ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟିଏମ ତିରୁମୂର୍ତ୍ତି କହିଛନ୍ତି, ୟୁକ୍ରେନର ସ୍ଥିତି ଓ ମାନବୀୟ ସଙ୍କଟ ଉପରେ ଆମକୁ ଧ୍ୟାନ ଦେବାକୁ ପଡିବ । ମିଳିତ ଜାତିସଂଘ ଅନୁମାନ କରିଛି, ୧୧…

ୟୁକ୍ରେନ୍ ଆକ୍ରମଣରେ ରୁଷିଆ ମେଜର ଜେନେରାଲଙ୍କ ମୃତ୍ୟୁ

କ୍ୱିଭ୍‌,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୨ ଦିନ ପୂରଣ ହୋଇଛି । ଏବେବି ରୁଷିଆ ୟୁକ୍ରେନର ଅନେକ ସହରରେ ଆକ୍ରମଣ ଜାରି ରଖିଛି । ଖାର୍କିବର ଅଧିକାଂଶ ଅଞ୍ଚଳରେ ଆକ୍ରମଣ କରାଯାଉଛି । ଇତିମଧ୍ୟରେ ଦୁଇ ଦେଶ ମଧ୍ୟରେ ତୃତୀୟ ପର୍ଯ୍ୟାୟ…

ଶେଷଦିନରେ ରମ୍ଭା ଏନ୍‌ଏସିର ୨ଅଧ୍ୟକ୍ଷା-୨୧ କାଉନସିଲରଙ୍କ ନାମାଙ୍କନ ପତ୍ର ଦାଖଲ

ରମ୍ଭା,୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭାରେ ସ୍ଥାନୀୟ ନିର୍ବାଚନ କାର୍ଯ୍ୟାଳୟ ପରିସରରେ ଶେଷଦିନରେ ୨ ଅଧ୍ୟକ୍ଷା ଓ ୨୧ଜଣ କାଉନସିଲର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନେଇ ସୋମବାର ନିର୍ବାଚନ ଅଧିକାରୀ ଜ୍ୟୋର୍ତିମୟ ଦାସ ସୂଚନା ଦେଇଛନ୍ତି। ଭାଜପା ପକ୍ଷରୁ ଆଖଣ୍ଡଳମଣି ମନ୍ଦିରଠାରୁ…

୧୩ ରାଜ୍ୟ ସଭା ଆସନ ପାଇଁ ମାର୍ଚ୍ଚ ୩୧ରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୭।୩: ବିଧାନସଭା ନିର୍ବାଚନ ପରେ ଏବେ ଦେଶର କେତେକ ରାଜ୍ୟରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ଖାଲିହେବାକୁ ଥିବା ରାଜ୍ୟ ସଭାର ୧୩ଟି ଆସନ ପାଇଁ ଆସନ୍ତା ମାର୍ଚ୍ଚ ୩୧ରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ସୋମବାର ନିର୍ବାଚନ…

ଶତ୍ରୁଙ୍କ ତାଲିକା ଜାରି କଲା ରୁଷିଆ: ଆମେରିକା-ୟୁକ୍ରେନ ସମେତ ୩୧ଦେଶ ସାମିଲ

ମସ୍କୋ,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୨ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ୨ଥର ଶାନ୍ତି ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିର୍ଷ୍କସ ବାହାରିପାରିନାହିଁ। ୟୁକ୍ରେନ ଉପରେ ଆକ୍ରମଣ କରି ରୁଷିଆକୁ ଅନେକ ଦେଶମାନଙ୍କର ବିରୋଧର ସାମ୍ନା…

ଅନ୍ତିମ ପର୍ଯ୍ୟାୟ ମତଦାନ: ସନ୍ଧ୍ୟା ୫ଟା ସୁଦ୍ଧା ୟୁପିରେ ୫୪.୧୮% ଭୋଟିଂ

ଲକ୍ଷ୍ନୌ,୭।୩: ଉତ୍ତରପ୍ରଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସୋମବାର ଅନୁଷ୍ଠିତ ହୋଇଛି। ବାରାଣସୀ ସମେତ ଉତ୍ତରପ୍ରଦେଶର ୯ଟି ଜିଲାର ୫୪ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା…

ଯୁଦ୍ଧ ଲଢ଼େଇ ମଧ୍ୟରେ ସୀମାରେ ବିବାହ କଲେ ୟୁକ୍ରେନ ଦମ୍ପତି

ୟୁକ୍ରେନ,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ଦିନରେ ପହଞ୍ଚିଛି। ୟୁକ୍ରେନର ସହରଗୁଡ଼ିକରେ ଲଗାତର ଭାବେ ରୁଷିଆ ସୈନ୍ୟ ବୋମା ମାଡ଼ କରୁଛନ୍ତି। ଏହି ସଙ୍କଟ ଯୋଗୁ ନିଜ ଘର ଛାଡି ୟୁକ୍ରେନବାସୀଙ୍କୁ ଅନ୍ୟ ଦେଶରେ ଆଶ୍ରୟ ନେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?