Home

ମହିଳାଙ୍କ ପାଇଁ ରହିବ ୩୩ ପ୍ରତିଶତ ସଂରକ୍ଷଣ

ଅଗରତାଲା,୮।୩: ତ୍ରିପୁରାରେ ଭାଜପା ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ମଙ୍ଗଳବାର ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳା ସଶକ୍ତିକରଣ ଅଭିଯାନ ଏଠାରେ ହିଁ ଆରମ୍ଭ ହେବାକୁ ଯାଉଛି…

ତାଲିବାନ୍‌ ଶାସନରେ ୪୦୦ ନାଗରିକଙ୍କୁ ହତ୍ୟା…

କାବୁଲ,୮।୩ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ଆରମ୍ଭ ହେବାଠାରୁ ଇତିମଧ୍ୟରେ ୪୦୦ ନାଗରିକଙ୍କୁ ହତ୍ୟା କରାଯାଇଛି। ଏସମ୍ପର୍କରେ ଜାତିସଂଘ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମୃତ ନାଗରିକଙ୍କ ମଧ୍ୟରୁ ୮୦ ପ୍ରତିଶତ ଅଧିକ ଲୋକଙ୍କୁ…

ପେଟ୍ରୋଲ-ଡିଜେଲ ଦାମ ଦୁଇଗୁଣା ହେବା ଆଶଙ୍କା ଘନେଇଲା…

ନୂଆଦିଲ୍ଲୀ/ଓ୍ବାଶିଂଟନ/ମସ୍କୋ,୮।୩ : ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସୋମବାରରେକର୍ଡ ସ୍ତରରେ ପହଞ୍ଚିଛି। ୨୦୦୮ ଗତ ୧୪ ବର୍ଷ ପରେ ଏହା ସର୍ବୋଚ୍ଚ ସ୍ତର ଛୁଇଁଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା…

ସୁମିରୁ ଆରମ୍ଭ ହେଲା ରେସକ୍ୟୁ ଅପରେଶନ: ଉଦ୍ଧାର ହେବେ ୭ଶହ ଭାରତୀୟ ଛାତ୍ର

କ୍ୱିଭ୍‌,୮।୩: ୟୁକ୍ରେନର ସୁମିରେ ଫସି ରହିଥିବା ଭାରତୀୟମାନଙ୍କୁ ବାହାର କରିବା ପାଇଁ ଶେଷରେ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁମିରୁ ଫସି ରହିଥିବା ଡାକ୍ତରୀ ଛାତ୍ରମାନଙ୍କୁ ରେଡ୍‌ କ୍ରସ ଏବଂ ଭାରତୀୟ ଦୂତାବାସର ଅଧିକାରୀମାନେ ସ୍ଥାନାନ୍ତର କରାଉଥିବା ନେଇ ମଙ୍ଗଳବାର ସୂଚନା ମିଳିଛି।…

ମାର୍ଚ୍ଚ ୧୧ରେ ଭାରତ-ଚାଇନା କମାଣ୍ଡରସ୍ତରୀୟ ବୈଠକ…

ଲଦାଖ,୮।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ୧୫ ତମ ରାଉଣ୍ଡ ସାମରିକ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଭାରତ ଏବଂ ଚାଇନା ଏକାଠି…

ଯୁଦ୍ଧର ବିଭୀଷିକା, ରାସ୍ତାରେ ମଣିଷ ମୃତଦେହ ଖାଉଛନ୍ତି କୁକୁର,୧୨ ହଜାର ରୁଷିଆ ସୈନ୍ୟ ମୃତ…

କ୍ୱିଭ୍‌/ମସ୍କୋ, ୮।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ୧୩ ଦିନ ଧରି ଜାରି ରହିଛି। ଯୁଦ୍ଧର ବିଭୀଷିକା ସମଗ୍ର ମାନବ ଜାତିଙ୍କୁ ପୁଣିଥରେ ମର୍ମାହତ କରିଛି। ୟୁକ୍ରେନ୍‌ ରାସ୍ତାରେ ମୃତ ଦେଶ ଗୁଡ଼ିକ ଏଣେତେଣେ ପଡ଼ି ରହିଛି। ମୃତଦେହଗୁଡ଼ିକୁ କୁକୁର ଭିଡ଼ି…

ସଜାନ୍ତୁ ମେହେନ୍ଦୀରେ ହାତ

କୌଣସି ସ୍ପେଶାଲ ଅବସରରେ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଥାଏ ମେହେନ୍ଦୀ। ଯଦି ଆପଣ ବି ନିଜ ହାତକୁ ମେହେନ୍ଦୀରେ ସଜାଇବାକୁ ଚାହୁଁଛନ୍ତି ତେବେ ଜାଣିରଖନ୍ତୁ ବର୍ତ୍ତମାନ ଅଧିକ ଲୋକପ୍ରିୟ ଥିବା କେତେକ ଲାଟେଷ୍ଟ ତଥା ସହଜ ମେହେନ୍ଦୀ ଡିଜାଇନ ସମ୍ପର୍କରେ……

ଶାଢ଼ିରେ ଦେଖାଯିବେ ସ୍ଲିମ୍‌

ମହିଳାମାନେ ସାଧାରଣତଃ ନିଜର ମୋଟାପଣକୁ ନେଇ ବହୁ ଚିନ୍ତାରେ ଥାଆନ୍ତି। କେଉଁ ଶାଢ଼ି ପିନ୍ଧିଲେ କେମିତି ଦେଖାଯିବେ, ତାକୁ ନେଇ ସବୁବେଳେ କଳ୍ପନାଜଳ୍ପନା ଲାଗିରହିଥାଏ। ତେଣୁ ଶାଢ଼ିରେ ସ୍ଲିମ୍‌ ଲୁକ୍‌ ଚାହୁଁଥିଲେ ଏହିସବୁ ଟିପ୍ସ ଆପଣାଇପାରିବେ… ପ୍ରିଣ୍ଟ ଶାଢ଼ି- ସାଧାରଣତଃ ମୋଟା…

ୟୁକ୍ରେନକୁ ୭୬ କୋଟି ଟଙ୍କାର ସହାୟତା ଦେଲେ ଅଭିନେତା

ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି। ରୁଷିଆ ସେନା କ୍ରମାଗତ ଭାବରେ ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରୁଛି। ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନାରୁ କୌଣସି ଫଳାଫଳ ବାହାରିନାହିଁ। ଓସ୍କାର ବିଜେତା ଅଭିନେତା ଲିଓନାର୍ଡୋ ଡି…

ଘୋଡା ଚଢି ବିଧାନସଭାରେ ପହଞ୍ଚିଲେ ବିଧାୟିକା

ରାଞ୍ଚି,୮।୩: ଆଜି ବିଶ୍ୱ ମହିଳା ଦିବସ। ପ୍ରତିବର୍ଷ ପରି, ଏଥର ମଧ୍ୟ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବରେ କରାଯାଉଛି। ଏହି ଅବସରରେ ଝାଡଖଣ୍ଡ କଂଗ୍ରେସ ବିଧାୟିକା ଅମ୍ବା ପ୍ରସାଦ ମଙ୍ଗଳବାର ଘୋଡା ଚଢି ବିଧାନସଭାରେ ପହଞ୍ଚିଥିଲେ। ୩୧ ବର୍ଷିୟା…

ନାରୀ ଶକ୍ତିକୁ ସଲାମ୍‌ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମହିଳାଙ୍କୁ ଶୁଭେଚ୍ଛ ଜଣାଇଛନ୍ତି। ଏହି ଅବସରରେ ସେ ଟୁଇଟ୍‌ କରି କହିଛନ୍ତି, ସମ୍ମାନ ଏବଂ ସୁଯୋଗ ଉପରେ ବିଶେଷ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଏହାର ବିଭିନ୍ନ ଯୋଜନା ମାଧ୍ୟମରେ…

ସୋସିଆଲ୍‌ ଆକାଉଣ୍ଟ ବନ୍ଦ କଲେ ପୁଟିନ୍‌ଙ୍କ ‘ସିକ୍ରେଟ୍‌ ଝିଅ’

ମସ୍କୋ,୮।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ‘ସିକ୍ରେଟ୍‌ ଝିଅ’ ଭାବରେ ଜଣାଶୁଣା ଲୁଇଜା ରୋଜୋଭା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ କରିଦେଇଛନ୍ତି। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନକୁ ସମର୍ଥନ କରୁଥିବା ୟୁଜର୍ସମାନେ ଲଗାତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?