ଇଓଏସ୍-୪ ଉତ୍କ୍ଷେପଣ ପାଇଁ କାଉଣ୍ଟ୍ ଡାଉନ୍ ଆରମ୍ଭ…
ଶ୍ରୀହରିକୋଟା, ୧୩।୨ : ଭାରତୀୟ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେଶନ (ଇସ୍ରୋ) ଚଳିତ ବର୍ଷର ପ୍ରଥମ ଉପଗ୍ରହକୁ ଫେବୃଆରୀ ୧୪ରେ ଭାଲେଣ୍ଟାଇନ୍ସ ଡେ’ରେ ଭୋର୍ ୫ଟା ୫୯ରେ ଉତ୍କ୍ଷେପଣ କରିବାକୁ ଯାଉଛି। ଏହି ଉପଗ୍ରହ ପିଏସ୍ ଏଲ୍ଭି-ସି-୫୨ ରକେଟ ମାଧ୍ୟମରେ ଉତ୍କ୍ଷେପଣ ହେବ।…
ଚର୍ଚ୍ଚାରେ କୁନି ଗଙ୍ଗୁବାଇଙ୍କ ଭିଡିଓ, ଯିଏ ଦେଖୁଛି…
ବମ୍ବେ: ରିଲିଜ ପୂର୍ବରୁ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’। ନିକଟରେ ଏହାର ଟ୍ରେଲର ରିଲିଜ ହୋଇଥିଲା। ସେଥିରେ ଡାଏଲଗ ସାଙ୍ଗକୁ ଆଲିଆଙ୍କ ଅଭିନୟ ସମସ୍ତଙ୍କ ମନ କିଣିବାରେ ହୋଇଛି ସଫଳ। କ୍ରେଜ୍ ଏପରି ଯେ…
ମାଓବାଦୀ ବ୍ୟାନର, ଠିକାସଂସ୍ଥା ଗାଡ଼ି ପୋଡ଼ି ମାମଲା: ୫ କୋର୍ଟ ଚାଲାଣ
ରାୟଗଡ଼ା ଅଫିସ,୧୩ା୨: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ାଠାରେ ଥିବା ରାସ୍ତା ନିର୍ମାଣ କରିଥିବା ସଂସ୍ଥା ଏସ୍ଭିଏମ ମୁଖ୍ୟ ଗେଟ୍ରେ ବ୍ୟାନର ମାରି ଗୋଟିଏ ଟ୍ରକ ପୋଡ଼ି ଦେବା ଘଟଣାର ରବିବାର ପୋଲିସ ୫ଜଣଙ୍କୁ ଗିରଫକରି…
୨୦ ଲକ୍ଷରୁ ଆରମ୍ଭ ହେଲା, ୩ କୋଟିରେ ଛିଡ଼ିଲା
ବାଙ୍ଗାଲୋର,୧୩।୨: ୧୯ ବର୍ଷରୁ କମ୍ ବିଶ୍ୱକପ୍ ୨୦୨୨ରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଥିବା ଡଓ୍ବୋଲ୍ଡ ବ୍ରେଭିସ୍ ଓରଫ ‘ବେବି ଏବି’। ଏହି ୧୮ ବର୍ଷୀୟ କ୍ରିକେଟରଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୩…
ଫେଲ୍ ମାରିଲେ ଇଞ୍ଜିନିୟର, ମୁସଲମାନ ମିସ୍ତ୍ରୀ ସ୍ଥାପନ କଲେ ଦେଢ଼ ଟନ୍ର ଶିବଲିଙ୍ଗ
ଭୋପାଳ,୧୩ା୨: ମଧ୍ୟପ୍ରଦେଶର ମନ୍ଦସୌରରେ ବିଶ୍ୱ ବିଖ୍ୟାତ ଅଷ୍ଟମୁଖୀ ଭଗବାନ ପଶୁପତିନାଥ ମହାଦେବ ମନ୍ଦିର ରହିଛି। ଏଠାରେ ସହସ୍ରେଶ୍ୱର ମହାଦେବଙ୍କ ପ୍ରତିମା ସ୍ଥାପନ କରାଯାଇଛି। ଏହି ଶିବଲିଙ୍ଗର ଗୋଲେଇ ଏବଂ ଲମ୍ବା ୬.୫୦ ଫୁଟ। ଏହା କ୍ରେନ୍ ସାହାଯ୍ୟରେ ସ୍ଥାପନ କରାଯାଇଛି। ପ୍ରଶାସନ…
ଭାଲେଣ୍ଟାଇନ୍ସ ଦିବସରେ କଡ଼ା କଟକଣା, ପ୍ରେମୀଯୁଗଳ ପିନ୍ଧନ୍ତୁ ମାସ୍କ୍, ଘୋଷଣା କଲେ ସରକାର…
ବ୍ୟାଙ୍କକ, ୧୩।୨ : କରୋନା ମହାମାରୀ ସଙ୍କଟ ସମୟରେ ପାଳନ କରାଯାଉଥିବା ଭାଲେଣ୍ଟାଇନ୍ସ ଦିବସକୁ ଦୃଷ୍ଟିରେ ରଖି ଥାଇଲାଣ୍ଡ ସରକାର ଏକ ଅଜବ ଆଦେଶ ଦେଇଛନ୍ତି। ଥାଇଲାଣ୍ଡରେ ଭିଡ଼ ଜମାଇଥିବା ପ୍ରେମୀଯୁଗଳ ଏବଂ ଦମ୍ପତିଙ୍କ ପାଇଁ ଏହି ନିର୍ଦ୍ଦେଶ ଜାରି ହୋଇଛି।…
ବିବାଦ ଭୁଲି ଏକାଠି ଖେଳିବେ କୃନାଲ-ଦୀପକ: ସେହ୍ବାଗ କହିଲେ…
ବାଙ୍ଗାଲୋର,୧୩।୨: ଟିମ୍ ଇଣ୍ଡିଆର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟାଙ୍କୁ ୮.୨୫ କୋଟି ଟଙ୍କାରେ କିଣିଛି ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ସେ ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସର ଅଂଶବିଶେଷ ଥିଲେ। ତାଙ୍କ ସହ ଦୀପକ ହୁଦାଙ୍କୁ ଦଳରେ ସ୍ଥାନ ମିଳିଛି। ଗତ ବର୍ଷ…
ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ବିଶ୍ୱ, ଆମେରିକା ବୁଡ଼ା ଜାହାଜ ରୁଷିଆ ସମୁଦ୍ରରେ…
ମସ୍କୋ/ଓ୍ବାଶିଂଟନ, ୧୩।୨ : ୟୁକ୍ରେନକୁ ନେଇ ବିଶ୍ୱର ଦୁଇଟି ମହାଶକ୍ତି, ଆମେରିକା ଏବଂ ରୁଷିଆ ମଧ୍ୟରେ ପରିସ୍ଥିତି ଅତ୍ୟନ୍ତ ତିକ୍ତ ହୋଇପଡ଼ିଛି। ୟୁରୋପର ୱେଷ୍ଟର୍ଣ୍ଣ ଫ୍ରଣ୍ଟରେ ରୁଷିଆ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ଘେରାବନ୍ଦ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଜୋ…
କେଉଁ ଦଳରେ କିଏ…
ବେଙ୍ଗାଲୁରୁ,୧୩।୨: ଆଇପିଏଲ୍ ୧୫ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ଉପରେ ସମସ୍ତଙ୍କ ନଜର। ଚଳିତ ଥର ନୂଆ ଟିମ୍ ସାମିଲ ହୋଇଥିବା ଯୋଗୁ କେଉଁ ଟିମ୍କୁ କିଏ ଯିବେ, କାହା ପାଇଁ କିଏ ଖେଳିବେ ସେନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏପରିସ୍ଥଳେ…
ଆଣବିକ ଆକ୍ରମଣ ପାଇଁ ରୁଷିଆର ଯୋଜନା, ସୀମାରେ ମହାବିନାଶକ ତୋପ ମୁତୟନ…
ମସ୍କୋ, ୧୩।୨ : ରୁଷିଏ ଏବଂ ୟୁକ୍ରେନରେ ଯୁଦ୍ଧ ସଙ୍କଟ ଜାରି ରହିଛି। ଏହି ପରିସ୍ଥିତି ମଧ୍ୟରେ ରୁଷିଆ ଏହାର ମହାବିନାଶକ ଆଣବିକ ତୋପ ୨-ଏସ୍-୭ ପିଅନ୍କୁ ୟୁକ୍ରେନ୍ ସୀମାରେ ମୁତୟନ କରିଛି। ପିଅନ୍କୁ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭ…
୬୨ ମିନିଟ୍ର ବାଇଡେନ୍-ପୁଟିନ୍ କଥାବାର୍ତ୍ତା ପରେ ବି ଘନେଇଲା ରୁଷିଆ-ୟୁକ୍ରେନ୍ ସଙ୍କଟ…
ଓ୍ବାଶିଂଟନ/ମସ୍କୋ, ୧୩।୨ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ସଙ୍କଟ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ବିବାଦକୁ ଶାନ୍ତ କରିବା ପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ପ୍ରତିପକ୍ଷ ବ୍ଲାଡିିମୀର ପୁଟିନଙ୍କ ସହ ଫୋନରେ ୬୨ ମିନିଟ ଧରି…
ଉତ୍ତରପ୍ରଦେଶ ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୯ ଜିଲାର ୫୫ ଆସନରେ ଭୋଟିଂ…
ନୂଆଦିଲ୍ଲୀ, ୧୩।୨ : ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଫେବୃୟାରୀ ୧୪ରେ ମତଦାନ ହେବାକୁ ଯାଉଛି। ୯ ଜିଲାର ୫୫ ଆସନରେ ଭୋଟିଂ ହେବ। ଏହି ପର୍ଯ୍ୟାୟରେ ମୋଟ ୫୮୬ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା…
Archives


