ସ୍ବାମୀଙ୍କ ସହ ପ୍ରିୟଙ୍କାଙ୍କ ରୋମାଣ୍ଟିକ୍‌ ହୋଲି

ବମ୍ବେ: ଆଜି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ସାରା ଦେଶ ଉତ୍ସବମୁଖର। ସାଧାରଣ ଜନତାଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ନିଜର ପ୍ରିୟଜନମାନଙ୍କୁ ରଙ୍ଗ ଲଗାଇ ଏହାକୁ ପାଳନ କରୁଛନ୍ତି। ଏହି କ୍ରମରେ ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ମଧ୍ୟ ସ୍ବାମୀ ନିକ୍‌ଙ୍କ ସହ ହୋଲି ପାଳିଛନ୍ତି। ପିତାମାତା ହେବା ପରେ ଉଭୟଙ୍କ ଏହା ପ୍ରଥମ ହୋଲି। ଶନିବାର ପିସି ନିଜର ସେଲିବ୍ରେଶନର କିଛି ଫଟୋ ଏବଂ ଭିଡିଓ ନିଜର ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହା ବେଶ ଭାଇରାଲ ହେଉଛି।

ଚଳିତ ବର୍ଷ ପିସି-ନିକ୍‌ ହୋଲି ପାର୍ଟି ରଖିଥିଲେ। ଏଥିରେ ବନ୍ଧୁ ଏବଂ ପରିବାରଲୋକ ସାମିଲ ହୋଇଥିଲେ। ରଙ୍ଗ, ବେଲୁନ, ପିଚ୍‌କାଳି ସହ ସମସ୍ତେ ହୋଲି ଖେଳିଥିଲେ। ଏହାଛଡ଼ା କିଛି ମୂହୁର୍ତ୍ତ ପିସି ସ୍ବାମୀଙ୍କ ସହ ରୋମାଣ୍ଟିକ୍‌ ମଧ୍ୟ ହୋଇଥିବା ଦେଖାଯାଉଛି।

 

View this post on Instagram

 

A post shared by Priyanka (@priyankachopra)


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମା ମାଗିଲେ ରିଚା

ଅଭିନେତ୍ରୀ ରିଚା ଚଢା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହିଛନ୍ତି। ସେ ପ୍ରାୟତଃ ବିଭିନ୍ନ ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରନ୍ତି। ଏଥିପାଇଁ ସେ ଅଧିକାଂଶ ସମୟରେ...

ଜନ୍ମଦିନ ପୂର୍ବରୁ ନିଜପାଇଁ ସ୍ୱତନ୍ତ୍ର ଉପହାର କିଣିଲେ ନେହାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ର ବେଶ୍ ଲୋକପ୍ରିୟ ଅଭିନେତା ତଥା ବଲିଉଡ୍ ଗାୟିକା ନେହା କକ୍କରଙ୍କ ପୂର୍ବତନ ପ୍ରେମିକ ହିଂମାଶ କୋହଲି ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସୋସିଆଲ...

ସାମନ୍ଥାଙ୍କ ଫିଲ୍ମ ‘ଶକୁନ୍ତଳମ’ ବକ୍ସ ଅଫିସରେ ଫ୍ଲପ୍‌

ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ଫିଲ୍ମ ‘ଶକୁନ୍ତଳମ’ ପରଦାରେ ରିଲିଜ ହୋଇଯାଇଛି। ଏହି ଫିଲ୍ମ ପାଇଁ ସାମନ୍ଥା କଠିନ ପରିଶ୍ରମ କରିଥିଲେ। ହେଲେ ବକ୍ସ...

ଝିଅକୁ ପ୍ରଥମଥର ଥର କୋଳରେ ଧରି କାନ୍ଦିଲେ ରଣବୀର

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଝିଅ ଜନ୍ମପରେ ପିତା ରଣବୀର କପୁର ମଧ୍ୟ ବେଶ୍‌ ଖୁସି ଅଛନ୍ତି। ଆଲିଆ ଗର୍ଭବତୀ...

ମାଆ ହେଲେ ବିପାଶା

ମୁମ୍ବାଇ: ବଲିଉଡର ବୋଲ୍‌ଡ ବିୟୁଟି ବିପାଶା ବସୁ ଓ କରନ ସିଂ ଗ୍ରୋଭର ପ୍ୟାରେଣ୍ଟସ୍ ହୋଇଛନ୍ତି । ଶନିବାର ବିପାଶା ଏକ କନ୍ୟା ସନ୍ତାର ମାଆ...

ସନ୍ନିଙ୍କ କୋଳରେ ତୈମୁର: ଆଶ୍ଚର୍ଯ୍ୟ ହେଲେ ଦର୍ଶକ

ମୁମ୍ବାଇ: କରିନା କପୁର ଖାଁ ଓ ଶୈଫ ଅଲି ଖାଁଙ୍କ ପୁଅ ତୈମୁର ଚର୍ଚ୍ଚିତ ଷ୍ଟାରକିଡ୍‌ଙ୍କ ମଧ୍ୟରୁ ଜଣେ। ଅନେକ ସମୟରେ ତାଙ୍କ ଫଟୋ ସୋସିଆଲ...

ଶ୍ରୀଲଙ୍କା ଗାୟକ ସୁନୀଲ ପେରେରାଙ୍କ ଦେହାନ୍ତ

କଲମ୍ବୋ: ଶ୍ରୀଲଙ୍କାର ଜଣାଶୁଣା ଗାୟକ ତଥା ମ୍ୟୁଜିକ କମ୍ପୋଜର ସୁନୀଲ ପେରେରାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। କରୋନାରେ ଆକ୍ରାନ୍ତ...

୧୦ ବର୍ଷ ହେବ ହାତ ଧୋଇ ନାହାନ୍ତି ଏହି ସେଲିବ୍ରିଟି

ଓ୍ବାଶିଂଟନ: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଲାଣି କହିଲେ ଚଳେ। ଏହାଠାରୁ ଦୂରେଇ ରହିବା ପାଇଁ ସବୁ ଦେଶର...

Advertisement
Archives

Model This Week