ଘୋଡ଼ା ସହ ଏମିତି କାମ କଲେ ଶିକ୍ଷୟିତ୍ରୀ, ଶେଷରେ ଗଲା ଚାକିରି
ଲଣ୍ଡନ,୨୨ା୧୨: ବ୍ରିଟେନରେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏମିତି କିଛି କାର୍ଯ୍ୟ କରିଛନ୍ତି, ଯାହା ଜାଣିଲେ ଆପଣ ମଧ୍ୟ ନିନ୍ଦା କରିବେ। ସୋସିଆଲ ମିଡିଆରେ ତାଙ୍କ କାର୍ଯ୍ୟକଳାପ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଭାଇରାଲ ଭିଡିଓରେ ସାରା…
‘୮୩’ ଫିଲ୍ମ ପାଇଁ କପିଳ ଦେବ କେତେ ଟଙ୍କା ନେଇଛନ୍ତି ଜାଣନ୍ତି
ଅଭିନେତା ରଣଭୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଲର୍ଡସରେ…
ରବି ଶାସ୍ତ୍ରୀଙ୍କୁ ନେଇ ସାଂଘାତିକ କଥା କହିଲେ ଅଶ୍ୱିନ୍
କେପଟାଉନ୍,୨୨।୧୨: ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ଭାରତୀୟ ସ୍ପିନ୍ ବୋଲର୍ ଆର୍.ଅଶ୍ୱିନ୍। ରବି ଶାସ୍ତ୍ରୀଙ୍କ ଗୋଟିଏ ମନ୍ତବ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିଲା। ଅଶ୍ୱିନ କହିଛନ୍ତି ଯେ, ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତ ସମୟରେ ତାଙ୍କୁ ଅଣଦେଖା…
୨୦୨୨ରେ କରୋନାକୁ ହରାଇବା, ଡବ୍ଲ୍ୟୁଏଚ୍ଓ ମୁଖ୍ୟଙ୍କ ଆହ୍ବାନ…
ନୂଆଦିଲ୍ଲୀ, ୨୨।୧୨: ପୃଥିବୀରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ପ୍ରତିଦିନ ଏହା ନୂଆ ନୂଆ ଦେଶକୁ ସଂକ୍ରମିତ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଧାନୋମ ଘେବ୍ରେୟେସସ କହିଛନ୍ତି ଯେ…
ରାଶନକାର୍ଡଧାରୀଙ୍କୁ ସହାୟତା ଘୋଷଣା
ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ରାଶନକାର୍ଡ ଧାରୀ ଏବଂ ବିଜୁ ସ୍ବାସ୍ଥ୍ୟ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କାର କୋଭିଡ୍ ସହାୟତା ଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବୁଧବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୦…
‘ଭଲ ଜୀବନସାଥୀଟିଏ ଖୋଜୁଛି’
ବିବାହ ପାଇଁ ମ୍ୟାଟ୍ରିମୋନି ସାଇଟ୍ସର ସହାୟତା ନିଆଯାଉଥିବା ଦେଖିଥିବେ ବା ଶୁଣିଥିବେ। ମାତ୍ର ଆମେରିକା ଟେକ୍ସାସର ଜଣେ ବ୍ୟକ୍ତି ଝିଅ ଖୋଜିବା ପାଇଁ ଏକ ଭିନ୍ନ ତରିକା ଆପଣାଇଛନ୍ତି। ୬୬ ବର୍ଷୀୟ ଜିମ୍ ବେଜ୍ ଜୀବନସାଥୀ ଖୋଜିବା ପାଇଁ ଏକ ବୋର୍ଡରେ…
ବଜେଟ ଅଧିବେଶନକୁ ଅପେକ୍ଷା, ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ବିଲ୍ ଉପରେ ନିଷ୍ପତ୍ତି…
ନୂଆଦିଲ୍ଲୀ, ୨୨।୧୨: ସଂସଦର ଶୀତକାଳୀନ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ବୁଧବାର ସ୍ଥଗିତ ରଖାଯାଇଛି। ତେଣୁ ଝିଅଙ୍କ ବିବାହ ବୟସ ୧୮ରୁ ୨୧କୁ ବୃଦ୍ଧି ବିଲ୍ ନେଇ ଆଗାମୀ ବଜେଟ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯିବ। ଲୋକ ସଭାରେ ଏହି ବିଲ୍…
ଭାଜପାକୁ ଅଭିଶାପ ଦେଇ ଟ୍ରୋଲ ହେଲେ ଜୟା
ନୂଆଦିଲ୍ଲୀ,୧୨।୧୨: ପାର୍ଲାମେଣ୍ଟରେ ପୁଣି ନିଜର କ୍ରୋଧ ପ୍ରକାଶ କରି ସମାଜବାଦୀ ପାର୍ଟି ଏମ୍ପି ତଥା ଅଭିନେତ୍ରୀ ଜୟା ବଚ୍ଚନ ପୁଣି ଚର୍ଚ୍ଚାରେ ଅଛନ୍ତି। ରାଜ୍ୟ ସଭାରେ ତାଙ୍କ ବିରୋଧରେ ଆସିଥିବା ବ୍ୟକ୍ତିଗତ ମନ୍ତବ୍ୟରେ ଖୁସି ନ ଥିବା ଜୟା ଭାଜପା ଏମ୍ପିମାନଙ୍କୁ…
ଘୋଡାର ମୂଲ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ: କିଣିହେବ ମର୍ସିଡିଜ୍, ବିଏମ୍ଡବ୍ଲ୍ୟୁ
ମୁମ୍ବାଇ,୨୨।୧୨:ଘୋଡା ତ ଅନେକ ଦେଖିଥିବେ, କିନ୍ତୁ ଏମିତି ଏକ ସ୍ବତନ୍ତ୍ର ଘୋଡା ଅଛି ଯାହାକୁ ମହାରଣା ପ୍ରତାପଙ୍କ ଚେତକ ସହିତ ତୁଳନା କରାଯାଉଛି। ଏହି ଘୋଡାର ମୂଲ୍ୟ ହେଉଛି ୧.୨୫ କୋଟି ଟଙ୍କା। ଏହି ମୂଲ୍ୟରେ ୨ଟି ମର୍ସିଡିଜ ବେଞ୍ଜ କାର୍…
କାହିଁକି ସୋସିଆଲ୍ ମିଡିଆରୁ ସ୍ବାମୀଙ୍କ ସର୍ନେମ୍ ହଟାଇଲେ ପ୍ରିୟଙ୍କା: କଲେ ଖୁଲାସା
ସୋସିଆଲ ମିଡିଆରୁ ତାଙ୍କ ସ୍ବାମୀ ନିକ ଜୋନାସଙ୍କ ସରନେମ୍କୁ ହଟାଇ ଦେଇଥିବା ପ୍ରିୟଙ୍କା ଚୋପ୍ରା ଏହି ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି। ମୁଁ ମୋର ୟୁଜରନେମ୍ ମୋ ଟୁଇଟର୍ ସହିତ ସମାନ୍ କରିବାକୁ ଚାହୁଁଥିଲି ସେଥିପାଇଁ ଏପରି କଲି। କିନ୍ତୁ…
ହଟ୍ଟଗୋଳରେ ଶେଷ ହେଲା ସଂସଦର ଶୀତ ଅଧିବେଶନ…
ନୂଆଦିଲ୍ଲୀ, ୨୨।୧୨: ସଂସଦର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟର ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ ଶେଷ ହୋଇଛି। ବୁଧବାର ଦିନ ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପ୍ରଥମ ଦିନରୁ ଅଧିବେଶନ ହଟ୍ଟଗୋଳରେ ଆରମ୍ଭ ହୋଇଥିବାବେଳେ ହଟ୍ଟଗୋଳରେ…
ଏବେ ଦେଶ ପାଇଁ ଖେଳିବେ ତେଜରାତି ଦୋକାନୀଙ୍କ ପୁଅ; ଅର୍ଥାଭାବ ସତ୍ତ୍ୱେ ବାପାଙ୍କ ସ୍ବପ୍ନକୁ ପୂରଣ କଲେ…
ଲକ୍ଷ୍ନୌ,୨୧।୧୨: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ କୋଟଗାଓଁର ଏକ ଛୋଟ ତେଜରାତି ଦେକାନ ରବିବାରଠାରୁ ଚର୍ଚ୍ଚାରେ ରହିଛି। ଏହା ପଛରେ କାରଣଟି ହେଲା ଉକ୍ତ ଦୋକାନର ମାଲିକ ଶ୍ରବଣ ଯାଦବଙ୍କ ପୁଅ ସିର୍ଦ୍ଧାର୍ଥଙ୍କୁ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଚୟନ କରାଯାଇଛି। ଶୀର୍ଷକ୍ରମର…
Archives


