କରୋନା ଛୁଇଁ ପାରିନି ଏହି ଗାଁକୁ
କରୋନା ମହାମାରୀ ସମଗ୍ର ବିଶ୍ୱରେ ଏବେ ବି କାୟା ବିସ୍ତାର କରିଚାଲିଛି। ଏହି ଦୁଇବର୍ଷ ଭିତରେ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ମହାମାରୀ କାହାକୁ ରକ୍ଷା ଦେଇ ନ ଥିଲା। ଗୋଟିଏ…
ଏହି ରାଶି ଝିଅଙ୍କ ନାକ ଅଗରେ ରାଗ; ତାଙ୍କ ଆଗରେ ହେବାକୁ ପଡେ ନତମସ୍ତକ
ଜୌତିଷଶାସ୍ତ୍ର ଅନୁସାରେ ପ୍ରତିଟି ରାଶିର ସ୍ବାମୀ ଗ୍ରହ ଅଛନ୍ତି। ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ ଦେଖିବାକୁ ମିଳିଥାଏ। ମଙ୍ଗଳ ଗ୍ରହ ଥିବା ରାଶିର ଜାତକଧାରୀ ବହୁତ ଉତ୍ସାହୀ, ଆତ୍ମବିଶ୍ୱାସୀ,ଜିଦ୍ଖୋର ଏବଂ ରାଗି ହୋଇଥାନ୍ତି। ସେହି ଶନି ରାଶିର ଲୋକ ବହୁତ ପରିଶ୍ରମୀ,…
ପୁଟିନ୍ଙ୍କ ପାଖରେ ବିପଜ୍ଜନକ ଆଣବିକ ସୁଟକେସ୍, ନିମିଷକେ ରଚିବ ତାଣ୍ଡବ…
ମସ୍କୋ,୧୯।୨ : ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍ଙ୍କ ପାଖରେ ୨୪ ଘଣ୍ଟା ଏକ ଆଣବିକ ସୁଟକେସ୍ ରହୁଛି। ଏହି ବିପଜ୍ଜନକ ସୁଟକେସ୍ ଦ୍ୱାରା ୬,୨୫୭ ଆଣବିକ ବୋମାକୁ ନିୟନ୍ତ୍ରଣ କରାଯାଇ ପାରିବ। ସୁଟକେଟ୍ ଭିତରେ ଥିବା ନିୟନ୍ତ୍ରଣ ମେସିନ୍ର ବଟନ୍ ଦବାଇଲେ…
କୁନି ହାତରେ ବାଳକ ଟେକୁଛନ୍ତି ଟ୍ରାକ୍ଟର
ଖେଳକୁଦ କରିବା ବୟସରେ ବଡ଼ କାରନାମା କରି ଚର୍ଚ୍ଚାରେ ଜଣେ ବାଳକ। ନିଜର କୁନି ହାତରେ ଟ୍ରାକ୍ଟରକୁ ଟେକି ପାରୁଛନ୍ତି ସେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓଟିକୁ ଯିଏ ବି ଦେଖୁଛି ଚକିତ ହୋଇଯାଉଛି।…
ଓଡ଼ିଶାରେ ରାଷ୍ଟ୍ରପତି
ଭୁବନେଶ୍ୱର,୧୯ା୨(ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱରରେ ଶନିବାର ଅପରାହ୍ନରେ ପହଞ୍ଚିଛନ୍ତି। ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍ , ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି…
୪୦ ବର୍ଷ ପରେ ଆଇଓସିର ୧୪୦ତମ ବୈଠକ ମୁମ୍ବାଇରେ…
ବେଜିଂ/ନୂଆଦିଲ୍ଲୀ,୧୯।୨ : ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି)ର ୧୪୦ତମ ବୈଠକ ମୁମ୍ବାଇରେ ଅନୁଷ୍ଠିତ ହେବ। ଶନିବାର ବେଜିଂରେ ଅନୁଷ୍ଠିତ ୧୩୯ତମ ଅଲିମ୍ପିକ କମିଟି ବୈଠକରେ ଭାରତ ପରବର୍ତ୍ତୀ ବୈଠକ ଆୟୋଜନ କରିବାର ଅଧିକାର ହାସଲ କରିଛି। ଏନେଇ ବୈଠକରେ କୌଣସି ଦେଶ ଭାରତକୁ…
୨୧ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା, ୫୩ ପ୍ରତିଶତ କୋଟିପତି…
ଇମ୍ଫାଲ୍,୧୯।୨ : ମଣିପୁରରେ ଫେବୃୟାରୀ ୨୮ ଏବଂ ମାର୍ଚ୍ଚ ୫ରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୨୧ ପ୍ରତିଶତରୁ ଅଧିକ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୫୩ ପ୍ରତିଶତ…
ଚିନ୍ତା ବଢ଼ାଉଛି କେରଳ…
ନୂଆଦିଲ୍ଲୀ, ୧୯।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା କମିଛି। ଏହି ସମୟରେ ଦୈନିକ ସଂକ୍ରମଣ ୨୫ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୨୨ ହଜାର୨୭୦…
୧୨୪୩୦ ସ୍ମାର୍ଟ କ୍ଲାସ୍ ରୁମ୍ ଲୋକାର୍ପିତ, ୭୫ ବର୍ଷର କାମ ୭ ବର୍ଷରେ ହୋଇଛି, କହିଲେ ମୁଖ୍ୟମନ୍ତ୍ରୀ…
ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ୧୨୪୩୦ ସ୍ମାର୍ଟ କ୍ଲାସ୍ ରୁମ୍ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଯାହା ୭୫ ମଧ୍ୟରେ ବର୍ଷରେ କରାଯାଇ ନଥିଲା ଆମ୍ ଆଦ୍ମୀ ପାର୍ଟି ସରକାର ଏହାକୁ ୭ ବର୍ଷରେ…
ନିର୍ବାଚନ ନ ଲଢ଼ି ବିଧାୟକ ହୋଇଯାଇଥିଲେ ମୁଲାୟମ; ଜାଣନ୍ତୁ ତାଙ୍କ ରାଜନୀତିର କିଛି ରୋଚକ କଥା…
ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ରବିବାର ଅର୍ଥାତ ଫେବୃୟାରୀ ୨୦ରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଚଳିତ ଥର ୟୁପି ନିର୍ବାଚନରେ କେବଳ ଦୁଇଟି ଦଳ ମଧ୍ୟରେ ପ୍ରତିନ୍ଦ୍ୱନ୍ଦିତା ହେଉଥିବା…
ବରିଷ୍ଠ ସାମ୍ବାଦିକ ରବିଶ ତିଓ୍ବାରୀଙ୍କ ପରଲୋକ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୧୯।୨: ବରିଷ୍ଠ ସାମ୍ବାଦିକ ରବିଶ ତିଓ୍ବାରୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ରବିଶ ତିୱାରୀ ୨୦୨୦ରୁ କର୍କଟ ରୋଗରେ ପୀଡ଼ିତ ଥିଲେ। ରବିଶ ଇଣ୍ଡିଆନ ଏକ୍ସପ୍ରେସର ଜାତୀୟ ରାଜନୈତିକ ସମ୍ପାଦକ ଥିଲେ। ତାଙ୍କ ପରିବାରରେ…
ମଣିପୁର କଳାକାରଙ୍କ ସହ ଗୀତର ତାଳେ ତାଳେ ଝୁମିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ
ଇମ୍ଫାଲ,୧୯।୨: ମଣିପୁର ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ମଣିପୁରରେ ପ୍ରଥମ ପର୍ଯ୍ୟାୟ ଭୋଟ ଫେବୃଆରୀ ୨୮ରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଥିବା…
Archives


