ମିନର୍ଭା ଅଟୋମୋବାଇଲ୍ସର ନୂତନ ଶୋ’ରୁମ୍ ଉଦ୍ଘାଟିତ
ବଲାଙ୍ଗୀର,୧୯।୨: ଦେଶର ପ୍ରମୁଖ ଅଟୋ ଶିଳ୍ପ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ମଲ୍ଟି ବ୍ରାଣ୍ଡ ୟୁଜ୍ଡ (ବ୍ୟବହାର) କାର୍ ଡିଭିଜନ, ମହିନ୍ଦ୍ରା ଫାଷ୍ଟ ଚଏସ୍ର ନୂତନ ଆଉଟ୍ଲେଟ ଗୁରୁବାର ବଲାଙ୍ଗୀର ଠାରେ ଶୁଭାରମ୍ଭ କରାଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ‘ମିନର୍ଭା ଅଟୋମୋବାଇଲ୍ସ’ ସହାୟତାରେ ଏହି…
୪୫%କୁ ବୃଦ୍ଧି ପାଇବ ଡିଜିଟାଲ ବଜାର
ନୂଆଦିଲ୍ଲୀ,୧୯।୨: ଗ୍ରୁପ୍ଏମ୍ ଇଣ୍ଡିଆ ପକ୍ଷରୁ ନିକଟରେ ୨୦୨୨ ବର୍ଷ ଲାଗି ବିଜ୍ଞାପନ ବ୍ୟୟର ଏକ ଆକଳନ ରିପୋର୍ଟ ପ୍ରକାଶ କରାଯାଇଛି। କମ୍ପାନୀର କହିବା ଅନୁଯାୟୀ କୌଣସି ଏକ ଉତ୍ପାଦକୁ ଗ୍ରାହକଙ୍କ ନିକଟରେ ପରିଚିତ କରାଇବା ପାଇଁ ସରକାରୀ ସ୍ବୀକୃତିପ୍ରାପ୍ତ ଗଣମାଧ୍ୟମ ସଂସ୍ଥାର…
ମୁଖ୍ୟମନ୍ତ୍ରୀ ହେବି, ନହେଲେ ଘରେ ବସିବି
ଡେରାଡୁନ,୧୯।୨: ସଦ୍ୟ ଅନୁଷ୍ଠିତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଫଳ ନ ଆସୁଣୁ ମୁଖ୍ୟମନ୍ତ୍ରୀ ଚୌକି ପାଇଁ କଂଗ୍ରେସରେ କନ୍ଦଳ ଆରମ୍ଭ ହୋଇଗଲାଣି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ହରିଶ୍ ରାଓ୍ବତ୍ ଏନେଇ ପୂର୍ବତନ ପିସିସି ସଭାପତି ପ୍ରୀତମ୍ ସିଂଙ୍କ…
ସୁରକ୍ଷା ସମ୍ମିଳନୀକୁ ରୁଷିଆର ବର୍ଜନ
ମ୍ୟୁନିକ୍,୧୯।୨: ୟୁକ୍ରେନ୍ ସୀମାରେ ବିପୁଳ ସୈନ୍ୟ ମୁତୟନ କରି ସାରା ବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇ ଦେଇଥିବା ରୁଷିଆ ମୁନିକ୍ ସୁରକ୍ଷା ସମ୍ମିଳନୀ (ଏମ୍ଏସ୍ସି)କୁ ବର୍ଜନ କରିଛି। ଜର୍ମାନୀର ମ୍ୟୁନିକ୍ ସହରରେ ଶୁକ୍ରବାର ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀରେ ୟୁକ୍ରେନ୍ ସଙ୍କଟ…
ମାନବାଧିକାର ଉଲ୍ଲଂଘନ କରୁଛି ୟୁକ୍ରେନ୍: ପୁଟିନ୍
ମସ୍କୋ,୧୯।୨: ୟୁକ୍ରେନ୍ର ପୂର୍ବାଞ୍ଚଳରେ ସ୍ଥିତି ଅତି ଖରାପ ଆଡ଼କୁ ଗତି କରୁଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଶୁକ୍ରବାର ଅଭିଯୋଗ ଆଣିଛନ୍ତି। କ୍ରେମଲିନ୍ରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ପୁଟିନ୍ କହିଛନ୍ତି, ୟୁକ୍ରେନ୍ରେ ରୁଷୀୟ ଭାଷା କହୁଥିବା ଲୋକଙ୍କ ସହ…
ଜାହାଜରେ ନିଆଁ : ୧୦ ନିଖୋଜ
ଅଥେନ୍ସ,୧୯।୨: ଗ୍ରୀସ୍ରୁ ଇଟାଲି ଅଭିମୁଖେ ଆସୁଥିବା ୟୁରୋଫେରି ଅଲିମ୍ପିଆ ଜାହଜରେ ଶୁକ୍ରବାର ନିଆଁ ଲାଗିଯାଇଛି। ଫେରିରୁ ଶତାଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ଗ୍ରୀସ୍ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ୨୯୦ ଜଣ ଯାତ୍ରୀଙ୍କୁ ଉଦ୍ଧାର…
ଚିତ୍ରାଙ୍କୁ ସିବିଆଇ ଜେରା
ମୁମ୍ବାଇ,୧୯।୨: ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ପୂର୍ବତନ ସିଇଓ ତଥା ଏମ୍ଡି ଚିତ୍ରା ରାମକ୍ରିଷ୍ଣାଙ୍କୁ ଶୁକ୍ରବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅଧିକାରୀମାନେ ଜେରା କରିଛନ୍ତି। ତାଙ୍କ ସମେତ ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରବି ନାରାୟଣ ଏବଂ ମୁଖ୍ୟ…
ହିଜାବ ବିବାଦ: ଚାକିରି ଛାଡ଼ିଲେ ଅଧ୍ୟାପିକା
ବେଙ୍ଗାଲୁରୁ,୧୯।୨: କର୍ନାଟକର ଶିକ୍ଷାନୁଷ୍ଠାନଗୁଡ଼ିକରେ ହିଜାବକୁ ନେଇ କିଛିଦିନ ହେଲା ବିବାଦ ଲାଗି ରହିଥିବାବେଳେ ଏହାର ପ୍ରତିବାଦରେ ତୁମ୍କୁରୁସ୍ଥିତ ଜୈନ୍ ପିୟୁ କଲେଜର ଜଣେ ଅଧ୍ୟାପିକା ଚାକିରିରୁ ଇସ୍ତଫା ଦେଇଛନ୍ତି। ଗତ ସପ୍ତାହରେ କର୍ନାଟକ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରୀଛାତ୍ର ଓ…
‘ଇସ୍ଲାମରେ ହିଜାବ ଜରୁରୀ ପ୍ରଥା ନୁହେଁ’
ବେଙ୍ଗାଲୁରୁ,୧୮।୨: ଇସ୍ଲାମରେ ହିଜାବ ଏକ ଅତ୍ୟାବଶ୍ୟକ ଧର୍ମୀୟ ପ୍ରଥା ନୁହେଁ ବୋଲି କର୍ନାଟକ ସରକାର ଶୁକ୍ରବାର ହାଇକୋର୍ଟଙ୍କୁ କହିଛନ୍ତି। ଏହାର ବ୍ୟବହାରକୁ ରୋକିବା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୫ରେ ଦିଆଯାଇଥିବା ଧର୍ମୀୟ ସ୍ବାଧୀନତାର ଉଲ୍ଲଂଘନ ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ…
ପାକିସ୍ତାନ ସୁପର ଲିଗ୍ରେ ଉଡିଲା କୋହଲିଙ୍କ ପୋଷ୍ଟର; ପ୍ରଶଂସକ ଲେଖିଥିଲେ ଏମିତି
ଲାହୋର,୧୮।୨: ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ସାରା ବିଶ୍ୱରେ ରହିଛନ୍ତି। ସେଭଳି ଏକ ଝଲକ ପାକିସ୍ତାନ ସୁପର ଲିଗ୍ ମୁକାବିଲାରେ ଦେଖିବାକୁ ମିଳିଛି। ଶୁକ୍ରବାର ମୁଲ୍ତାନ ସୁଲ୍ତାନ ଏବଂ କ୍ୱେଟା ଗ୍ଲାଡିଏଟର ମଧ୍ୟରେ ଚାଲିଥିବା ଲିଗ୍ ମ୍ୟାଚ୍ରେ କୋହଲିଙ୍କ…
ଏଠାରେ ପାଣିଠାରୁ ଅଧିକ ଶସ୍ତା ମିଳେ ଡିଜେଲ
୧୦୫ ଦିନରୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ପରିବର୍ତ୍ତନ ହୋଇନାହିଁ। ଅନେକ ଦିନ ଧରି ଭାରତରେ ଡିଜେଲ ଦର ବହୁତ ଅଧିକ ରହିଛି। ଦିଲ୍ଲୀରେ ଲିଟର ପିଛା ଡିଜେଲର ମୂଲ୍ୟ ୮୬.୬୭ ଟଙ୍କା ଥିବାବେଳେ ମୁମ୍ବାଇରେ ଲୋକେ ୯୪.୧୪ ଟଙ୍କା…
ଟି-୨୦ ସିରିଜ ଖେଳିବେନି କୋହଲି, ରୋହିତ ହେବେ ଟେଷ୍ଟ ଅଧିନାୟକ!
ନୂଆଦିଲ୍ଲୀ,୧୮।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳିବ ଭାରତ। ଏଥିରେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଉପଲବ୍ଧ ହେବେ। ସେ…
Archives


