Home

ନିର୍ବାଚନ ପରବର୍ତ୍ତୀ ହିଂସା ବଢୁଛି: ସାଧାରଣରେ ଉଦ୍‌ବେଗ

ହିଞ୍ଜିଳିକାଟୁ,୧୯ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ବଢୁଛି। ବ୍ଲକରେ ଗତ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି। ଶୁକ୍ରବାର ଦୟାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ବି. ଆପେୟା ରାଜନୈତିକ ଆକ୍ରମଣ ଶିକାର ହୋଇଥିବା ନେଇ…

୧୬ ବର୍ଷର ବିବାହ, ଦୁଇ ଝିଅ; ଅଧୁନାଙ୍କ ସହ ସମ୍ପର୍କ ଛିନ୍ନ କରି ଦ୍ୱିତୀୟ ବିବାହ କଲେ ଫର୍‌ହାନ୍‌

ବମ୍ବେ: ୩ ବର୍ଷର ପ୍ରେମ, ୧୬ ବର୍ଷର ବିବାହକୁ ଭୁଲି ଆଗକୁ ବଢ଼ିଛନ୍ତି ବଲିଉଡ୍‌ ଅଭିନେତା ଫରହାନ୍‌ ଅଖ୍‌ତର। ଶନିବାର ସେ ପ୍ରେମିକା ଶିବାନୀ ଦାଣ୍ଡେକରଙ୍କୁ ବିବାହ କରିଛନ୍ତି। ଉଭୟ ଦୀର୍ଘ ଚାରି ବର୍ଷ ଧରି ପରସ୍ପରକୁ ଡେଟ୍‌ କରୁଥିଲେ। ସେମାନଙ୍କ…

ବିଜେଡିର ବିଜୟଧାରାକୁ ବ୍ରେକ୍‌ ଦେବା ପାଇଁ ଭାଜପାର ଜୋରଦାର ପ୍ରୟାସ

କେନ୍ଦୁଝର,୧୯ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ୨୯ ନମ୍ବର ଜୋନ୍‌ ଅଣସଂରକ୍ଷିତ ରହିଛି। ଏହି ସିଟ୍‌ରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଫେବୃୟାରୀ ୨୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଜୋନ୍‌ରେ ମୋଟ୍‌ ୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ…

ପ୍ରିୟଙ୍କା ଲେଖିଲେ ‘ମିସ୍‌ ୟୁ ଡାଡ୍‌’

ବମ୍ବେ: ମାତାପିତାଙ୍କ ବିବାହବାର୍ଷିକୀରେ ଭାବବିହ୍ବଳ ହେଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହି ଖାସ୍‌ ଦିନରେ ବାପା ଅଶୋକ ଚୋପ୍ରାଙ୍କ ଅନୁପସ୍ଥିତି ତାଙ୍କୁ ଦୁଃଖ ଦେଇଛି। ୨୦୧୩ରେ କ୍ୟାନ୍‌ସର ସହ ଲଢ଼ି ଆର୍‌ ପାରିକୁ ଚାଲିଯାଇଥିଲେ ସେ। ଏବେ ପ୍ରିୟଙ୍କା ବାପାମା’ଙ୍କ ଏକ…

ସରକାରୀ ଘର ଖାଲି କର, ଅବସରପ୍ରାପ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ …

ନୂଆଦିଲ୍ଲୀ,୧୯।୨ : ଦିଲ୍ଲୀ ହାଇକୋର୍ଟ ୩ ଜଣ ଅବସରପ୍ରାପ୍ତ କଶ୍ମୀରୀ ଅଧିକାରୀଙ୍କୁ ଶୀଘ୍ର ସରକାରୀ ଘର ଖାଲି କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ସମ୍ପୃକ୍ତ ଅଧିକାରୀମାନେ କଶ୍ମୀରୀ ପ୍ରବାସୀ ହୋଇଥିବା ଦାବି କରି ସରକାରୀ ଘରେ ରହିବାକୁ ଅନୁମତି ଲୋଡିଥିଲେ। ସେମାନେ…

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ: ୨୬୨ ବୁଥ୍‌କୁ ଗଲେ ନିର୍ବାଚନ କର୍ମଚାରୀ

କୋକସରା,୧୯ା୨(ଡି.ଏନ୍‌.): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ରବିବାର କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ଲକର ୨୨ ପଞ୍ଚାୟତରେ ୮୭ ହଜାର…

ଜସ୍ମିନ-ଅଲିଙ୍କ ବ୍ରେକ୍‌ଅପ୍‌!

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଅଲି ଗୋନି ଏବଂ ଜାସ୍ମିନ ଭସିନ ଅନ୍ୟତମ। ବିଗ୍‌ ବସ୍‌ ଘରେ ଉଭୟଙ୍କୁ ପ୍ରଥମେ ଯୋଡ଼ି ଭାବେ ଦେଖିବାକୁ ମିଳିଥିଲା। ହେଲେ ଏବେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲି ନ ଥିବା…

ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ ଅଫିସ,୧୯ା୨: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅପରାହ୍ନ ୫ଟା ୧୦ରେ କାରକେଡ୍‌ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ତାଙ୍କ କେଳିକ ପଣ୍ଡା ତାଙ୍କୁ ପାଛୋଟି ନେଇଥିଲେ। ଏହା…

ପୁତୁଲପାଣି ଛକରେ ପଛକୁ ପଛ ପିଟିହେଲେ ୩ ଟ୍ରକ୍‌

କେନ୍ଦୁଝର,୧୯ା୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୪୯ ପୁତୁଲପାଣି ଛକ ନିକଟରେ ପଛକୁ ପଛ ପିଟି ହୋଇ ୩ ଟ୍ରକ୍‌ ନଷ୍ଟ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡ଼ିଛି। ଉକ୍ତ ସ୍ଥାନରେ ଶନିବାର ସକାଳେ ରାସ୍ତା ଉପରେ ଏକ…

ପୁଣି ଅଶାନ୍ତ ରୁଷିଆ-ୟୁକ୍ରେନ୍‌ ସୀମା, ୨୪ ଘଣ୍ଟାରେ ୬୬ ଥର ଅସ୍ତ୍ରବିରତି ଉଲ୍ଲଂଘନ…

ମସ୍କୋ/କ୍ୱିଭ୍‌,୧୯।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଶଙ୍କା ପୁଣି ଥରେ ଘନେଇବାରେ ଲାଗିଛି। ଗୋଟିଏ ପଟେ ଉଭୟ ଦେଶର ନେତାମାନେ ଶାନ୍ତି ପାଇଁ କଥାବାର୍ତ୍ତା କରୁଛନ୍ତି। ଅପରପକ୍ଷରେ, ରୁଷିଆର ସମର୍ଥକ ବିଦ୍ରୋହୀ ଗୋଷ୍ଠୀ ୟୁକ୍ରେନରେ ବିସ୍ଫୋରଣ ଆରମ୍ଭ କରିଛନ୍ତି।…

ଭାରତକୁ ମିଳିଲା ନୂଆ ଟେଷ୍ଟ ଅଧିନାୟକ; ଏହି ଖେଳାଳିଙ୍କ ଉପରେ ମୋହର ମାରିଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୧୯।୨: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବ ଭାରତ। ଏହି ସିରିଜକୁ କିଛି ଦିନ ଥିବା ବେଳେ ବିସିସିଆଇ ପକ୍ଷରୁ ଦଳର ନୂଆ ଟେଷ୍ଟ ଅଧିନାୟକ ନେଇ ଘୋଷଣା କରାଯାଇଛି। ଦିନିକିଆ ଏବଂ ଟି-୨୦ ପରେ ଏବେ ଟେଷ୍ଟର…

ଡି-ଗ୍ୟାଙ୍ଗ୍‌ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ କଲା ଏନ୍‌ଆଇଏ, ଟାର୍ଗେଟ୍‌ରେ ରାଜନେତା…

ନୂଆଦିଲ୍ଲୀ,୧୯।୨ : ଡି-ଗ୍ୟାଙ୍ଗର ଷଡଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ)କୁ ଏସମ୍ପର୍କରେ ବହୁ ଗୁପ୍ତ ସୂଚନା ମିଳିଛି। ଏନଆଇଏ ଅନୁଯାୟୀ, ଡି-ଗ୍ୟାଙ୍ଗ ମୁଖ୍ୟ ତଥା ବହୁ ଚର୍ଚ୍ଚିତ ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଡାଉଦ୍‌ ଇବ୍ରାହିମ୍‌ ଭାରତରେ ଆକ୍ରମଣ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri