ଘର ଭଡ଼ା
ଜବ୍, ବ୍ୟବସାୟ ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ପରିବାରକୁ ବାହାରେ ଘର ଭଡ଼ା ନେଇ ରହିବାକୁ ହୋଇଥାଏ। ଆବଶ୍ୟକ ସ୍ଥଳେ ବାରମ୍ବାର ଘର ବି ବଦଳାଇବାକୁ ହୋଇଥାଏ। ଏମିତିରେ ଘର ଭଡ଼ା ନେବା ବେଳେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦିଗ…
ଗୋଲାପି ଓଠ ପାଇଁ…
ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ଓଠର ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେଣୁ ଓଠକୁ ଆକର୍ଷଣୀୟ କରିବା ଲାଗି ମହିଳାମାନେ ବିଭିନ୍ନ ପ୍ରକାର ଲିପ୍ ମେକ୍ଅପ୍ ସାମଗ୍ରୀ ବ୍ୟବହାର କରିଥାନ୍ତି । ହେଲେ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ଓଠକୁ ଗୋଲାପି…
ଜାହାଙ୍ଗୀରପୁରୀ ହିଂସା ଘଟଣା: ଗୃହ ମନ୍ତ୍ରଣାଳକୁ ରିପୋର୍ଟ ଦାଖଲ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ,୧୯।୪: ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀଙ୍କ ଅବସରରେ ହୋଇଥିବା ହିଂସା ସମ୍ପର୍କରେ ଦିଲ୍ଲୀ ପୋଲିସ ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିଛି। ଅପରାଧିକ ଷଡଯନ୍ତ୍ରର ଏକ ଅଂଶ ଭାବରେ ଜାହାଙ୍ଗୀରପୁରୀରେ ହିଂସା ଘଟିଥିଲା। ଦିଲ୍ଲୀ ପୋଲିସ କ’ଣ…
ସାମନ୍ଥାଙ୍କ ପ୍ରଥମ ରୋଜଗାର କେତେ ଥିଲା ଜାଣନ୍ତି
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବେ ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି। ଗତ ବର୍ଷ ସାମନ୍ଥା ୱେବ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ-୨’ରେ ରାଜି ଚରିତ୍ରରେ ବେଶ ଲୋକପ୍ରିୟ ହୋଇଥିଲେ। ଏହା ପରେ ବ୍ଲକବଷ୍ଟର ଫିଲ୍ମ ପୁଷ୍ପାର…
ଚହଲ ହ୍ୟାଟ୍ରିକ୍ ନେବା ପରେ ସ୍ତ୍ରୀଙ୍କ ଥିଲା ଏମିତି ପ୍ରତିକ୍ରିୟା: ଦେଖନ୍ତୁ ଭିଡିଓ
ମୁମ୍ବାଇ,୧୯।୪: ଆଇପିଏଲ୍ ୨୦୨୨ରେ ରାଜସ୍ଥାନ ରୟାଲ୍ସ ବୋଲର୍ ୟୁଜଭେନ୍ଦ୍ର ଚହଲ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ହ୍ୟାଟ୍ରିକ ନେଇଛନ୍ତି। ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଚହଲ ଚଳିତ ଆଇପିଏଲ୍ର ପ୍ରଥମ ହ୍ୟାଟ୍ରିକ୍ ନେଇ ନିଜ ଦଳକୁ ବିଜୟ ଦେବାରେ ପ୍ରମୁଖ…
ଜନ୍ମଦିନରେ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରେମିକା: ଜବାବରେ ମିଳିଲା…
ଭାରତୀୟ କ୍ରିକେଟର୍ କେ.ଏଲ ରାହୁଲ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଆଇପିଏଲ୍ ୨୦୨୨ରେ ସେ ଚମତ୍କାର ବ୍ୟାଟିଂ କରୁଛନ୍ତି। ଗତକାଲି ଅର୍ଥାତ୍ ଏପ୍ରିଲ ୧୮ରେ ସେ ତାଙ୍କ ୩୦ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନରେ ତାଙ୍କୁ ସାଥୀ ଖେଳାଳିଙ୍କ ସହ ପ୍ରଶଂସକମାନେ…
୩ ଦିନରେ ୨ଥର ସୋନିଆଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର
ନୂଆଦିଲ୍ଲୀ,୧୯।୪: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କଂଗ୍ରେସ ଦଳକୁ ପୁଣି ଦୃଢ କରିବାକୁ ଲାଗି ପଡିଛନ୍ତି। ନିକଟରେ ସେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଦଳର ବହୁ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ…
ମୁଖ୍ୟମନ୍ତ୍ରୀଙ୍କ ଖସିଗଲା ଗୋଡ଼
ଡେରାଡୁନ୍,୧୯।୪: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଅବସରରେ ହଠାତ୍ ତାଙ୍କ ପାଦ ଖସିଯାଇଥିଲା। ଏହି ସମୟରେ ତାଙ୍କ ପଛରେ ଆସୁଥିବା ସୁରକ୍ଷା କର୍ମୀମାନେ ଧରି ପକାଇଥିଲେ। ଫଳରେ…
ପୁଣି ବଢୁଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୯।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ଧୀରେ ଧୀରେ ବଢିବାରେ ଲାଗିଛି। ଗତ କିଛିଦିନ ହେବ ସଂକ୍ରମଣ ହଜାରେ ତଳେ ଥିବାବେଳେ ମଙ୍ଗଳବାର ତାହା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ…
ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର,୧୯।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ…
ଆଇପିଏଲ୍ ଇତିହାସରେ ପ୍ରଥମଥର ଘଟିଲା ଏମିତି
ମୁମ୍ବାଇ,୧୯।୪: ସୋମବାର ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୧୫ତମ ସିଜିନର ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ (ଆରଆର) ୭ ରନ୍ରେ କୋଲକାତା ନାଇଟ ରାଇଡର୍ସ (କେକେଆର୍)କୁ ପରାସ୍ତ କରିଛି। ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ରାଜସ୍ଥାନର ଜୋସ ବଟଲର୍…
ପ୍ରଶଂସକଙ୍କ ସହ ଦୁଃଖ ଖବର ଶେୟାର କଲେ ରୋନାଲଡୋ
ନୂଆଦିଲ୍ଲୀ,୧୯।୪:ବିଶ୍ୱର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ନିଜ ପ୍ରଶଂସକଙ୍କ ସହ ଏକ ଦୁଃଖ ଖବର ଶେୟାର କରିଛନ୍ତି। ରୋନାଲଡୋ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜ ସେମାନଙ୍କ ନବଜାତ ପୁତ୍ର ସନ୍ତାନକୁ ହରାଇଛନ୍ତି। ମଞ୍ଚେଷ୍ଟର ୟୁନାଇଟେଡ ତାରକା କ୍ରିଷ୍ଟିଆନୋ ଟୁଇଟର୍ରେ…

