Home

ଆସନ୍ତା ୧୦ରୁ ୧୫ଦିନ ମଧ୍ୟରେ ଶୀର୍ଷରେ ପହଞ୍ଚିବ କରୋନା: ରିପୋର୍ଟ

ନୂଆଦିଲ୍ଲୀ,୪।୫: ଭାରତରେ କରୋନା ଭାଇରସର ନୂତନ ଏକ୍ସଇ ଭାରିଆଣ୍ଟର ବର୍ଦ୍ଧିତ ମାମଲା ଏବେ ଲୋକଙ୍କ ଚିନ୍ତା ବଢ଼ାଇଦେଇଛି। ବିଶେଷକରି ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦେଖିଲେ ପରିସ୍ଥିତି ଆହୁରି ଚିନ୍ତାଜନକ ହୋଇପଡ଼ିଛି। ଗତ କିଛି ଦିନରୁ…

ଆଉ ଫେରିବ ନାହିଁ ‘କଫି ଉଇଥ୍‌ କରନ୍‌’

ବମ୍ବେ: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ଟକ୍‌ ଶୋ’ ‘କଫି ଉଇଥ୍‌ କରନ୍‌’ ଦର୍ଶକଙ୍କ ପ୍ରିୟ ଶୋ’ ମଧ୍ୟରୁ ଅନ୍ୟତମ। ହେଲେ ଏହା ଆଉ ଟେଲି ପରଦାରେ ଦେଖିବାକୁ ମିଳିବ ନାହିଁ। ନିକଟରେ ଏହାର ସପ୍ତମ ସିଜନ୍‌ ଆସିବ ବୋଲି…

କଂଗ୍ରେସର ଚିନ୍ତନ ପରେ ଭାଜପା ପକ୍ଷରୁ ହେବ ମନ୍ଥନ ଶିବିର…

ଯୋଧପୁର, ୪।୫ : ରାଜସ୍ଥାନରେ ଏବେ ରାଜନୈତିକ ସ୍ଥିତି ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୩ରୁ ୧୫ କଂଗ୍ରେସ ପକ୍ଷରୁ ଚିନ୍ତନ ଶିବିର ଆୟୋଜନ କରାଯିବାର ଯୋଜନା ରହିଛି। ଶିବିରରେ ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ପରାଜୟର ସମୀକ୍ଷା କରାଯିବ।…

ହନୁମାନ ଚାଳିଶା ପାଠ କରି ଗିରଫ ହେଲେ ଏମ୍‌ଏନ୍‌ଏସ୍‌ ନେତା

ମୁମ୍ବାଇ,୪।୫: ମହାରାଷ୍ଟ୍ରରେ ବୁଧବାର ଲାଉଡସ୍ପିକରକୁ ନେଇ ଉତ୍ତେଜନା ଦେଖାଦେଇଛି। ଏମ୍‌ଏନ୍‌ଏସ୍‌ ଅଧ୍ୟକ୍ଷ ରାଜ ଠାକ୍‌ରେଙ୍କ ଚେତାବନୀକୁ ସଫଳ କରିଦେଖାଇଛନ୍ତି ଦଳର କର୍ମକର୍ତ୍ତମାନେ। ବୁଧବାର ସକାଳେ ନଭି ମୁମ୍ବାଇର ଏକ ମସ୍‌ଜିଦ୍‌ ନିକଟରେ ଏମ୍‌ଏନ୍‌ଏସ୍‌ କର୍ମକର୍ତ୍ତମାନେ ହନୁମାନ ଚାଳିଶା ପାଠ କରିଥିଲେ। ଏହାପରେ…

ଗଞ୍ଜାମରେ ଆରମ୍ଭ ହେଲା ଐତିହାସିକ ପବିତ୍ର ଚନ୍ଦନଯାତ୍ରା

ଗଞ୍ଜାମ,୪।୫(ଡି.ଏନ୍‌.ଏ.): ଗଞ୍ଜାମରେ ପବିତ୍ର ଚନ୍ଦନଯାତ୍ରା ଆରମ୍ଭ ହୋଇଛି। ଅକ୍ଷୟ ତୃତୀୟା ଅବସରରେ ଶ୍ରୀମଦନ ମୋହନ ଗୋପାଳ ସ୍ବାମୀଙ୍କ ମନ୍ଦିରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରାଯିବା ପରେ ସନ୍ଧ୍ୟାରେ ଠାକୁର ଶୋଭାଯାତ୍ରାରେ ବାହାରିଥିଲେ। ସାମନ୍ତରା ସାହି, ଦୁର୍ଗାଦେବୀ ସାହି, ଚୌଧୁରୀ ପଣ୍ଡା…

ଡବ୍ଲ୍ୟୁଏଚ୍‌ଓ ପୂର୍ବରୁ ଭାରତ ଜାରି କଲା କରୋନା ମୃତ୍ୟୁ ସଂଖ୍ୟା ରିପୋର୍ଟ…

ନୂଆଦିଲ୍ଲୀ, ୪।୫ : ଦେଶରେ କରୋନାରେ ଆକ୍ରାନ୍ତ ହୋଇ ଘଟିଥିବା ମୃତକଙ୍କ ସଂଖ୍ୟା ରିପୋର୍ଟ ଭାରତ ପକ୍ଷରୁ ଜାରି କରାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୃତ୍ୟୁ ସଂଖ୍ୟା ଜାରି କରିବା ପୂର୍ବରୁ ଭାରତ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ…

ରାଣା ଦମ୍ପତିଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ମୁମ୍ବାଇ,୪।୫: ହନୁମାନ ଚାଳିଶା ମାମଲାରେ ଗତ ୧୧ଦିନ ହେଲାଣି ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି। ଅମରାବତୀର ନିର୍ଦ୍ଦଳୀୟ ଏମ୍‌ପି ନବନୀତ ରାଣା ଏବଂ ତାଙ୍କ ବିଧାୟକ ସ୍ବାମୀ ରବି ରାଣାଙ୍କୁ ଶେଷରେ କୋର୍ଟରୁ ଜାମିନ ମିଳିଛି। ମୁମ୍ବାଇର…

ଜାତିସଂଘରେ ପହଞ୍ଚିଲା ଯୋଧପୁର ହିଂସା…

ଜେନେଭା/ନୂଆଦିଲ୍ଲୀ, ୪।୫ : ରାଜସ୍ଥାନର ଯୋଧପୁରରେ ହୋଇଥିବା ହିଂସା ଏବେ ମିଳିତ ଜାତିସଂଘରେ ପହଞ୍ଚିଛି। ଏହା ଉପରେ ଆଲୋଚନା ମଧ୍ୟ କରାଯାଉଛି। ମିଳିତ ଜାତିସଂଘ ପ୍ରବକ୍ତା ବୁଧବାର ଭାରତ ସରକାର ଏବଂ ଏଜେନ୍ସିଗୁଡ଼ିକୁ ସହରରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ରକ୍ଷା କରିବାକୁ…

ଟୁଇଟର ବ୍ୟବହାର ପାଇଁ ଖୁବ୍‌ଶୀଘ୍ର ଦେବାକୁ ପଡ଼ିବ ଦେୟ

ଓ୍ବାଶିଂଟନ୍‌,୪।୫: ଗତ ସପ୍ତାହରେ ଟୁଇଟର କିଣିବା ପରେ ଚର୍ଚ୍ଚାରେ ରହିଥିବା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ ମସ୍କ ଏବଂ ଟୁଇଟର କମ୍ପାନୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଲୋନ ମସ୍କ ଟୁଇଟରକୁ କିଣିବା ପରେ ସ୍ପଷ୍ଟ କରିଛନ୍ତି ଯେ,…

ତିନି ତଲାକ୍‌ ପରେ ଏବେ ’ତଲାକ୍‌-ଇ-ହସନ୍‌’କୁ ନେଇ ଚର୍ଚ୍ଚା, ଏସ୍‌ସିରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ, ୪।୫ : ତିନି ତଲାକ୍‌ ପରେ ଏବେ ’ତଲାକ୍‌-ଇ-ହସନ୍‌’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଜଣେ ମୁଓଲମାନ୍‌ ମହିଳା ସମସ୍ତଙ୍କ ପାଇଁ ଆଇନ ବ୍ୟବସ୍ଥା ହେବାର ଆବଶ୍ୟକତା ଦର୍ଶାଇ ସୁପ୍ରିମ୍‌କୋର୍ଟ(ଏସ୍‌ସି)ରେ ଏକ ପିଟିଶନ ଦାଖଲ କରିଛନ୍ତି। ’ତଲାକ୍‌-ଇ-ହସନ୍‌’ ଏବଂ…

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ହିଟଲରଙ୍କ ଏଣ୍ଟ୍ରି…

ମସ୍କୋ/କ୍ୱିଭ୍‌, ୪।୫ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଏବେ ନାଜିର ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଏଣ୍ଟ୍ରି ହୋଇଛି। ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଓ୍ବରୋଓ୍ବ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ହିଟଲରଙ୍କ ସହ ତୁଳନା କରି ଏକ ବିବାଦ ସୃଷ୍ଟି କରିଛନ୍ତି। ଲାଓ୍ବରୋଓ୍ବ…

ଏକଛତ୍ରବାଦୀ ଶାସକ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷଣ…

ସିଓଲ୍‌, ୪।୫ : ଆଣବିକ ପରୀକ୍ଷଣ କରାଯିବା ଲାଗି ବିଶ୍ୱସ୍ତରରେ ବାରଣ କରାଯାଇଛି। କିନ୍ତୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏହି କଟକଣାକୁ ଲଗାତାର ଅଣଦେଖା କରୁଛନ୍ତି। ତାଙ୍କର ଆଣବିକ ପରୀକ୍ଷଣ ଯୋଗୁ ଆମେରିକା ସମେତ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?