ମାର୍ଚ୍ଚ ୪ରେ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା
କଟକ ଅଫିସ,୧୫।୨:ଷଷ୍ଠ, ସପ୍ତମ, ଅଷ୍ଟମ ଏବଂ ନବମଶ୍ରେଣୀ ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଅନୁଷ୍ଠିତ ହେବ। ମଙ୍ଗଳବାରଠାରୁ ବୋର୍ଡ ୱେବ୍ସାଇଟ୍ (www.bseodisha.ac.in)ରେ ପରୀକ୍ଷାର୍ଥୀଙ୍କ ଆଡ୍ମିଟ କାର୍ଡ ଉପଲବ୍ଧ ରହିବ। ଏନେଇ ସୋମବାର ବୋର୍ଡ…
ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କୋଭିଡ୍ ଟେଷ୍ଟ ଆବଶ୍ୟକ ନାହିଁ
ଭୁବନେଶ୍ୱର, ୧୫।୨(ବ୍ୟୁରୋ):ରାଜ୍ୟରେ ଏଣିକି ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ କୋଭିଡ୍ ଟେଷ୍ଟର ଆବଶ୍ୟକତା ନାହିଁ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ଆଉ…
କାନାଡାରେ ୫୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗୁ ହେଲା ଏମରଜେନ୍ସି
ଓଟାୱା,୧୫ ।୨: କାନାଡାରେ କରୋନା ମହାମାରୀକୁ ନେଇ ଲାଗିଥିବା ପ୍ରତିବନ୍ଧକକୁ ବିରୋଧ କରି କରାଯାଉଥିବା ପ୍ରଦର୍ଶନକୁ ରୋକିବା ପାଇଁ ସେଠାରେ ସୋମବାରଠାରୁ ଏମରଜେନ୍ସି ଲାଗୁ କରାଯାଇଛି । ଏଏନ୍ଆଇର ସୂଚନା ଅନୁଯାୟୀ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଦେଶରେ ଜରୁରୀକାଳୀନ ପରିସ୍ଥିତି…
ସରିଲା ପ୍ରଥମ ପର୍ଯ୍ୟାୟ ପ୍ରଚାର
ଭୁବନେଶ୍ୱର,୧୫ା୨(ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୬ ତାରିଖ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ମତଦାନ ହେବାକୁ ଥିବା ଅଞ୍ଚଳରୁ ବାହାର ନେତା ଏବଂ କର୍ମୀଙ୍କୁ ସନ୍ଧ୍ୟା ୭ଟା ପୂର୍ବରୁ…
ବଢ଼ୁଛି ଯୁଦ୍ଧ ଆଶଙ୍କା
କ୍ୱିଭ୍, ୧୫ା୨:ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେଶନ (ନାଟୋ)ରେ ସାମିଲ ହେବା ପାଇଁ ୟୁକ୍ରେନର ଉଦ୍ୟମ ଯୋଗୁ ରୁଷିଆ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ୟୁକ୍ରେନ ସୀମାରେ ରୁଷିଆ ଲକ୍ଷାଧିକ ସୈନ୍ୟଙ୍କୁ ମୁତୟନ କରିଥିବାବେଳେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ କ୍ୱିଭ୍ ସପକ୍ଷରେ ସାମରିକ…
ହିଜାବ ବିବାଦ ମଧ୍ୟରେ ବୁଧବାରରୁ ଖୋଲିବ କଲେଜ-ବିଶ୍ୱବିଦ୍ୟାଳୟ
ବେଙ୍ଗାଲୁରୁ,୧୪।୨: କର୍ନାଟକରେ ହିଜାବ ବିବାଦ ମଧ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟକୁ ପୁଣି ଥରେ ଖୋଲିବା ପାଇଁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ବି.ସି ନାଗେଶ ଏନେଇ ସୋମବାର ଘୋଷଣା କରିଛନ୍ତି।…
ସନ୍ଧ୍ୟା ୬ଟା ସୁଦ୍ଧା ୟୁପିରେ ୬୨%, ଗୋଆରେ ୭୮%, ଉତ୍ତରାଖଣ୍ଡରେ ୬୨ପ୍ରତିଶତରୁ ଉର୍ଦ୍ଧ୍ୱ ମତଦାନ କରିଛନ୍ତି ଭୋଟର
ଲକ୍ଷ୍ନୌ/ପଣାଜି/ଡେରାଡୁନ,୧୪।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ୫୫ଟି ଆସନ ଓ ଉତ୍ତରାଖଣ୍ଡ-ଗୋଆର ସମସ୍ତ ଆସନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଥିଲା। ଗୋଆରେ ୭୦ଟି ବିଧାନସଭା ଆସନ ପାଇଁ ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ସେହିପରି ଉତ୍ତରପ୍ରଦେଶରେ ସନ୍ଧ୍ୟା…
ନକଲି ଭୋଟ ଦେଉଥିବା ୬ଜଣଙ୍କୁ ଗିରଫ କଲା ପୋଲିସ: ଏଥିରେ ୪ମହିଳା ସାମିଲ
ଲକ୍ଷ୍ନୌ,୧୪।୨: ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ୯ଟି ଜିଲାର ୫୫ଟି ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯାଇଛି। ଏହିକ୍ରମରେ ରାମପୁର ଜିଲାରେ ମଧ୍ୟ ମତଦାନ ହୋଇଥିଲା। ତେବେ ମତଦାନ ସମୟରେ ରାମପୁର ଜିଲାରେ ନକଲି ଭୋଟ ଦେବାକୁ ଚେଷ୍ଟା କରୁଥିବା…
ବାଲିଗୁଡା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ଚେତାବନୀ
ବାଲିଗୁଡା,୧୪।୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାଇନପଡା ଗ୍ରାମ ପଞ୍ଚାୟତର ୬ୱାର୍ଡବାସୀ ତଥା ବିଧାୟକଙ୍କ ଗାଁରେ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି। ନୂତନ ପଞ୍ଚାୟତ ଗଠନ ଓ ମୌଳିକ ସମସ୍ୟାର ସମାଧାନ ପାଇଁ ଆଗାମୀ ତ୍ରିସ୍ତରୀୟ…
ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ: ଗୀତ ଗାଇବା ବେଳେ ଟଳିପଡିଲେ ଗାୟକ
ଉଦଳା, ୧୪ା୨(ଡି.ଏନ.ଏ.):‘ବରଷା ରାତିକୁ ଭରସା ନାହିଁ’ ନାଟକର ଟାଇଟଲ ଗୀତ ଗାଉଥିଲେ ଗାୟକ। କିନ୍ତୁ ଏହି ଗୀତ ପାଲଟିଗଲା ତାଙ୍କ ଜୀବନର ଶେଷ ଗୀତ। ଗୀତ ଗାଉଥିବା ବେଳେ ହଠାତ ଟଳିପଡିଲେ ଗାୟକ ସଞ୍ଜୟ କୁମାର ପାତ୍ର। ସ୍ତବ୍ଧ ପାଲଟିଯାଇଥିଲେ ଯାତ୍ରା…
୧୨୭ ଛାତ୍ରୀଛାତ୍ର ନେଲେ କୋଭିଡ ଟିକା
ହିଞ୍ଜିଳିକାଟୁ,୧୪।୨(ଡି.ଏନ୍.ଏ): କରୋନା ମହାମାରୀ ଯୋଗୁ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ର଼ଖି ଗତ ୨ବର୍ଷ ହେଲା ରାଜ୍ୟରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଥିଲା। ତେବେ କରୋନା ପ୍ରକୋପ ସାମାନ୍ୟ ହ୍ରାସ ହେବା ପରେ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ରାଜ୍ୟ…
ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ: ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ
ବାଲିଗୁଡ଼ା,୧୪।୨(ଡି.ଏନ.ଏ.): ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କନ୍ଧମାଳ ଜିଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୧୬ରେ କନ୍ଧମାଳ ଜିଲାର…
Archives


